ଓଡିଶାର ବଡ – List of Cities in Odisha

Facebook
Telegram
WhatsApp
LinkedIn

Explore the vibrant state of Odisha with our comprehensive list of its major cities. Discover the cultural, historical and natural wonders of this eastern Indian state with cities like Bhubaneswar, Cuttack, Puri, Rourkela, and many more. Plan your next trip to Odisha with our guide to the top cities in the state.

୧-ଓଡିଶାର ବଡ ସହରର ନାମ କ’ଣ ?

ଉ- କଟକ


୨- ଓଡିଶାର ବଡ ଜିଲ୍ଲାର ନାମ କ’ଣ ?

ଉ-ସମ୍ବଲପୁର(ଆୟତନ)

୩- ଓଡିଶା ବଡ ଜିଲ୍ଲାର ନାମ କଣ ?

ଉ_ଗଞ୍ଜାମ( ଲୋକସଂଖ୍ୟା)

୪- ଓଡିଶାର ବଡ ଗ୍ରାମର ନାମ କ’ଣ ?

ଉ-ଭୂବନ(ଢେଙ୍କାନାଳ)

୫- ବଡ କୋଠାର ନାମ କ’ଣ ?

ଉ- ରାଜ୍ୟ ସଚ୍ଚିବାଳୟ(ଲମ୍ବରେ )

୬- ବଡ ହୋଟେଲର ନାମ କ’ଣ ?

ଉ- ସୃଷ୍ଟି ପ୍ଲାଜା

୭- ଓଡିଶାର ବଡ ବନ୍ଦରର ନାମ କ’ଣ ?

ଉ- ପାରାଦ୍ୱୀପ


୮- ଓଡିଶାର ବଡ଼ ଚିଡିଆଖାନାର ନାମ କ’ଣ ?

ଉ- ନନ୍ଦନକାନନ

୯- ଓଡିଶାର ବଡ ଲାଇବ୍ରେରୀର ନାମ କ’ଣ ?

ଉ- ରେଭେନ୍ସା କଲେଜ ଲାଇବ୍ରେରୀ

୧୦- ବଡ଼ ସିନେମା ହଲର ନାମ କ’ଣ ?

ଉ- ରାଜ ତରଙ୍ଗିଣୀ (କଟକ)


୧୧- ଓଡିଶାର ବଡ ରଙ୍ଗମଞ୍ଚର ନାମ କ’ଣ ?

ଉ- ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ (କଟକ)

୧୨- ଓଡିଶାର ବଡ ରେଡିଓ ଷ୍ଟେସନର ନାମ କ’ଣ ?

ଉ_ ଆକାଶବାଣୀ କେନ୍ଦ୍ର(କଟକ)

୧୩- ବଡ ଅଫିସର୍ ନାମ କ’ଣ ?

ଉ- ରାଜ୍ୟ ସଚ୍ଚିବାଳୟ (ଭୁବନେଶ୍ଵର)

୧୪- ବଡ ବିଶ୍ବବିଦ୍ୟାଳୟର ନାମ କ’ଣ ?

ଉ- ଉତ୍କଳ ବିଶ୍ଵବିଦ୍ୟାଳୟ


୧୫-ଓଡିଶାର ବଡ କୃଷି ଫାର୍ମର ନାମ କ’ଣ ?

ଉ_କେନ୍ଦ୍ରୀୟ ଧାନଗବେଷଣା କେନ୍ଦ୍ର

୧୬- ଓଡିଶାର ବଡ ସ୍କୁଲର ନାମ କ’ଣ ?

ଉ- ରାଣୀହାଟ ହାଇସ୍କୁଲ(କଟକ)


୧୭- ଓଡିଶାର ବଡ ବାଳିକା ସ୍କୁଲର ନାମ କ’ଣ ?

