Important facts of India

Important facts of India | ଭାରତର ମୁଖ୍ୟ ଘଟଣାବଳୀ

Facebook
Telegram
WhatsApp
LinkedIn

Important facts of India : The country is home to a diverse range of cultures and religions, and its economy is highly diversified. India has a number of important geographic features that make it an interesting place to live and work, including a large coastline, numerous mountain ranges, and numerous lakes and rivers.

Important facts of India

ଭାରତର ମୁଖ୍ୟ ଘଟଣାବଳୀ

ଖ୍ରୀ:ପୂ:
୫୯୯:- ମହାବୀରଙ୍କର ଜନ୍ମ
୫୬୭:- ଗୌତମ ବୁଦ୍ଧଙ୍କ ଜନ୍ମ
୩୨୭:- ଆଲେକ୍ ଜାଣ୍ଡାରଙ୍କ ଭାରତ
ଆକ୍ରମଣ
୨୭୩:- ଅଶୋକଙ୍କ ଶାସନ ଆରମ୍ଭ

ଖ୍ରୀଷ୍ଟାବ୍ଦ

୭୮:- ଶକାବ୍ଦ ପ୍ରଚଳନ
୯୭:- କନିଷ୍କଙ୍କ ରାଜତ୍ଵ ଆରମ୍ଭ
୩୨୦:- ଗୁପ୍ତାବ୍ଦ ପ୍ରଚଳନ
୬୦୬:- ହର୍ଷାବ୍ଦ ପ୍ରଚଳନ
୮୧୨:- ମହମ୍ମଦବିନ କାସିମଙ୍କ ସିନ୍ଧୁ ଦେଶ ଆକ୍ରମଣ
୧୦୨୫:- ମାମୁଦଙ୍କ ସୋମନାଥ ମନ୍ଦିର ଲୁଣ୍ଠନ
୧୨୮୮:- ମାର୍କୋପୋଲଙ୍କ ଭାରତ ଭ୍ରମଣ
୧୩୯୮:- ତୈମୂରଲଙ୍ଗଙ୍କ ଭାରତ ଆକ୍ରମଣ
୧୪୯୮:- ଭସ୍କୋଡାଗାମାଙ୍କ ଭାରତକୁ ଜଳପଥ ଆବିଷ୍କାର
୧୫୨୬:- ପ୍ରଥମ ପାନିପଥ ଯୁଦ୍ଧ
୧୫୫୬:- ଦ୍ଵିତୀୟ ପାନିପଥ ଯୁଦ୍ଧ
୧୫୬୬:- ହଳଦୀଘାଟ ଯୁଦ୍ଧ
୧୬୦୦:- ଭାରତର ଇଷ୍ଟଇଣ୍ଡିଆ କମ୍ପାନୀ ପ୍ରତିଷ୍ଠା
୧୬୪୮:- ତାଜମହଲ ନିର୍ମାଣ ସମାପ୍ତ
୧୬୮୦:- ଶିବାଜୀଙ୍କ ମୃତ୍ୟୁ
୧୭୫୭:- ପଲାସୀ ଯୁଦ୍ଧ
୧୭୬୧:- ତୃତୀୟ ପାନିପଥ ଯୁଦ୍ଧ
୧୭୭୩:- ରେଗୁଲେଟି ଆକଟ
୧୭୯୩:- ଚିରସ୍ଥାୟୀ ବନ୍ଦୋବସ୍ତ
୧୮୩୫:- ଭାରତରେ ଇଂରେଜ ଭାଷା ପ୍ରଚଳନ
୧୮୫୩:- ଭାରତରେ ପ୍ରଥମ ରେଳ ଚଳାଚଳ ଆରମ୍ଭ
