Model Practice Questions Answer Set in Odia

Top 100 Model Practice Questions Answer Set in Odia

Facebook
Telegram
WhatsApp
LinkedIn

Introducing a revolutionary new resource for all students preparing for various exams in the Odia language – the Model Practice Questions Answer Set in Odia! This comprehensive guidebook is designed to help students test their knowledge and improve their language skills in a fun and engaging way.

Q1- ଭାରତରେ ଥିବା ଆନ୍ତର୍ଜାତୀୟ ସମୟ ମଣ୍ଡଳ ରେଖା କୋଉଠି:?
  • A. 82°E
  • B.85°E
  • C. 82° W
  • D. 90°W

82°E

Q2 ନିମ୍ନୋକ୍ତ ମଧ୍ୟରୁ କୋଉ ଦେଶରେ ଅଧିକ ସଂଖ୍ୟକ ହ୍ରଦ ଦେଖିବାକୁ ମିଳେ?
  • A- ଭାରତ
  • B- ଅଷ୍ଟ୍ରେଲିଆ
  • C- କାନାଡା
  • D- ଇଟାଲୀ

କାନାଡା

Q3- ସର୍ବଶିକ୍ଷା ଅଭିଯାନ କୋଉ ମସିହାରେ ଆରମ୍ଭ ହୋଇଥିଲା?
  • A- 2000
  • B-2002
  • C -2005
  • D -2006

2002

ANS-B

Q4- ବିଶ୍ଵ ପ୍ରସିଦ୍ଧ ସୋମନାଥ ମନ୍ଦିର କୋଉ ରାଜ୍ୟରେ ଦେଖିବାକୁ ମିଳେ?
  • A- ଗୁଜୁରାଟ
  • B- ବିହାର
  • C- ଓଡ଼ିଶା
  • D- କେରଳ

ଗୁଜୁରାଟ

Q5 GST ଆଇନ କୋଉ ମସିହାରେ ଅନୁପ୍ରାଣିତ ହୋଇଥିଲା?
  • A-2016
  • B-2017
  • C -2018
  • D-2019

2017

Q6 ପ୍ରସିଦ୍ଧ ବୈଜ୍ଞାନିକ C V ରମଣକୁ କେଉଁ କ୍ଷେତ୍ରରେ ନୋବେଲ ପ୍ରାଇଜ୍ ମିଳିଥିଲା?
  • A- ଔଷଧ ବିଜ୍ଞାନ
  • B- ରାସାୟନିକ ବିଜ୍ଞାନ
  • C- ପଦାର୍ଥ ବିଜ୍ଞାନ
  • D- ଶାନ୍ତି

ପଦାର୍ଥ ବିଜ୍ଞାନ

Q7- ନୀମୋକ୍ତ ମଧ୍ୟରୁ କୋଉଠି ଫକିର ମୋହନଙ୍କ ଦ୍ଵାରା ରଚନା କରାଯାଇନାହି?
  • A- ଗାରୁଡ଼ି ମନ୍ତ୍ର
  • B- ବିରେଇ ବିଶ୍ଵାଳ
  • C- ଅଧର୍ମ ବିତ
  • D- କନକଗୋରୀ

Q8 – କେଉଁ ରାଜ୍ୟରେ କ୍ଷେତ୍ରଫଳ ଦୃଷ୍ଟିରୁ ଅଧିକ ପରିମାଣରେ ଜଙ୍ଗଲ ଦେଖାଯାଏ?
  • A- କେରଳ
  • B- ଉତ୍ତର ପ୍ରଦେଶ
  • C- ମଧ୍ୟପ୍ରଦେଶ
  • D- ଉତ୍ତରାଖଣ୍ଡ

ମଧ୍ୟପ୍ରଦେଶ

Q9- ସର୍ବୋତ୍ତମ ନ୍ୟାୟାଳୟରେ କେତେ ପ୍ରକାରର writs ସମ୍ବଧରେ ଉଲ୍ଲେଖ ରହିଅଛି?
  • A- 2
  • B-5
  • C- 3
  • D-6

5

Q10- କୋଉଠି ତୁର୍କୀ ଦେଶର ରାଜଧାନୀ?
  • A- Istanbul
  • B- Cairo
  • C- Tbilisi
  • D- Conakry

Istanbul

Q11- ନିମ୍ନୋକ୍ତ ମଧ୍ୟରୁ କେଉଁ ନଦୀ ଆରବ ସାଗରରେ ମିଶିଅଛି?
  • A- ମହାନଦୀ
  • B- ଗୋଦାବରୀ
  • C- ନର୍ମଦା
  • D- କାବେରୀ

