letter Drafting in Odia Language

letter Drafting in Odia Language | ସରକାରୀ ପତ୍ର | Free PDF

Facebook
Telegram
WhatsApp
LinkedIn

letter Drafting in Odia Language : Need a little help with your correspondence? Look no further than letter Drafting. Our experienced professionals are here to provide you with quality assistance with all your document needs. We have a wide range of services that include letter writing, business letters, and more, so you can be confident that you’re in good hands. Let us take care of everything so you can focus on what’s important – your office.

Looking for top-notch lettering services? Look no further than letter Drafting. Our team of experienced and talented letterists are passionate about their work and will take great care in crafting the perfect letter for your needs. From logo design to business branding, we have you covered. Contact us today to get started!.

ସରକାରୀ ପତ୍ର

ଜାତୀୟ ପୁରସ୍କାର ପ୍ରଦାନ ନିମିତ୍ତ ଶିକ୍ଷକ ଚୟନ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ପତ୍ର l

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା, ଭୁବନେଶ୍ୱର

ପତ୍ରାଙ୍କ ——— ତାରିଖ——–
ପ୍ରେରକ
ଯୁଗ୍ମ ସଚିବ,
ବିଦ୍ୟାଳୟ ଓ ଗଣଶିକ୍ଷା
ବିଭାଗ, ଓଡ଼ିଶା,ଭୁବନେଶ୍ୱର l
ପ୍ରାପ୍ତେଷୁ
ଓଡ଼ିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ଭୁବନେଶ୍ୱର l

ବିଷୟ: ଶିକ୍ଷକମାନଙ୍କୁ ———–ମସିହାର ଜାତୀୟ ପୁରସ୍କାର ପ୍ରଦାନ ସମ୍ବନ୍ଧେ l

ମହାଶୟ,
ମୁଁ କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ବିକାଶ (ଶିକ୍ଷା) ବିଭାଗ ପତ୍ରାଙ୍କ ———– ତାରିଖ———— ଦ୍ଵାରା ନିର୍ଦ୍ଦେଶିତ ହୋଇ ଆପଣଙ୍କୁ ଜଣାଉଛି କି ଆପଣ————– ମସିହାର ଜାତୀୟ ପୁରସ୍କାର (ରାଷ୍ଟ୍ରପତି ପୁରସ୍କାର) ପାଇଁ ଯୋଗ୍ୟ ବିବେଚିତ ହେଉଥିବା ଗୁଣୀ, ଜ୍ଞାନୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ନାମ ଓ ବିବରଣୀ ତା————-ରିଖ ସୁଦ୍ଧା ପ୍ରେରଣ କରନ୍ତୁ l ମେଧା ତାଲିକା ଚୟନର ନିୟମାବଳୀ ମଧ୍ୟ ଏହି ଚିଠି ସହିତ ସଂଲଗ୍ନ କରାଯାଇଛି l
ଆପଣ ଦୟାପୂର୍ବକ ଏ ପତ୍ରକୁ ଗୁରୁତ୍ୱପୂର୍ଣ୍ଣ ତଥା ଜରୁରୀ ବୋଲି ବିବେଚନା କରି ଯଥାଶୀଘ୍ର ପଦକ୍ଷେପ ନେବେ l
ଆପଣଙ୍କର ବିଶ୍ୱସ୍ତ
ସ୍ୱାକ୍ଷର- ଯୁଗ୍ମ ସଚିବ
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ,
ଓଡ଼ିଶା ସରକାର

ସଂଲଗ୍ନକ : ନୀୟମାବଳୀ.

letter Drafting in Odia Language

Odia MCQ Test Click Here
Women Empowerment Essay in Odia Click Here
Swachh Bharat Essay in Odia Click Here
Corona Essay in Odia Click Here
Raja Parba Odia Essay in Odia Free PDF Click Here
Govt Letter Download from E despatch Click Here
Download PDF Click Here

letter Drafting in Odia Language, letter Drafting in Odia Language, letter Drafting in Odia Language, letter Drafting in Odia Language, 

Leave a Comment

error: Content is protected !!