Odisha Static GK Questions and Answers

Facebook
Telegram
WhatsApp
LinkedIn

Welcome to our blog on Odisha Static GK Questions and Answers! Here, we will provide a comprehensive collection of questions and answers on the state of Odisha, its history, culture, geography, and more. These questions and answers will cover a wide range of topics, from the state’s famous temples and festivals, to its major rivers and industries. Whether you are a student preparing for a competitive examination or simply someone who is interested in learning more about Odisha, this blog is the perfect resource for you. With our easy-to-understand explanations and in-depth coverage, you will be able to gain a better understanding of this fascinating state and its rich history and culture. So, join us on this journey and expand your knowledge on Odisha today

Practice set 3

Q1 ମାଙ୍ଗାନିଜ ଉତ୍ପାଦନରେ ଓଡ଼ିଶାର ସ୍ଥାନ କେତେ?

  • A- ୧ମ
  • B-୨ୟ
  • C-୪ଥ
  • D- ୫ମ

A- ୧ମ

Q2- ଓଡ଼ିଶାର କ୍ଷୁଦ୍ରତମ ଜାତୀୟ ରାଜପଥ କୋଉଠି?

  • A- NH 130
  • B-NH19
  • C- NH112
  • D-NH105

A- NH 130

Q3 Odhisha pisiculture development corporation (opdc) କେଉଁ ମସିହାରେ ସ୍ଥାପନ କରା ଯାଇଥିଲା?

  • A-1950
  • B-1955
  • C-,1995
  • D-,1998

D-,1998

Q4- ପ୍ରଶାସନିକ ବ୍ୟବସ୍ଥା ଦୃଷ୍ଟିରୁ ଓଡ଼ିଶାକୁ କେତୋଟି ରାଜସ୍ବ ଭାଗରେ ବିଭକ୍ତ କରାଯାଇଛି?

  • A- 4
  • B-3
  • C-5
  • D-6

D-6

Q5- ଓଡ଼ିଶାର ପ୍ରଥମ ମହିଳା ବିଚାରପତି?

  • A- ସାରଳା ଦେବୀ
  • B- ସୁଚିତା କୃପାଲିନି
  • C- ଅମୀୟା ପାଢ଼ୀ
  • D- ତୁଳସୀ ଦେବି

C- ଅମୀୟା ପାଢ଼ୀ

Q6 ଓଡ଼ିଶା ସରକାରଙ୍କ Go- Swift scheme ର ମୂଳ ଲକ୍ଷ୍ୟ କଣ?

  • A- ବ୍ୟବସାୟ କ୍ଷେତ୍ରରେ ସହଜ ଓ ସୁବିଧା ପୁଞ୍ଜି ଯୋଗେଇଦେବା
  • B- ସହଜ ଓ ସୁବିଧା ପରିବହନ ବ୍ୟବସ୍ଥା ଯୋଗାଇଦେବା
  • C- ଶ୍ରମିକ ମାନଙ୍କୁ ଅର୍ଥରାଶି ସହାୟତା କରିବା
  • D- ଉପରୋକ୍ତ କେଉଁଠି ନୁହଁ

A- ବ୍ୟବସାୟ କ୍ଷେତ୍ରରେ ସହଜ ଓ ସୁବିଧା ପୁଞ୍ଜି ଯୋଗେଇଦେବା

Q7- 1999 ମସିହା ମହାବାତ୍ୟା କେବେ ହୋଇଥିଲା?

  • A- September 26
  • B- October 29
  • C- November 11
  • D- October 13

B- October 29

Q8 କିଏ ନିଜକୁ ଓଡ଼ିଶାର ସର୍ବୋଚ୍ଚ ଶାସନକର୍ତ୍ତା ରୂପରେ ଆଖ୍ୟା କରିଥିଲେ?

