Odia General Knowledge Quiz Test

Free Odia General Knowledge Quiz Test

Facebook
Telegram
WhatsApp
LinkedIn

ARI/AMIN/Excise Constable/Forest Guard/TRW JT/OPSC/OSSC/ASO/OAVS/B.Ed/OSSTET

Odia General Knowledge Quiz Test :Do you know a little bit about general knowledge? If so, take this quiz to see how well you know the basics. Are you curious about information that is not necessarily related to your specific field of study? Do you want to know about strange occurrences in history or curious facts about different cultures? If so, you’re in luck, because this article is all about general knowledge! From fascinating facts about the human body to fascinating facts about space, this article has got you covered. So dive in and learn something new today!

#1. ‘ ଆଦିନେତା ‘ ନାମରେ କିଏ ନାମିତ?

 ସ୍ବାମୀ ବିଚିତ୍ରା ନନ୍ଦ ଦାସ ବନମାଳୀ ବ୍ରହ୍ମଚାରୀ ଯଦୁମଣି ମହାପାତ୍ର ଗୋପୀନାଥ ପାତ୍ର

ସ୍ବାମୀ ବିଚିତ୍ରା ନନ୍ଦ ଦାସ

#2. ନିମ୍ନଲିଖିତ ବ୍ୟକ୍ତିମାନଙ୍କ ମଧ୍ୟରୁ କାହାଙ୍କୁ ‘ ଗାୟକ ସୁରମଣି ‘ କୁହାଯାଏ?

 ହରିନାଥ ନିରଞ୍ଜନ କର ରଘୁନାଥ ପାଣିଗ୍ରାହୀ ବାଳକୃଷ୍ଣ ଦାସ


 ରଘୁନାଥ ପାଣିଗ୍ରାହୀ

#3. ଜଗବନ୍ଧୁ ବିଦ୍ୟାଧର ମହାପାତ୍ରଙ୍କୁ କେଉଁ ଉପାଧି ଦିଆଯାଇଛି?

 ବାଣୀଭୂଷଣ ବ୍ରହ୍ମଚାରୀ ଛନ୍ଦ କବି ବକ୍ସି


 ବକ୍ସି

#4. ବୀରା କିଶୋର ଦାସଙ୍କୁ କେଉଁ ଉପାଧି ଦିଆଯାଇଛି?

 ଜାତୀୟ କବି କାନ୍ତ କବି ନୃତ୍ୟ ପ୍ରବୀଣ କୁଳ ବୃଦ୍ଧ

ଜାତୀୟ କବି

#5. ‘ ଓଡ଼ିଶାର ଦ୍ଵିତୀୟ ନେପୋଲିୟନ ‘ ଆଖ୍ୟା କାହାକୁ ଦିଆଯାଇଛି?

 ପ୍ରମୋଦ କିଶୋର ପଣ୍ଡା ଖାରବେଳ ପୁରୁଷୋତ୍ତମ ମିଶ୍ର ପଦ୍ମଚରଣ ପଟ୍ଟନାୟକ

 ଖାରବେଳ

#6. ଖଗେଶ୍ବର ମାର୍ଥଙ୍କୁ କେଉଁ ଉପାଧି ଦିଆଯାଇଛି?

 ଭାଷାରତ୍ନ ଛନ୍ଦ କବି ଦରଦୀ କବି କଳାନିଧି

 ଭାଷାରତ୍ନ

#7. ‘ କଳିଙ୍ଗର ଗାନ୍ଧୀ ‘କାହାକୁ କୁହାଯାଏ?

 ରାଧା ମୋହନ ଗଡ଼ନାୟକ ଚକ୍ରଧର ବେହେରା ଜଗନ୍ନାଥ ବେହେରା ଗୋପୀନାଥ ପାତ୍ର

ଚକ୍ରଧର ବେହେରା

#8. ‘ ଧୂଳି ‘ କାହାଂକର ଲେଖା?

