50 Important Rivers and Drainage system of Odisha Questions and Answers

Facebook
Telegram
WhatsApp
LinkedIn

Rivers and Drainage system of Odisha: Rivers play a crucial role in shaping the geography, economy, and culture of a region. Odisha, a state in India, is home to several important rivers that flow through it and make a significant impact on its residents. In this blog post, we will answer some of the most frequently asked questions about the rivers of Odisha. Whether you are a student, a resident, or just interested in learning more about the geography of the region, this post will provide you with the information you need.

Rivers and Drainage system of Odisha

Q1 -ମସ୍ତ୍ୟ ତୀର୍ଥ କେଉଁ ଜଳପ୍ରପାତର ଅନ୍ୟ ନାମ?

  • A- ବଡ଼ ଘାଘରା
  • B- ଭିମକୁଣ୍ଡ
  • C- ଡୁଡୁମା
  • D- ହୁଣ୍ଡୁରୁ

ଡୁଡୁମା

Q2 – ବ୍ରାହ୍ମଣୀ ନଦୀର ଉତ୍ପତ୍ତି ସ୍ଥଳ କେଉଁଠି?

  • A- ଛୋଟ ନାଗପୁର ମାଳଭୂମି
  • B- ଅମର କଣ୍ଟକ ମାଲଭୂମି
  • C- ମେଘାସନି ପର୍ବତମାଳା
  • D- ପୂତୁଡ଼ି ଜଳପ୍ରପାତ

ଛୋଟ ନାଗପୁର ମାଳଭୂମି

Q3 – ଓଡ଼ିଶା ମଧ୍ୟରେ କେଉଁ ହ୍ରଦର ଆକାର ଅଶ୍ଵ ପାଦ ସଦୃଶ?

  • A- କୋଲାବ
  • B- ଚିଲିକା
  • C- ତାମ୍ପ୍ରା
  • D- ଅଂଶୁପା

ଅଂଶୁପା

Q4- ସାଳନ୍ଦୀ ଓ ମତାଇ ନଦୀ କେଉଁ ନଦୀର ଉପନଦୀ?

  • A- ବୈତରଣୀ
  • B- ସୁବର୍ଣ୍ଣରେଖା
  • C- ଋଷିକୂଲ୍ୟା
  • D- ମହାନଦୀ

ବୈତରଣୀ

Q5- ଉତ୍କଳ ଗୌରବ ମଧୁସୂଦନ ସେତୁ କେଉଁ ନଦୀ ଉପରେ ଅବସ୍ଥିତ?

  • A- ବ୍ରାହ୍ମଣୀ
  • B- ମହାନଦୀ
  • C- ବୈତରଣୀ
  • D- ଋଷିକୂଲ୍ୟା

ମହାନଦୀ

Q6 – ଚନ୍ଦକା ଅଭୟାରଣ୍ୟ ମଧ୍ୟରେ କେଉଁ Dam ଦେଖିବାକୁ ମିଳେ?

  • A- rengali dam
  • B- deras dam
  • C- manidraa dam
  • D- କେଉଁଠି b ନୁହଁ

deras dam

Q7- ବାଲେଶ୍ୱରସ୍ଥିତ ଅବଦୁଲ କଲାମ ଦ୍ୱୀପର ପୂର୍ବତନ ନାମ କଣ?

  • A- ଓଡ଼ିଶା ଦ୍ଵୀପ
  • B- ୱିଲାର୍ ଦ୍ଵୀପ
  • C- ମୁରେ ଦ୍ଵୀପ
  • D- ଭେନିସ ଦ୍ଵୀପ

ୱିଲାର୍ ଦ୍ଵୀପ

Q8 ବୈତରଣୀ ନଦୀ ତଟରେ କେଉଁ ତୀର୍ଥ କ୍ଷେତ୍ର ଅବସ୍ଥିତ?

