Odia Grammar Dhwani 50 Questions and Answers is a comprehensive guide to the grammar of the Odia language, which is spoken in the Indian state of Odisha. The guide covers a wide range of topics, including nouns, verbs, adjectives, pronouns, adverbs, prepositions, conjunctions, and sentence structure. It includes 50 multiple choice questions and answers, making it an ideal study tool for students, teachers, and anyone interested in learning Odia. The questions and answers are designed to help readers understand and apply key grammar concepts, and to improve their overall proficiency in the language. With clear explanations and examples, this guide is an essential resource for anyone looking to improve their Odia language skills.
Odia Grammar Dhwani – ଓଡ଼ିଆ ଗ୍ରାମର ଧ୍ୱନି ସ୍ୱର ବର୍ଣ୍ଣ
Question Created BY
Manashree Mohanty (M.A. in Odia – Gold Medalist )
Q1. କିଏ ପ୍ରଥମେ ସଂସ୍କୃତ ରେ ବ୍ୟାକରଣ ଲେଖିଥିଲେ ?
- ପାଣିନୀ
- ଚାଣକ୍ୟ
- ବିଶ୍ଵନାଥ
- ଜୟଦେବ
ପାନିନି
Q2. ମନୁଷ୍ୟ ର ମୁଖାନିଶୃତ ଭାବ ପ୍ରକାଶକ ଧ୍ଵନି ସମୂହ କୁ କଣ କୁହାଯାଏ?
- ଭାଷା
- ଧ୍ଵନି
- ବର୍ଣ୍ଣ
- ଲିପି
ଭାଷା
Q3. ଧ୍ଵନି ମାନଙ୍କର ଲିଖିତ ରୂପ କୁ କଣ କୁହାଯାଏ ?
- ଲିପି
- ବର୍ଣ୍ଣ
- ଅକ୍ଷର
ବର୍ଣ୍ଣ
Q4. ବର୍ଣ ର ଅନ୍ୟ ନାମ କଣ ?
- ଲିପି
- ଅକ୍ଷର
- ଯୁକ୍ତବର୍ଣ୍ଣ
- ଧ୍ଵନି
ଅକ୍ଷର
Q5. ବର୍ଣ୍ଣ ଧ୍ଵନି ମାନଙ୍କର ଲିଖିତ ସଙ୍କେତ ହୁଇଥିବାରୁ କଣ କୁହନ୍ତି ?
- ଲିଖିତ ବର୍ଣ୍ଣ
- ଲିପି
- ଯୁକ୍ତାକ୍ଷର
- ମାତ୍ରା
ଲିପି
Q6. ଓଡ଼ିଆ ବର୍ଣ୍ଣମାଳା ରେ କେତୁଟି ବର୍ଣ୍ଣ ରହିଛି ?
- ୩୬
- ୪୯
- ୫୨
- ୫୦
୪୯
Q7. ଓଡ଼ିଆ ବର୍ଣ୍ଣମାଳା ରେ କେତୋଟି ଧ୍ଵନି ରହିଛି ?
- ୪୯
- ୪୨
- ୩୬
- ୫୨
୪୨
Q8 ଏଥିମଧ୍ୟରୁ କେଉଁଟି ସମୋଚ୍ଚାରିତ ଧ୍ଵନି ?
- ଖ କ୍ଷ
- ଯ ୟ
- ଜ ଯ
- ସ ହ
ଜ ଯ
Q9 . ଓଡ଼ିଆ ଭାଷା ରେ ସ୍ୱର ବର୍ଣ୍ଣ କେତୋଟି ?
- ୮
- ୧୧
- ୭
- ୬
୧୧
Q10 . ସ୍ୱର ବର୍ଣ୍ଣ କେତେ ଭାଗରେ ବିଭକ୍ତ ?
- ୨
- ୫
- ୩
- ୬
୨
Q11 . ଓଡ଼ିଆ ବର୍ଣ୍ଣମାଳା ରେ ହ୍ରସ୍ଵ ସ୍ୱର କେତୋଟି ?
- ୫
- ୪
- ୩
- ୧
୪
Q12 . ଓଡ଼ିଆ ବର୍ଣ୍ଣମାଳା ରେ ଦୀର୍ଘ ସ୍ୱର କେତୋଟି ?
- ୫ଟି
- ୭ ଟି
- ୪ ଟି
- ୯ ଟି
୭ ଟି
Q13 . ୧୧ ଟି ସ୍ୱର ବର୍ଣ୍ଣ ରେ କେତୋଟି ଧ୍ଵନି ରହିଛି ?
- ୮ ଟି
- ୫ ଟି
- ୪ ଟି
- ୧୦ ଟି
୮ ଟି
Q14 . ବ୍ୟଞ୍ଜନ ବର୍ଣ୍ଣ କାହାର ସାହାଯ୍ୟ ବିନା ଉଛାରଣ ହୁଏ ପାରେ ନାହିଁ ?
