Odisha Static GK

Top 50 Odisha Static GK Questions and Answers – Free PDF

Facebook
Telegram
WhatsApp
LinkedIn

“Are you preparing for an exam or competition that requires knowledge of Odisha’s history, culture, and geography? Look no further! In this blog post, we present the top 50 Odisha Static GK questions and answers to help you ace your test. These questions cover a wide range of topics such as the state’s history, famous personalities, tourist destinations, and more. Whether you’re a student, a job seeker, or just someone looking to increase your general knowledge, this post is sure to be helpful. So, read on and test your Odisha Static GK skills today!”

Static Odisha GK

Q1 – କେଉଁ ଦେଶର କ୍ଷେତ୍ରଫଳ ଓଡିଶାର କ୍ଷେତ୍ରଫଳ ସହ ପାଖାପାଖି ସମାନ?

A- Netherland
B- Tunisia
C- Bangladesh
D- Myanmar

Answer- Bangladesh

Q2- ଓଡ଼ିଶାର ମୋଟ କ୍ଷେତ୍ରଫଳ କେତେ?

A- 145,707 km²
B- 155,707 km²
C- 165,707 km²
D- 175,707 km²

Answer- 155,707 km²

Q3 – ଓଡ଼ିଶାର ଜାତୀୟ ସଙ୍ଗୀତ କଣ?

A- ଜୟ ଜୟ ହେ
B- ହେ ମୋର ଆପଣାର ଦେଶ
C- ବନ୍ଦେ ଉତ୍କଳ ଜନନୀ
D- ମୋ ଓଡ଼ିଶା

Answer- ବନ୍ଦେ ଉତ୍କଳ ଜନନୀ

Q4- ଓଡ଼ିଶାର ଜାତୀୟ ପଶୁ କିଏ?

A- ଘୋଡ଼ା
B- ବାଘ
C- ସିଂହ
D- ସମ୍ବର

Answer- ସମ୍ବର

Q5- ଓଡ଼ିଶାର ସମୁଦ୍ରତଟ ସମୁଦାୟ କେତେ km?

A- 485 km
B- 585 km
C- 685 km
D- 785 km

Answer- 485 km

Q6- କେଉଁ ପଶୁର ସ୍ତମ୍ଭ ଓଡ଼ିଶାର ସାଙ୍କେତିକ ଭାବେ ଆଦୃତ?

A- ବାଘ
B- ଘୋଡ଼ା
C- ସିଂହ
D- ହରିଣ

Answer- ଘୋଡ଼ା

Q7- ଉତ୍କଳ ଦିବସ କେବେ ପାଳନ କରାଯାଏ?

A- 1st April
B- 1st May
C- 1st June
D- 1st July

Answer- 1st April

Q8 – ଓଡ଼ିଶାର ଜାତୀୟ ବୃକ୍ଷ କଣ?

A- ଆମ୍ବ
B- ଅଶ୍ଵସ୍ଥ
C- ଖେଜୁରି
D- ଶାଳ

Answer- ଅଶ୍ଵସ୍ଥ

Q9- ଭିତରକନିକା Mangroves କେବେ ବନ୍ୟଜନ୍ତୁ ସଂରକ୍ଷଣ ପରିସଂସ୍ଥା ରେ ଅନ୍ତର୍ଭୁକ୍ତ ହେଲା?

A- 1952
B- 1962
C- 1975
D- 1999

Answer- 1962

Q10 – କେଉଁଠି ଓଡ଼ିଶାର ବୃହତ୍ତମ ସହର?

A- ଭୁବନେଶ୍ୱର
B- କଟକ
C- ରାଉରକେଲା
D- ବ୍ରହ୍ମପୁର

Answer- ଭୁବନେଶ୍ୱର

Q11 – ଓଡ଼ିଶା ବିଧାନସଭାରେ କେତୋଟି MLA ସିଟ୍ ରହିଛି?

A- 157
B- 147
C- 31
D- 41

Answer- 147

Q12 – କେଉଁଠି ଓଡ଼ିଶାର ଜାତୀୟ ପକ୍ଷୀ?

A- ମାଛରଙ୍କା
B- ବଗ
C- ଘରଚଟିଆ
D- ହଳଦୀ ବସନ୍ତ

Answer- ହଳଦୀ ବସନ୍ତ

Q13- କ୍ଷେତ୍ରଫଳ ଦୃଷ୍ଟିରୁ ଭାରତରେ ଓଡ଼ିଶାର ସ୍ଥାନ କେତେ?

