Important facts of world

Important facts of World | ପୃଥିବୀର ମୁଖ୍ୟ ଘଟଣାବଳୀ

Facebook
Telegram
WhatsApp
LinkedIn

Important facts of world : Thank you for reading! In this blog, we’ve compiled some important information about world that you may not have known. From global trends to international events, we’ve got you covered! Keep reading to learn more and stay up-to-date with all the latest happenings in the world!

In this post, we have compiled a list of important facts about the world that you may find useful. From climate change to the refugee crisis, we have covered it all. So, whether you’re looking for information about current events or just want to be more informed, we hope that you find our blog useful. Keep reading and stay tuned for more!

Important facts of World

ପୃଥିବୀର ମୁଖ୍ୟ ଘଟଣାବଳୀ

ଖ୍ରୀ: ପୂ:
୩୦୦୦- ସିନ୍ଧୁ ସଭ୍ୟତାର ବିକାଶ
୨୮୫୦- ମିଶରରେ ପିରାମିଡ୍ ନିର୍ମାଣ
୨୦୦୦- ଭାରତରେ ଆର୍ଯ୍ୟବସତି ସ୍ଥାପନ
୧୦୦୦- ଭାରତରେ ପୌରାଣିକ ଯୁଗ ଆରମ୍ଭ
( ରାମାୟଣ ମହାଭାରତ ରଚନା)
୭୭୯- ଗ୍ରୀସରେ ଅନୁଷ୍ଠିତ ପ୍ରଥମ ଅଲମ୍ପିକ ଖେଳ
୭୫୩- ରୋମ ନଗରୀରେ ପ୍ରତିଷ୍ଠା
୬୦୪- ମେଶୋପଟାମିଆ ନୂତନ ସାମ୍ରାଜ୍ୟ ସ୍ଥାପନ
୫୮୬- ବେବୀଲନିଆ ମାନଙ୍କ ଦ୍ଵାରା ଜେରୁଜେଲମ ଆବିଷ୍କାର
୫୦୯- ରୋମ ସାଧାରଣତନ୍ତ୍ର ରାଷ୍ଟ୍ରରୂପେ ପ୍ରତିଷ୍ଠିତ ହେଲା
୪୦୯- ମାରାଥନ୍ ଯୁଦ୍ଧ
୩୯୯- ସକ୍ରେଟିସଙ୍କୁ ଫାଶୀ ଦିଆଗଲା
୩୪୭- ପ୍ଲୁଟୋଙ୍କର ମୃତ୍ୟୁ
୩୩୬- ଆଲେକଜାଣ୍ଡାରଙ୍କର ମାସିଡ଼ନର ସିଂହାସନ ଆରୋହଣ
୩୩୩- ଡେରାୟସଙ୍କର ମୃତ୍ୟୁ ଓ ପାରସ୍ୟ ସାମ୍ରାଜ୍ୟର ପତନ
୩୨୭- ଆଲେକଜାଣ୍ଡାରଙ୍କ ମୃତ୍ୟୁ, ହାଇଦାସପେସ ଯୁଦ୍ଧ
୩୨୧- ଭାରତରେ ମୌର୍ଯ୍ୟ ସାମ୍ରାଜ୍ୟର ପ୍ରତିଷ୍ଠା ଓ ଆରିଷ୍ଟଟଲଙ୍କ ମୃତ୍ୟୁ
୨୭୪- ଅଶୋକ ଭାରତରେ ସମ୍ରାଟ ହେଲେ
୨୧୪- ଚୀନର ବିରାଟ ପ୍ରାଚୀର ନିର୍ମାଣ
୨୧୨- ଆର୍କମେଡିସଙ୍କ ମୃତ୍ୟୁ
୫୮- ଜୁଲିୟସ ସିଜରଙ୍କର ଗାଉଲ ଆକ୍ରମଣ
୫୫- ଜୁଲୀୟସ ସିଜରଙ୍କ ଇଂଲଣ୍ଡ ଆକ୍ରମଣ
୪- ଯୀଶୁଖ୍ରୀଷ୍ଟଙ୍କର ଜନ୍ମ

