percentage mock test in Odia : Hello, this is a test of your math skills in the Odia language. Please answer all questions honestly and accurately. Mathematics – Wikipedia . Thank you for taking the time to participate.
Hello, welcome to our website!
We offer online mock tests in various languages including Odia. Our objective is to help students prepare for their academic exams by providing them with accurate and reliable practice material.
If you have any questions or need assistance, please do not hesitate to contact us. We would be happy to help you in any way possible.
Total Question Question : 37
Time Each Question : 60 Second
Question Language : Odia
#1. 0.52 କୁ ଶତକଡା ପ୍ରକାଶ କଲେ କେତେହବ ?
52% 5.2% 52/100 % 520 %
52%
#2. 3/5 କୁ ଶତକଡାରେ ପ୍ରକାଶ କର
30% 50% 60% 15%
60%
#3. 15% କୁ ଭଗ୍ନାଂଶରେ ପ୍ରକାଶ କର
3/20 3/10 15/10 10 /15
3/20
#4. 10–1/2 % କୁ ଭଗ୍ନାଂଶରେ ରେ ପରିଣତ କର
21/100 21/100 10/100 2/5
21/100
#5. 10% କୁ ଦଶମିକ ରେ ପ୍ରକାଶ କର
10.1 .01 0.1 0.001
0.1
#6. 4% କୁ ଦଶମିକ ରେ ପ୍ରକାଶ କର
52 % 0.04 % 0.004 4.0
0.04 %
#7. 325% କୁ ଦଶମିକ ରେ ପରିଣତ କର
32.5 0.325 3.25 0.0325
3.25
#8. 200 ଟଙ୍କାର 25% କେତେ
25 ଟଙ୍କା 50 ଟଙ୍କା 40 ଟଙ୍କା 8ଟଙ୍କା
40 ଟଙ୍କା
#9. 1 ଟଙ୍କା ର 10% = କେତେ
10 ପଇସା 20 ପଇସା 15 ପଇସା 5 ପଇସା
10 ପଇସା
#10. 1 କିଗ୍ରା ର 25 % = କେତେ
25ଗ୍ରାମ 250 ଗ୍ରାମ 500 ଗ୍ରାମ 125 ଗ୍ରାମ
250 ଗ୍ରାମ
#11. 20 କେଉଁ ସଂଖ୍ୟାର 25%
100 80 200 250
80
#12. କେଉଁ ସଂଖ୍ୟାର 40% ହେଉଛି 80 ?
800 400 200 100
200
#13. 80 କେତେ ଶତକଡା ରେ ହେଉଛି 60
25 % 30% 75% 20%
75%
#14. 200 ଟଙ୍କା ର କେତେ ଶତକଡା ରେ =80 ଟଙ୍କା
20% 30% 40% 60%
40%
#15. ତୁମ ପାଖରେ 500 ଟଙ୍କା ଥିଲା | ତୁମେ ତୁମ ଟଙ୍କାର 10 % ତୁମ ଭଉଣୀ କୁ ଦେଲ | ତୁମ ବଉଣୀକୁ କେତେ ଟଙ୍କା ଦେଲ
100 50 125 125
50
#16. ତୁମ ଶ୍ରେଣୀରେ 1/5 ଅଂଶ ପିଲା ଆଜି ସ୍କୁଲ ଆସିନଥିଲେ ଆଜି ତୁମ ଶ୍ରେଣୀରେ କେତେ % ପିଲା ଆସିଥଲେ
4% 15% 20% 25%
20%
#17. ତୁମେ ଗୋଟିଏ କଲମକୁ 10 ଟଙ୍କା ରେ କିଣିଥିଲ ତାକୁ 10 % ଅଧିକ ଦାମ୍ ରେ ବିକିଲ ତେବେ କେତେ ଦାମ୍ ରେ ବିକିଲ ?
