Odisha Class 7 Question Paper

Odisha Class 7 Question Paper Free PDF Download

Facebook
Telegram
WhatsApp
LinkedIn

Odisha Class 7 Question Paper : Comprises the Topics and Units of First Subjects Including Mathematics, Social, Science, English, First Language Papers Like Odia, , English Etc. Go Through the Entire Article to Check the Complete Odisha 7th question paper for practice.

Odisha Class 7 Question Paper is a perfect tool to sharpen your skills and help you prepare for the class exams. Our question paper is designed to help you understand the concepts covered in the class syllabus, and equip you with the right strategy for answering questions in the exam. It is also a good way to explore various topics in depth, and get a feel for how questions are constructed. So, whether you are looking to brush up on your knowledge or prepare for the exams, Class 7 Question Paper is a great resource!

Welcome to Class 7’s Question Paper page! Here you can find practice questions for the upcoming Class 7 exams. We hope this will help you prepare and study for the exams. Good luck!

Odisha Class 7 Question Paper Free PDF Download 

CLASS-VII History chapter 1
1. ‘ଶାହାନାମା ‘ ପୁସ୍ତକରୁ କ’ଣ ସୂଚନା ମିଳେ ?
2. ଆକବରନାମା କିଏ ରଚନା କରିଥିଲେ ?
3. ବାବରନାମା ର ଅନ୍ୟ ନାମ କଣ ?
4. ଖାଜାଇନ୍ – ଉଲ୍ – ପୁତ୍ ରେ କଣ ଲେଖାଅଛି ?
5. ଦୋହା କହିଲେ କ’ଣ ବୁଝ ?
6. କବିରଙ୍କ ଧର୍ମବାଣୀ ଯେଉଁଥିରୁ ଜାଣିହୁଏ ?
7. ଶ୍ରୀ କୃଷ୍ଣଙ୍କ ବାଣୀ ଥିବା ପୁସ୍ତକର ନାମ କଣ ?
8. ଆମୁକ୍ତ ମଲ୍ୟଦା ରୁ କଣ ସୂଚନା ମିଳେ ?
9. ସେଣ୍ଟ ଜାଭିୟର୍ସ ଚର୍ଚ୍ଚ କ’ଣ ସୂଚନା ମିଳେ?
10.ଭାରତରେ ଇଂରେଜ ମାନଙ୍କର କାର୍ଯ୍ୟକଳାପ ବିଷୟରେ କେଉଁଠାରୁ ସୂଚନା ମିଳେ ?

Class -VII SUB-HISTORY CHAPTER 1
1. ସୁଲତାନ୍ ମାମୁଦ୍ କେବେ ମୃତ୍ୟୁବରଣ କରିଥିଲେ ?
2. ମାମୁଦ୍ ଙ୍କ ଦରବାରରେ ପ୍ରସିଦ୍ଧ କବି କିଏ ଥିଲେ ?
3. ସେ କେଉଁ ଗ୍ରନ୍ଥ ରଚନା କରିଥିଲେ ?
4.ମାମୁଦ୍ କାହାକୁ ଭାରତ ପଠାଇଥିଲେ ?
5. ତହକିତ୍ – ଇ- ହିନ୍ଦ୍ ର ଅର୍ଥ କ’ଣ?
6. ମହମ୍ମଦଘୋରୀ କେବେ ଭାରତ ଆକ୍ରମଣ କରିଥିଲେ ?
7. ପୃଥ୍ୱୀରାଜ ମହମ୍ମଦଘୋରୀଙ୍କୁ କେବେ କେବେ ଓ କେଉଁ ଯୁଦ୍ଧରେ ପରାସ୍ତ କରିଥିଲେ ?
8. ମହମ୍ମଦଘୋରୀଙ୍କ ଅନ୍ୟ ନାମ କଣ ?
9. ଦ୍ବିତୀୟ ତିରୋରୀ ଯୁଦ୍ଧ କେବେ ହୋଇଥିଲା ?
10. ମହମ୍ମଦଘୋରୀଙ୍କ ମୂଖ୍ୟ ସେନାପତି କିଏ ଓ ସେ କେଉଁ ଶାସନ ପ୍ରତିଷ୍ଠା କରିଥିଲେ ?

