Odisha GK

Free Odisha GK MCQ (ଓଡ଼ିଶାର ପ୍ରଥମ)

Facebook
Telegram
WhatsApp
LinkedIn

Odisha GK MCQ (ଓଡ଼ିଶାର ପ୍ରଥମ)

Odisha GK MCQ: In the world of general knowledge, there are a few key things that are always likely to come up. Whether you’re trying to get ahead in your job or just brush up on your trivia, these topics will be sure to come up. So what are they? Let’s take a look! more about odisha in wiki

#1. ଓଡ଼ିଶାର ପ୍ରଥମ ଔପନ୍ୟାସିକଙ୍କ ନାମ କଣ ?
  •  ରାମଶଙ୍କର ରାୟ 
  • ଫକୀର ମୋହନ ସେନାପତି 
  • ସୁରେନ୍ଦ୍ର ମହାନ୍ତି 
  • ଗୋପୀନାଥ ମହାନ୍ତି

ରାମଶଙ୍କର ରାୟ

Book Name Saudamini it Incomplete

#2. ପ୍ରଥମ ଓଡ଼ିଆ ଏମ୍. ବି.ବି.ଏସ୍. କିଏ ?
  • ଡାକ୍ତର ଟ୍ରମ୍ପ ଡାକ୍ତର
  • ଭକ୍ତିଲତା ରାୟ 
  • ଡାକ୍ତର ସୁରେନ୍ଦ୍ର ନାରାୟଣ ଆଚାର୍ଯ୍ୟ 
  • ଡାକ୍ତର ରାଧାନାଥ ରଥ

ଡାକ୍ତର ସୁରେନ୍ଦ୍ର ନାରାୟଣ ଆଚାର୍ଯ୍ୟ

#3. ପ୍ରଥମ ଓଡ଼ିଆ ଡକ୍ଟରେଟ୍ ପ୍ରାପ୍ତ ବ୍ୟକ୍ତିଙ୍କ ନାମ କଣ ?
  • ଡକ୍ଟର ହରେକୃଷ୍ଣ ମହତାବ 
  • ଡକ୍ଟର କୁଞ୍ଜବିହାରୀ ଦାସ 
  • ଡକ୍ଟର ଚୌଧୁରୀ ଜଗନ୍ନାଥ ଦାସ
  • ଡକ୍ଟର ପ୍ରାଣକୃଷ୍ଣ ପରିଜା

ଡକ୍ଟର କୁଞ୍ଜବିହାରୀ ଦାସ

#4. ଓଡ଼ିଶାର ପ୍ରଥମ ମହିଳା ପାଇଲଟ୍ କିଏ ?
  • ସମିତା ଦାସ
  • ଗିରିବାଳା ମହାନ୍ତି 
  • ନନ୍ଦିନୀ ଶତପଥୀ 
  • ଉର୍ମିଳା ରାୟ

ଗିରିବାଳା ମହାନ୍ତି

#5. ଓଡ଼ିଶାର ପ୍ରଥମ IPS ଓଫିସର କିଏ ?
  • ସୌମ୍ୟା ମିଶ୍ର 
  • ବୀଣାପାଣି ମହାନ୍ତି 
  • ନନ୍ଦିନୀ ଶତପଥୀ 
  • ସମୀତା ଦାସ

ସୌମ୍ୟା ମିଶ୍ର

#6. ପ୍ରଥମ ଓଡ଼ିଆ ରାଷ୍ଟ୍ରଦୂତ କିଏ ?
  • ଜଗନ ମୋହନ
  • ଲାଲା ରଙ୍ଗନାଥ ମିଶ୍ର 
  • ବିଶ୍ଵନାଥ ଦାସ 
  • ଲଲାଟେନ୍ଦୁ ମାନସିଂହ

ଲଲାଟେନ୍ଦୁ ମାନସିଂହ

#7. ଓଡ଼ିଶାର ପ୍ରଥମ ଗଭର୍ଣ୍ଣର କିଏ ?
  • ମଧୁସୂଦନ ଦାସ 
  • ରବୀନ୍ଦ୍ରନାଥ ଟାଗୋର 
  • ହରେକୃଷ୍ଣ ମହତାବ 
  • ସୁଦର୍ଶନ ପଟ୍ଟନାୟକ

ହରେକୃଷ୍ଣ ମହତାବ

#8. ଓଡ଼ିଶାର ପ୍ରଥମ ଓଡ଼ିଆ ଗଳ୍ପର ନାମ କଣ ?
  •  ରେବତୀ 
  • ଡାକମୁନସୀ 
  • କୃଷ୍ଣଚୂଡ଼ା 
  • ରୁଟି ଓ ଚନ୍ଦ୍ର

ରେବତୀ

#9. କେବେ Orissa ର ନାମ ବଦଳେଇ Odisha ହୋଇଥିଲା ?
  •  ୨୦୦୮ 
  • ୨୦୧୦ 
  • ୨୦୧୧ 
  • ୨୦୧୩