  • A- ସାରଳା କ୍ଷେତ୍ର
  • B- କଟକ ଚଣ୍ଡୀ
  • C- ବିରଜା କ୍ଷେତ୍ର
  • D- ତାରା ତାରିଣୀ

ବିରଜା କ୍ଷେତ୍ର

Q9- ନିମ୍ନୋକ୍ତ ମଧ୍ୟରୁ କେଉଁ ନଦୀ ଓଡ଼ିଶାରେ ଉତ୍ପତ୍ତି ହୋଇ ଅନ୍ୟ ରାଜ୍ୟରେ ପ୍ରବାହିତ ହେଉଛି?

  • A- ସୁବର୍ଣ୍ଣରେଖା
  • B- ତୁଙ୍ଗଭଦ୍ରା
  • C- ବ୍ରାହ୍ମଣୀ
  • D- ଋଷିକୂଲ୍ୟା

ତୁଙ୍ଗଭଦ୍ରା

Q10- ସାତକୋଶିଆ ଗଣ୍ଡ କେଉଁ ନଦୀ ପ୍ରବହିକାରେ ଅବସ୍ଥିତ?

  • A- ଶଙ୍ଖ
  • B- କୋଏଲ
  • C- ମହାନଦୀ
  • D- ବୈତରଣୀ

ମହାନଦୀ

Q11- ନିମ୍ନୋକ୍ତ ମଧ୍ୟରୁ କେଉଁଠି ଉଷ୍ମ ସ୍ରୋତ ନୁହଁ?

  • A- ଅଟ୍ରି
  • B- ତପ୍ତପାଣି
  • C- ଦେଉଳଝରି
  • D- ବରେହିପାଣି

ବରେହିପାଣି

Q12 – ଦେଉଳଝରି ଉଷ୍ମ ପ୍ରସବଣ କେଉଁ ଜିଲ୍ଲାରେ ଅବସ୍ଥିତ?

  • A- କେଉଁଝର
  • B- ମୟୂରଭଞ୍ଜ
  • C- ଅନୁଗୁଳ
  • D- ସମ୍ବଲପୁର

ଅନୁଗୁଳ

Q13- ବରେହିପାଣି ଜଳପ୍ରପାତ କେଉଁ ଜିଲ୍ଲାରେ ଅଛି?

  • A- ସୁନ୍ଦରଗଡ
  • B- ମୟୂରଭଞ୍ଜ
  • C- କଟକ
  • D- ଢେଙ୍କlନାଲ

ମୟୂରଭଞ୍ଜ

Q14- କେଉଁଠି ଓଡ଼ିଶାର ଉଚ୍ଚତମ ଜଳ ପ୍ରପାତ?

  • A- ବଡ଼ଘାଘରା
  • B – ସାନଘାଘରା
  • C- ବରେହିପାଣି
  • D- ଡୁଡ଼ୁମା

ବରେହିପାଣି

Q15 ହଟକେଶ୍ୱର ମନ୍ଦିର କେଉଁ ଉଷ୍ମ ପ୍ରସବଣ ଦେଖିବାକୁ ମିଳେ?

  • A- ଅଟ୍ରି
  • B- ତାରାବାଲୋ
  • C- ତପ୍ତପାଣି
  • D- ଦେଉଳଝରି

ଅଟ୍ରି

Q16- ନିମ୍ନୋକ୍ତ ମଧ୍ୟରୁ କେଉଁଠି ସୁବର୍ଣ୍ଣରେଖାର ଉପନଦୀ ନୁହଁ?

  • A- ରାରୁ ନଦୀ
  • B- ଗାରୁ ନଦୀ
  • C- କାଞ୍ଚି ନଦୀ
  • D- କୋଏଲ

କୋଏଲ

Q17 – ଓଡ଼ିଶାର ଦୁଃଖ କାହାକୁ କୁହାଯାଏ?