CLASS -VII geo chapter 1
1. ପରିବେଶ କହିଲେ କଣ ବୁଝ ?
2. ଭୌତିକ ପରିବେଶ କହିଲେ କଣ ବୁଝ ?
3. ଅଶ୍ମମଣ୍ଡଳ କାହାକୁ କୁହାଯାଏ ? ଉଦାହରଣ ସହ ଲେଖ ?
4. ଅଶ୍ମମଣ୍ଡଳ ପରିସରରୁ ଆମେ କଣ କଣ ପାଇଥାଉ ?
5. ବାରିମଣ୍ଡଳ କାହାକୁ କୁହାଯାଏ ଏହାର ସମସ୍ତ କାହାକୁ ନେଇ ଗଠିତ ?
6. ବାୟୁମଣ୍ଡଳ କାହାକୁ କୁହାଯାଏ ଓ ଏହା ପୃଥିବୀକୁ କିପରି ଲାଗିରହିଛି ?
7. କେଉଁ କେଉଁ ଉପାଦାନ ଦ୍ୱାରା ବାୟୁମଣ୍ଡଳ ଗଠିତ ହୋଇଛି ?
8. ଜୈବମଣ୍ଡଳ କାହାକୁ କୁହାଯାଏ ।ଏହା କେଉଁ କେଉଁ ଉପାଦାନକୁ ନେଇ ଗଠିତ ?
9. ପରିସଂସ୍ଥା କହିଲେ କଣ ବୁଝ ?
10. ବିଶ୍ଵ ପରିବେଶ ଦିବସ କେବେ ପାଳନ କରାଯାଏ ?
11. ପରିସଂସ୍ଥା କିପରି ସୃଷ୍ଟି ହୋଇଥାଏ ?
12. ଦ୍ରବ୍ୟ ବିନିମୟ ବ୍ୟବସ୍ଥା କହିଲେ କଣ ବୁଝାଏ ?

Class-VII political sc. Chapter-1
1.ସମ୍ବିଧାନ କହିଲେ କଣ ବୁଝ ?
2.ରାଷ୍ଟ୍ରର ସର୍ବୋଚ୍ଚ ଆଇନ କଣ ?
3.ଫାଇନରଙ୍କ ମତରେ ସମ୍ବିଧାନ କଣ ?
4.ଉଲସେଙ୍କ ମତରେ ସମ୍ବିଧାନ କହିଲେ କଣ ବୁଝ?
5. କ୍ରମବିକଶିତ ସମ୍ବିଧାନ କାହାକୁ କୁହାଯାଏ ?
6. ଲିଖିତ ସମ୍ବିଧାନ କାହାକୁ କୁହାଯାଏ ?
7. ଭାରତର ସମ୍ବିଧାନ କେତେ ଧାରା ବିଶିଷ୍ଟ ?
8. ଭାରତର ସମ୍ବିଧାନ କୁ ଆଇନଜୀବୀ ମାନଙ୍କର କଣ କୁହାଯାଏ ?
9. ବିଶ୍ବର ସବୁଠାରୁ ପ୍ରାଚୀନ ସମ୍ବିଧାନ କେଇଥିକର ଓ ଏହା କେବେ କାର୍ଯ୍ୟକାରୀ ହୋଇଥିଲା ?
10. କେଉଁ ରାଷ୍ଟ୍ରର କମ୍ଭିଧନ ଏକ ବିକସିତ ସମ୍ବିଧାନ?

Class-VII odia କଳା ମାଣିକରେ Exam
1. ସମସ୍ତ ପ୍ରଶ୍ନ ର ଉତ୍ତର ଦିଅ (୧×୩)
(କ) କଳା ମାଣିକରେ କବିତାର କବି କିଏ ?
(ଖ) ସେ କେଉଁ କେଉଁ ପୁସ୍ତକ ରଚନା କରିଛନ୍ତି ?
(ଗ) ଶ୍ରୀକୃଷ୍ଣଙ୍କୁ କଳମନିକ କହିବାର ତତ୍ପର୍ଯ୍ଯ କଣ ?
2. ସମସ୍ତ ପ୍ରଶ୍ନ ର ଉତ୍ତର ଦିଅ । (୨×୩)
(କ) ଶ୍ରୀକୃଷ୍ଣ କିପରି ଯଶୋଦାଙ୍କର ସୁଖର କାରଣ ଥିଲେ ?
(ଖ) ପୁଅ ର କେଉଁ ସବୁ କଥା ମନେପକାଇ ମାଆ ଭାଳି ହେଇଛନ୍ତି ?
3. ସରଳ ଭାଷାରେ ବୁଝାଇ ଲେଖ । (୧×୫)
(କ) ତୋଳି ମୁଁ ଧଇଲେ ………. ପଶିବଇଁ ମୁହିଁ ।
4.ଅସଜଡା ଶବ୍ଦ ବାକ୍ୟକୁ ସଜାଡ଼ି ଲେଖ ।
(କ) ତୁ ତୁ ବିନାଶନେ ଏକଇ ବୃଦ୍ଧକାଳେ ନନ୍ଦ ହୃଦତାପ ହରିଚନ୍ଦନ ମୋହର ।

Question Created By 
Bhargab Barik
BSc,BEd
Baliapal, Balasore 

more question for download pdf

PDF Download Click Here
Odia MCQ Test Click Here

Odisha Class 7 Question Paper, Odisha Class 7 Question Paper

Leave a Comment

error: Content is protected !!