ନର୍ମଦା

Q12 ବଙ୍ଗ ବିଭାଜନ କେବେ ହୋଇଥିଲା?
  • A- 1916
  • B-1905
  • C- 1919
  • D- 1911

1905

Q13 – ନନ୍ଦଲାଲ ବୋଷ କେଉଁଥି ପାଇଁ ପ୍ରସିଦ୍ଧ?
  • A- painting
  • B- folk art
  • C- dance
  • D- politics

painting

Q14 ଚୌରି ଚୌରl ଘଟଣା କେବେ ହୋଇଥିଲା?
  • A- 1092
  • B- 1912
  • C-1922
  • D1932

1922

Q15- ରାଜ୍ୟପାଳ ହେବା ପାଇଁ ସବନିମ୍ନ କେତେ ବୟସ ହୋଇଥିବା ଆବଶ୍ୟକ?
  • A- 25 year
  • B- 30 year
  • C- 35 year
  • D- 40 year

35 year

Q16 ସିନ୍ଧୁ ନଦୀର ଉତ୍ପତ୍ତି ସ୍ଥଳ କୋଉଠି?
  • A- ହିମାଳୟ ପର୍ବତମାଳା
  • B- କୈଳାଶ ପର୍ବତମାଳା
  • C- ହିନ୍ଦୁକୁଶ ପର୍ବତମାଳା
  • D- କାରାକୋରମ୍ ପର୍ବତମାଳା

କୈଳାଶ ପର୍ବତମାଳା

Q17 ନିମ୍ନୋକ୍ତ ମଧ୍ୟରୁ କୋଉ ରାଜ୍ୟରେ କେବେ ହେଲେବି ରାଷ୍ଟ୍ରପତି ଶାସନ ଜାରି କରାଯାଇ ନାହିଁ?
  • A- ତାମିଲନାଡୁ
  • B – ମହାରାଷ୍ଟ୍ର
  • C- ପଞ୍ଜାବ
  • D- ଛତିଶଗଡ

ଛତିଶଗଡ

Q18- ଜାତୀୟ ଭୋଟର ଦିବସ କେବେ ପାଳନ କରାଯାଏ?
  • A-21st January
  • B-22nd January
  • C-23Rd January
  • D-25th January

25th January

Q19- ରଞ୍ଜିତ ସିଂକୁ କିଏ ରାଜା ଉପାଧି ଦେଇଥିଲେ?
  • A- Diwan saha
  • B- zaman saha
  • C- Lord Lake
  • D- King of Kashmir

zaman saha

Q20- ଭାରତରେ କେତୋଟି ଜ୍ୟୋତିର୍ଲିଙ୍ଗ ଶିବ ମନ୍ଦିର ରହିଛି?
  • A- 10
  • B-11
  • C -12
  • D-14

Q21- ମୁସଲିମ ଲିଗର ସଂସ୍ଥାପକ କିଏ ?
  • A- ମୌଲାନା ଆଜାଦ
  • B- ନୱାବ ସଲିମୁଲ୍ଲା
  • C- ଦାଦାଭାଇ ନାରୋଜି
  • D- ମହମ୍ମଦ ଆଲି ଜିନା

ନୱାବ ସଲିମୁଲ୍ଲା

Q22- କୋଉଠି ଖାଇବାସୋଡାର ରାସାୟନିକ ସଂକେତ?
  • A-NaCl
  • B- NaOH
  • C-NaHCO3
  • D-Na2CO3

NaHCO3

Q23 କୋଉଠି ଉତ୍ତଳ ଦର୍ପଣର ବ୍ୟବହାର କରାଯାଏ ନାହିଁ?
  • A- ଖୋଉର ହେବା ପାଇଁ
  • B- ମୋଟର ଯାନରେ ପାର୍ଶ୍ଵ ଦର୍ପଣ ପାଇଁ
  • C- ସୌର ଚାଳିତ କୁକର
  • D- ମୋଟର ଯାନରେ ବ୍ୟବହୃତ ମୁଖ୍ୟ ଲାଇଟ୍।

ମୋଟର ଯାନରେ ପାର୍ଶ୍ଵ ଦର୍ପଣ ପାଇଁ

Q24- ସାଇମନ କମିଶନ ଭାରତକୁ କେବେ ଆସିଥିଲା?
  • A- 1927
  • B-1928
  • C-1930
  • D-1931

1927

Q25 ସାଇମନ କମିଶନ ପ୍ରତ୍ୟାନ୍ଦୋଳନରେ କିଏ ପ୍ରାଣ ହରାଇଥିଲେ?
  • A- ଭଗତ ସିଂହ
  • B- ଅରବିନ୍ଦ ଘୋ
  • C- ଲାଲା ଲଜପତ୍ ରୟ
  • D- କେହି ବି ନୁହଁ

ଲାଲା ଲଜପତ୍ ରୟ

Q26- ନିମ୍ନୋକ୍ତ ମଧ୍ୟରୁ କୋଉ ରାଜ୍ୟ ମଧ୍ୟ ଦେଇ କର୍କଟ କ୍ରାନ୍ତି ଅତିକ୍ରମ କରିନାହିଁ?
  • A- ଗୁଜୁରାଟ
  • B- ରାଜସ୍ଥାନ
  • C- ପଶ୍ଚିମ ବଙ୍ଗ
  • D- ଓଡିଶା

