Odisha first Wining Prize Quiz Test

Odisha first Wining Prize Quiz Test

Facebook
Telegram
WhatsApp
LinkedIn

Odisha first Wining Prize Quiz Test: Do you know your ABCs? If not, it’s time to brush up on your knowledge! In this quiz, we’ll be testing your knowledge of basic English vocabulary. Don’t worry if you’re a little rusty – we’ll provide the answers so that you can ace the quiz! So read on and get ready to learn something new in wiki

Odisha first Wining Prize Quiz Test

Are you prepared for the big college admissions test? There’s a lot of information to remember and test-prep companies promise to make it easy. But is that really the case? In this quiz, we’ll give you a taste of what you’ll need to do to score well on the CBT. Are you sure you’re ready? Let’s find out!

#1. ଜ୍ଞାନପୀଠ ପ୍ରାପ୍ତ ପ୍ରଥମ ଓଡ଼ିଆ ଲେଖକ କିଏ ?

 ରମାକାନ୍ତ ରଥ ଗୋପୀନାଥ ମହାନ୍ତି ଗୋଦାବରୀଶ ମିଶ୍ର ମନୋରଞ୍ଜନ ଦାସ

 ଗୋପୀନାଥ ମହାନ୍ତି

#2. କାହାଙ୍କୁ ପ୍ରଥମ ଓଡ଼ିଆ କବି ଭାବରେ ଜ୍ଞାନପୀଠ ପୁରସ୍କାରେ ସମ୍ମାନିତ କରାଯାଇଥିଲା ?

 ସଚ୍ଚିଦାନନ୍ଦ ରାଉତରାୟ ଗୋଦାବରୀଶ ମିଶ୍ର ମନୋଜ ଦାସ ବୀଣାପାଣି ମହାନ୍ତି

 ସଚ୍ଚିଦାନନ୍ଦ ରାଉତରାୟ

#3. ରମାକାନ୍ତ ରଥଙ୍କୁ କେବେ ପ୍ରଥମ ଓଡ଼ିଆ ଲେଖକ ଭାବରେ ସରସ୍ୱତୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ?

 ୧୯୮୭ ୧୯୯୦ ୧୯୯୨ ୧୯୯୪

୧୯୯୨

#4. ପ୍ରତିଭା ରାୟଙ୍କୁ କେଉଁଥିପାଇଁ ପ୍ରଥମ ଓଡ଼ିଆ ଲେଖକ ଭାବରେ ମୂର୍ତ୍ତିଦେବୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ?

 କଥା ଓ କାହାଣୀ ଯାଜ୍ଞସେନୀ ଅରଣ୍ୟ ଫସଲ ଗାଁ ମଜଲିସ୍


 ଯାଜ୍ଞସେନୀ

#5. କାହାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପ୍ରାପ୍ତ ପ୍ରଥମ ଆତ୍ମଜୀବନୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ?

 ଗୋପୀନାଥ ମହାନ୍ତି ସଚ୍ଚିଦାନନ୍ଦ ରାଉତରାୟ ରମାକାନ୍ତ ରଥ ଗୋଦାବରୀଶ ମିଶ୍ର

ଗୋଦାବରୀଶ ମିଶ୍ର

#6. ଗୋପୀନାଥ ମହାନ୍ତିଙ୍କୁ କେବେ ପ୍ରଥମ ଓଡ଼ିଆ ଲେଖକ ଭାବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ?

 ୧୯୫୫ ୧୯୫୬ ୧୯୫୭ ୧୯୭୧


 ୧୯୫୫

#7. କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରାପ୍ତ ପ୍ରଥମ ଓଡ଼ିଆ କବିତାଟି କଣ ?

 କବିତା ୧୯୭୨ ତୁଳସୀ ସ୍ତବକ ଦଶରଥ ବିୟୋଗ ସାବିତ୍ରୀ ଚରିତ୍ର

 କବିତା ୧୯୭୨

#8. କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରାପ୍ତ ପ୍ରଥମ ଓଡ଼ିଆ ନାଟକଟିର ନାମ କଣ ?