A- ଅଷ୍ଟମ
B – ଦଶମ
C – ନବମ
D- ଏକାଦଶ

Answer- ଅଷ୍ଟମ

Q14- ଅନୁସୂଚିତ ଜନଜାତି ସଂଖ୍ୟା ଦୃଷ୍ଟିରୁ ଓଡ଼ିଶାର ସ୍ଥାନ(ଭାରତରେ) କେତେ?

A- ୨ୟ
B- ୩ୟ
C- ଚତୁର୍ଥ
D- ପଞ୍ଚମ

Answer- ୩ୟ

Q15- କେତୋଟି ରାଜ୍ୟ ସହ ଓଡ଼ିଶା ସୀମାରେଖା ସ୍ଥାପନ କରେ ?

A- 4ଟି
B- 5ଟି
C- 6ଟି
D- 7ଟି

Answer- 5ଟି

Q16 ଶିମିଳିପାଳ ଜାତୀୟ ଉଦ୍ୟାନ କେଉଁ ଜିଲ୍ଲାରେ ଅବସ୍ଥିତ ?

A- ମୟୂରଭଞ୍ଜ
B- ବାଲେଶ୍ଵର
C- କେଉଁଝର
D- ଭଦ୍ରକ

Answer- ମୟୂରଭଞ୍ଜ

Q17- କେଉଁଟି ଓଡ଼ିଶାର ଜାତୀୟ ଫୁଲ?

A- ଗେଣ୍ଡୁ
B- ଗୋଲାପ
C- ଅଶୋକ
D- ଟଗର

Answer- ଅଶୋକ

Q18- ଓଡ଼ିଶା ବିଧାନସଭା କେତେ ସଦନ ବିଶିଷ୍ଟ ?

A- ୧
B- ୨
C- ୩
୪- କେଉଁଠି ନୁହଁ

Answer- ୧

Q19- ଓଡ଼ିଶା ପାଇଁ କେତୋଟି ରାଜ୍ୟସଭା ସିଟ୍ ବ୍ୟବସ୍ଥା ଅଛି ?

A- ୮
B- ୧୦
C- ୧୨
D- ୨୧

Answer- ୧୦

Q20 – ଓଡ଼ିଶାରେ ସମୁଦାୟ କେତୋଟି ଜିଲ୍ଲା ଅଛି ?

A- 29
B- 28
C- 30
D- 32

Answer- 30

Q21- ସ୍ଵାଧୀନତା ପୂର୍ବରୁ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ ଥିଲେ ?

A- Harekrushna mahatab
B- nabakrushna choudhury
C- krushna Chandra gajapati
D- Biswanath Das

Ans-krushna Chandra gajapati

Q22- ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ?

A- Biju Pattnaik
B- Biren Mitra
C- Harekrushna Mahatab
D- Nabakrushna Choudhury

Ans- Harekrushna Mahatab

Q23 – ସ୍ଵାଧୀନତା ପୂର୍ବରୁ ଓଡ଼ିଶାର ପ୍ରଥମ ରାଜ୍ୟପାଳ କିଏ ଥିଲେ?

A- George Townsend
B- sir John Austen Hubback
C- Howthrone Lewis
D- non of these

Ans- sir John Austen Hubback

Q24- ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଶାର ପ୍ରଥମ ରାଜ୍ୟପାଳ କିଏ?

A- Kailash nath Katju
B- Fazal Ali
C- Chandulal madavlal Trivedi
D- Bhim sen Sachar

Ans- Kailash nath Katju

Q25- କିଏ ପ୍ରଥମେ ମହାଭାରତକୁ ଓଡିଆରେ ଅନୁବାଦ କରିଥିଲେ ?

A- ସାରଳା ଦାସ
B- ଜୟଦେବ
C- ଅର୍ଜୁନ ଦାସ
D- ଜଗନ୍ନାଥ ଦାସ

Ans-ସାରଳା ଦାସ

Q26 – କେଉଁଠି ଓଡ଼ିଶାର official ଭାଷା?

A- ମାଲାୟଲମ୍
B – ସଂସ୍କୃତ
C- ଓଡ଼ିଆ
D- ହିନ୍ଦୀ

Ans- ଓଡ଼ିଆ

Q27- ଓଡ଼ିଶାର ସାକ୍ଷରତାହାର କେତେ?