Important facts of World

ପୃଥିବୀର ମୁଖ୍ୟ ଘଟଣାବଳୀ

ଖ୍ରୀଷ୍ଟାବ୍ଦ:
୪୩- ରୋମାନମାନଙ୍କର ବ୍ରିଟେନ ଅଧିକାର
୩୨୦- ଭାରତରେ ଗୁପ୍ତବଂଶର ଶାସନ ଆରମ୍ଭ
୩୭୫- ଚନ୍ଦ୍ରଗୁପ୍ତ ବିକ୍ରମାଦିତ୍ୟଙ୍କର ସିଂହାସନ ଆରୋହଣ
୫୬୯- ମହମ୍ମଦଙ୍କ ଜନ୍ମ
୬୦୦- ରୋମ ସାମ୍ରାଜ୍ୟର ପତନ
୬୩୨- ହଜିରାବ୍ଦ ପ୍ରଚଳନ ଓ ମହମ୍ମଦଙ୍କ ପରଲୋକ
୧୦୯୫- ପୋପ ଅରବାନ – ୨ ପ୍ରଥମ ଧର୍ମଯୁଦ୍ଧ ଆରମ୍ଭ କଲେ
୧୨୬୦- ଚୀନରେ କୁବଲାଇଖାଁ ଶାସନ
୧୩୩୮- ଫ୍ରାନସ ଓ ଇଂଲଣ୍ଡ ମଧ୍ୟରେ ଯୁଦ୍ଧାରମ୍ଭ
୧୪୫୩- ୟୁରୋପରେ ନବ ଜାଗରଣ
୧୪୯୨- କଲମ୍ବସଙ୍କର ଆମେରିକା ଆବିଷ୍କାର
୧୪୯୮- ଭାସ୍କୋଡ଼ାଗାମା ଙ୍କ ଭାରତକୁ ଜଳପଥ ଆବିଷ୍କାର
୧୫୧୭- ମାର୍ଟିନ ଲୁଥରଙ୍କ ଖ୍ରୀଷ୍ଟଧର୍ମ ସଂସ୍କାର
୧୫୬୪- ସେକ୍ସପିଅରଙ୍କ ଜନ୍ମ
୧୫୮୮- ସ୍ପେନିସ୍ ଆର୍ମଦାର ପରାଜୟ
୧୬୪୯- ଇଂଲଣ୍ଡର ରାଜା ଦ୍ଵିତୀୟ ଚାର୍ଲସଙ୍କୁ ପ୍ରାଣଦଣ୍ଡ
୧୬୮୮- ଇଂଲଣ୍ଡର ଗୌରବମୟ ବିପ୍ଳବ ଓ ଗଣତନ୍ତ୍ର ଶାସନ ଆରମ୍ଭ
୧୭୦୭- ଇଂଲଣ୍ଡ ଓ ସ୍କଟଲାଣ୍ଡର ମିଶ୍ରଣ
୧୭୬୯- ନେପୋଲିୟନଙ୍କ ଜନ୍ମ
୧୭୭୦- ଜେମସ୍ କୁକଙ୍କର ନ୍ୟୁସାଉଥ ଓୟେଲସ
୧୭୭୬- ଆମେରିକାର ସ୍ୱାଧୀନତା ଲାଭ
୧୭୭୯- ଫରାସୀ ବିପ୍ଳବ
୧୭୮୩- ଭର୍ସାଇଲ ସନ୍ଧି
୧୮୦୪- ନେପୋଲିୟନ୍ ବୋନାପାର୍ଟଙ୍କର ଫ୍ରାନସର ସମ୍ରାଟ ପଦ ଲାଭ
୧୮୦୫- ଟ୍ରାଫାଲଗାର ଯୁଦ୍ଧ
୧୮୧୫- ୱାଟରଲୁ ଯୁଦ୍ଧ
୧୮୨୧- ନେପୋଲିୟନଙ୍କ ମୃତ୍ୟୁ
୧୮୩୩- ବ୍ରିଟିଶ ଉପନିବେଶଗୁଡିକରେ ଦାସତ୍ୱ ପ୍ରଥା ଲୋପ
୧୮୩୭- ମହାରାଣୀ ଭିକ୍ଟୋରିଆଙ୍କ ସିଂହାସନ ଆରୋହଣ
୧୮୫୩- କ୍ରୀମିଆ ଯୁଦ୍ଧ
୧୮୬୫- ଆବ୍ରହାମ ଲିଙ୍କନଙ୍କ ମୃତ୍ୟୁ
୧୮୬୬- ସାଡୋଆ ଯୁଦ୍ଧ
୧୮୬୯- ସୁଏଜ୍ କେନାଲରେ ଯାତାୟାତ ଆରମ୍ଭ
୧୮୭୦- ସୋଡ଼ନ୍ ଯୁଦ୍ଧ
