Odia Grammar Question and Answer

Top 50 Odia Grammar Question and Answer | PDF Download

Facebook
Telegram
WhatsApp
LinkedIn
Q16.କଥାଟା କାହିଁ ମତେ ଅଖାଡୁଆ ଲାଗୁଛି |ରେଖାଙ୍କିତ ପଦଟି କେଉଁ ଶବ୍ଦାବଳୀରୁ ଆନୀତ ସୂଚାଅ ?

(a)ତତ୍ ସମ୍
(b)ତଦ୍ ଭବ
(c)ଦେଶଜ
(d)ବୈଦେଶିକ

(c) ଦେଶଜ

Q17.”ବାତ୍ୟାରେ ଗଛରୁ ପତ୍ର ଝଡିଲା”|ଉକ୍ତ ବାକ୍ୟରେ ଅପାଦାନ କାରକକୁ ସ୍ଥିର କର |

(a)ବାତ୍ୟାରେ
(b)ଗଛରୁ
(c)ପତ୍ର
(d)ଝଡିଲା

(b) ଗଛରୁ

Q18.’ଭାଳେଣି’ ଶବ୍ଦ କେଉଁ ପର୍ଯ୍ୟାୟର ଅଟେ ଚିହ୍ନଟ କର |

(a)କୃଦନ୍ତ
(b)ତଦ୍ଧିତ
(c)ସମାସ
(d)ବିଭକ୍ତି

(a) କୃଦନ୍ତ

Q19.’ବ୍ୟସନ’ ର ଉପଯୁକ୍ତ ଅର୍ଥ ଲେଖ |

(a)ନିଶା
(b)ପୃଥକ
(c)ବ୍ୟସ୍ତ
(d)ବ୍ୟର୍ଥ

(a) ନିଶା

Q20.ନିମ୍ନଲିଖିତ ମଧ୍ୟରୁ ଅଶୁଦ୍ଧି ସ୍ୱରଧ୍ୱନୀକୁ ସୂଚାଅ |

(a)ଈ
(b)ଇ
(c)ଏ
(d)ଓ

(a) ଈ

Q21.ରାତିରେ ପେଚା ଭ୍ରମଣ କରିଥାନ୍ତି |ରେଖାଙ୍କିତ ପଦଟିର କାରକ ସ୍ଥିର କର |

(a)କର୍ମ
(b)କରଣ
(c)ଅଧିକରଣ
(d)ଅପାଦାନ

(c) ଅଧିକରଣ

Q22. ’ପୋକଶୁଙ୍ଘା’ କେଉଁ ସମାସ ଅଟେ ?

(a)ଦ୍ୱିଗୁ
(b)ତତ୍ପୁରୁଷ
(c)ନିତ୍ୟ
(d)କର୍ମଧାରୟ

(c) ନିତ୍ୟ

Q23.ଅଶୁଦ୍ଧି ବାକ୍ୟକୁ ନିର୍ଣ୍ଣୟ କର |

(a)ଅନେକ ଲୋକମାନେ ମତ ପ୍ରଦାନ କରୁଛନ୍ତି |
(b)ଅଧିକାଂଶ ଲୋକଙ୍କର ରହିବାକୁ ଘର ନାହିଁ |
(c)ବହୁତ ପୁସ୍ତକ ଏଠାରେ ଅଛି |
(d)ଅନେକ ଲୋକ ସଭାରେ ଉପସ୍ଥିତ ଅଛନ୍ତି |