A- 86.06
B- 65.26
C- 73.45
D- 80.65

Ans-73.45

Q28 – ଜନସଂଖ୍ୟା ଦୃଷ୍ଟିରୁ ଓଡ଼ିଶାର ସ୍ଥାନ କେତେ?

A- 4th
B-7th
C -9th
D- 11th

Ans -11th

Q29- ଓଡ଼ିଶାରେ ସମୁଦାୟ କେତୋଟି dam ରହିଛି?

A- 7
B- 10
C- 22
D- 18

Ans- 7

Q30- ମହିଦ୍ରା DAM କେଉଁ ନଦୀ ଉପରେ ନିର୍ମିତ?

A- ମହାନଦୀ
B- ସୁବର୍ଣ୍ଣରେଖା
C- ଶଙ୍ଖ
D- ବୁଢ଼ାବଳଙ୍ଗ

Ans – ଶଙ୍ଖ

Q31- ହୀରାକୁଦ Dam Kou ଜିଲ୍ଲାରେ ରହିଛି?

A- ବରଗଡ
B- କଟକ
C- ସମ୍ବଲପୁର
D- ଝାରସୁଗୁଡ଼ା

Ans- ସମ୍ବଲପୁର

Q32- Patora DAM କେଉଁ ନଦୀରେ ଅଛି?

A – ବୈତରଣୀ
B- ବ୍ରାହ୍ମଣୀ
C- କୋଏଲ
D- ଜୋଙ୍କ ନଦୀ

Ans- ଜୋଙ୍କ ନଦୀ

Q33 ଓଡ଼ିଶାରେ କେତୋଟି National Park (ଜାତୀୟ ଉଦ୍ୟାନ) ରହିଛି?

A- 19
B- 2
C- 52
D- non of these

Ans- 2

Q34- ଓଡ଼ିଶାରେ ମୋଟ କେତୋଟି ବନ୍ୟଜନ୍ତୁ ସଂରକ୍ଷଣ ପରିସଂସ୍ଥା ରହିଛି?

A- 18
B- 24
C- 19
D- 21

Ans-19

Q35- 2011 ଜନଗଣନା ଅନୁଯାୟୀ ଓଡ଼ିଶାରେ ମହିଳା ସାକ୍ଷରତାହାର କେତେ?

A- 59.12%
B- 64.01%
C- 61.23%
D- 68.51%

Ans- 64.01%

Q36- କେଉଁଠି ଓଡ଼ିଶାର ୨ୟ ବୃହତ୍ତମ ନଦୀ?

A- ବୈତରଣୀ
B- ମହାନଦୀ
C- ସୁବର୍ଣ୍ଣରେଖା
D- ବ୍ରାହ୍ମଣୀ

Ans- ବ୍ରାହ୍ମଣୀ

Q37- ଆୟତନ ଦୃଷ୍ଟିରୁ ସବୁଠୁ ବଡ଼ ଜିଲ୍ଲା_

A- sundergarh
B- ganjam
C- Mayurbhanj
D- Sambalpur

Ans – Mayurbhanj

Q38 – କେଉଁ ଜିଲ୍ଲାରେ ଓଡ଼ିଶା ଉଚ୍ଚତମ ଗିରିଶୃଙ୍ଗ ଦେଖିବାକୁ ମିଳେ?

A- ନୟାଗଡ
B- ଖୋର୍ଦ୍ଧା
C- କୋରପୋଟ
D- ମାଲକାନଗିରି

Ans- କୋରପୋଟ

Q39- ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ମନ୍ତ୍ରୀ?

A- ରମାଦେବୀ
B – ନଦିନୀ ଶତପଥୀ
C- ସୌମ୍ୟା ମିଶ୍ର
D- କୁନ୍ତଳା କୁମାରୀ ସାବତ

Ans- ନଦିନୀ ଶତପଥୀ

Q40- କେଉଁଠି ଓଡ଼ିଶାର ଅର୍କ କ୍ଷେତ୍ର?

A- ପୁରୀ
B – ଲିଙ୍ଗରାଜ
C- କୋଣାର୍କ
D- ବିରଜା କ୍ଷେତ୍ର

Ans- କୋଣାର୍କ

Q41- ସର୍ବନିମ୍ନ ଶିଶୁ ଜନସଂଖ୍ୟାରେ କେଉଁ ଜିଲ୍ଲା ଆଗୁଆ?

