Mahatma Gandhi Jayanti 150 Odia

Facebook
Telegram
WhatsApp
LinkedIn

Learn about Mahatma Gandhi Jayanti 150 Odia language. Mahatma’s life and legacy are explored, as well as his influence on Indian independence. On this important occasion, find inspiring quotes, speeches and articles in Odia

ଛୋଟ ପିଲା ଙ୍କ ପାଇଁ ମହାତ୍ମା ଗାନ୍ଧି ରଚନା ।

ମହାତ୍ମା ଗାନ୍ଧି ୧୮୬୯ ମସିହା ଅକ୍ଟୋବର ମାସ ୨ ତାରିଖରେ ଗୁଜୁରାଟର ପୋରବନ୍ଦରଠାରେ ଜନ୍ମଗ୍ରହଣ କରିଥିଲେ । ମୋହନ ଦାସ କରମ ଚାନ୍ଦ ଗାନ୍ଧି ଥିଲା ତାଙ୍କର ପୂରା ନାମ । ତାଙ୍କର ବାପାଙ୍କର ନାମ ଥିଲା କରମ ଚାନ୍ଦ ଗାନ୍ଧି ଓ ଲୋକେ ତାଙ୍କୁ କାବା ଗାନ୍ଧି ବୋଲି ଡାକୁଥିଲେ । ମୋହନ ଦାସଙ୍କର ମା’ଙ୍କର ନାମ ଥିଲା ପୁତୁଲି ବାଈ । ସତ୍ୟ କହିବା ମହାତ୍ମା ଗାନ୍ଧିଙ୍କ ଜୀବନର ମୂଳ ଲକ୍ଷ୍ୟ ଥିଲା । ସେହି ସତ୍ୟ ଓ ଅହିଂସାକୁ ତାଙ୍କର ଜୀବନର ଏକ ଅଙ୍ଗ ରୂପେ ଧରି ଇଂରେଜ ସରକାରଙ୍କ ବିରୋଧରେ ଭାରତକୁ ସ୍ଵାଧୀନ କରିବା ପାଇଁ ସେ ଲଢ଼ିଥିଲେ । ଏହାଦ୍ଵାରା ତାଙ୍କୁ ବହୁ କଷ୍ଟ ଭୋଗ କରିବାକୁ ପଡ଼ିଥିଲା । ସେ ମଧ୍ୟ ବହୁବାର କାରାବରଣ କରିଥିଲେ । ଶେଷରେ ୧୯୪୭ ମସିହା ଅଗଷ୍ଟ 15 ତାରିଖରେ ତାଙ୍କରି ପ୍ରଚେଷ୍ଟାରେ ଭାରତ ସ୍ଵାଧୀନ ହୋଇଥିଲା ।

ଗାନ୍ଧିଜୀ ଭାରତକୁ ସ୍ଵାଧୀନ କଲେ ମଧ୍ୟ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ଗଣ୍ଡଗୋଳ ଦେଖାଦେଇଥିଲା । ନାଥୁରାମ୍ ଗଡ଼ସେ ନାମକ ଜଣେ ଭ୍ରାନ୍ତ ଯୁବକ ଗାନ୍ଧିଜୀଙ୍କୁ ଏଥ‌ିପାଇଁ ଦାୟୀ କରି ଗୁଳି କରି ମାରି ଦେଇଥିଲା । ତାହା ଥିଲା ୧୯୪୮ ମସିହା ଜାନୁୟାରୀ ମାସ ୩୦ ତାରିଖ ।

Mahatma Gandhi Jayanti 150 Odia PDF Download

Mahatma Gandhi Jayanti 150 OdiaClick Here

Related Blog about Mahatma Gandhi

Mahatma Gandhi Quiz Questions and Answers in Odia
Mahatma Gandhi Biography in Odia | Free PDF
Independence Day Speech In Odia | ସ୍ୱାଧୀନତା ଦିବସ

Leave a Comment

error: Content is protected !!