 ମୁକ୍ତି ପଥେ ଦିନ ଦ୍ବିପହରେ ମହାପୁରୁଷ ଅରଣ୍ୟ ଫସଲ

 ଅରଣ୍ୟ ଫସଲ

#9. କିଏ ପ୍ରଥମ ଗଳ୍ପ ସଂକଳନରେ କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନରେ ସମ୍ମାନିତ ହେଲେ ?

 ମନୋଜ ଦାସ ପ୍ରତିଭା ରାୟ ହରେକୃଷ୍ଣ ମହତାବ ଗୋଦାବରୀଶ ମିଶ୍ର

 ମନୋଜ ଦାସ

#10. କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରାପ୍ତ ପ୍ରଥମ ସମାଲୋଚନା ଗ୍ରନ୍ଥଟିର ନାମ କଣ ?

 ଓଡ଼ିଆ ସାହିତ୍ୟର ଇତିହାସ ପାଟଦେଇ ଶ୍ରୀ ରାଧା ଅର୍ଦ୍ଧ ଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ

 ଓଡ଼ିଆ ସାହିତ୍ୟର ଇତିହାସ

#11. କିଏ ସେହି ପ୍ରଥମ ଓଡ଼ିଆ ମହିଳା , ଯିଏକି ପାଟଦେଇ ଗ୍ରନ୍ଥ ରଚନା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ?

 ପ୍ରତିଭା ରାୟ ବୀଣାପାଣି ମହାନ୍ତି ପ୍ରତିଭା ଗିରି ଶକୁନ୍ତଳା ପାଣିଗ୍ରାହୀ

 ବୀଣାପାଣି ମହାନ୍ତି

#12. କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରାପ୍ତ ପ୍ରଥମ ଓଡ଼ିଆ ପ୍ରବନ୍ଧଟି କଣ ?

 କେଦାର ଗୌରୀ ଉଷା ଗାଁ ମଜଲିସ୍ ଜଗତେ ଦର୍ଶନେ ଜଗନ୍ନାଥ

 ଗାଁ ମଜଲିସ୍

#13. ମରଣତ୍ତର କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରାପ୍ତ ପ୍ରଥମ ଓଡ଼ିଆ ଜଣକ କିଏ ?

 ଗୋପୀନାଥ ମହାନ୍ତି ଜଗନ୍ନାଥ ଦାସ ଗୋପାଳ ଚନ୍ଦ୍ର ପ୍ରହରାଜ ଗୋଦାବରୀଶ ମିଶ୍ର

 ଗୋଦାବରୀଶ ମିଶ୍ର

#14. କାହାକୁ ପ୍ରଥମ ଗ୍ରନ୍ଥ ଲିଖନ ପାଇଁ ଶାରଳା ପୁରସ୍କାରରେ ସମ୍ମାନିତ କରାଯାଇଥିଲା ?

 ସୁରେନ୍ଦ୍ର ମହାନ୍ତି ଜଗନ୍ନାଥ ଦାସ ରାଧାମୋହନ ଗଡ଼ନାୟକ ମନୋଜ ଦାସ

 ସୁରେନ୍ଦ୍ର ମହାନ୍ତି

#15. ଓଡ଼ିଆ ସାହିତ୍ୟ ଏକାଡେମୀ ପ୍ରଦତ୍ତ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାରର ପ୍ରଥମ ବିଜେତା କିଏ ?

 ଜଗନ୍ନାଥ ଦାସ ଗୋପାଳ ଚନ୍ଦ୍ର ପ୍ରହରାଜ ରାଧାମୋହନ ଗଡ଼ନାୟକ ସୁରେନ୍ଦ୍ର ମହାନ୍ତି


 ରାଧାମୋହନ ଗଡ଼ନାୟକ

#16. କେବେ ଗୋପୀନାଥ ମହାନ୍ତିଙ୍କୁ ପ୍ରଥମ ଓଡ଼ିଆ ଲେଖକ ଭାବରେ ଜ୍ଞାନପୀଠ ସମ୍ମାନରେ ସମ୍ମାନିତ କରାଗଲା ?