A- ବୌଦ୍ଧ
B- ନୂଆପଡା
C- ଦେବଗଡ
D- କଳାହାଣ୍ଡି

Ans-ଦେବଗଡ

Q42 – କେଉଁ ଜିଲ୍ଲାରେ ଗ୍ରାମାଞ୍ଚଳ ଜନସଂଖ୍ୟା ସର୍ବାଧିକ?

A- ବୌଦ୍ଧ
B- କଳାହାଣ୍ଡି
C- କଟକ୍
D- ପୁରୀ

Ans- ବୌଦ୍ଧ

Q43 ପ୍ରସିଦ୍ଧ ଚୈତ୍ର ଯାତ୍ରା ପର୍ବ ନିମୋକ୍ତ କେଉଁ ମନ୍ଦିରରେ ପାଳନ କରାଯାଏ?

A- ସମଲେଶ୍ଵରୀ ମନ୍ଦିର
B- ତାରାତାରିଣୀ ମନ୍ଦିର
C- ବ୍ରହ୍ମେଶ୍ୱର ମନ୍ଦିର
D- ଘଟଗାଁ ତାରିଣୀ

Ans- ତାରାତାରିଣୀ ମନ୍ଦିର

Q44- ଓଡ଼ିଶା ସରକାରଙ୍କ ” ମମତା ” ଯୋଜନାର ମୂଳ ଲକ୍ଷ୍ୟ

A- ମା ଓ ଶିଶୁ ମୃତ୍ୟୁ ହାର କମେଇବା
B- କୃଷକ ମାନଙ୍କୁ ମାଗଣା ସ୍ବାସ୍ଥ୍ୟ ଓ ସେବା ଯୋଗେଇବା
C- ପ୍ରଥମ ଶ୍ରେଣୀ ରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଝିଅ ମାନକୁ ଶିକ୍ଷା ଯୋଗାଇବା
D- ଉପରୋକ୍ତ କେଉଁଠି ନୁହଁ

Ans- ମା ଓ ଶିଶୁ ମୃତ୍ୟୁ ହାର କମେଇବା

Q45- ପାରାଦୀପ ବନ୍ଦର କେଉଁ ଜିଲ୍ଲାରେ ଅବସ୍ଥିତ?

A- ପୁରୀ
B- କେନ୍ଦ୍ରାପଡ଼ା
C- ଜଗତସିଂପୁର
D- କଟକ

Ans – ଜଗତସିଂପୁର

Q46 – ଦରଦୀ କବି ଉପାଧି ପାଇଁ କିଏ ପ୍ରସିଦ୍ଧ?

A- ବିଶ୍ଵନାଥ କର
B- ନାଦକିଶୋର୍ ବଳ
C- ଗୋପବନ୍ଧୁ ଦାସ
D- ଜଗନ୍ନାଥ ପାଣି

Ans- ବିଶ୍ଵନାଥ କର

Q47- କଥାଶିଳ୍ପୀ ପାଇଁ କିଏ ପ୍ରସିଦ୍ଧ?

A- ମାୟାଧର ମାନସିଂହ
B- ସୁରେନ୍ଦ୍ର ମହାନ୍ତି
C- ପ୍ରାଣକୃଷ୍ଣ ପରିଜା
D- ଯଦୁମଣି ମହାପାତ୍ର

Ans- ସୁରେନ୍ଦ୍ର ମହାନ୍ତି

Q48 ଜାତୀୟ ଆଇନ ବିଶ୍ଵବିଦ୍ୟାଳୟ ଓଡ଼ିଶାରେ କେଉଁ ସହରରେ ଅବସ୍ଥିତ?

A- କଟକ
B- ଭୁବନେଶ୍ବର
C- ପୁରୀ
D- ବୁର୍ଲା

Ans- କଟକ

Q49- ପ୍ରସିଦ୍ଧ ଦାରିଙ୍ଗିବାଡି ପର୍ବତମାଳ କେଉଁ ଜିଲ୍ଲାରେ ଅବସ୍ଥିତ?

