Pathani Samanta Mathematics Scholarship Test
PMST 2021 – Board of Secondary Education, Odisha has released the application form for PMST 2021 on December 29, 2021. Candidates can fill the application form at the official website, pmst.bseodisha.ac.in. Last date to submission of application form till January 12, 2022. Pathani Samanta Mathematics Scholarship Test (PMST) is a test that is mainly for 6th and 9th-grade students. Those who have cleared class 5th and 8th class from a recognized school with more than 50% are eligible. To know more details regarding the PMST 2022, scroll down the page.
Pathani Samanta Exam Quiz Test – Exam Pattern
Candidates can see the pattern of the examination here. PMST 2021 exam patterns are very important from an exam point of view. Candidates can see the following:
Mode of Examination: The mode of examination is written that is OMR sheet and candidates have to darken the correct option in blue/ black ballpoint pen.
#1. କେଉଁ ଖୁଦରତମ ସଂଖ୍ୟା କୁ 5 ଦ୍ୱାରା ଭାଗ କଲେ 2 ଭାଗ ଶେଷ ରହିବ , 3ଦ୍ୱାରା ଭାଗ କଲେ ଭାଗ ଶେଷ 1 ରହିବ ଏବଂ 7 ଦ୍ୱାରା ଭାଗ କଲେ 3 ଭାଗ ଶେଷ ରହିବ ?
#2. ସାନ ରୁ ବଡ କ୍ରମ ରେ 2 ଟି ସଂଖ୍ୟା ଲେଖା ଯାଇଛି .ମାଧ୍ୟମ ସଂଖ୍ୟା ରେ 2 ଟି ଯାକ ସଂଖ୍ୟା ର ହାରାହାରି ଅଟେ . 5 ଟି ବଡ ସଂଖ୍ୟା ରେ ହାରାହାରି 68 ଏବଂ 5 ଟି ଖୁଦ୍ର ସଂଖ୍ୟା ହାରାହାରି 44 ଅଟେ ସମସ୍ତ 9 ଟି ସଂଖ୍ୟା ର ସମଷ୍ଟି କେତେ ?
#3. ଗୋଟିଏ ବଗିଚା ରେ କିଛି ଜ୍ୱାଧଃ ଏବଂ କିଛି କୁକୁଡ଼ା ଥିଲେ . ସେମାନଙ୍କର ମୋଟ ସଂଖ୍ୟା 20 ଥିଲା . ଗଣିବାରୁ ସେମାନଙ୍କର ଗୁଡ ସଂଖ୍ୟା 64 ଥିଲା .କେତୋଟି ଗଧ ଥିଲେ ?
#4. ଗୋଟିଏ ସ୍ତମ୍ବ ର ଉଚ୍ଚତା 31 ମିଟର . ଗୋଟିଏ ମାଙ୍କଡ ର ପ୍ରଥମ ମିନିଟ ରେ 3 ମିଟର ସ୍ତମ୍ବକୁ ଛାଡ଼ିଥାଏ ଓ ପରବର୍ତୀ 1 ମିନିଟ ରେ 1 ମିଟର ତଳ କୁ ଖସେ .ମାଙ୍କଡ ଟି କେତେ ସମୟରେ ସ୍ତମ୍ବ ର ଶିଖରରେ ପହଂଚହିପାରିବ ?
#5. 120 ମିଟର ଲମ୍ବର ଏକ ରେଳଗାଡ଼ି , ପ୍ଲାଟ୍ଫଡ଼ମ ଠିଆ ହୋଇଥିଲା . ଏକ ବ୍ୟକ୍ତିକୁ 10 ସେକଣ୍ଡେ ରେ ଅତିକ୍ରମ କଲେ ତେବେ ରେଳ ଗାଡିର ବେଗ କେତେ ?
