Odia Grammar Quiz Test Part 1

Facebook
Telegram
WhatsApp
LinkedIn

Part 1

ODIA GRAMMAR QUIZ TEST

Odia Grammar Quiz test

Odia Grammar quiz test: Hello my readers and welcome back to another quiz. I’m going to be going through the grammatical rules to test your knowledge of our language. In addition, I’m also going to explain that there are some common rules that we are all taught as a young child. Let’s start.

ODIA GRAMMAR QUIZ TEST

#1. ମିଥିଳାରେ ଜନକ “ବୋଲି” ଜଣେ ରାଜା ଥିଲେ।ରେଖାଙ୍କିତ ପଦଟିର ଅବ୍ୟୟ ସ୍ଥିର କର ?

 ପଦାନ୍ୱୟୀ ବିକଳ୍ପାର୍ଥକ ନିଷେଧାର୍ଥକ ସମ୍ଭାବନା ସୂଚକ

ପଦାନ୍ୱୟୀ

#2. ବିପରୀତାର୍ଥକ ଶବ୍ଦ ନିର୍ଣ୍ଣୟ କର ?

 କଠିନ ଟାଣ କର୍କଶ ଉଭୟ କ ଓ ଗ ଠିକ୍

ଉଭୟ କ ଓ ଗ ଠିକ୍

#3. ‘ପବିତ୍ର’ କେଉଁ ସନ୍ଧି ନିର୍ଣ୍ଣୟ କର ?

 ସ୍ବର ବ୍ୟଞ୍ଜନ ବିସର୍ଗ ସନ୍ଧି ନୁହେଁ

 ସ୍ବର

#4. ‘ ଅପସଂସ୍କୃତି ‘ ର ବ୍ୟାସ ବାକ୍ୟ ସ୍ଥିର କର ?

 ଅପରେ ସଂସ୍କୃତି ଅପଅଟେ ସଂସ୍କୃତି ଅପଦ୍ବାରା ସଂସ୍କୃତି ଅପରୁ ସଂସ୍କୃତି

ଅପଅଟେ ସଂସ୍କୃତି

#5. ସମୋଚ୍ଚାରିତ ଶବ୍ଦର ଅର୍ଥ ନିର୍ଣ୍ଣୟ କର ?

 ଅକର୍ମଣ୍ୟ ବେକାର ଜରାଜୀର୍ଣ୍ଣ ଅଳସୁଆ

 ବେକାର

#6. ମୁଖ୍ୟମନ୍ତ୍ରୀ “ଜନସେବାଙ୍କୁ” ପୁରସ୍କାର ଦେଲେ ‌।ରେଖାଙ୍କିତ ପଦଟିର ବିଭକ୍ତି ନିର୍ଣ୍ଣୟ କର ?

 ଦ୍ବିତୀୟା ଚତୁର୍ଥୀ ପଞ୍ଚମୀ ସପ୍ତମୀ


 ଚତୁର୍ଥୀ

#7. ‘ ମୃଣ୍ମୟ ‘ ରେ କେଉଁ ‌ପ୍ରତ୍ୟୟ ବ୍ୟବହାର ହୋଇଛି ସ୍ଥିର କର ?

 ମୟ ୟ ଅ ଅୟ


 ମୟ

#8. ‘ ପ୍ରକୃଷ୍ଟ ‘ ରେ କେଉଁ ‌ଉପସର୍ଗ ପ୍ରୟୋଗ ହୋଇଛି ?

 ଅଭି ପ୍ର କପି ପ୍ରତି

 ପ୍ର

#9. ଶୁଦ୍ଧ ଶବ୍ଦ ବାଛି ଲେଖ ?

 ପାଷାଣ୍ଡ ଘନିଷ୍ଠ ପଦ୍ୟାଶଂ ପୁନ୍ୟ

 ଘନିଷ୍ଠ

#10. ‘ ଆର୍ଣ୍ଣବ’ ପ୍ରତିଶବ୍ଦ ଲେଖି ?

 ଅକୁପାର ବଲ୍ଲରୀ ଗାତ୍ର କରି

 ଅକୁପାର

#11. ଖାଇ ଶୋଇଲେ ବଢଇ ଆୟୁ । ଉକ୍ତ ବାକ୍ଯଟିର କ୍ରିୟା ଶ୍ରେଣୀର ସ୍ଥିର କର ?

 ସକର୍ମକ ଅକର୍ମକ ଦ୍ଵିକର୍ମକ ଦ୍ଵିକର୍ମକ ସମସ୍ତ ଉତ୍ତର ଠିକ୍


 ଅକର୍ମକ

#12. ସୂର୍ଯ୍ୟ ପୂର୍ବ ଦିଗରେ _ ବାକ୍ଯର ଲକ୍ଷଣ ଦୃଷ୍ଟିରୁ କାହାର ଅଭାବ ରହିଛି ସୁଚାଅ ?