  • A- ଅଶୋକ
  • B- ଖାରବେଳ
  • C- ଚୋଡ଼ଗଙ୍ଗଦେବ
  • D- କପିଳେନ୍ଦ୍ର ଦେବ

B- ଖାରବେଳ

Q9- ସାବିତ୍ରୀ ଜିନ୍ଦଲ ବିମାନ ବନ୍ଦର ଓଡ଼ିଶାର କେଉଁ ଜିଲ୍ଲାରେ ଅବସ୍ଥିତ?

  • A- ଅନୁଗୁଳ
  • B- କଟକ
  • C- ସମ୍ବଲପୁର
  • D- ଭଦ୍ରକ

A- ଅନୁଗୁଳ

Q10- ଓଡ଼ିଆ ସାହିତ୍ୟର ପ୍ରଥମ ଗଳ୍ପ କିଏ ଲେଖିଥଲେ?

  • A- ରାଧାନାଥ ରାୟ
  • B- ଗୋପବନ୍ଧୁ ଦାସ
  • C- ଫକୀରମୋହନ ସେନାପତି
  • D- ଆଚାର୍ଯ୍ୟ ହରିହର

C- ଫକୀରମୋହନ ସେନାପତି

Q11 କେଉଁଠି ଝାଡଖଣ୍ଡ ରାଜ୍ୟ ସୀମାକୁ ଲାଗି ନାହିଁ?

  • A- ବାଲେଶ୍ଵର
  • B- ସୁନ୍ଦରଗଡ
  • C- କେଉଁଝର
  • D- ମୟୂରଭଞ୍ଜ

C- କେଉଁଝର

Q12- ଓଡ଼ିଆ ବର୍ଣ୍ଣବୋଧ ର ରଚୟିତା କିଏ?

  • A- ମଧୁସୂଦନ ରାଓ
  • B- ଗଙ୍ଗାଧର ମେହେର
  • C- ସାରଳା ଦାସ
  • D- ନଟବର ଦାସ

A- ମଧୁସୂଦନ ରାଓ

Q13- ଓଡ଼ିଶାର ସ୍ଵର୍ଣ୍ଣ ତ୍ରିଭୂଜରେ କେଉଁଠି ଅନ୍ତର୍ଭୁକ୍ତ ନୁହଁ?

  • A- ପୁରୀ
  • B- କୋଣାର୍କ
  • C- ଭୁବନେଶ୍ୱର
  • D- ପାରାଦୀପ

D- ପାରାଦୀପ

Q14- ପୁରୀ rto ପାଇଁ ପଞ୍ଜୀକରଣ ସଂଖ୍ୟା କେତେ?

  • A- OD 01
  • B- OD 13
  • C- OD 16
  • D- OD O5

B- OD 13

Q15 କେତେଜଣ ଓଡ଼ିଆ ଭାରତର ରାଷ୍ଟ୍ରପତି ହୋଇଛନ୍ତି?

  • A- 2ଜଣ
  • B- 3 ଜଣ
  • C- 1ଜଣ
  • D- 4 ଜଣ

A- 2ଜଣ

Q16- ସ୍ଵାଧୀନତା ସଂଗ୍ରାମୀ ବଜିରାଉତ୍ କେତେ ବର୍ଷ ବୟସରେ ସହିଦ ହୋଇଥିଲେ?

  • A- ୧୦ ବର୍ଷ
  • B-୧୨ ବର୍ଷ
  • C-୧୪ ବର୍ଷ
  • D- ୧୫ ବର୍ଷ

B-୧୨ ବର୍ଷ

Q17- ସ୍ଵତନ୍ତ୍ର ରାଜ୍ୟ ହେବା ପୂର୍ବରୁ ଓଡ଼ିଶା କାହାର ଅଂଶ ବିଶେଷ ଥିଲା

  • A- ମହାରାଷ୍ଟ୍ର
  • B- ବିହାର
  • C- କର୍ଣ୍ଣାଟକ
  • D- ଝାଡ଼ଖଣ୍ଡ

B- ବିହାର

Q18- ଓଡ଼ିଶାରେ ବୌଦ୍ଧ ଧର୍ମର ପ୍ରମାଣ କେଉଁଠି ଦେଖିବାକୁ ମିଳେ?