- ବ୍ୟଞ୍ଜନ ବର୍ଣ୍ଣ
- ସ୍ୱର ବର୍ଣ୍ଣ
- ଯୁକ୍ତାକ୍ଷର
- ମାତ୍ରା
ସ୍ୱର ବର୍ଣ୍ଣ
Q15 . ବ୍ୟଞ୍ଜନ ବର୍ଣ୍ଣମାନଙ୍କର ସଂଖ୍ୟା କେତେ ?
- ୩୬
- ୩୮
- ୩୯
- ୪୦
୩୮
Q16 . ୩୮ ଟି ବ୍ୟଞ୍ଜନ ବର୍ଣ୍ଣ ରେ କେତୋଟି ଧ୍ଵନି ରହିଛି ?
- ୩୨
- ୨୨
- ୨୮
- ୩୫
୩୨
Q17 . ବ୍ୟଞ୍ଜନ ବର୍ଣ୍ଣ ରେ କେତୋଟି ସ୍ପର୍ଶବର୍ଣ୍ଣ ରହିଛି ?
- ୨୫
- ୨୮
- ୨୩
- ୩୦
୨୫
Q18 . ଅବର୍ଗ ବ୍ୟଞ୍ଜନ ବର୍ଣ୍ଣ କେତୋଟି ?
- ୧୫
- ୧୩
- ୧୮
- ୧୧
୧୩
Q19 . ବର୍ଣ୍ଣ/ ଧ୍ଵନି ଉଚ୍ଚାରଣ ରେ ମୁଖ୍ୟ ବିଭବ କଣ ?
- ମୁଖ
- ଜିହ୍ୱା
- ଦାନ୍ତ
- କୋମଳ ତାଳୁ
ଜିହ୍ୱା
Q20 . ଅନ୍ତସ ବର୍ଣ୍ଣର ଅନ୍ୟ ନାମ କଣ ?
- ନାସିକ୍ୟ
- ଅର୍ଦ୍ଧସ୍ୱର
- ଉଷ୍ମ ବର୍ଣ୍ଣ
- ଅବର୍ଗ ବର୍ଣ୍ଣ
ଅର୍ଦ୍ଧସ୍ୱର
Q21ଅନ୍ତସ୍ଥ ବର୍ଣ୍ଣ କେତୋଟି ?
- ୯ ଟି
- ୩ ଟି
- c
- ୮ ଟି
୩
Q22. ଶ, ସ, ଷ, ହ ଏଗୁଡ଼ିକ ପ୍ରକାର ବର୍ଣ୍ଣ ?
- ଉଷ୍ମବର୍ଣ୍ଣ
- ଅନୁନାସିକ୍ୟ ବର୍ଣ୍ଣ
- ପାର୍ଶିକ ବର୍ଣ୍ଣ
- ଅର୍ଦ୍ଧ ସ୍ଵର
ଉଷ୍ମବର୍ଣ୍ଣ
Q23. କ, ଖ,ଗ, ଘ ଏଗୁଡ଼ିକ କେଉ ପ୍ରକାର ବର୍ଣ୍ଣ ?
- କଣ୍ଠ ବର୍ଣ୍ଣ
- ତାଲବ୍ୟ ବର୍ଣ୍ଣ
- ମୂର୍ଦ୍ଧନ୍ୟ ବର୍ଣ୍ଣ
- ଦନ୍ତ୍ୟ ବର୍ଣ୍ଣ
କଣ୍ଠ ବର୍ଣ୍ଣ
Q24. ଚ, ଛ, ଜ, ଝ ଏଗୁଡ଼ିକ କେ ଉ ବର୍ଣ୍ଣ ଅନ୍ତର୍ଗତ ?
- ତାଲବ୍ୟ ବର୍ଣ୍ଣ
- ମୂର୍ଦ୍ଧନ୍ୟ ବର୍ଣ୍ଣ
- ଓଷ୍ଠ ବର୍ଣ୍ଣ
- କଣ୍ଠ ବର୍ଣ୍ଣ
ତାଲବ୍ୟ ବର୍ଣ୍ଣ
Q25 . ଟ, ଥ,ଡ, ଢ଼ କେଉ ବର୍ଣ୍ଣ ଅନ୍ତର୍ଗତ ?
- କଣ୍ଠ ବର୍ଣ୍ଣ
- ତାଲବ୍ୟ ବର୍ଣ୍ଣ
- ମୂର୍ଦ୍ଧନ୍ୟ ବର୍ଣ୍ଣ
- ଦନ୍ତ୍ୟ ବର୍ଣ୍ଣ
ମୂର୍ଦ୍ଧନ୍ୟ ବର୍ଣ୍ଣ
Q26 . ତ, ଥ, ଦ, ଧ , ନ ଏମାନେ କେଉ ବର୍ଣ୍ଣ ଅନ୍ତର୍ଗତ ?
- ଦନ୍ତ୍ୟ ବର୍ଣ୍ଣ
- ମୂର୍ଦ୍ଧନ୍ୟ ବର୍ଣ୍ଣ
- ଓଷ୍ଠ ବର୍ଣ୍ଣ
- କଣ୍ଠ ବର୍ଣ୍ଣ
ଦନ୍ତ୍ୟ ବର୍ଣ୍ଣ
Q27. ପ, ଫ, ବ, ଭ, ମ ଏମାନେ କେଉ ବର୍ଗ ଅନ୍ତର୍ଗତ ?