  • A- ମହାନଦୀ
  • B- ବ୍ରାହ୍ମଣୀ
  • C- ବୈତରଣୀ
  • D- ଋଷିକୂଲ୍ୟା

ମହାନଦୀ

Q18 ବ୍ରାହ୍ମଣୀ ନଦୀର ଦର୍ଘ୍ୟ କେତେ?

  • A- ୪୦୦ km
  • B-480km
  • C-550km
  • D-360 km

B-480km

Q19- ବୈତରଣୀ ନଦୀର ଉତପ୍ତିସ୍ଥଳ କେଉଁ ଜିଲ୍ଲାରେ?

  • A- ସୁନ୍ଦରଗଡ
  • B- ମୟୂରଭଞ୍ଜ
  • C- କେଉଁଝର
  • D- ଦେବଗଡ

କେଉଁଝର

Q20- ନିମ୍ନୋକ୍ତ ମଧ୍ୟରୁ ସାମଞ୍ଜସ୍ୟଟି ଭୁଲ ଅଟେ।

  • A. ବୈତରଣୀ – ଗୋନାଶିକା
  • B- ବୁଢାବଳଙ୍ଗ – ମେଘାସନି
  • C- ଋଷିକୂଲ୍ୟା – ଋଷିମାଳ
  • D- ବଂଶଧାରା – ବିଜୁପୂର୍

ବଂଶଧାରା – ବିଜୁପୂର୍

Q21 ନିମ୍ନୋକ୍ତ ମଧ୍ୟରୁ କେଉଁ ନଦୀର ଉତ୍ପତ୍ତି ସ୍ଥଳ ଗଜପତି ଜିଲ୍ଲାରୁ?

  • A- ନାଗାବଳୀ
  • B- ସାଳନ୍ଦୀ
  • C- ବାହୁଡା଼
  • D- ଇନ୍ଦ୍ରାବତୀ

ବାହୁଡା଼

Q22 କେଉଁ ନଦୀ ଓଡ଼ିଶାରେ ଉତ୍ପତ୍ତି ସତ୍ତ୍ୱେ ଗୋଦାବରୀର ଏକ ପ୍ରମୁଖ ଉପନଦୀ?

  • A- ଇନ୍ଦ୍ରାବତୀ
  • B- ବଂଶଧାରା
  • C- କୋଲାବ
  • D- ତୁଙ୍ଗଭଦ୍ରା

ଇନ୍ଦ୍ରାବତୀ

Q23 ନିମ୍ନୋକ୍ତ ମଧ୍ୟରୁ କେଉଁ ନଦୀର ଉତ୍ପତ୍ତି ସ୍ଥଳ ବାହାର ରାଜ୍ୟରୁ ନୁହଁ?

  • A- ସୁବର୍ଣ୍ଣରେଖା
  • B- ସିଲେରୁ
  • C- ବ୍ରାହ୍ମଣୀ
  • D- ମହାନଦୀ

ସିଲେରୁ

Q24 ନିମ୍ନୋକ୍ତ ମଧ୍ୟରୁ କେଉଁ ନଦୀ ଓଡ଼ିଶାରୁ ଉତ୍ପତ୍ତି ହେବ ସତ୍ତ୍ୱେ ଅନ୍ୟ ରାଜ୍ୟରେ ପ୍ରବାହିତ ହୁଏ।

  • A- ମାକୁଣ୍ଡ
  • B- ସୁବର୍ଣ୍ଣରେଖା
  • C- ସାଳନ୍ଦୀ
  • D- ବୁଢ଼ାବଳଙ୍ଗ

ମାକୁଣ୍ଡ

Q25 – ସାନଘାଘରା ଜଳପ୍ରପାତ କେଉଁ ଜିଲ୍ଲାରେ ଅଛି?

  • A- ପୁରୀ
  • B- ଜଗତସିଂପୁର
  • C- କେଉଁଝର
  • D- ବାଲେଶ୍ଵର

କେଉଁଝର

Rivers and Drainage system of Odisha

Leave a Comment

error: Content is protected !!