Mandire Taba Asichhu Odia Prathana

Mandire Taba Asichhu Odia Prathana | ଓଡ଼ିଆ ପ୍ରାଥନା

Facebook
Telegram
WhatsApp
LinkedIn

Mandire Taba Asichhu Odia Prathana : Our website is dedicated to providing users with authentic, prayer-centered content in the Odia language. We offer a variety of articles and resources that can help you connect with God, strengthen your relationship with Him, and live a more fulfilling life. Whether you’re a beginner or an experienced believer, we have everything you need to grow in your faith. Thanks for visiting our website!

Mandire Taba Asichhu Odia Prathana

ମନ୍ଦିରେ ତବ ଆସିଛୁ ପ୍ରଭୁ ହେ

 

ମନ୍ଦିରେ ତବ ଆସିଛୁ ପ୍ରଭୁ ହେ
ବନ୍ଦନା କରିବୁ ତୁମରି l
ଘେନ ଘେନ ଆହେ ବିଶ୍ଵ ଦେବତା
ପୂଜା ନୈବେଦ୍ୟ ଆମ୍ଭରି ll
କେତେ ଆଶା କରି ଆସିଛୁ ସରବେ
ପୂଜିବୁ ଚରଣ ତୁମ୍ଭରି l
ଦରଶନ ଦିଅ ଆମ୍ଭ ଜୀବନରେ
ଅନ୍ତରେ ଭଳି ମୋ ସବୁରି ll
ଅନ୍ଧକାର ଘେରା ଜୀବନରେ ଆମ
ଧରମ ଦୀପ ଦିଅ ଜାଳି l
ଆଲୋକ ଆମର ଜାଗ୍ରତ ଧରଣୀ
ଅନ୍ଧାର ଯାଉ ଅପସରି ll
ତୁମରି କରମେ ଜଗାଅ ଆମ୍ଭକୁ
ହୁଅ ତୁମେ ଆମ ସାଥୀ l
ସରବେ ବିଶ୍ଵରେ ଅଗ୍ରଗଣ୍ୟ ହୁଏ
ଡାକୁଛୁ ହେ ସ୍ୱାଗତ କରି ll

ଆହେ ଦୟାମୟ Click Here
ତୁମି ହୋ ମାତା……..
Click Here
Odia MCQ Test Click Here

Leave a Comment

error: Content is protected !!