୨୦୧୧

#10. ଓଡ଼ିଶାର ପ୍ରଥମ ସ୍ବାଧୀନତା ସଂଗ୍ରାମୀ କିଏ ?
  • ଗୋପବନ୍ଧୁ ଦାସ 
  • ହରେକୃଷ୍ଣ ମହତାବ 
  • ଲକ୍ଷ୍ମଣ ନାୟକ 
  • ବୀର ସୁରେନ୍ଦ୍ର ସାଏ

ବୀର ସୁରେନ୍ଦ୍ର ସାଏ

#11. ହିନ୍ଦୀ ଚଳଚ୍ଚିତ୍ରର ପ୍ରଥମ ଓଡ଼ିଆ ଡାଇରେକ୍ଟର (ନିର୍ଦ୍ଦେଶକ) କିଏ ?
  •  ପ୍ରଶାନ୍ତ ନନ୍ଦ 
  • ଦିବାକର ଘୋଷ 
  • ଆନନ୍ଦ ମହାପାତ୍ର 
  • ଚନ୍ଦ୍ରମଣି ନାରାୟଣ ସ୍ବାମୀ

ପ୍ରଶାନ୍ତ ନନ୍ଦ

#12. ଓଡ଼ିଶାର ପ୍ରଥମ ଓଡ଼ିଆ ଆନ୍ତର୍ଜାତିକ କ୍ରିକେଟ୍ ଅମ୍ପାୟାର କିଏ ?
  • ସୁବ୍ରତ ଦାସ 
  • ସୁଦର୍ଶନ ପଟ୍ଟନାୟକ 
  • ରବି ରାୟ 
  • ପ୍ରଶାନ୍ତ ନନ୍ଦ

ସୁବ୍ରତ ଦାସ

#13. ଓଡ଼ିଶାର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର କେବେ ହୋଇଥିଲା ?
  • ୧୯୩୪ 
  • ୧୯୩୫ 
  • ୧୯୩୬ 
  • ୧୯୩୭

୧୯୩୬

#14. ପ୍ରଥମ ଚଳଚ୍ଚିତ୍ର ପ୍ରଯୋଜକ କିଏ ?
  • ମୋହନ ସୁନ୍ଦର ଗୋସ୍ୱାମୀ 
  • ପ୍ରଶାନ୍ତ ନନ୍ଦ 
  • ପାର୍ବତୀ ଘୋଷ 
  • ଆନନ୍ଦ ମହାପାତ୍ର

ମୋହନ ସୁନ୍ଦର ଗୋସ୍ୱାମୀ

#15. ପ୍ରଥମ ଓଡ଼ିଆ ଐତିହାସିକ କିଏ ?
  • ମନ୍ମଥ ଦାସ 
  • ବିଶ୍ଵନାଥ ଦାସ 
  • ପ୍ୟାରୀମୋହନ ଆଚାର୍ଯ୍ୟ 
  • ଦିଗାମ୍ବର ପଟ୍ଟନାୟକ

ପ୍ୟାରୀମୋହନ ଆଚାର୍ଯ୍ୟ

#16. ପ୍ରଥମ ଓଡ଼ିଆ ନାଟକର ନାମ କଣ ?
  • ବାବାଜୀ 
  • ବାପୁ 
  • ମୁକ୍ତି 
  • ଦିନ ଦ୍ବିପହରେ

ବାବାଜୀ

#17. ସୁପ୍ରିମକୋର୍ଟର ପ୍ରଥମ ଓଡ଼ିଆ ପ୍ରଧାନ ବିଚାରପତି କିଏ ?
  • ମାନ୍ୟବର ବୀରକିଶୋର ଦାସ 
  • ଜଷ୍ଟିସ ରଙ୍ଗନାଥ ମିଶ୍ର 
  • ମଧୁସୂଦନ ଦାସ 
  • ଗିରିବାଳା ମହାନ୍ତି

ଜଷ୍ଟିସ ରଙ୍ଗନାଥ ମିଶ୍ର

#18. ପ୍ରଥମ ଓଡ଼ିଆ କବିଙ୍କ ନାମ କଣ ?
  • ଗୋଦାବରୀଶ ମହାପାତ୍ର 
  • ଭୀମ ଭୋଇ 
  • ସାରଳା ଦାସ 
  • ନନ୍ଦକିଶୋର ବଳ

ସାରଳା ଦାସ

#19. ଓଡିଶାର ପ୍ରଥମ ଆଡଭୋକେଟ୍ କିଏ ?
  • ମଧୁସୂଦନ ଦାସ 
  • ହରେକୃଷ୍ଣ ମହତାବ 
  • ସଂଯୁକ୍ତା ପଟ୍ଟନାୟକ 
  • ବିଶ୍ଵନାଥ ଦାସ

ମଧୁସୂଦନ ଦାସ

Odisha GK MCQ (ଓଡ଼ିଶାର ପ୍ରଥମ)

Related Article : Odia GK Static MCQ 

Leave a Comment

error: Content is protected !!