Odia quotes

Odia Quotes ନୀତିବାଣୀ

Facebook
Telegram
WhatsApp
LinkedIn

Odia Quotes : Odia Quotes is a leading online platform that provides the latest Odia quotes and Sayings by prominent personalities, entrepreneurs, social activists and more.

Odia Quotes is the place to go for inspiring quotes that will light up your day. Our collection of quotations is diverse and covers topics like love, life, happiness, success, courage, and more. We hope that these words will help you in your moments of happiness and despair, and will remind you of what is truly important in life. Be sure to bookmark Odia Quotes so you can stay inspired always!

Odia Quotes is an online forum that provides users with quality quotes in Odia. It also includes discussions on a variety of topics related to life, love, travel, career and more.

Odia Quotes ନୀତିବାଣୀ

🌹☘️🙏🏻“ନୀତିବାଣୀ “🙏🏻☘️🌹
❀꧁❀꧂❀꧁❀꧂❀꧁❀꧂❀
______________
🌻☘️🌸🌼🌼🙏🌼🌼🌸☘️🌻

➡️”ଅନ୍ୟ ଉପରେ ନିର୍ଭର କରୁଥିବା ମଣିଷ ସର୍ବଦା ସୁଖରେ ରହିପାରେ ନାହିଁ !!”

➡️”ଅସ୍ତ୍ରଶସ୍ତ୍ର ଥିଲେ କ’ଣ ହେବ ଅସ୍ତ୍ର ଚାଳନା ଯଦି ଜଣେ ଜାଣିନଥାଏ ? !!”

➡️”ଏତେବଡ ହାତୀକୁ ସାମାନ୍ୟ ପିମ୍ପୁଡିଟିଏ ମାରିଦେଇପାରେ । ସାମାନ୍ୟ ଦୀପଟିଏ ଅନ୍ଧକାରକୁ ଦୂର କରିପାରେ । ତୋଫାନରେ ବଡ ବଡ ଗଛ ଗଡିଯାଇପାରେ । ଏହା ବଳର କାମ । ମାତ୍ର ପିମ୍ପୁଡିର ହାତୀକୁ ମାରିବା ବୁଦ୍ଧିମତାର କାର୍ଯ୍ୟ !!”

➡️”କାହାର ତପ, ଦାନ, ବିଜ୍ଞାନ, ସୁଶୀଳତା, ନୀତିରୀତି, ଧର୍ମ ଦେଖି ଆଶ୍ଚର୍ଯ୍ୟ ହେବା ଅପେକ୍ଷା ସେମାନଙ୍କର ଅନୁଗତ ହେବା ଆବଶ୍ୟକ !!”

♨️ଆଜିର ଦିନଟି ମଙ୍ଗଳମୟ ହେଉ♨️
🌹ଶୁଭ ସକାଳ🌹
🌹🌸🙏ଜୟ ଶ୍ରୀକୃଷ୍ଣ🙏🌸🌹

➖➖➖➖➖➖➖➖➖➖➖

🎪🛕ଅନୁଚିନ୍ତା🛕🎪
🍁🍁🍁🍁🍁🍁🍁🍁🍁🍁🍁
. ************
. ✤• • • • • • ✤ • • • • • • ✤• • • • • • ✤

🦋 ସମୟ ଏମିତି ଯିଏ କି ଗୋଟିଏ ମିନିଟ ପୂର୍ବରୁ ଆପଣଙ୍କୁ ହସେଇବ ଆଉ ପୁଣି ଗୋଟିଏ ମିନିଟ ପରେ ଆପଣଙ୍କୁ କନ୍ଦେଇ ଦେଇ ପାରିବ । ମନେରଖନ୍ତୁ ଏ ଦୁନିଆରେ କେବଳ ସମୟ ହିଁ ବଳବାନ ।

🦋 ମୁଁ ଏ କାମ କାହିଁକି କରୁଛି? ଏହାର ପରିଣାମ କ’ଣ ? ଏହାଦ୍ୱାରା ନିଜର ସଫଳତା ପ୍ରାପ୍ତ ହେବ କି ? – ଏଇ ତିନୋଟି ପ୍ରଶ୍ନକୁ ନିଜ ମଧ୍ୟରେ ବାରମ୍ବାର ଅନୁଶୀଳନ କରିବା ପରେ କାମଟିକୁ କଲେ ହୁଏତ ସଫଳତା ମିଳିଯାଇ ପାରେ।

🦋 ବାହାର ଦୁନିଆଁରେ ଯାହା ଦିଶୁଛି, ତାହା ଜୀବନ ନୁହେଁ । ନିଜ ଘରର ପରିସ୍ଥିତି,ନିଜର କର୍ମ ଓ ଆୟ ଅନୁଯାୟୀ ବଞ୍ଚିବାକୁ ଜୀବନ କୁହାଯାଏ । ତେଣୁ କେବେ ବି ନିଜକୁ ଅନ୍ୟ ସହିତ ତୁଳନା ନ କରି ବରଂ ଜୀବନ ଜିଇଁବା ସର୍ବଦା ଶ୍ରେୟସ୍କର।

. 🌞ଶୁଭ ସକାଳ🌞
. ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!

. 🙏🏻 🔘ଜୟ ଜଗନ୍ନାଥ🔘🙏🏻

 

MCQ Test in Odia Click Here

Leave a Comment

error: Content is protected !!