ଉ- ରେଭେନ୍ସା ବାଲିକା ହାଇସ୍କୁଲ

୧୮- ଓଡିଶାର ବଡ ଷ୍ଟାଡିୟମର ନାମ କ’ଣ ?

ଉ- ବାରବାଟି ଷ୍ଟାଡିଅମ୍

୧୯- ବଡ ପ୍ଲାଡ ଫର୍ମର ନାମ କଣ ?

ଉ- ଭୁବନେଶ୍ଵର ପ୍ଲାଟଫର୍ମ


୨୦_ ଓଡିଶାର ବଡ ବଣ୍ଟର ନାମ କ’ଣ ?

ଉ_ ବରମୁଣ୍ଡା(ଭୁବନେଶ୍ଵର)


୨୧- ବଡ ବିମାନଘାଟୀର ନାମ କ’ଣ ?

ଉ_ ବିଜୁପଟ୍ଟନାୟକ ଆନ୍ତର୍ଜାତିକବିମାନଘାଟୀ(ଭୁବନେଶ୍ଵର)

୨୨- ବଡ ସଂଗ୍ରହାଳୟର ନାମ କ’ଣ ?

ଉ- ରାଜ୍ୟ ସଂଗ୍ରହାଳୟ(ଭୁବନେଶ୍ଵର)


୨୩- ବଡ ଗୋଦାମର ନାମ କ’ଣ ?

ଉ- କଟକର ମାଲ ଗୋଦାମ


୨୪_ ବଡ ରେଳଜଙ୍କ୍ସନ୍ ନାମ କ’ଣ ?

ଉ- ଖୋର୍ଦ୍ଧା ରୋଡ୍


୨୫ଓଡିଶାର ବଡ ଡାକ୍ତର ଖାନାର ନାମ କ’ଣ ?

ଉ_ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜ (କଟକ)

୨୬_ ଓଡିଶାର ବଡ଼ ଛାପାଖାନାର ନାମ କ’ଣ ?

କଟକସ୍ଥ ସରକାରୀ ମୁଦ୍ରଣାଳୟ

List of Largest Cities in Odisha

RankCity NamePopulationArea (km²)Density
( inhabitants/km²)
District
1Bhubaneswar885,3631485,978Bhubaneswar
2Cuttack663,1881953,397Cuttack
3Raurkela (Rourkela)552,2391573,513Raurkela
4Brahmapur (Berhampur)356,598794,468Ganjam
5Sambalpur266,271892,975Sambalpur
6Puri200,5641611,910Puri
7Baleshwar (Balasore)177,751682,587Baleshwar
8Bhadrak129,228314,157Bhadrak
9Baripada116,849373,100Mayurbhanj
10Balangir98,238313,160Balangir
11Jharsuguda97,730701,386Jharsuguda
12Jaypur84,830253,275
13Bargarh80,625164,822Bargarh
14Brajarajnagar80,403411,940Jharsuguda
15Rayagada71,208183,818Rayagada
16Bhawanipatna69,045154,483Kalahandi
17Paradip68,585232,937Jagatsinghpur
18Dhenkanal67,414242,716Dhenkanal
19Barbil (Bada Barabil)66,540411,605Kendujhar
20Jatani63,697262,436Khordha
21Kendujhar (Kendujhargarh)60,590262,295Kendujhar
22Byasanagar56,946391,441Jajapur
23Rajagangapur51,362261,963Sundargarh
24Sunabeda50,39476658Koraput region
25Koraput47,46861777Koraput

FAQ

What is the name of the big city of Odisha?

କଟକ

What is the name of the big district of Odisha?

ଉ-ସମ୍ବଲପୁର(ଆୟତନ)

What is the name of Odisha’s big district?

ଉ_ଗଞ୍ଜାମ( ଲୋକସଂଖ୍ୟା)

What is the name of Odisha’s biggest radio station?

ଆକାଶବାଣୀ କେନ୍ଦ୍ର(କଟକ)

Leave a Comment

error: Content is protected !!