Odia GK Class 6 Part 1
#1. ଏସିଆ ମହାଦେଶର ପଶ୍ଚିମରେ.......... ମହାଦେଶ ଅବସ୍ଥିତ।
#2. ଏସିଆର ତୃଣ ଭୂମିକୁ........ କୁହାଯାଏ।
#3. ତୁନ୍ଦ୍ରାଞ୍ଚଳରେ ...........ପ୍ରାଣୀ ବାସ କରେ ।
#4. ପାହାଡ଼ିଆ ଅଞ୍ଚଳ ରେ ........... ଦେଖିବାକୁ ମିଳେ ।
#5. ପିରାମିଡ୍ ଦେଶ ..........କୁ କୁହାଯାଏ।
#6. ପୃଥିବୀର ଦ୍ବିତୀୟ ବୃହତ୍ତମ ମହାଦେଶ ............. ଅଟେ ।
#7. ଆଫ୍ରିକାର ........... ଭାଗରେ ବୃଷ୍ଟିପାତ ପରିମାଣ ସର୍ବାଧିକ ।
#8. ...............ଆଫ୍ରିକାର ବିକାଶଶୀଳ ଦେଶ ଅଟେ ।
#9. ଆଫ୍ରିକାର ...........ଅଞ୍ଚଳକୁ ପୃଥିବୀର ଚିଡ଼ିଆଖାନା କୁହାଯାଏ ।
#10. ଫଳଚାଷ ପାଇଁ ଉପଯୋଗୀ ............ ପ୍ରକାର ଜଳବାୟୁ ଅଟେ।
#11. ଅଷ୍ଟ୍ରେଲିଆର ନାତିଶୀତୋଷ୍ଣ ତୃଣଭୂମିକୁ.......... କୁହାଯାଏ।
#12. ...............ଓଟ ପକ୍ଷୀ ପରି ଜୋରରେ ଦୈଡି ପାରେ।
#13. କଙ୍ଗାରୁ.......... ମହାଦେଶ ଛଡ଼ା ଅନ୍ୟତ୍ର ଦେଖାଯାଏ ନାହିଁ।
#14. ଅଷ୍ଟ୍ରେଲିଆର ବନ୍ୟକୁକୁରର ନାମ ..............।
#15. ଅଷ୍ଟ୍ରେଲିଆର ବୃହତ୍ତମ ସହର..........।
#16. ............. ଅଷ୍ଟ୍ରେଲିଆର ଜାତୀୟ ପଶୁ।
#17. .......... ଅଷ୍ଟ୍ରେଲିଆର ରାଜଧାନୀ।
#18. .......... ଅଷ୍ଟ୍ରେଲିଆର ଏକମାତ୍ର ହିଂସ୍ର ଜନ୍ତୁ।
#19. ଇଉକାଲିପଟାସ୍ ଗଛର ପତ୍ର ଖାଇ ବଞ୍ଚୁଥିବା ପ୍ରାଣୀ.........।
#20. .............ସ୍ତନ୍ୟପାୟୀ ପ୍ରାଣୀଟି ସରୀସୃପ ପରି ଡିମ୍ବ ଦିଏ।
#21. .............ପ୍ରାଣୀର ଆକୃତି ଉଭୟ ପଶୁ ଓ ପକ୍ଷୀ ସଦୃଶ।
#22. ଆଫ୍ରିକା ମହାଦେଶର ଦକ୍ଷିଣରେ......... ମରୁଭୂମି ଅବସ୍ଥିତ।
#23. ଆଟ୍ ଲାସ ପର୍ବତ ଶ୍ରେଣୀ ଆଫ୍ରିକା ମହାଦେଶର.......... ଦିଗରେ ଅବସ୍ଥିତ।
#24. .................ନଦୀ ଶଯ୍ୟାରେ ଭିକ୍ଟୋରିଆ ଜଳପ୍ରପାତ ଅବସ୍ଥିତ।
#25. ................ନଦୀ ଭିକ୍ଟୋରିଆ ହ୍ରଦରୁ ବାହାରି ଭୂମଧ୍ୟ ସାଗରରେ ପଡ଼ିଅଛି।