#6. ଗୋଟିଏ ସ୍କୁଲ ରେ ପୁଅ ମାନକ ସଂଖ୍ୟା ର ଝିଅମାନଙ୍କର ସଂଖ୍ୟା ର 5 ଗୁଣ ଏବଂ ଝିଅ ସଂଖ୍ୟା ଶିକ୍ଷକ ମାନଙ୍କର 6 ଗୁଣ . ଯଦି b , g ,t ଯଥାକ୍ରମେ ପୁଅ, ଝିଅ ଓ ଶିକ୍ଷକଙ୍କ ସଂଖ୍ୟା କୁ ଚିହ୍ନିତ କରୁଥାଏ ତେବେ ସ୍କୁଲ ରେ ସମୁଦାୟ କେତେ ଜଣ ପୁଅ, ଝିଅ ଓ ଶିକ୍ଷକ ଅଛନ୍ତି ?
#7. 4 ଟି କୁକୁଡ଼ା 4 ଦିନରେ 4 ଟି ଆଣ୍ଡ ଦିଅନ୍ତି . ତେବେ 16 ଟି କୁକୁଡ଼ା 16 ଦିନରେ କେତୋଟି ଅଣ୍ଡା ଦେବେ ?
#8. ରବି ଠାରୁ ରାମ 7 ବର୍ଷ ସାନ . 4 ବର୍ଷ ପରେ ରାମ ର ବୟଷ ରବି ବୟଷରେ ଅର୍ଧେକ ହେବ . ବର୍ତମାନ ଦୁହିଁଙ୍କର ବୟଷ ମିଶି କେତେ ?
#9. ଗୋଟିଏ କୁଣ୍ଢରେ ତିନୋଟି ନାଳ ଲାଗିଛି . ପ୍ରଥମ ନାଳ ଦ୍ୱାରା କୁଣ୍ଡଟି 5 ମିନିଟ ରେ ଓ 2ୟ ନାଳ ଦ୍ୱାରା କୁଣ୍ଡ ଟି 7.1/2 (7ପୂର୍ଣ୍ଣ 1ବିଭକ୍ତ 2) ମିନିଟ ରେ ଜଳ ପୂର୍ଣ୍ଣ ହୁଏ .ତୃତୀୟ ଅଳ 1 ମିନିଟ ରେ 14 ଲିଟର ଜଳ ନିଷ୍କାସହନ କରେ. କୁଣ୍ଡଟି ଜଳ ପୁର୍ଣ ଥିବା ଅବସ୍ଥାରେ ଯଦି ତିନୋଟି ଯାକ ନାଳ ଖୋଲି ଦିଆଯାଏ ତେବେ କୁଣ୍ଡ ଟି 1 ଘଣ୍ଟା ରେ ଜଳପୂର୍ଣ୍ଣ ହୁଏ . ତେବେ କୁଣ୍ଡରେ କେତେ ପାଣି ଧରେ?
#10. ଦୁଇଟି ସଂଖ୍ୟା ର ଯୋଗଫଳ ସଂଖ୍ୟା ଦ୍ୱୟର ବିୟୋଗଫଳ ର 7 ଗୁଣ .ବଡସଂଖ୍ୟା 40 ହେଲେ ସାନ ସଂଖ୍ୟା ଟି କେତେ ?
#11. . 1 ଠାରୁ 250 ପୃଷ୍ଠା ବିଶିଷ୍ଟ ଗୋଟିଏ ବହିରେ ଅଙ୍କ 2 କେତେଥର ଉପଲବ୍ଧ ହେବ ?
#12. ଗୋଟିଏ ସଂଖ୍ୟାର ସମସ୍ତ ଉତ୍ପାଦକ ସଂଖ୍ୟା 8 ଅଟେ . ଏହି ସଂଖ୍ୟାର 21 ଓ 35 ଦୁଇଟି ଉତ୍ପାଦକ ହେଲେ, ସଂଖ୍ୟାଟି କେତେ ?