୧୮୫୭:- ଭାରତର ପ୍ରଥମ ସ୍ଵାଧୀନତା ସଂଗ୍ରାମ
୧୮୬୩:- ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ
୧୮୮୯:- ପଣ୍ଡିତ ଜବାହରଲାଲଙ୍କ ଜନ୍ମ
୧୯୦୫:- ବଙ୍ଗଭଙ୍ଗ ଆନ୍ଦୋଳନ
୧୯୧୯:- ଜାଲିଆନାୱାଲାବାଗ ହତ୍ୟାକାଣ୍ଡ
୧୯୨୦:- ମହାତ୍ମାଗାନ୍ଧୀଙ୍କ ଦ୍ଵାରା ଅସହଯୋଗ ଆନ୍ଦୋଳନ ଆରମ୍ଭ
୧୯୩୦:- ପ୍ରଥମ ଗୋଲଟେବୁଲ ବୈଠକ ଗାନ୍ଧୀଙ୍କର ଦାଣ୍ଡୀଯାତ୍ରା
୧୯୩୧:- ଦ୍ଵିତୀୟ ଗୋଲଟେବୁଲ ବୈଠକ
୧୯୪୨:- ଭାରତଛାଡ ଆନ୍ଦୋଳନ
୧୯୪୭:- ଭାରତର ସ୍ୱାଧୀନତା ଲାଭ
୧୯୪୮:- ମହାତ୍ମାଗାନ୍ଧୀ ଙ୍କୁ ହତ୍ୟା
୧୯୫୦:- ସାର୍ବଭୌମ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ଭାବରେ ଭାରତକୁ ସ୍ଵୀକୃତି
୧୯୫୧:- ଭାରତର ପ୍ରଥମ ପଞ୍ଚବାର୍ଷିକ ଯୋଜନା ଆରମ୍ଭ
୧୯୫୨:- ପ୍ରଥମ ସାଧାରଣ ନିର୍ବାଚନ
୧୯୬୨:- ଚୀନର ଭାରତ ଆକ୍ରମଣ
୧୯୬୪:- ନେହେରୁଙ୍କ ମୃତ୍ୟୁ
୧୯୬୫:- ଭାରତ ପାକିସ୍ଥାନ ଯୁଦ୍ଧ
୧୯୬୬:- ଭାରତ ପାକିସ୍ଥାନ ମଧ୍ୟରେ ତାସକେଣ୍ଟ ଚୁକ୍ତି
୧୯୭୧:- ଭାରତ ପାକିସ୍ଥାନ ଯୁଦ୍ଧ
୧୯୭୪:- ଭାରତର ପ୍ରଥମ ପରମାଣୁ ବୋମା ପରୀକ୍ଷା
୧୯୭୫:- ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ମୃତ୍ୟୁ
୧୯୭୭:- ଲୋକସଭା ପାଇଁ ଷଷ୍ଠ ସାଧାରଣ ନିର୍ବାଚନ, ଜନତାଦଳର ବିଜୟଲାଭ , ଚତୁର୍ଥ ପ୍ରଧାନମନ୍ତ୍ରୀ ଭାବରେ ଶ୍ରୀ ମୋରାରଜୀ ଦେଶାଇଙ୍କ ଦାୟିତ୍ଵ ଗ୍ରହଣ
୧୯୭୯:- ରୋକନାୟକ ଜୟପ୍ରକାଶ ନାରାୟଣଙ୍କ ମୃତ୍ୟୁ
୧୯୮୦:- ଶ୍ରୀମତୀ ଗାନ୍ଧୀ ଭାରତର ଷଷ୍ଠ ପ୍ରଧାନମନ୍ତ୍ରୀ ନିଯୁକ୍ତି ଓ ଯୁବନେତା ସଞ୍ଜୟ ଗାନ୍ଧୀଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ
୧୯୮୨:- ଆଚାର୍ଯ୍ୟ ବିନୋବାଭାବେଙ୍କ ପରଲୋକ, ପଞ୍ଜାବରେ ରାଷ୍ଟ୍ରପତି ଶାସନ ଘୋଷଣା, ଭାରତର ପ୍ରଥମ ମହାକାଶଚାରୀ ଭାବରେ ରାକେଶ ଶର୍ମାଙ୍କ ମହାକାଶ ଯାତ୍ରା, ପଞ୍ଜାବ ସ୍ଵର୍ଣ୍ଣ ମନ୍ଦିରରେ ସାମରିକ ବାହିନୀର ପ୍ରବେଶ