୧୮୮୭- ଭିକ୍ଟୋରିଆଙ୍କ ସୁବର୍ଣ୍ଣ ଜବୁଲି ଉତ୍ସବ
ମୁସ୍ତାଫା କାମାଲପାସାଙ୍କ ଜନ୍ମ
୧୮୯୭- ଭିକ୍ଟୋରିଆଙ୍କ ହୀରକ ଜୁବୁଲି ଉତ୍ସବ
୧୮୯୯- ବୁଅର ଯୁଦ୍ଧ
୧୯୦୧- ମହାରାଣୀ ଭିକ୍ଟୋରିଆଙ୍କ ମୃତ୍ୟୁ
୧୯୦୪- ରୁଷ ଜାପାନ ଯୁଦ୍ଧ
୧୯୦୯- କମାଣ୍ଡର ପ୍ୟାରୀଙ୍କର ଦକ୍ଷିଣମେରୁ ଆବିଷ୍କାର
୧୯୧୪- ପ୍ରଥମ ବିଶ୍ଵଯୁଦ୍ଧ ଆରମ୍ଭ
୧୯୧୭- ରୁଷ ବିପ୍ଳବ
୧୯୧୮- ପ୍ରଥମ ବିଶ୍ଵଯୁଦ୍ଧ ଶେଷ
୧୯୧୯- ଭର୍ସାଇଲ ସନ୍ଧି
୧୯୨୦- ” ଲିଗ୍ ଅଫ୍ ନେସନସ” ଗଠନ ଓ ମିଳିତ ଜାତିସଂଘ ପ୍ରତିଷ୍ଠା
୧୯୨୪- ଲେନିନଙ୍କ ମୃତ୍ୟୁ
୧୯୩୩- ହିଟଲର ଜର୍ମାନୀର ଚାନସେଲର
୧୯୩୯- ଦ୍ଵିତୀୟ ବିଶ୍ଵଯୁଦ୍ଧ ଆରମ୍ଭ
୧୯୪୫- ହିରୋସୀମା ଓ ନାଗାସାକୀ ଉପରେ ଆମେରିକାର ପ୍ରଥମ ବୋମାବର୍ଷଣ ଓ ଦ୍ଵିତୀୟ ବିଶ୍ଵଯୁଦ୍ଧ ଶେଷ
୧୯୪୬- ନ୍ୟୁୟର୍କଠାରେ ମିଳିତ ରାଷ୍ଟ୍ରସଙ୍ଘ ର ପ୍ରଥମ ସାଧାରଣ ଅଧିବେଶନ
୧୯୪୮- ବ୍ରହ୍ମଦେଶ ଓ ସିଂହଳର ସ୍ୱାଧୀନତା
୧୯୫୦- କୋରିଆ ଯୁଦ୍ଧ ଆରମ୍ଭ
୧୯୫୧- ପାକିସ୍ତାନ ପ୍ରଧାନମନ୍ତ୍ରୀ ଲିଆକତ ଅଲ୍ଲୀଙ୍କ ହତ୍ୟା
୧୯୫୩- ଏଭରେଷ୍ଟ ଶୃଙ୍ଗ ବିଜୟ
୧୯୫୬- ଇଜିପଟ ରାଷ୍ଟ୍ରପତି ନାସରଙ୍କ ଦ୍ଵାରା ସୁଏଜ୍ କେନାଲର ଜାତୀୟକରଣ
୧୯୫୭- ମହାକାଶକୁ ରୁଷିଆର କୃତ୍ରିମ ଉପଗ୍ରହ ପ୍ରେରଣ
୧୯୬୧- ବେଲଗ୍ରେଡ଼ରେ ପ୍ରଥମ ନିରପେକ୍ଷ ରାଷ୍ଟ୍ର ସମ୍ମିଳନୀ
୧୯୬୨- ୟୁରି ଗାଗାରିନଙ୍କର ମହାକାଶ ଯାତ୍ରା
୧୯୬୪- ଆମେରିକା ରାଷ୍ଟ୍ରପତି ଜନ୍ କେନେଡିଙ୍କୁ ହତ୍ୟା
୧୯୬୫- ଚଚ୍ଚଲଙ୍କ ମୃତ୍ୟୁ
୧୯୬୬- ଭାରତ ଓ ପାକିସ୍ତାନ ମଧ୍ୟରେ ତାସକେଣ୍ଟ ଚୁକ୍ତି
୧୯୬୮ – ମାର୍ଟିନ ଲୁଥରକିଙ୍ଗଙ୍କୁ ହତ୍ୟା
୧୯୭୨- ଅଲମ୍ପିକ କ୍ରୀଡା
୧୯୭୩- ଭିଏତନାମ ଶାନ୍ତି ଚୁକ୍ତି
୧୯୭୫- ଆନ୍ତର୍ଜାତିକ ମହିଳାବର୍ଷ ରୂପେ ପାଳିତ