#13. ଗୋଟିଏ ହରଣ ପ୍ରକ୍ରିୟାରେ ଭାଜକ , ଭାଗଫଳ 2 ଗୁଣ. ଭାଗଫଳ ଭାଗଶେଷର 3 ଗୁଣ , ଭାଜକ, ଭାଗଫଳ ଓ ଭଗଶେଷ ସମଷ୍ଟି 10 ହେଲେ ଭାଜ୍ୟ କେତେ ?
#14. 1000 ର ନିକଟତମ କେଉଁ ଦୁଇଟି ସଂଖ୍ୟା କୁ 3, 4, 5, 6, ଓ 8 ଦ୍ୱାରା ଭାଗକଲେ ପ୍ରତିସ୍ଥଳରେ ଭାଗଶେଷ 2 ରହିବ ?
#15. ଗୋଟିଏ ଇଟାର ତିନୋଟି ପାର୍ଶ୍ୱତଳ କ୍ଷେତ୍ରଫଳ ଯଥାକ୍ରମେ 15, 30, 50 ବର୍ଗ ସେ.ମି. ହେଲେ ଇଟାର ଦୈର୍ଘ୍ୟ, ପ୍ରସ୍ଥ ଓ ଉଚତା ଯଥାକ୍ରମେ କେତେ ସେ.ମି. ?
#16. ରାମଗଡ଼ ସହରରେ ଦୁଇଟି ସ୍କୁଲ ଅଛି | ପ୍ରଥମ ସ୍କୁଲର ବିଦ୍ୟାର୍ଥୀ ସଂଖ୍ୟାର 3/4 ଯେତେ, ଦ୍ୱିତୀୟ ସ୍କୁଲର ବିଦ୍ୟାର୍ଥୀସଂଖ୍ୟାର 1/2 ସେତେ | ଯଦି ଦ୍ୱିତୀୟ ସ୍କୁଲର 50 ଜଣ ବିଦ୍ୟାର୍ଥୀ ପ୍ରଥମ ସ୍କୁଲରେ ଯୋଗ ଦିଅନ୍ତି, ତେବେ ଦୁଇ ସ୍କୁଲର ବିଦ୍ୟାର୍ଥୀ ସଂଖ୍ୟାସମାନ ହୁଏ | ତେବେ ଦୁଇ ସ୍କୁଲର ବିଦ୍ୟାର୍ଥୀସଂଖ୍ୟାର ଯୋଗଫଳକେତେ ?
#17. ଗୋଟିଏ ବଗିଚାରେ ଗଛଗୁଡ଼ିକ ଧାଡ଼ିର ଲଗାଯାଇଛି | ଯେତିକିଟି ଧାଡ଼ି ଅଛି, ପ୍ରତି ଧାଡ଼ିରେ ତା'ର ଏକ - ତୃତିୟାଶ ସଂଖ୍ୟକ ଗଛ ଲାଗିଚି | ସମୁଦାୟ ଗଛସଂଖା 1875 ହେଲେ, ବଗିଚାରେ କେତୋଟି ଧାଡ଼ି ଓ ପ୍ରତି ଧାଡ଼ିରେ କେତୋଟି ଗଛ ଲାଗିଛି ?
#18. 3ଟି ପୂର୍ଣ୍ଣସଂଖ୍ୟା ମଧ୍ୟରୁ ପ୍ରଥମଟି ଦ୍ୱିତୀୟର 2 ଗୁଣ, ଦ୍ୱିତୀୟଟି ତୃତୀୟର 3 ଗୁଣ ଅଟେ | ଯଦି ସଂଖା ତିନୋଟିର ହାରାହାରି 100 ହୁଏ, ତେବେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସଂଖ୍ୟାଗୋଡ଼ିକ ଯଥାକ୍ରମେ କେତେ ?