୧୯୮୪:- ଇନ୍ଦିରା ଗାନ୍ଧୀ ନିଜର ଦେହରକ୍ଷୀ ଗୁଳିରେ ନିହତ
୧୯୮୫:- ଶ୍ରୀ ରାଜୀବ ଗାନ୍ଧୀଙ୍କର ଭାରତର ପ୍ରଧାନମନ୍ତ୍ରୀ ଦାୟିତ୍ଵ ଗ୍ରହଣ
୧୯୮୬:- ଜଗଜୀବନ ରାମଙ୍କ ପରଲୋକ
୧୯୮୭:- ଦିଲ୍ଲୀରେ ୩୮ ତମ ଟେବୁଲଟେନିସ ଚମ୍ପିୟାନ ସିପ୍- କେରଳ, ଜମ୍ମୁ, ଏବଂ କାଶ୍ମୀର ଓ ପଶ୍ଚିମବଙ୍ଗରେ ନିର୍ବାଚନ, ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଚରଣ ସିଂହଙ୍କ ଦେହତ୍ୟାଗ, ରାମସ୍ୱାମୀ ଭେଙ୍କଟ ରମଣଙ୍କ ଭାରତୀୟ ରାଷ୍ଟ୍ରପତି ରୂପେ ଶପଥ ଗ୍ରହଣ, ହିନ୍ଦୀ ନାରୀ କବି ଶ୍ରୀମତୀ ମହାଦେବୀ ବ୍ରହ୍ମଙ୍କ ଦେହତ୍ୟାଗ
୧୯୮୭:- ଏନ୍. ଟି. ରାମାରାଓ ସାତୋଟି କେଶରେ ଦୋଷୀ ବୋଲି ଆନ୍ଧ୍ର ନ୍ୟାୟାଳୟର ରାୟ l କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ବିଭାଗ ଅଦଳବଦଳ ଭି.ଭି. ଶ୍ରୀ ଭାଦକରଙ୍କ ଜନପୀଠ ପୁରସ୍କାର ବିଜୟ, ସାହିତ୍ୟିକ କୃତି ପାଇଁ ଅଧ୍ୟାପିକା ମନୋରମା ମହାପାତ୍ରଙ୍କୁ ସୋଭିଏତ ଦେଶ ନେହେରୁ ପୁରସ୍କାର ପ୍ରଦାନ ‘ ଆକାଶ ପରି ନିବିଡ଼ ‘ ପୁସ୍ତକର ଲେଖକ ଶ୍ରୀ ସୌରୀନ୍ଦ୍ର ବାରିକଙ୍କ ସାହିତ୍ୟ ଏକାଡେମୀ ପୁରସ୍କାର ବିଜୟ
୧୯୮୯:- ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକାରୀ ସତୱାତ ସିଂହ ଓ କେହର ସିଂହଙ୍କ ଫାଶୀ, ସୁନାମଧନ୍ୟ ପଣ୍ଡିତ ନବଲ, ଏଚ୍. ଟାଟାଙ୍କ ମୃତ୍ୟୁ- ପଞ୍ଚାୟତ ରାଜ ଶାସନ ପଦ୍ଧତି ପ୍ରଚଳନ ନିମିତ୍ତ ୬୪ ତମ ସମ୍ବିଧାନ ସଂଶୋଧନ ବିଲ୍ ଆଗତ

Related Article :Odia MCQ Test 

Important facts of India, Important facts of India, Important facts of India,

Leave a Comment

error: Content is protected !!