A- ମାଲକାନଗିରି
B- କୋରାପୁଟ
C- କନ୍ଧମାଳ
D- କଳାହାଣ୍ଡି

Ans- କନ୍ଧମାଳ

Q50- ସୂର୍ବର୍ଣାରେଖା ନଦୀ ଓଡ଼ିଶାରେ କେଉଁ କେଉଁ ଜିଲ୍ଲାରେ ପ୍ରବାହିତ ହେଉଛି?

A- ଭଦ୍ରକ
B- ବାଲେଶ୍ଵର
C- ମୟୂରଭଞ୍ଜ
D- ଉଭୟ b ଓ c

Q51- ଓଡ଼ିଶା ଉପକୂଳରେ କେତୋଟି ଜିଲ୍ଲା ଅବସ୍ଥିତ?

A- 5
B- 6
C- 7
D- 4

Ans -7

Q52- ବିଶ୍ବପ୍ରସିଦ୍ଧ ଧନୁଯାତ୍ରା କେଉଁ ଜିଲ୍ଲାରେ ଅନୁଷ୍ଠିତ ହୁଏ?

A- ଢେଙ୍କlନାଳ
B- ବରଗଡ଼
C- ବଲାଙ୍ଗୀର
D- ଯାଜପୁର

Ans -ବରଗଡ଼

Q53 ଖାରବେଳ କେଉଁ ବଂଶର ରାଜା ଥିଲେ

A- ଗଜପତି ବଂଶ
B- ଭଞ୍ଜ ବଂଶ
C- ଚେଦୀ ବଂଶ
D- କେଉଁଠି ନୁହଁ

Ans- ଚେଦୀ ବଂଶ


Q54- କେଉଁ ଜିଲ୍ଲାର ସାକ୍ଷରତା ହାର ସର୍ବାଧିକ?

A- ବାଲେଶ୍ଵର
B- ଖୋର୍ଦ୍ଧା
C- କଟକ
D- ଭଦ୍ରକ

Ans- ବାଲେଶ୍ଵର

Q55 ଗହୀରମଥା ଅଭୟାରଣ୍ୟ କେଉଁ ଜିଲ୍ଲାରେ ଅଛି

A- ପୁରୀ
B- କେନ୍ଦ୍ରାପଡ଼ା
C- ଗଞ୍ଜାମ
D- ଖୋର୍ଦ୍ଧା

Ans – କେନ୍ଦ୍ରାପଡ଼ା

Q56- ଉପକୂଳବର୍ତ୍ତୀ କେଉଁ ମୁର୍ତିକା ଅଧିକ ପରିମାଣରେ ମିଳେ

A- ଦୋରସା
B- ପଟୁ
C- କୃଷ୍ଣ କର୍ପାସ
D- ଲୋହିତ

Ans- ଦୋରସା

Q57- କେଉଁ ଜିଲ୍ଲାରେ ଅଧିକ ଧାନ ଚାଷ କରାଯାଏ?

A- ଗଞ୍ଜାମ
B- ମୟୂରଭଞ୍ଜ
C- ବରଗଡ଼
D- ବାଲେଶ୍ୱର

Ans- ବରଗଡ଼

Q58- ଓଡ଼ିଶାର ସମୁଦାୟ ଜନସଂଖ୍ୟାର କେତେ ଭାଗ ହେଉଛି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି?

A- 39.98%
B- 20.65%
C- 28.85%
D- 25.15%

Ans -39.98%

Q59- କେଉଁ ଜିଲ୍ଲାରେ ଅଧିକ ଅନୁସୂଚିତ ଜନଜାତି ଦେଖିବାକୁ ମିଳେ?

A- ମୟୂରଭଞ୍ଜ
B- କନ୍ଧମାଳ
C- ମାଲକାନଗିରି
D- ସୁନ୍ଦରଗଡ

Ans-କନ୍ଧମାଳ

Q60- ପଞ୍ଚାୟତ ସମିତର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ କିଏ?

A – ସରପଞ୍ଚ
B- ଗୋଷ୍ଠୀ ଉନ୍ନୟନ ଅଧିକାରୀ
C- ଜିଲ୍ଲାପରିଷଦ
D- ମେୟର

Ans-ଗୋଷ୍ଠୀ ଉନ୍ନୟନ ଅଧିକାରୀ

Odisha Static GK Video

Odisha Static GK

Odisha Static GKClick Here
Visit Our Questions and Answers PageClick Here

Odisha Static GK, Odisha Static GK,

Leave a Comment

error: Content is protected !!