9 ଟଙ୍କା 11 ଟଙ୍କା 12 ଟଙ୍କା 20 ଟଙ୍କା
12 ଟଙ୍କା
#18. ତୁମ ଘରେ 10 ଟି ଗାଈ ଅଛନ୍ତି 20% ଗାଈ କ୍ଷୀର ଦିଅନ୍ତି ତେବେ କେତୋଟି ଗାଈ କ୍ଷୀର ଦିଅନ୍ତି
1 2 4 5
2
#19. ଚାଉଳ କିଲୋଗ୍ରାମ ପ୍ରତି ଦାମ ଗତ ମାସ ରେ 10 ଟଙ୍କା ଥିଲା ଏ ମାସରେ 10% ବଡ଼ିଛି ଏ ମାସରେ ଚାଉଳ କିଲୋଗ୍ରାମ ପ୍ରତି ଦାମ କେତେ ହୋଇଛି
11 12 20 9
12
#20. ରାମ 12 ଟି ଅଣ୍ଡା କିଣିଲା ସେଥିରୁ 25 % ଅଣ୍ଡା ପଚା ବାହାରିଲା ତେବେ କେତୋଟି ଅଣ୍ଡା ପଚା ଥିଲା
2 3 ଟି 4 6
3 ଟି
#21. ତୁମ ଗ୍ରାମ ରେ 50% ଲୋକ ଅଶିକ୍ଷିତ ତୁମ ଗ୍ରାମ ର ଲୋକ ସଂଖ୍ୟା 880 ହେଲେ ଅଶିକ୍ଷିତ ସଂଖ୍ୟା କେତେ
88 400 420 440
400
#22. ଗୋଟିଏ ଗ୍ରାମରେ ଲୋକ ସଂଖ୍ୟା ପ୍ରତି 10 ବର୍ଷରେ ବଢେ ଏ ବର୍ଷ ଗ୍ରାମରେ ଲୋକସଂଖ୍ୟା 1000 ! 10 ବର୍ଷରେ କେତେ ହବ
1010 1100 1020 1200
1010
#23. ତୁମେ ସମୁଦାୟ 8 ଘଣ୍ଟା ସ୍କୁଲ ରେ ରୁହ ସେଥିରୁ 25% ସମୟ ପଡ଼ିଆର ଖେଳ ତୁମେ ସ୍କୁଲ ରେ ଥିବା ବେଳେ କେତେସମୟ ଖେଳ
1ଘଣ୍ଟା 2 ଘଣ୍ଟା . 3 ଘଣ୍ଟା . 4 ଘଣ୍ଟା
4 ଘଣ୍ଟା
#24. ଗୋଟିଏ ରାସ୍ତାର 20% ମରାମତି ପାଇଁ 1000 ଟଙ୍କା ଖର୍ଚ ହୁଏ | ପୁରା ରାସ୍ତାଟି ମରାମତି ପାଇଁ କେତେ ଟଙ୍କା ହେବ ?
. 2000 ଟଙ୍କା . 4000 ଟଙ୍କା 5000 ଟଙ୍କା 8000 ଟଙ୍କା
4000 ଟଙ୍କା
#25. ଗତବର୍ଷ ତୁମ ବିଦ୍ୟାଳୟର ଛାତ୍ରସଂଖ୍ୟା ଥିଲା 500 | ଏବର୍ଷ 10% ଛାତ୍ରସଂଖ୍ୟା ବଢିଛି | ଏବର୍ଷ କୌଣସି ପିଲା ବିଦ୍ୟାଳୟ ଛାଡ଼ି ନଥିଲେ , କେତେ ପିଲା ନାମ ଲେଖାଇଛନ୍ତି ?
25 50 100 75
Percentage mock test in Odia
#1. 0.52 କୁ ଶତକଡା ପ୍ରକାଶ କଲେ କେତେହବ ?
#2. 3/5 କୁ ଶତକଡାରେ ପ୍ରକାଶ କର
#3. 15% କୁ ଭଗ୍ନାଂଶରେ ପ୍ରକାଶ କର
#4. 10--1/2 % କୁ ଭଗ୍ନାଂଶରେ ରେ ପରିଣତ କର
#5. 10% କୁ ଦଶମିକ ରେ ପ୍ରକାଶ କର
#6. 4% କୁ ଦଶମିକ ରେ ପ୍ରକାଶ କର
#7. 325% କୁ ଦଶମିକ ରେ ପରିଣତ କର
#8. 200 ଟଙ୍କାର 25% କେତେ
#9. 1 ଟଙ୍କା ର 10% = କେତେ
#10. 1 କିଗ୍ରା ର 25 % = କେତେ
#11. 20 କେଉଁ ସଂଖ୍ୟାର 25%
#12. କେଉଁ ସଂଖ୍ୟାର 40% ହେଉଛି 80 ?
