Free Science Question Class 9 MCQ Part 1 in Odia
free science question class 9 MCQ: One of the ways through which a school student can be able to gain their goal in life, and even a more advanced one would be by achieving some kind of academic or other kind of project which they are interested in learning. Today we will be looking at a question that is asked almost everywhere there is a school campus, no matter how big an educational centre it may be.
free Science Question class 9 MCQ
ବିଜ୍ଞାନ
ଶ୍ରେଣୀ – ନବମ
ପ୍ରଶ୍ନ ସଂଖ୍ୟା – 25
free Science Question class 9 MCQ
If you’re applying for School/college scholarships, then you may be invited to interview if you make it past the initial screening round. The interview may feel nerve-wracking, but being offered one is great news! you check about scholarship in wiki.
free Science Question class 9 MCQ
Not sure how to start preparing science question class 9 ? Here, we’ll give you 25 of those questions and provide example answers to help you to think about how to respond. Use these examples as a stepping stone for brainstorming and drafting your own unique responses. You can apply this same formula to many other scholarship interview questions as well.
#1. .............ପଞ୍ଚତତ୍ତ୍ୱ ଅଂଶ ନୁହେଁ।
#2. ନିମ୍ନଲିଖିତ ମଧ୍ୟରୁ ......... ଏକ ପଦାର୍ଥ ନୁହେଁ।
#3. ତାପମାତ୍ରା ବୃଦ୍ଧି ହେଲେ କଣିକାମାନଙ୍କର..........ବୃଦ୍ଧି ହୁଏ
#4. କଣିକା କଣିକା ମଧ୍ୟରେ ........ ଥିବାରୁ ଅନ୍ୟ କଣିକାମାନେ ଅବସ୍ଥାପିତ ହୋଇଯାଆନ୍ତି।
#5. ..........ମଧ୍ୟ ରେ ଗ୍ୟାସ୍ ର ବିସରଣ ଅଧିକ ହେବ।
#6. ନିମସ୍ଥ ମଧ୍ୟରୁ .........ଏକ କଠିନ ପଦାର୍ଥ ନୁହେଁ।
#7. ତରଳ ପଦାର୍ଥ ........... କୁହାଯାଏ।
#8. ପଦାର୍ଥର ପ୍ରାବସ୍ଥା ପରିବର୍ତ୍ତନ ପାଇଁ ବ୍ୟବହୃତ ତାପକୁ ............. କୁହାଯାଏ।
#9. ନିମ୍ନସ୍ଥ ମଧ୍ୟରୁ ....... ଏକ ଉର୍ଦ୍ଧ୍ଵପାତୀ ପଦାର୍ଥ।
#10. ପଦାର୍ଥର ........... ଅବସ୍ଥା ଅତି ଶକ୍ତିଶାଳୀ ଓ ଉତ୍ତେଜିତ କଣିକା ମାନଙ୍କୁ ନେଇ ଗଠିତ।
#11. ବାଷ୍ପୀଭବନର ବେଗ କାହା ଉପରେ ନିର୍ଭର କରେ ନାହିଁ?
#12. କେଉଁ ପ୍ରକ୍ରିୟାରେ ପଦାର୍ଥ କଠିନ ଅବସ୍ଥାରୁ ତରଳ ଅବସ୍ଥାକୁ ନ ଯାଇ ସିଧାସଳଖ ଗ୍ୟାସୀୟ ଅବସ୍ଥା କୁ ରୂପାନ୍ତରିତ ହୋଇଥାଏ?
#13. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଚାପର ଏକକ ଅଟେ?
#14. ନିମ୍ନୋକ୍ତ ମଧ୍ୟରୁ କେଉଁ ଗ୍ୟାସ୍ରୁ ଶୁଷ୍କ ବରଫ ପ୍ରସ୍ତୁତ କରାଯାଏ ?
#15. ରୋଷେଇ ପାଇଁ ବ୍ୟବହୃତ ପେଟ୍ରୋଲିୟମ୍ ଗ୍ୟାସ୍ କେଉଁ ଅବସ୍ଥାରେ ଥାଏ?
#16. ନଖରୁ ପଲିସ୍ ଛଡ଼ାଇବା ପାଇଁ କ'ଣ ବ୍ୟବହୃତ ହୁଏ?
#17. ବାଷ୍ପୀଭବନ ଏକ କି ପ୍ରକାର ପରିଘଟଣା ?
#18. ଅଣୁ-ଅଣୁ ମଧ୍ୟରେ ଆକର୍ଷଣ ବଳ କେଉଁପରି ପଦାର୍ଥ କ୍ଷେତ୍ରରେ ସର୍ବାଧିକ?
#19. ତରଳପଦାର୍ଥର ବାଷ୍ପୀଭବନ କ'ଣ ସୃଷ୍ଟି କରେ ?
#20. ପଦାର୍ଥର ଅବସ୍ଥା ପରିବର୍ତ୍ତନ ବେଳେ ଆବଶ୍ୟକୀୟ ତାପକୁ କ'ଣ କୁହାଯାଏ?
#21. ଅତିକମ୍ ସାନ୍ଦ୍ରତାରେ କୌଣସି ଏକ ଗ୍ୟାସ୍ କୁ ଅତ୍ୟଧିକ ଥଣ୍ଡାକଲେ ଏହା କେଉଁ ଭୌତିକ ଅବସ୍ଥା ପ୍ରାପ୍ତ ହେବ?
#22. ବରଫ ତରଳିବା ବେଳେ ତାହାର କ'ଣ ପରିବର୍ତ୍ତନ ହୁଏ ନାହିଁ?
#23. ବାଷ୍ପୀଭବନକୁ ପ୍ରଭାବିତ କରୁଥିବା ........... ଏକ କାରକ ନୁହେଁ।
#24. ପିତ୍ତଳରେ ............. ଉପାଦାନଟିର ପରିମାଣ ଅଧିକ ।
#25. ............ର ଔଜ୍ଜଲ୍ଯ ଥାଏ।
#26. କଳା କାଳିରୁ ............ ପଦ୍ଧତି ଦ୍ଵାରା ରଞ୍ଜକର ପୃଥକୀକରଣ ହୁଏ।
#27. ...........ଧାତୁ ସାଧାରଣ ତାପମାତ୍ରାରେ ତରଳ ଭାବେ ରହିଥାଏ।
Results
Congratulation
Better Luck Next Time
Related Article :