ପ୍ରାଥମିକ ବୃତ୍ତି ପରୀକ୍ଷା (ତୃତୀୟ ଶ୍ରେଣୀ)

Facebook
Telegram
WhatsApp
LinkedIn
Contents hide
1 ପ୍ରାଥମିକ ବୃତ୍ତି ପରୀକ୍ଷା (ତୃତୀୟ ଶ୍ରେଣୀ) 2016
1.1 Results

ପ୍ରାଥମିକ ବୃତ୍ତି ପରୀକ୍ଷା (ତୃତୀୟ ଶ୍ରେଣୀ) 2016

QUIZ START

#1. ମାଙ୍କଡ ମାନେ କେଉଁଠାରେ ଜହ୍ନକୁ ଦେଖିଲେ ?

 ଆକାଶରେ ଗଛ ଉପରେ ପୋଖରୀରେ ନଦୀରେ

ପୋଖରୀରେ

#2. କେବେ ଗାନ୍ଧିଜୀଙ୍କ ଜନ୍ମ ଦିନ ପାଳନ କରାଯାଏ ?

 ସେପ୍ଟେମ୍ବର -5 ନଭେମ୍ବର -14 ଜାନୁଆରୀ -26 ଅକ୍ଟୋବର -2

ଅକ୍ଟୋବର -2

#3. ସାଧବ ପୁଅ ମାନେ କେଉଁ ମାସରେ ବଣିକ କରିବାକୁ ଯାଉଥିଲେ ?

 ବୈଶାଖ କାର୍ତ୍ତିକ ଶ୍ରାବଣ ଚୈତ୍ର

 କାର୍ତ୍ତିକ

#4. କେଉଁ ନଦୀର ମୁହାଣରେ କୋଣାର୍କ ମନ୍ଦିର ନିର୍ମାଣ କରାଯାଇଥିଲା ?

 ମହାନଦୀ ଦୟାନଦୀ ଗଙ୍ଗା ନଦୀ ଚନ୍ଦ୍ରଭାଗା ନଦୀ

 ଚନ୍ଦ୍ରଭାଗା ନଦୀ

#5. ତାହାରି ପାଇଁ ଜୀବନ ଢାଳି, ରଖିବା ଆମେ ତାହାରି ନାମ – ଏହି ପଦ୍ୟାଅଂଶଟି କେଉଁ ପଦ୍ୟରୁ ଆସିଅଛି ?

 ସେହି ମୋ ପ୍ରିୟ ଜନମ ଭୂମି ଟିକି ଫୁଲର ବାସ ତୁମପରି ଛୋଟ ପିଲାଟିଏ ଭାସି ଯାଆ ମୋର କାଗଜ ଡଙ୍ଗା

 ସେହି ମୋ ପ୍ରିୟ ଜନମ ଭୂମି

#6. ସାମନ୍ତ ଚନ୍ଦ୍ର ଶେଖରଙ୍କୁ କେଉଁ ଉପାଧି ଦିଆଯାଇଥିଲା ?

 ଉତ୍କଳ କେଶରୀ ମହାମହୋପାଧ୍ୟାୟ କର୍ମବୀର ଉତ୍କଳ ଗୌରବ

ମହାମହୋପାଧ୍ୟାୟ

#7. ଦଶହରା ଛୁଟିରେ ପିଲାମାନେ କଣ କଲେ ?

 ବଣଭୋଜି କଲେ ରାସ୍ତାକୁ ଅପରିଷ୍କାର କଲେ ରାସ୍ତା ସମତଳ କଲେ ରାସ୍ତାକଡରେ ଗଛ ଲଗାଇଲେ

 ରାସ୍ତା ସମତଳ କଲେ

#8. ଆଗ କାଳରେ ବିଦ୍ୟାଳୟ କୁ କଣ କୁହାଯାଉଥିଲା ?

 ସ୍କୁଲ ଚାହାଳୀ ପାଠଶାଳା ଆଶ୍ରମ

 ଚାହାଳୀ

#9. କଣ କଲେ କାଳକାଳକୁ ଯଶ ରହେ ?

 ଭଲ କାମ ମନ୍ଦକାମ ଅଧା କାମ ବସି ରହିଲେ

 ଭଲ କାମ

Leave a Comment

error: Content is protected !!