 ଆସନ୍ତି ଆକାଂକ୍ଷା ଯୋଗ୍ୟତା ପଦ

 ଆକାଂକ୍ଷା

#13. ବର୍ତ୍ତମାନ ନଇରେ ” ଆଣ୍ଠୁଏ ପାଣି”। ରେଖାଙ୍କିତ ପଦଟି କେଉଁ ବିଶେଷଣ ସ୍ଥିର କର ?

 ଗୁଣ ଅବସ୍ଥା ସଂଖ୍ୟା ପରିମାଣ

ପରିମାଣ

#14. କାଠୁରିଆ କୁରାଢ଼ିରେ ଗଛକୁ ହାଣୁଛି।ରେଖାଙ୍କିତ ପଦଟିର କାରକ ସ୍ଥିର କର ?

 କର୍ମ କରଣ ଅଧିକରଣ ଅପାଦାନ


 କରଣ

#15. ‘ ଷଡଙ୍ଗ ‘ ର ସନ୍ଧି ବିଚ୍ଛେଦ କର ?

 ଷଟ୍ + ଅଙ୍ଗ ଷଣ୍ + ଅଙ୍ଗ ଷଡ଼ +ଅଙ୍ଗ ଷଣ୍+ଅଙ୍ଗ

 ଷଟ୍ + ଅଙ୍ଗ

#16. ଦେଖିବାକୁ ଇଚ୍ଛା ଏକ ପଦରେ ପ୍ରକାଶ କର ?

 ଦିଦୃକ୍ଷା ଦିଦୃକ୍ଷୁ ଦିଦୃକ୍ଷୀ ଦିଦୃକ୍ଷି

 ଷଟ୍ + ଅଙ୍ଗ

#17. ‘ ଏଇ ମନ ବୃନ୍ଦାବନ ‘ – ଏହି ଲୋକ ଉକ୍ତି କାହାକୁ କୁହାଯାଏ ?

 ତୀକ୍ଷ୍ ମ ବୁଦ୍ଧି ସମ୍ପନ୍ନ ହେବା ଅତିଶୟ ନିଷ୍ଠା ନିଜ ସ୍ଵାର୍ଥ ପାଇଁ ଚିନ୍ତା କରିବା ଏକତା ବଳରେ ଅସାଧ୍ୟ ସାଧନ ହୁଏ

 ଅତିଶୟ ନିଷ୍ଠା

#18. ସଂସ୍କୃତ ଭାଷାର ଯେଉଁ ଶବ୍ଦ ଅବିକଳ ଭାବରେ କୈାଣସି ଭାରତୀୟ ଭାଷାରେ ବ୍ୟବହୃତ ହୋଇଥାଏ। ତାହାକୁ କ’ଣ କହନ୍ତି ?

 ତତ୍ସମ ବିଭକ୍ତି ବାକ୍ୟ ଅବ୍ୟୟତତ୍ସମ

#19. ଯେଉଁ ପଦ ଗୁଡ଼ିକ ରୂପ, ଲିଙ୍ଗ, ବିଭକ୍ତି, ବଚନ,କାଳ ଓ କାରକ ଅନୁସାରେ ପରିବର୍ତ୍ତନ ହୁଏ ନାହିଁ, ସେଗୁଡିକୁ କ’ଣ କୁହନ୍ତି ?

 ଛନ୍ଦ ଅବ୍ୟୟ ବିଭକ୍ତି ତତ୍ସମ


 ଅବ୍ୟୟ

#20. ନିଜ ଦୋଷ ନ ଦେଖି “ଅନ୍ୟକୁ” ଦୋଷ ଦେବା ଠିକ୍ ନୁହେଁ।ରେଖାଙ୍କିତ ପଦ କେଉଁ ସର୍ବନାମ ନିର୍ଣ୍ଣୟ କର ?

 ନିର୍ଦ୍ଦେଶାତ୍ମକ ସର୍ବନାମ ନିର୍ଣ୍ଣାୟକ ସର୍ବନାମ ପ୍ରଶ୍ନବାଚକ ସର୍ବନାମ ସମ୍ବନ୍ଧବାଚକ ସର୍ବନାମ

 ନିର୍ଣ୍ଣାୟକ ସର୍ବନାମ

#21. ‘ ଟ,ଠ,ଡ,ଢ,ଣ ‘ – ଉକ୍ତ ପାଞ୍ଚ ବର୍ଣ୍ଣ କେଉଁ ବର୍ଣ୍ଣର ଅନ୍ତର୍ଗତ ଅଟେ ?