 ଫକୀର ମୋହନ ସେନାପତି ଗଙ୍ଗାଧର ମେହେର ସାରଳା ଦାସ ଭୀମ ଭୋଇ


 ଫକୀର ମୋହନ ସେନାପତି

#9. ‘ ନନାଙ୍କ ପାଞ୍ଜି ‘ କାହାଙ୍କର କୃତି ଅଟେ?

 ଗୋପୀନାଥ ମହାନ୍ତି ଫକୀର ମୋହନ ସେନାପତି ରାଧାନାଥ ରାୟ ଗୋପାଳ ଚନ୍ଦ୍ର ପ୍ରହରାଜ

 ଫକୀର ମୋହନ ସେନାପତି

#10. କେଉଁଟି ଭୀମ ଭୋଇଙ୍କ କୃତି?

 ସ୍ତୁତି ଚିନ୍ତାମଣି ମନୁସଭା ମଣ୍ଡଳ ଭବିଷ୍ୟତ ମାଳିକା ଉପରୋକ୍ତ ସମସ୍ତ.

 ଉପରୋକ୍ତ ସମସ୍ତ

#11. ‘ ଶରତ ରାସ ‘ କାହାଙ୍କର କୃତି?

 ସାରଳା ଦାସ ଉପେନ୍ଦ୍ର ଭଞ୍ଜ ଜଗନ୍ନାଥ ଦାସ ଗୋପାଳ ଚନ୍ଦ୍ର ପ୍ରହରାଜ


 ଜଗନ୍ନାଥ ଦାସ

#12. କେଉଁ ନାଟକଟି ଗୋପୀନାଥ ମହାନ୍ତିଙ୍କ ଦ୍ବାରା ରଚିତ?

 ମୁକ୍ତି ପଥେ ମହାପୁରୁଷ ଏ ଦୁଇଟି ଏମାନଙ୍କ ମଧ୍ୟରୁ କେଉଁଟି ନୁହେଁ

 ଏ ଦୁଇଟି

#13. ‘ ଭାରତ ଆଜି ଓ କାଲି ‘ କାହାଙ୍କ ଦ୍ଵାରା ଅନୁବାଦିତ?

 ସୁରେନ୍ଦ୍ର ମହାନ୍ତି ରାଧାନାଥ ରାୟ ଯଦୁମଣି ମହାପାତ୍ର ଗୋପୀନାଥ ମହାନ୍ତି

 ଗୋପୀନାଥ ମହାନ୍ତି

#14. କେଉଁଟି ରାଧାନାଥ ରାୟଙ୍କ ଦ୍ୱାରା ରଚିତ କାବ୍ୟ?

 କେଦାର ଗୌରୀ ପୁଷ୍ପମାଳା ରସ ରତ୍ନାକର ରସ ରତ୍ନାକର ବୈଦେହୀଶ ବିଳାସ


 କେଦାର ଗୌରୀ

#15. ସୁରେନ୍ଦ୍ର ମହାନ୍ତି କେଉଁ ଉପନ୍ୟାସ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ?

 ନୀଳଶୈଳ ନୀଳାଦ୍ରି ବିଜୟ ଅଚଳାତନ ଶେଷ କବିତା

 ନୀଳଶୈଳ

#16. କେଉଁଟି ରାଧାନାଥ ରାୟଙ୍କ ଦ୍ଵାରା ରଚିତ କବିତା ଅଟେ?

 ତୁଳସୀ ସ୍ତବକ ଉର୍ବଶୀ ସାବିତ୍ରୀ ଚରିତ୍ର ଉପରୋକ୍ତ ସମସ୍ତ

 ଉପରୋକ୍ତ ସମସ୍ତ

#17. ଗୌରୀଶଙ୍କର ରାୟଙ୍କୁ କେଉଁ ଉପାଧି ଦିଆଯାଇଛି?

 କର୍ମବୀର ବାଣୀକଣ୍ଠ ସନ୍ଥ କବି ଭକ୍ତ କବି

 କର୍ମବୀର

#18. ‘ ଭୂମି ପୁତ୍ର ‘ କାହାଙ୍କୁ କୁହାଯାଏ?