ଓଡିଶା

Q27- ଆର୍ଥିକ ଜରୁରୀ କାଳୀନ ପରିସ୍ଥିତି ଭାରତରେ କେତେ ଥର ଲାଗୁ କରା ଯାଇଛି?
  • A-୧
  • B-୨
  • C-୩
  • D- ଆଦୌ ନୁହଁ

ଆଦୌ ନୁହଁ

Q28 ଜଳର ଗଳନାଙ୍କ ତାପମାତ୍ରା କେତେ?
  • A-0°c
  • B-1°c
  • C-5°c
  • D-100°c

0°c

Q29 – କୋଉଠି ଭାରତର ଉଚ୍ଚତମ dam?
  • A- Hirakud
  • B- Bhakra nangal
  • C- Rihand
  • D- Damodar valley

Bhakra nangal

Q30 ଭାରତରେ ପ୍ରଥମେ କେବେ ବିମାନ ଉଡାଯାଇଥିଲା?
  • A-1909
  • B-1900
  • C-1911
  • D-1913

1911

Ans- C

Q31 ତେଲେଙ୍ଗlନା ରାଜ୍ୟ କେବେ ଆନ୍ଧ୍ରପରଦେଶ ଠାରୁ ବିଚ୍ଛିନ୍ନ ହୋଇଥିଲା?
  • A- 2010
  • B-2013
  • C -2014
  • D-2016

2014

Ans-C

Q32- ନିମ୍ନୋକ୍ତ ମଧ୍ୟରୁ କୋଉଠି ଏକ ମନୁଷ୍ୟ ଶରୀରର ହରମୋନ ନୁହଁ?
  • A- Ethylene
  • B- Insulin
  • C- Adrenalin
  • D- Glucagon

Ethylene

Q33 ରକ୍ତ ଜମାଟ କରିବାରେ କୋଉ ଭିଟାମିନ ସାହାଯ୍ୟ କରେ?
  • A- vitamin B
  • B- vitamin k
  • C- Vitamin D
  • D- Vitamin E

vitamin k

Q34- ନିମ୍ନୋକ୍ତ ମଧ୍ୟରୁ କୋଉ ଖଣିଜ ଉପାଦାନ ଗାଈ କ୍ଷୀରରେ ଅଭାବ ଥାଏ
  • A- Calcium
  • B- Iron
  • C- Manganese
  • D- potassium

Iron

Q35- ଭାରତର ପ୍ରଥମ ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ କିଏ ହୋଇଥିଲେ?
  • A- Gulzari Lal Nanda
  • B- H.D. Deve Gouda
  • C- Atal Bihari vajpayee
  • D- Morarji Desai

Morarji Desai

Q36- ରାଷ୍ଟ୍ରପତି ଦୋଷୀ ମାନକର ଦଣ୍ଡ କ୍ଷମା କରିବାର ବ୍ୟବସ୍ଥା ସଂପର୍କରେ କେତେ ଧାରାରେ ପରିଲିଖିତ ହୋଇଛି?
  • A- ଧାରା 72
  • B- ଧାରା -65
  • C ଧାରା 94
  • D- ଧାରା 75

ଧାରା 72

Q37 Dynamaite କିଏ ଉଦ୍ଭାବନ କରିଥିଲେ?
  • A- Einstein
  • B- Alfred Nobel
  • C- JB Dunlop
  • D- James Simons

Alfred Nobel

Q38- ମନୁଷ୍ୟ ଶରୀରର ରକ୍ତ ସାଧାରଣତ
  • A- ହାଲକା ଆମ୍ଳୀୟ
  • B- ହାଲକା କ୍ଷାର
  • C- ଅତି ଅମ୍ଳ
  • D- ଅତି କ୍ଷାର

ହାଲକା କ୍ଷାର

Q39- ନଦୀରେ ପହଁରିବା ଅପେକ୍ଷା ସମୁଦ୍ରରେ ପହଁରିବା ସହଜ, କାରଣ –
  • A- ସମୁଦ୍ର ପାଣି ଲୁଣି ଅଟେ
  • B- ସମୁଦ୍ର ନଦୀ ଠାରୁ ଗଭୀର
  • C- ସମୁଦ୍ର ଜଳ ନଦୀ ଜଳ ଠାରୁ ଭାରି
  • D- ସମୁଦ୍ର ଜଳ ନଦୀ ଜଳ ଠାରୁ ହାଲୁକା

ସମୁଦ୍ର ଜଳ ନଦୀ ଜଳ ଠାରୁ ଭାରି

Q40- ପ୍ରଥମ ମନୁଷ୍ୟକୃତ ମୌଳିକ ଉପାଦାନ କୋଉଠି?
  • A- Neptunium
  • B- Plotonium
  • C- Francium
  • D- Technetium

technetium

Model Practice Questions Answer Set in Odia Video

Model Practice Questions Answer Set in Odia PDF

Model Practice Questions Answer Set in Odia PDFClick Here
Top 50 Govt Exam QuestionsClick Here

Leave a Comment

error: Content is protected !!