(a) ଅନେକ ଲୋକମାନେ ମତ ପ୍ରଦାନ କରୁଛନ୍ତି |

Q24.’ସଂସ୍କୃତି’ ର ସନ୍ଧି ନିର୍ଣ୍ଣୟ କର |

(a)ସତ୍ + କୃତି
(b)ସମ୍ + କୃତି
(c)ସଂ + କୃତି
(d)ସସ୍ + କୃତି

(b) ସମ୍ + କୃତି

Q25.ନିମ୍ନୋକ୍ତ ପଦମାନଙ୍କ ମଧ୍ୟରୁ କେଉଁଟି ‘ଅଭି’ ଉପସର୍ଗର ପଦ ସୂଚାଅ |

(a)ଉପବନ
(b)ଅଭିମାନ
(c)ଅପିହିତ
(d)ଅନୁତାପ

(b) ଅଭିମାନ

Q26.ନିମ୍ନୋକ୍ତ ପଦମାନଙ୍କ ମଧ୍ୟରୁ କେଉଁଟି ଦ୍ଵନ୍ଦ ସମାସ ସ୍ଥିର କର |

(a)ପରସ୍ପର
(b)ଚତୁର୍ଭୁଜ
(c)ପଞ୍ଚବଟୀ
(d)ଅମୂଲ୍ୟ

(a) ପରସ୍ପର

Q27. ସେ ହାଟକୁ ଗଲା କିନ୍ତୁ ସଉଦା ଆଣିଲା ନାହିଁ |ରେଖାଙ୍କିତ ପଦଟିର ଅବ୍ୟୟ ସ୍ଥିର କର |

(a)ସଂଯୋଜକ
(b)ବିଯୋଜକ
(c)ଭାବବାଚକ
(d)ନିଷେଧାଧିକ

(b) ବିଯୋଜକ

Q28. ’ବାୟୁ’ ର ବିଶେଷଣ ରୂପ ସ୍ଥିର କର |

(a)ବାୟବୀୟ
(b)ବାୟୀକ
(c)ବାୟକ
(d)ବାତ

(a) ବାୟବୀୟ

Q29. ସେ ଗୁଣର ଆଦର କରେ ————|ଶୂନ୍ୟସ୍ଥାନ ପୂରଣ କର |

(a)ଗୁଣାଦର
(b)ଗୁଣଗ୍ରହୀ
(c)ଗୁଣଗ୍ରାହି
(d)ଗୁଣାଦାର

(b) ଗୁଣଗ୍ରହୀ

Q30.ଅସଙ୍ଗତ ପଦକୁ ପୃଥକ କର |

(a)କ୍ରନ୍ଦନ
(b)କହୁଛି
(c)ଲିଖନ
(d)ଭ୍ରମଣ

(b) କହୁଛି

31- କର୍ତ୍ତାପଦର ପୁରୁଷ ଓ ବଚନ ଅନୁସାରେ କ୍ରୀୟାପଦର୍_ର ପରିବର୍ତ୍ତନ ହୁଏ?

A- କେବଳ ପୁରୁଷ
B- କେବଳ ବଚନ
C- ପୁରୁଷ ଓ ବଚନ
D- ବିଭକ୍ତି

C- ପୁରୁଷ ଓ ବଚନ

32- ‘ପ୍ରତ୍ୟହ ଇଶ୍ୱରଙ୍କର ଉପାସନା କରିବା ବିଧେୟ ‘ଉକ୍ତ ବାକ୍ୟରେ ବ୍ୟବହୃତ ଇଶ୍ଵରଙ୍କର ପଦରେ କେଉଁ କାରକ ସଂବଦ୍ଧ ପ୍ରକାଶିତ?

A- କର୍ତ୍ତୃ
B- କର୍ମ
C- କରଣ
D- ଅପାଦାନ

B- କର୍ମ

33- ଏକାଧିକ ପଦରେ ପ୍ରକାଶିତ କ୍ରିୟାକୁ__ କୁହାଯାଏ?

A- ସମାପିକ କ୍ରିୟା
B- ଅସମାପିକା କ୍ରିୟା
C- ମିଶ୍ର କ୍ରିୟା
D- ଅମିଶ୍ର କ୍ରିୟା

C- ମିଶ୍ର କ୍ରିୟା

34- ବାକ୍ୟ ମଧ୍ୟରେ __ ସର୍ବନାମ ପରସ୍ପରକୁ ଅପେକ୍ଷା କରନ୍ତି।

A- ବ୍ୟକ୍ତିବାଚକ
B- ନିର୍ଦ୍ଦେଶାତ୍ମକ
C- ସମ୍ବଦ୍ଧବାଚକ
D- ସମୁଚ୍ଚୟୀ

C- ସମ୍ବଦ୍ଧବାଚକ

35- ଯେଉଁ କ୍ରିୟାବଚକ ବିଶେଷ୍ୟରୁ କାଳ,ପୁରୁଷ,ବଚନ ପ୍ରଭୃତିର ଧାରଣା ମିଳେ ନାହିଁ ,ତାକୁ _ କୁହାଯାଏ??