 ଖଗେଶ୍ବର ମାର୍ଥ ବିଶ୍ଵନାଥ ମିଶ୍ର ବିଜୁ ପଟ୍ଟନାୟକ ସ୍ବାମୀ ଵିଚିତ୍ରା ନନ୍ଦ ଦାସ


 ବିଜୁ ପଟ୍ଟନାୟକ

#19. ରଘୁନାଥ ପଣ୍ଡାଙ୍କୁ କେଉଁ ଉପାଧିରେ ଭୂଷିତ କରାଯାଇଛି?

 ନାଟ୍ୟାଚାର୍ଯ୍ୟ ନାଟ୍ୟ ଭାରତୀ ନୃତ୍ୟ ପ୍ରବୀଣ ଉତ୍କଳ ବାଚସ୍ପତି

 ନାଟ୍ୟାଚାର୍ଯ୍ୟ

#20. ‘ ଉତ୍କଳ ବାଚସ୍ପତି ‘ ଉପାଧିରେ କାହାକୁ ଭୂଷିତ କରାଯାଇଛି?

 ପୁରୁଷୋତ୍ତମ ମିଶ୍ର ଗୋପାଳକୃଷ୍ଣ ପଟ୍ଟନାୟକ ପଦ୍ମଚରଣ ପଟ୍ଟନାୟକ ଗୌରୀ କୁମାର ବ୍ରହ୍ମ


 ଗୌରୀ କୁମାର ବ୍ରହ୍ମ

#21. ‘ ଅହଲ୍ୟାସ୍ତବ ‘ ର ରଚୟିତା କିଏ?

 ପୁରୁଷୋତ୍ତମ ମିଶ୍ର ଗଙ୍ଗାଧର ମେହେର ରାଧାନାଥ ରାୟ ଗୌରୀ କୁମାର ବ୍ରହ୍ମ


 ଗଙ୍ଗାଧର ମେହେର

#22. ‘ ନିତ୍ୟ ଗୁପ୍ତମାଳା ‘ ର ରଚୟିତା କିଏ?

 ଜଗନ୍ନାଥ ଦାସ ବାଞ୍ଛାନିଧି ବିଶ୍ଵନାଥ କର ଚକ୍ରଧର ବେହେରା

 ଜଗନ୍ନାଥ ଦାସ

#23. ‘ ବାଣୀ ଭୂଷଣ ‘ ଉପାଧି କାହାକୁ ଦିଆଯାଇଛି?

 ଡକ୍ଟର ହରେକୃଷ୍ଣ ମହତାବ ଡକ୍ଟର ଧନେଶ୍ୱର ମହାପାତ୍ର ବନମାଳୀ ବ୍ରହ୍ମଚାରୀ ମୃତ୍ୟୁଞ୍ଜୟ ରଥ

 ମୃତ୍ୟୁଞ୍ଜୟ ରଥ

#24. କେଉଁଟି ସାରଳା ଦାସଙ୍କ ଦ୍ଵାରା ରଚିତ?

 ମହାଭାରତ ଚଣ୍ଡୀ ପୁରାଣ ବିଚିତ୍ର ରାମାୟଣ ଉପରୋକ୍ତ ସମସ୍ତ


 ଉପରୋକ୍ତ ସମସ୍ତ

#25. ‘ ବିପ୍ଳବୀ କବି ‘ ଉପାଧିରେ କାହାକୁ ଭୂଷିତ କରାଯାଇଛି?

 ବୈଷ୍ଣବ ପାଣି ସାଲବେଗ ରବି ସିଂ ଶ୍ୟାମ ସୁନ୍ଦର ଦାସ

ଓଡ଼ିଆ ସାରାରଣ ଜ୍ଞାନ କୁଇଜ ଟେଷ୍ଟ

Odia General Knowledge Quiz Test

Are you curious about some general knowledge questions? We’ve got you covered! In this post, we’ll be discussing five questions that are sure to stump even the most seasoned experts. So read on and get ready to learn something new in wiki

Number Of Questions25
More MCQ Test in OdiaClick Here
Question LanguageOdia
QUIZ START

Leave a Comment

error: Content is protected !!