Odia Grammar Quiz Test Part 1 ଓଡ଼ିଆ ଗ୍ରାମାର

Facebook
Telegram
WhatsApp
LinkedIn

Odia Grammar Quiz Test Part 1

Odia Grammar quiz test Odia grammar for competitive exams pdf, odia grammar book for competitive exam, odia grammar book for competitive exams pdf, odia grammar questions and answers class 10. Odia grammar book class 8 pdf, odia grammar mcq, odia grammar mcq pdf, odia grammar quiz. Odia grammar questions and answers pdf, odia grammar question for ri exam odia grammar questions and answers pdf download

Odia Grammar Quiz Test

our goal has always been to educate and inspire the next generation of explorers. With that in mind during these unusual times of necessary isolation, we’ve added new educational sections to our website. “QuizMe” tests your knowledge of a subject with a 15 questions quiz. You’ll get the results instantly after clicking the Finish button, as well as being shown the correct answers and additional details related to the question. “The More You Know” tackles a Odia grammar quiz test — and gives you a basic understanding of it. you can search in this is link wiki

#1. କେଉଁ ଗ୍ରନ୍ଥର ଭାଷା ମାର୍ଜ୍ଜିତ ଓ ଷ୍ଟାଣ୍ଡାର୍ଡ [ ପ୍ରାମାଣିକ ] ଓଡ଼ିଆ ଭାଷା ?

  •  ସାରଳା ମହାଭାରତ 
  • ପିଲଙ୍କା ରାମାୟଣ 
  • ଓଡ଼ିଆ ଭାଗବତ 
  • ଜଗମୋହନ ରାମାୟଣ

ସାରଳା ମହାଭାରତ 

#2. ‘ ଅତର ‘ ଏହା କେଉଁ ଭାଷାର ଶବ୍ଦ ?

  • ସଂସ୍କୃତ 
  • ଦ୍ରାବିଡ଼ 
  • ଯାବନିକ 
  • ଇଂରାଜୀ

ସଂସ୍କୃତ

#3. ଅଷ୍ଟ୍ରିକର ଅନ୍ୟତମ କ’ଣ ?

  • ଦ୍ରାବିଡ଼ 
  • ଓଲନ୍ଧ|କ 
  • ଆଦିବାସୀ 
  • ଗ୍ରୀକ

ଆଦିବାସୀ

#4. କୁଣ୍ଢେଇ, ଠୋଲା କେଉଁ ଶବ୍ଦ ?

  • ଅଷ୍ଟ୍ରିକ
  • ଦେଶଜ ଦେଶଜ 
  • ଦ୍ରାବିଡ଼ମୂଳ
  • ଦେଶଜ ଗ୍ରୀକ

ଅଷ୍ଟ୍ରିକ ଦେଶଜ

#5. [ ଆକାଶରେ ] ଚରେ ଯେ ମ ଖେଚର ଏଠାରେ କେଉଁ ସମାସେ ହୋଇଛି ?

  • ବହୁବ୍ରିହି 
  • ଅଲୁକ 
  • ଦ୍ବିଗୁ 
  • ଦ୍ଵନ୍ଦ

ବହୁବ୍ରିହି

#6. ତିନି ପାଞ୍ଜିରୁ ଯିବା ?

  • ଯଶ ହରେଇବା 
  • ସୁନାମ ଅର୍ଜ୍ଜନ କରିବା 
  • ମୃତ୍ୟୁବରଣ କରିବା 
  • ଅଥୟ କରିବା

ଯଶ ହରେଇବା

#7. ଦେଖି ନ ପାରିବ| ?

  • ଭଲ ନ ପାଇବା 
  • ଅନ୍ଧ ବୁଝାମଣା 
  • ଦିନରେ ଦେଖି ନପାରିବା 
  • ଠକି ଦେବା

 ଭଲ ନ ପାଇବା

#8. ଏକ ଘରକିଆ ?

  • ଗୋଟିଏ ଘର 
  • ଗ୍ରାମଠାରୁ ଦୂରରେ ଥିବା ଘର 
  • ସାମାଜିକ ବାସନ୍ଦ 
  • ବୁଦ୍ଧି ବଣା ହେବା

ଗୋଟିଏ ଘର

#9. ‘ ପିଙ୍ଗଳ କୋଡ଼ ‘ ଏହା କେଉଁ ଭାଷାର ଶବ୍ଦ ?

  • ଇଂରାଜୀ 
  • ଯାବନିକ 
  • ଦ୍ରାବିଡ଼ 
  • ସଂସ୍କୃତ

ଇଂରାଜୀ

#10. ଓଡ଼ିଶ|ରେ କଚେରି ଭାଷାରେ କେଉଁ ଶବ୍ଦ ବିଶେଷ ଭାବେ ପ୍ରଚଳିତ ?

  • ତତ୍ସମ
  • ତଦ୍ଭବ 
  • ଦେଶଜ 
  • ଯାବନିକ

ତତ୍ସମ

#11. ଓଡ଼ିଶାରେ ଇଂରେଜ ମାନେ କେବେ ପ୍ରବେଶ କଲେ ?

  • 1804 
  • 1801 
  • 1803 
  • 1810

 1803

#12. ‘ ସିମେଇ ‘ କେଉଁ ଭାଷାର ଶବ୍ଦ ?

  • ଫରାସୀ 
  • ସ୍ପେନ 
  • ଗ୍ରୀକ 
  • ଲେନ୍ଦ|କ

ଫରାସୀ

#13. ପିତାମହଙ୍କର ପିତା [ ଉପଯୁକ୍ତ ସମାସ ଲେଖ ]

  • ପ୍ରପିତାମହ 
  • ପିତାମହ 
  • ପିତା 
  • ପିତାଙ୍କ ପିତା

 ପ୍ରପିତାମହ

#14. ବିଗତ ହୋଇଛି ଧବ ଯାହାର –

  • ବୈଦଗ୍ଧ 
  • ବିଧବା 
  • ବୈଧବ୍ୟ 
  • ବିଗତା

Comment Answer

#15. ଘର କୁ ଘର –

  • ଘର ଘର 
  • ପ୍ରତି ଘର 
  • ପରେ ଘର 
  • ଘରର ଘର

ପ୍ରତି ଘର

Question Created By
Bhargab Barik
BSc (Hon- Physics)

Odia Grammar MCQ Test Part 2Click Here
Odia Grammar MCQ Test Part 3Click Here
Odia Grammar MCQ Test Part 5Click Here
Odia Grammar MCQ Test Part 6Click Here
Odia Grammar MCQ Test Part 7Click Here
Odia Grammar MCQ Test Part 8Click Here
Thank you for visiting our website jobalert360.com

3 thoughts on “Odia Grammar Quiz Test Part 1 ଓଡ଼ିଆ ଗ୍ରାମାର”

Leave a Comment

error: Content is protected !!