Prayer in Odia

Prayer in Odia | ବିଦ୍ୟାଳୟ ପ୍ରାର୍ଥନା

Facebook
Telegram
WhatsApp
LinkedIn

Prayer in Odia : God is the one who gives us all good things in life. He is the one who protects us and guides us to the right path. Praying to God always makes us feel better and helps us to become stronger. We are grateful to Him for all the good things in our lives, and we hope that He will continue to bless us with everything we need.

Odia Prathana : Our website is dedicated to providing users with authentic, prayer-centered content in the Odia language. We offer a variety of articles and resources that can help you connect with God, strengthen your relationship with Him, and live a more fulfilling life. Whether you’re a beginner or an experienced believer, we have everything you need to grow in your faith. Thanks for visiting our website!

ବିଦ୍ୟାଳୟ ପ୍ରାର୍ଥନା

ଆହେ ଦୟାମୟ
ରାମକୃଷ୍ଣ ନନ୍ଦ

ଆହେ ଦୟାମୟ ବିଶ୍ଵ ବିହାରୀ,
ଘେନ ଦୟାବହି ମୋର ଗୁହାରୀ ll୧ll

ଜଳ ସ୍ଥଳ ବନ ଗିରି ଆକାଶ,
ତୁମ୍ଭ ଲୀଳା ସବୁଠାରେ ପ୍ରକାଶ ll୨ll

ତୁମେ ଶୁଭ ବୁଦ୍ଧି ପରା ଶିଖାଅ,
ତୁମେ ଭଲ ବାଟ ପରା ଦେଖାଅ ll୩ll

ମୋର କାମକୁ କରାଅ ସରସ,
ମୋର ମୁଖେ ଦିଅ ଚିର ହରଷ ll୪ll

ତୁମ ଚରଣରେ ମୋର ଭକତି,
ଦିଅ ବିପଦେ ସାହସ ଶକତି ll୫ll

ମୋତେ ଖଳ ଅଳସୁଆ ନିକଟେ,
ଦିଅ ନାହିଁ ସୁଖେ ଅବା ସକଟେ ll୬ll

ଦୟା ବିନୟ ହେଉ ମୋ ଭୂଷଣ,
କାହା ମନେ ନ ଦିଏ ମୁଁ କଷଣ ll୭ll

ଦୁଃଖୀ ଅରକ୍ଷିତ ସେବା କାରଣେ,
ବଳ ଦିଅ ମୋର କର ଚରଣେ ll୮ll

ସତ କହିବାକୁ କିଆଁ ଡରିବି,
ସତ କହି ପଛେ ମଲେ ମରିବି ll୯ll

ମୋତେ ଏତିକି ଶିଖାଅ ସାଇଁ ହେ,
ମୋର ଧନ ଜନ ଲୋଡା ନାହିଁ ହେ ll୧୦ll

ତୁମେ ଜଗତର ବଡ଼ ଠାକୁର,
ନୀତି ନମିବି ମୁଁ ତୁମ ପୟର ll୧୧ll

Download PDF Click Here
Odia MCQ Test Click Here

 

Leave a Comment

error: Content is protected !!