#19. ଯଦି 10 ଓ 75 ମଧ୍ୟରେ ଥିବା 4 ଟି ସଂଖ୍ୟାର ଗ.ସା.ଗୁ. 16 ହୁଏ, ତେବେ ସେହି ସଂଖ୍ୟାମାନଙ୍କର ଲ. ସା. ଗୁ. କେତେ ?
#20. 43, 51 ଓ ଅନ୍ୟ ଏକ ତୃତୀୟ ସଂଖ୍ୟାର ଗ.ସା.ଗୁ. 17 ଓ ଲ. ସା. ଗୁ.102 | ଯଦି ତୃତୀୟ ସଂଖ୍ୟାଟି ଦୁଇଅଙ୍କ ବିଶିଷ୍ଟ ହୁଏ , ତେବେ ତୃତୀୟ ସଂଖ୍ୟାଟି କେତେ ?
#21. 5 ଟି ପେନସିଲ ,3 ଟି ରବର ଓ 7 ଟି ଖାତା ର ଦାମ 25 ଟଙ୍କା .3 ଟି ପେନସିଲ ,ଗୋଟିଏ ରବର ଓ 3ଟି ଖାତା ର ଦାମ 17 ଟଙ୍କା ତେବେ 22 ଟି ପେନସିଲ ,10 ଟି ରବର ଓଃ 6 ଟି ଖାତା ର ଦାମ କେତେ ?
#22. ଯଦି ଗୋଟିଏ ସଂଖ୍ୟାର 20% ସେ ସଂଖ୍ୟା ସହ ଯୋଗକଲେ ଯୋଗଫଲ 40 ଅଧିକ ହୁଏ ତେବେ ସଂଖ୍ୟାଟି କେତେ ?
#23. 1,2,3,4 ସଂଖ୍ୟାଗୁଡ଼ିକୁ ବ୍ୟବହାର କରି ଯେତେଗୁଡ଼ିଏ ଚାରି ଅଙ୍କ ବିଶିଷ୍ଟ ସଂଖ୍ୟା ଅଙ୍କମାନଙ୍କର ପୁନରାବୃତି ନ ହୋଇ ସୃଷ୍ଟି ହୋଇପାରେ ସେମାନଙ୍କର ଯୋଗଫଲ କେତେ ?
#24. ହରି ଗୋଟିଏ ଚାକିରୀରେ ପ୍ରବେଶ କଲେ .ନିଯୁକ୍ତିର ପ୍ରଥମ ଦିନ ର ଦରମା 5 ଟଙ୍କା . ତା ପର ଦିନଠାରୁ ପ୍ରତିଦିନ ହରିର ପ୍ରାପ୍ୟ ପୂର୍ବଦିନ ପ୍ରାପ୍ୟର ଦୁଇଗୁଣ ହେବ .ତେବେ ହରିର ପ୍ରାପ୍ୟ ଦଶମ ଦିନରେ କେତେ ତାଙ୍କ ହେବ ?
#25. ଗୋଟିଏ ଇଟାର ତିନୋଟି ପାର୍ଶ୍ବତଳ ର କ୍ଷେତ୍ର ଫଳ ଯଥାକ୍ରମେ 15,30,50 ବର୍ଗ ସେ . ମି. ହେଲେ ଇଟାର ଦୈର୍ଘ୍ୟ , ପ୍ରସ୍ତ ଓ ଉଚ୍ଚତା ଯଥାକ୍ରମେ କେତେ ହେବ ?
#26. 20 ଟି ପ୍ରଶ୍ନାବିଶିଷ୍ଟ ଏକ କଇଂ ପ୍ରତିଯୋଗିତା ପ୍ରତି ସଠିକ ଉତ୍ତର ପାଇଁ 7 ମାର୍କ ,ପ୍ରତ୍ୟକ ଭୁଲ ଉତ୍ତର ପାଇଁ 2ମାର୍କ କଟାଯିବ ଏବଂ ଉତ୍ତର ଦେଇନଥିବା ପ୍ରତି ପ୍ରଶ୍ନ ପାଇଁ 2 ମାର୍କ ଦିଆଯିବ . ରାମ 87 ମାର୍କ ପାଇଥିଲେ କେତୋଟି ପ୍ରଶ୍ନ ଉତ୍ତର ନ ଦେଇ ଛାଡିଥିଲା ?