#13. 80 କେତେ ଶତକଡା ରେ ହେଉଛି 60
#14. 200 ଟଙ୍କା ର କେତେ ଶତକଡା ରେ =80 ଟଙ୍କା
#15. ତୁମ ପାଖରେ 500 ଟଙ୍କା ଥିଲା | ତୁମେ ତୁମ ଟଙ୍କାର 10 % ତୁମ ଭଉଣୀ କୁ ଦେଲ | ତୁମ ବଉଣୀକୁ କେତେ ଟଙ୍କା ଦେଲ
#16. ତୁମ ଶ୍ରେଣୀରେ 1/5 ଅଂଶ ପିଲା ଆଜି ସ୍କୁଲ ଆସିନଥିଲେ ଆଜି ତୁମ ଶ୍ରେଣୀରେ କେତେ % ପିଲା ଆସିଥଲେ
#17. ତୁମେ ଗୋଟିଏ କଲମକୁ 10 ଟଙ୍କା ରେ କିଣିଥିଲ ତାକୁ 10 % ଅଧିକ ଦାମ୍ ରେ ବିକିଲ ତେବେ କେତେ ଦାମ୍ ରେ ବିକିଲ ?
#18. ତୁମ ଘରେ 10 ଟି ଗାଈ ଅଛନ୍ତି 20% ଗାଈ କ୍ଷୀର ଦିଅନ୍ତି ତେବେ କେତୋଟି ଗାଈ କ୍ଷୀର ଦିଅନ୍ତି
#19. ଚାଉଳ କିଲୋଗ୍ରାମ ପ୍ରତି ଦାମ ଗତ ମାସ ରେ 10 ଟଙ୍କା ଥିଲା ଏ ମାସରେ 10% ବଡ଼ିଛି ଏ ମାସରେ ଚାଉଳ କିଲୋଗ୍ରାମ ପ୍ରତି ଦାମ କେତେ ହୋଇଛି
#20. ରାମ 12 ଟି ଅଣ୍ଡା କିଣିଲା ସେଥିରୁ 25 % ଅଣ୍ଡା ପଚା ବାହାରିଲା ତେବେ କେତୋଟି ଅଣ୍ଡା ପଚା ଥିଲା
#21. ତୁମ ଗ୍ରାମ ରେ 50% ଲୋକ ଅଶିକ୍ଷିତ ତୁମ ଗ୍ରାମ ର ଲୋକ ସଂଖ୍ୟା 880 ହେଲେ ଅଶିକ୍ଷିତ ସଂଖ୍ୟା କେତେ
#22. ଗୋଟିଏ ଗ୍ରାମରେ ଲୋକ ସଂଖ୍ୟା ପ୍ରତି 10 ବର୍ଷରେ ବଢେ ଏ ବର୍ଷ ଗ୍ରାମରେ ଲୋକସଂଖ୍ୟା 1000 ! 10 ବର୍ଷରେ କେତେ ହବ
#23. ତୁମେ ସମୁଦାୟ 8 ଘଣ୍ଟା ସ୍କୁଲ ରେ ରୁହ ସେଥିରୁ 25% ସମୟ ପଡ଼ିଆର ଖେଳ ତୁମେ ସ୍କୁଲ ରେ ଥିବା ବେଳେ କେତେସମୟ ଖେଳ
#24. ଗୋଟିଏ ରାସ୍ତାର 20% ମରାମତି ପାଇଁ 1000 ଟଙ୍କା ଖର୍ଚ ହୁଏ | ପୁରା ରାସ୍ତାଟି ମରାମତି ପାଇଁ କେତେ ଟଙ୍କା ହେବ ?
#25. ଗତବର୍ଷ ତୁମ ବିଦ୍ୟାଳୟର ଛାତ୍ରସଂଖ୍ୟା ଥିଲା 500 | ଏବର୍ଷ 10% ଛାତ୍ରସଂଖ୍ୟା ବଢିଛି | ଏବର୍ଷ କୌଣସି ପିଲା ବିଦ୍ୟାଳୟ ଛାଡ଼ି ନଥିଲେ , କେତେ ପିଲା ନାମ ଲେଖାଇଛନ୍ତି ?
Related articles : Lasagu Gasagu MCQ in Odia | ଲ.ସା.ଗୁ. ଓ ଗ.ସା.ଗୁ.