 ୧୯୭୨ ୧୯୮୭ ୧୯୭୩ ୧୯୮୮


 ୧୯୭୩

#17. କେବେ ସଚ୍ଚିଦାନନ୍ଦ ରାଉତରାୟଙ୍କୁ ପ୍ରଥମ ଓଡ଼ିଆ କବି ଭାବରେ ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ କରାଗଲା ?

 ୧୯୮୭ ୧୯୮୮ ୧୯୮୯ ୧୯୯୦

 ୧୯୮୭

#18. ସରସ୍ୱତୀ ସମ୍ମାନ ପ୍ରାପ୍ତ ପ୍ରଥମ ଓଡ଼ିଆ ଲେଖକ କିଏ ?

 ରମାକାନ୍ତ ରଥ ପ୍ରତିଭା ରାୟ ଗୋପୀନାଥ ମହାନ୍ତି ମନୋରଞ୍ଜନ ଦାସ

 ରମାକାନ୍ତ ରଥ

#19. କେଉଁ ରଚନା ପାଇଁ ରମାକାନ୍ତ ରଥଙ୍କୁ ସରସ୍ୱତୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ?

 ମାଟି ମଟାଳ ଶ୍ରୀ ରାଧା ଅମୃତର ସନ୍ତାନ କଥା ଓ କାହାଣୀ


 ଶ୍ରୀ ରାଧା

#20. ଗୋଦାବରୀଶ ମିଶ୍ରଙ୍କୁ ନିମ୍ନଲିଖିତ ମଧ୍ୟରୁ କେଉଁଥିପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଛି ?

 ପ୍ରଥମ ଓଡ଼ିଆ ଆତ୍ମଜୀବନୀ ମରଣତ୍ତର ପ୍ରଥମ ଓଡ଼ିଆ ଭାବରେ ଉପରୋକ୍ତ ସମସ୍ତ ଉପରୋକ୍ତ ମଧ୍ୟରୁ କେଉଁଟି ନୁହେଁ

 ଉପରୋକ୍ତ ସମସ୍ତ

#21. କେବେ ସୁରେନ୍ଦ୍ର ମହାନ୍ତିଙ୍କୁ ତାଙ୍କ ରଚିତ ପ୍ରଥମ ଗ୍ରନ୍ଥ ପାଇଁ ଶାରଳା ପୁରସ୍କାରରେ ସମ୍ମାନିତ କରାଯାଇଥିଲା ?

 ୧୯୮୦ ୧୯୮୧ ୧୯୮୨ ୧୯୮୩

 ୧୯୮୦

#22. ମନୋଜ ଦାସଙ୍କ ଦ୍ଵାରା ରଚିତ ପ୍ରଥମ ଗଳ୍ପ ସଂକଳନର ନାମ କଣ ?

 ପାଟଦେଇ କଥା ଓ କାହାଣୀ ଅମୃତର ସନ୍ତାନ କବିତା ୧୯୭୨

 କଥା ଓ କାହାଣୀ

#23. କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରାପ୍ତ ପ୍ରଥମ ଓଡ଼ିଆ ଲେଖକ କିଏ ?

 ମନୋରଞ୍ଜନ ଦାସ ରାଧାମୋହନ ଗଡ଼ନାୟକ ସୁରେନ୍ଦ୍ର ମହାନ୍ତି ଗୋପୀନାଥ ମହାନ୍ତି

 ଗୋପୀନାଥ ମହାନ୍ତି

#24. କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରାପ୍ତ ପ୍ରଥମ ଓଡ଼ିଆ ନାଟକଟିର ରଚୟିତା କିଏ ?

 ମନୋଜ ଦାସ ମନୋରଞ୍ଜନ ଦାସ ରମାକାନ୍ତ ରଥ ଭୀମ ଭୋଇ

ମନୋରଞ୍ଜନ ଦାସ

OAVS /ASO /OPSC and Other Exams

Number Of Questions25
More MCQ Test in OdiaClick Here
Question LanguageOdia

ଓଡ଼ିଶାର ପ୍ରଥମ ପୁରସ୍କାର ବିଜେତା MCQ

QUIZ START

Leave a Comment

error: Content is protected !!