Odia Grammar Question and Answer

Top 50 Odia Grammar Question and Answer | PDF Download

Facebook
Telegram
WhatsApp
LinkedIn

Odia Grammar Question and answer is a place to get answers to your questions about the grammar of Odia. You can ask any type of question you want, and you will get an answer with a detailed explanation. Grammar Question answer is created for students who have difficulty understanding grammar.

Q1. ବାକ୍ୟରେ କ୍ରିୟା ପଦ ସହିତ ଯେଉଁ ପଦର ଅନ୍ଵୟ ଥାଏ ,ତାହାକୁ କ’ଣ କୁହାଯାଏ ?

(a)ବିଭକ୍ତି
(b)ସମାସ
(c)କାରକ
(d)ସର୍ବନାମ

(c) କାରକ

Q2. ଓଡ଼ିଆ ଭାଷାରେ ବ୍ୟଞ୍ଜନ ବର୍ଣ୍ଣର କେତେ ଗୋଟି ଧ୍ୱନୀ ଅଛି ?

(a)୩୮
(b)୩୨
(c)୩୯
(d)୩୩

(a) ୩୮

Q3.ଧରାକୁ ସରା ମଣିବା ‘ରୂଢିଟିର ଅର୍ଥ କ’ଣ ?

(a)ସମସ୍ତଙ୍କୁ ମାନିବା
(b)କାହାକୁ ଖାତିର ନ କରିବା
(c)ଶାନ୍ତ ଶିଷ୍ଟ ହେବା
(d)ଅଭ୍ୟସ୍ତ ହେବା

(b) କାହାକୁ ଖାତିର ନ କରିବା

Q4. ”ବିଜ୍ଞାନ ମନୁଷ୍ୟକୁ ଶକ୍ତିଶାଳୀ କରିଛି ,ତେଣୁ ସେ ଅଦ୍ଭୁତ କାର୍ଯ୍ୟ କରିପାରୁଛି “|ଉକ୍ତ ବାକ୍ୟଟିର ରୂପାନ୍ତରିତ ଦୃଷ୍ଟିରୁ କେଉଁ ବାକ୍ୟ ସ୍ଥିର କର ?

(a)ସରଳ
(b)ଜଟିଳ
(c)ମିଶ୍ର
(d)ଯୌଗିକ

(d) ଯୌଗିକ

Q5.”ପିଲା” କେଉଁ ଶବ୍ଦାବଳୀରୁ ଆନୀତ ସୂଚାଅ ?

(a)ତାମିଲ
(b)ତେଲୁଗୁ
(c)କନ୍ନଡ଼
(d)ମାଲାୟାଲମ

(c)କନ୍ନଡ଼

Q6.”ନେତାର ବାର୍ତ୍ତା” କେଉଁ ସମ୍ଵନ୍ଧେ ଷଷ୍ଠୀ ବିଭକ୍ତିର ପ୍ରୟୋଗ ହୋଇଛି ନିର୍ଣ୍ଣୟ କର ?

(a)କାର୍ଯ୍ୟ କାରଣ ସମ୍ବନ୍ଧ
(b)ଆଧାରଧେୟ ସମ୍ବନ୍ଧ
(c)ବିଶେଷଣ ସମ୍ବନ୍ଧ
(d)ବ୍ୟାପ୍ତି ସମ୍ବନ୍ଧ

(c)ବିଶେଷଣ ସମ୍ବନ୍ଧ

Q7.’ଦିଗାମ୍ବର’ ପଦଟିରେ କେଉଁ ଅଶୁଦ୍ଧି ନିର୍ଣ୍ଣୟ କର ?

(a)ସନ୍ଧିଗତ
(b)ବଚନଗତ
(c)ଷତ୍ୱବିଧିଗତ
(d)ଲିଙ୍ଗଗତ

(a)ସନ୍ଧିଗତ

Q8.”ସାରସ” ଶବ୍ଦଟିର ପ୍ରତିଶବ୍ଦ ଲେଖ |

(a)କୁଧର
(b)ଘଶ୍ର
(c)ପୟସ୍ଵିନୀ
(d)ବନଜ

(d) ବନଜ

Q9. ଛାତ୍ରଟି ନିପଟ ଅଳସୁଆ |ରେଖାଙ୍କିତ ପଦଟିର ବିଶେଷଣ ସ୍ଥିର କର |

(a)କ୍ରିୟା ବିଶେଷଣ
(b)ବିଶେଷଣର ବିଶେଷଣ
(c)କ୍ରିୟା ବିଶେଷଣର ବିଶେଷଣ
(d)ଗୁଣବାଚକ ବିଶେଷଣ

(b) ବିଶେଷଣର ବିଶେଷଣ

Q10.ଭିକାରି ପବନକୁ ପଇସା ମାଗିଲା |ଉକ୍ତ ବାକ୍ୟର କ୍ରିୟାର ରୂପ ସ୍ଥିର କର |

(a)ସକର୍ମକ
(b)ଅକର୍ମକ
(c)ଦ୍ବିକର୍ମକ
(d)ଏଗୁଡିକ ମଧ୍ୟରୁ କେଉଁଟି ବି ନୁହେଁ

(c) ଦ୍ବିକର୍ମକ

Q11.ନିମ୍ନୋକ୍ତ ବାକ୍ୟମାନଙ୍କ ମଧ୍ୟରୁ ଏକବଚନକୁ ନିର୍ଣ୍ଣୟ କର |

(a)ବକପନ୍ତୀ ଆକାଶରେ ଉଡୁଛନ୍ତି |
(b)ହସ୍ତୀଯୂଥ ସହରରେ ପ୍ରବେଶ କରୁଛନ୍ତି |
(c)ମନୁଷ୍ୟ ମରଣଶୀଳ |
(d)ଛାତ୍ରଗଣ ନିର୍ବାଚନରେ ଭାଗ ନେଲେ |

(c) ମନୁଷ୍ୟ ମରଣଶୀଳ |

Q12.ନିମ୍ନଲିଖିତ କାବ୍ୟମାନଙ୍କ ମଧ୍ୟରୁ କେଉଁଟି ଆଦି କାବ୍ୟ ନୁହେଁ ?

(a)ଚଣ୍ଡିପୁରାଣ
(b)ବିଲଙ୍କା ରାମାୟଣ
(c)ଭାଗବତ
(d)ମହାଭାରତ

(c) ଭାଗବତ

Q13.’ମନୋରଞ୍ଜନ’ ପଦଟିର ସନ୍ଧି ନିର୍ଣ୍ଣୟ କର |

(a)ମନର୍ + ରଞ୍ଜନ
(b)ମନଃ + ରଞ୍ଜନ
(c)ମନସ୍ + ରଞ୍ଜନ
(d)ମନ + ରଞ୍ଜନ

(b) ମନଃ + ରଞ୍ଜନ

Q14.’ଅଧମାଙ୍ଗ’ ର ବିପରୀତାର୍ଥବୋଧକ ଶବ୍ଦ ଲେଖ |

(a)ଆଧାମାଙ୍ଗ
(b)ଉତ୍ତମାଙ୍ଗ
(c)ଊତ୍ତମାଙ୍ଗ
(d)ଉତମାଙ୍ଗ

(b) ଉତ୍ତମାଙ୍ଗ

Q15.’ମାୟାବୀ’ ପଦଟିରେ କେଉଁ ପ୍ରତ୍ୟୟ ଯୋଗ ହୋଇଛି ସୂଚାଅ ?

(a)ଈ
(b)ଇ
(c)ବିନ୍
(d)ବିତ୍

(c) ବିନ୍

Leave a Comment

error: Content is protected !!