  • A- ଧଉଳି ଗିରି
  • B- ରତ୍ନ ଗିରି
  • C- ଉଦୟ ଗିରି
  • D- ଖଣ୍ଡ ଗିରି

A- ଧଉଳି ଗିରି

Q19- ଓଡ଼ିଶାର ପ୍ରଥମ ମହିଳା ରାଜ୍ୟପାଳ କିଏ?

  • A- ରମା ଦେବୀ
  • B- ଗିରିବାଲା ମହାନ୍ତି
  • C- ନଦିନି ଶତପଥୀ
  • D – କେଉଁଠି ନୁହଁ

D – କେଉଁଠି ନୁହଁ

Q20 – ପ୍ରେମିକ କବି ଉପାଧି କିଏ ହାସଲ କରିଛନ୍ତି?

  • A- ମାୟାଧର ମାନସିଂହ
  • B- ଜଗବନ୍ଧୁ ପାଣି
  • C- ଭିକାରୀ ବଳ
  • D- ଉପେନ୍ଦ୍ର ଭଞ୍ଜ

A- ମାୟାଧର ମାନସିଂହ

Q21 – ଭାରତର କେଉଁ ଉପକୂଳରେ ଓଡ଼ିଶା ରାଜ୍ୟ ଅବସ୍ଥିତ?

  • A- ମାଳବାର ଉପକୂଳ
  • B- କଚ୍ଛ ଉପକୂଳ
  • C- କରମଣ୍ଡଳ ଉପକୂଳ
  • D- କଙ୍କଣ ଉପକୂଳ

C- କରମଣ୍ଡଳ ଉପକୂଳ

Q22- ଓଡ଼ିଶାରେ କେଉଁ ପ୍ରକାର ଜଙ୍ଗଲ ଦେଖିବାକୁ ମିଳେ?

  • A- ଚିରହରିତ୍
  • B- ଫର୍ଣ୍ଣମୁଚି
  • C- ତୁନ୍ଦ୍ରା
  • D କେଉଁଠି ନୁହଁ

B- ଫର୍ଣ୍ଣମୁଚି

Q23 – କର୍କଟ ରେଖାର କେଉଁ ପାର୍ଶ୍ଵରେ ଓଡ଼ିଶା ଅବସ୍ଥିତ?

  • A- ଉତ୍ତର
  • B- ପୂର୍ବ
  • C- ପଶ୍ଚିମ
  • D- ଦକ୍ଷିଣ

D- ଦକ୍ଷିଣ

Q24- ଓଡ଼ିଶାରେ ଥିବା ପର୍ବତମାଳା ଓ ପାହାଡ଼ ନିମୋକ୍ତ ମଧ୍ୟରୁ କାହାର ଅଂଶ ବିଶେଷ?

  • A- ପୂର୍ବଘାଟ ପର୍ବତ ମାଳ
  • B- ପଶ୍ଚିମଘାଟ ପର୍ବତ ମାଳ
  • C- ଆରାଭଳି ପର୍ବତ ମାଳ
  • D- ଵିନ୍ଧ୍ୟା ପର୍ବତ ମାଳ

A- ପୂର୍ବଘାଟ ପର୍ବତ ମାଳ

Q25- ଓଡ଼ିଶାର ଉପକୂଳରେ କେଉ ମୂର୍ତିକା ଅଧିକ ପରିମାଣରେ ଦେଖାଯାଏ?

  • A- ପଟୁ
  • B- ଦୋରସା
  • C- ଲାଟେରାଇଟ
  • D- ଲୋହିତ

B- ଦୋରସା

Leave a Comment

error: Content is protected !!