#27. 1000 ର ନିକଟତମ କେଉଁଦୁଇଟି ସଂଖ୍ୟାକୁ 3,4,5,6 ଓ 8 ଦ୍ଵାରା ଭାଗକଲେ ପ୍ରତିସ୍ଥଳରେ ଭଗଶେଶ 2 ରହିବ ?
#28. ଗୋଟିଏ କାମକୁ 2 ଜଣ ପୁରୁଷ ଓ 7ଜଣ ବାଳକ ଆ ଦିନ ରେ ଶେଷ କରନ୍ତି ଓ ସେହି କାମକୁ 4 ଜଣ ପୁରୁଷ ଓ 4 ଜଣ ବଳକା 3 ଦିନରେ ଶେଷ କରନ୍ତି .ତେବେ ସେହି କାମ କୁ ଜଣେ ପୁରୁଷ ଓ ଜଣେ ବାଳକ ଯଥାକ୍ରମେ କେତେ ଦିନରେ ଶେଷ କରିବେ ?
#29. 100 ଠାରୁ କମ ସମସ୍ତ ପୂର୍ଣ୍ଣସଂଖ୍ୟା ମାନକର ସମଷ୍ଟିକୁ 3 ଦ୍ଵାରା ଭାଗକଲେ ଭଗଶେଶ 1 ରହେ ଏବଂ 4 ଦ୍ଵାରା ଭାଗ କଲେ ଭଗଶେଶ 2 ରହେ . ତେବେ 100 ଓ କଂ ସମସ୍ତ ପୂର୍ଣ୍ଣସଂଖ୍ୟା ର ସମଷ୍ଟି କେତେ ?
#30. 1-2+3-4+5-6+...... ଏହି କ୍ରମରେ ଥିବା 101 ଟି ସଂଖ୍ୟା ର ସମଷ୍ଟି କେତେ ?
#31. 7+77+777+7777+...+777....777(20 ଟି ଅଙ୍କ ) .ଏହି ଯୋଗଫଳରେ ଦଶକ ଓ ଶତକ ସ୍ଥାନଟି ଯଥାକ୍ରମେ କେତେ ?
#32. 3 ଟି ସଂଖ୍ୟା ର ହାରାହାରି 60 ହୁଏ ଏବଂ ପ୍ରଥମ ସଂଖ୍ୟାଟି ଅନ୍ୟ ସଂଖ୍ୟାର ଯୋଗଫଲର 1/ 4 ହୁଏ , ତେବେ ପ୍ରଥମ ସଂଖ୍ୟା ଟି କେତେ ?
#33. ଗୋଟିଏ ହାରାଣପ୍ରକ୍ରିୟାରେ ଭାଜକ , ଭାଗଫଲ ର 2 ଗୁଣ . ଭାଗଫଲ ଭଗଶେଶ ର 3 ଗୁଣ . ଭାଜକ , ଭାଗଫଲ ଓ ଭଗଶେଶ ର ସମଷ୍ଟି 10 ହେଲେ ଭାଜ୍ୟ କେତେ ? \
#34. ଗୋଟିଏ ସଂଖ୍ୟାର ସମତା ଉତ୍ପାଦକ ସଂଖ୍ୟା 8 ଅଟେ . ଏହି ସଂଖ୍ୟାର 21 ଓଁ 35 ଦୁଇଟି ଉତ୍ପାଦକ ହେଲେ , ସଂଖ୍ୟା ଟି କେତେ ?
1 thought on “Pathani Samanta Exam Quiz Test”
Mobile