- କ ବର୍ଗ
- ଚ ବର୍ଗ
- ପ ବର୍ଗ
- ଟ ବର୍ଗ
ପ ବର୍ଗ
Q28. ପ୍ରତ୍ୟକ ବର୍ଗ ର ପଞ୍ଚମ ବର୍ଣ୍ଣ କୁ କଣ କୁହାଯାଏ ?
- ପାଶ୍ଵିକ ବର୍ଣ୍ଣ
- ଲାଞ୍ଜିକ ବର୍ଣ୍ଣ
- ନାସିକ୍ୟ ବର୍ଣ୍ଣ
- ଅନ୍ତଥ୍ୟ ବର୍ଣ୍ଣ
ନାସିକ୍ୟ ବର୍ଣ୍ଣ
Q29 . ଙ,ଞ,ଣ,ନ,ମ କୁ କେଉ ବର୍ଣ୍ଣ କୁହାଯାଏ ?
ନାସିକ୍ୟ ବର୍ଣ୍ଣ
Q30 .ଂ ଃ ୰ ଏହି ତିନିଟି ବର୍ଣ୍ଣ କୁ କଣ କୁହାଯାଏ ?
- ଉଷ୍ମ ବର୍ଣ୍ଣ
- ଆଯୋଗବାହ ବର୍ଣ୍ଣ
- ଆଶ୍ରିତ ବର୍ଣ୍ଣ
- ନସିକ୍ୟ ବର୍ଣ୍ଣ
ଆଯୋଗବାହ ବର୍ଣ୍ଣ
Q31. ହ କେଉ ପ୍ରକାର ଧ୍ଵନି ?
- ଲୋଡିତ
- କାକଲ୍ୟ
- ଲାଞ୍ଜିକ
- ପାର୍ଶିକ
କାକଲ୍ୟ
Q32 . ସମସ୍ତ ସ୍ଵର ଧ୍ଵନି ଗୁଡିକ କେଉ ଧର୍ମୀ ହୁଇ ଥାଏ ?
- ସଘୋଷ
- ଅଘୋଷ
- ଅଳ୍ପପ୍ରାଣ
- ମହାପ୍ରାଣ
ସଘୋଷ
Q33. ର ଏକ କେଉ ପ୍ରକାର ଧ୍ଵନି ?
- ଉତ୍କ୍ଷିପ୍ତ
- ଲୋଡ଼ିତ
- ପାର୍ଶିକ
- ସାଘୋଷ
ଲୋଡ଼ିତ
Q34. ଲ, ଳ କେଊ ପ୍ରକାର ଧ୍ଵନି ?
- ପାର୍ଶିକ
- ଲାଞ୍ଜିକ
- ଉଷ୍ମ
- ଲୋଡ଼ିତ
ପାର୍ଶିକ
Q35 . ସଂସ୍କୃତ ରେ କେଉ ବର୍ଣ୍ଣ ର ବହୁପ୍ରଚଳନ ରହିଛି ?
- ହ
- ବିସର୍ଗ
- ଅନସ୍ଵାର
- ଚନ୍ଦ୍ରବିନ୍ଦୁ
ବିସର୍ଗ
Q36. କେଉ ବର୍ଣ୍ଣ ଶବ୍ଦ ଗଠନ ର ଆଦ୍ୟ ରେ ବ୍ୟବହୃତ ହୋଇ ନଥାଏ ?
- ଙ
- ନ
- ମ
- ୟ
ଙ
Q37. ଣ ବର୍ଣ୍ଣ ବଦଳ ରେ କେଉ ବର୍ଣ୍ଣ ର ବ୍ୟବହାର ରହିଥାଏ କାବ୍ୟ କବିତା ରେ ?
- ନ
- ମ
- କ୍ଷ
- ର
ନ
Q38 . ବିଦେଶୀ ଶବ୍ଦ ର ବ୍ୟବହାର ପାଇଁ କେଉ ବର୍ଣ୍ଣ ର ବ୍ୟବହାର ରହିଥାଏ
- ଥ
- ଲ
- ନ
- ୱ
ୱ
Q39. କେଉ ବର୍ଣ୍ଣ ରେ କେବଳ(ୱ) ଵ ଫଳଆ ପ୍ରୟୋଗ ହୁଏ ?
- ଖ
- ମ
- ଗ
- ଜ
ମ
Q40 . କେଉଁଟି ଏକ ଯୁକ୍ତାକ୍ଷର ବର୍ଣ୍ଣ ଅଟେ
- ଖ
- କ୍ଷ
- ହ
- ଯ
କ୍ଷ
Q41.କେଉଁଟି ସମାଉଛରିତ ବର୍ଣ୍ଣ ନୁହେଁ ?
- ସ ଶ ଷ
- ଇ ଈ
- ଉ ଊ
- ଏ ଓ
ଏ ଓ
Odia Grammar Dhwani
Odia Grammar Dhwani, Odia Grammar Dhwani, Odia Grammar Dhwani,