 କଣ୍ଠ ବର୍ଣ୍ଣ ଓଷ୍ଠ ବର୍ଣ୍ଣ ଦନ୍ତ୍ୟ ବର୍ଣ୍ଣ ମୂର୍ଦ୍ଧନ୍ୟ ବର୍ଣ୍ଣ


 ମୂର୍ଦ୍ଧନ୍ୟ ବର୍ଣ୍ଣ

#22. ‘ମାଟି’ କେଉଁ ଲିଙ୍ଗ ଚିହ୍ନାଅ ?

 ଫୁଲିଙ୍ଗ ଉଭୟ ଲିଙ୍ଗ ସ୍ତ୍ରୀ ଲିଙ୍ଗ କ୍ଲୀବ ଲିଙ୍ଗ

କ୍ଲୀବ ଲିଙ୍ଗ

#23. ବାଟ ଚାଲିଲା ବେଳେ ମୋତେ ଅଡ଼ୁଆ ହେଉଛି । ରେଖାଙ୍କିତ ପଦଟି‌ କେଉଁ ଶବ୍ଦରୁ ଆନୀତ ?

 ତତ୍ ସମ ତଦ୍ ଭବ ଦେଶଜ ବୈଦେଶିକ

ଦେଶଜ

#24. ‘ ରକ୍ତ ଅଟେ ଆମ୍ବର – ରକ୍ତାମ୍ବର ‘ ରେଖାଙ୍କିତ ପଦଟିର ସମାସ ନିର୍ଣ୍ଣୟ କର ?

 ନଞ୍ ତତ୍ ପୁରୁଷ କର୍ମଧାରୟ ଦ୍ବିଗୁ ଦ୍ବନ୍ଦ

କର୍ମଧାରୟ

#25. ‘ ଗଘଙ ,ଜଝ ଓ ‘ କେଉଁ ବର୍ଣ୍ଣ ଅନ୍ତର୍ଗତ ସୂତାକୁ ?

 ଅଘୋଷ ସଘୋଷ ଅନୁନାସିକ ଅଯୋଗବାହ

ସଘୋଷ

If you’re not familiar with this term grammar, it is when we learn about syllables. There are two types of syllables; primary and secondary. Primary syllables are words or phrases that are formed based on the initial sound of their letter. Secondary syllables are words or phrases that have been arranged into groups and can come and go and they have no specific order in which they are arranged. So if I say “I am hungry”, I mean there is only one primary syllable present is “o” in the word “iam” so it has the word of the alphabet at number 2. The main thing in grammar is knowing how to make nouns pronounceable and verbs understandable and then form sentences that work. It is easier than saying I am hungry when I am but it is impossible to know for sure a verb by heart unless you do something stupid like read over it. Sometimes I don’t need th

ose little details but because I’ve tried to cram them in as much as possible I try to use a single form of the verb instead of just making it a part of a sentence. If you watch the movie Breakfast Club you will understand, as you would imagine it is made on a computer program that means some things are easier to understand than others because of their relation to pictures and images.

ODIA GRAMMAR QUIZ TEST

There are some rules that everyone should take in mind as they start learning and teaching English. If you don’t know these rules when you first start out you can check it out here. odia grammer quiz test

If you start a new topic at school without reading the rest of the

books it is better to start with the vocabulary you already know and see what the teacher will give you. Or start off doing the same thing and then find out more about it. Otherwise this works best when you start reading a textbook and then you pick and choose until you get to the part or chapters that you really love.

It is always fun to play with other students and discuss topics t

hat interest you and at times even to get to know them from a distance. A good way to get to know someone from afar is to ask them questions. Ask your classmates questions about their chosen subjects. Maybe they want to know why you did something or maybe they want to know what movie stars have done while living in America. Good luck on the upcoming quiz! Thanks for reading!

dia Grammar Quiz Test: From grammar and spelling to style and tone, Grammarly’s suggestions are comprehensive, helping you communicate effectively and as you intend.

“Grammarly allows me to get those communications out and feel confident that I’m putting my best foot forward. Grammarly is like a little superpower, especially when I need to be at 110%.” your can check more on wiki

OPSC Odia Grammar quiz test

Odia Grammar For All Odisha Competitive Exam ( Objective With 25 Practice question ) (20+ Multiple Choice Questions With Answers)

Odia Grammar quiz test | No of Question 25

QUIZ START

Thank you for visiting our website : jobalert360.com

Leave a Comment

error: Content is protected !!