A- ସମ୍ପୂର୍ଣ କ୍ରିୟା
B- ଦିକର୍ମକ କ୍ରିୟା
C- ସିଦ୍ଧ କ୍ରିୟା
D- ସାଧ୍ୟ କ୍ରିୟା

B- ଦିକର୍ମକ କ୍ରିୟା

36- ଗୁଣବାଚକ ବିଶେଷ୍ୟର ବହୁବଚନ_

A- କରାଯାଏ
B- କରାଯାଇପାରେ
C- କରାଯାଏ ନାହିଁ
D- ବିଶେଷ କ୍ଷେତ୍ରରେ କରାଯାଏ

C- କରାଯାଏ ନାହିଁ

37- ଓଡ଼ିଆ ଭାଷାରେ କର୍ତ୍ତାର ଲିଙ୍ଗମତେ କ୍ରୀୟାପଦର ପରିବର୍ତ୍ତନ _

A- ହୁଏ
B- ହୁଏ ନାହିଁ
C- ବିଶେଷ କ୍ଷେତ୍ରରେ ହୋଇଥାଏ
D- କେଉଁଠି ନୁହଁ

B- ହୁଏ ନାହିଁ

38- ଧାତୁରେ ଅସମାପିକା କ୍ରିୟା ବିଭକ୍ତି_

A- ସର୍ବଦା ଯୁକ୍ତ ହୁଏ
B- ଆଦୁ ଯୁକ୍ତ ହୁଏ ନାହିଁ
C- ଯୁକ୍ତ ହୋଇ ପାରେ
D – କେଉଁଠି ନୁହଁ

B- ଆଦୁ ଯୁକ୍ତ ହୁଏ ନାହିଁ

39- ଧାତୁସହ ଅନ୍ୟୁନ _ ବିଭାକ୍ତିକୁ ଯୋଗ କରାଯାଇ କ୍ରୀୟପଦ ଗଠିତ ହୁଏ।

A- ଗୋଟିଏ
B- ଦୁଇଟି
C- ତିନୋଟି
D- ଚାରୋଟି

A- ଗୋଟିଏ

40-ଅମୂର୍ତ୍ତାବାଚକ ବିଶେଷ୍ୟଗୁଡ଼ିକୁ। __

A- ଦେଖିହୁଏ
B- ସ୍ପର୍ଶ କରି ହୁଏ
C- ଅନୁଭବ କରିହୁଏ
D- ଦେଖିହୁଏ। ଏବଂ ସ୍ପର୍ଶ କରିହୁଏ

C- ଅନୁଭବ କରିହୁଏ

41- ଧାତୁସହ କେଉଁ ବିଭକ୍ତି ଯୁକ୍ତ ହେଲେ ଅସମାପିକ କ୍ରିୟା ହୁଏ??

A- କୁ
B- ରୁ
C- ଉ
D- ର

A- କୁ

42- ଯେଉଁ କ୍ରୀୟାପଦ ବିଶେଷ୍ୟ ବା ବିଶେଷଣ ଶବ୍ଦରୁ ଗଠିତ ହୋଇଥାଏ, ତାହାକୁ __ କ୍ରିୟାପଦ କୁହାଯାଏ।

A- ମିଶ୍ର
B- ଅମିଶ୍ର
C- ପ୍ରେରଣାଥର୍କ
D- ନାମଧାତୁ

D- ନାମଧାତୁ

43- ନାମଧାତୁ। ଆଗେଇବାର ବିଶେଷଣ ପଦ __।

A – ଆଗ
B- ଆଗ୍
C- ଅଗ
D- ଆଗେଇବା

C- ଅଗ

45- କେଉଁଠି ହେତୁବୋଧକ ଅବୟ??

A- ପରନ୍ତୁ
B- ମାତ୍ର
C- ସୁତରାଂ
D- ଅଦ୍ୟାପି

A- ପରନ୍ତୁ

46- ବିଶେଷ୍ୟ ପଦ ପରେ ବ୍ୟବହୃତ ବିଶେଷଣ ପଦକୁ __ ବିଶେଷଣ କୁହାଯାଏ।

A – ବିଶେଷ୍ୟର
B- ବିଧେୟ
C- ଗୁଣବାଚକ
D- ଅବସ୍ଥା ବାଚକ

B- ବିଧେୟ

47- ଣିଜନ୍ତ ଧାତୁ ‘ ଧାରି ‘ ର ମୂଳଧାତୁ ଚିହ୍ନଟ କର

A- ଧ୍ର
B- ଧା
C – ଧ୍ରା
D- ଧୃ

B- ଧା

48- ପରସ୍ପର ଅନ୍ଵୟର ଉପଯୋଗୀ ଦୁଇ ବା ତତୋଧିକ ଶବ୍ଦକୁ ଏକପଦରେ ପରିଣତ କରିବାର ନାମ__ ।

A- ସନ୍ଧି
B – ସମାସ ବାକ୍ୟ
C- ପଦାନ୍ଵୟ
D- ସମାସ

A- ସନ୍ଧି

49- _ରୁ କ୍ରୀୟାପଦର ପୁରୁଷ ଓ ବଚନ ଜଣାପଡେ।

A – କାଳ
B- ଧାତୁ
C- ପ୍ରତ୍ୟୟ
D- ବିଭକ୍ତି

A – କାଳ

50ବାକ୍ୟରେ କ୍ରିୟାପଦ ସହିତ ଯେଉଁ ପଦର ଅନ୍ଵୟ ନଥାଏ , ତାକୁ _ କୁହାଯାଏ।

A- କର୍ତ୍ତାକାରକ
B- କର୍ମକାରକ
C- ସମ୍ୱଦ୍ଧପଦ
D- ଅଧିକରଣ କାରକ

C- ସମ୍ୱଦ୍ଧପଦ

51- ଯାହା ସମ୍ବଦ୍ଧରେ କୌଣସି କଥା କୁହାଯାଏ,ତାକୁ __ କୁହାଯାଏ।

A- ବିଧେୟ
B- ଉଦ୍ଦେଶ୍ୟ
C- କ୍ରିୟା
D- କ୍ରିୟାର ବିବର୍ଦ୍ଧକ

B- ଉଦ୍ଦେଶ୍ୟ

Odia Grammar Question and Answer PDF

All Question PDFClick Here
Odia Grammar Rudhi ( Kriyahina) in OdiaClick Here
Odia grammar for all competitive exam mcqClick Here

Odia Grammar Question and Answer, Odia Grammar Question and Answer, Odia Grammar Question and Answer, Odia Grammar Question and Answer, Odia Grammar Question and Answer, Odia Grammar Question and Answer, Odia Grammar Question and Answer

Leave a Comment

error: Content is protected !!