୧୯୭୭- ଜମିକାର୍ଟାର ଆମେରିକାର ରାଷ୍ଟ୍ରପତି ହେଲେ
୧୯୭୯- ଜେଡ୍. ଏ. ଭୁଟୋଙ୍କୁ ଫାଶୀଦଣ୍ଡ
୧୯୮୦- ବିଶ୍ଵ ଅଲମ୍ପିକ କ୍ରୀଡା, ଇରାକ ଇରାନ ଯୁଦ୍ଧ
୧୯୮୧- ଦକ୍ଷିଣ ଆଣ୍ଟିଗୁଆର ସ୍ୱାଧୀନତା ଲାଭ ଓ ଆନ୍ତର୍ଜାତିକ ଶାରୀରିକ ଅକ୍ଷମବର୍ଷ ପାଳନ, ରୋନାଲ୍ଡ ରେଗାନ ଆମେରିକା ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ
୧୯୮୫- ପାକିସ୍ତାନରୁ ସାମରିକ ଆଇନ୍ ପ୍ରତ୍ୟାହୁତ ଓ ସୁଦାନର ରାଷ୍ଟ୍ରପତି ଗୋଫର ନିମେରି ଗାଦିଚ୍ୟୁତ
୧୯୮୬- ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ହେରାଲଡ ମାକମିଲାନଙ୍କ ମୃତ୍ୟୁ ଓ ସ୍ଵିଡେନର ପ୍ରଧାନମନ୍ତ୍ରୀ କୁଫର୍ମପାମେଙ୍କ ମୃତ୍ୟୁ
୧୯୮୭- ବ୍ରିଟିଶ ପ୍ରଧାନମନ୍ତ୍ରୀ ଥାଚରଙ୍କ ମସ୍କୋ ପରିଦର୍ଶନ, ଶ୍ରୀଲଙ୍କା- କଲମ୍ବୋ ଚୁକ୍ତି
୧୯୮୮- ପୂର୍ବତନ କେନ୍ଦ୍ରମନ୍ତ୍ରୀ, ରାଜ୍ୟମନ୍ତ୍ରୀ ତଥା ରାଜ୍ୟପାଳ ନିତ୍ୟାନନ୍ଦ କାନୁନଗୋଙ୍କ ଦେହତ୍ୟାଗ ଖାଁ ଅବଦୁଲ ରଫୂର ଖାଁଙ୍କ ଦେହତ୍ୟାଗ, ସିଓଲଠାରେ ଅଲମ୍ପିକ ଖେଳ, ଦୀର୍ଘଦିନ ଧରି ଚାଲି ଆସୁଥିବା ଇରାକ୍- ଇରାନ ର ଯୁଦ୍ଧାବସାନ , ପାକିସ୍ତାନର ରାଷ୍ଟ୍ରପତି ଜେନେରାଲ ଜିଆଉଲ୍ ହକଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ, ବେନଜିର ଭୁଟୋ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେଲେ ( ଡିସେମ୍ବର-୪)
୧୯୮୯- ପ୍ରେମ ଦାସଙ୍କର ଶ୍ରୀଲଙ୍କାର ରାଷ୍ଟ୍ରପତିଭାବେ ଶପଥ ଗ୍ରହଣ

Related Article :Important facts of India | ଭାରତର ମୁଖ୍ୟ ଘଟଣାବଳୀ

Important facts of World, Important facts of World

Leave a Comment

error: Content is protected !!