List of Odia Poets and Their Creations

List of Odia Poets and Their Creations

Facebook
Telegram
WhatsApp
LinkedIn

ଲେଖକ ଓ ତାଙ୍କର ଲେଖା 

List of Odia Poets and Their Creations : There’s no better way to escape reality than by reading a good book. Whether you’re looking for something to take your mind off your troubles or want to dive deeper into a topic, literature has got you covered. In this blog post, we’ll be discussing five of the most popular books of all time and how they’ve influenced our society and culture. So whether you’re a literature lover or just looking for some interesting reading, we hope you’ll find what you’re looking for!

List of Odia Poets and Their Creations

ଫକୀର ମୋହନ ସେନାପତି:-
* କାବ୍ୟ କବିତା-
ପୁଷ୍ପମାଳା, ଉପହାର, ଅବସର ବାସରେ, ପୂଜାଫୁଲ, ଧୂଳି, ମୁଁ ହାଟ ବାହୁଡ଼ା, ବୌଦ୍ଧବତାର, ପ୍ରାର୍ଥନା, ଉତ୍କଳ ଭ୍ରମଣ
* ଉପନ୍ୟାସ-
ମାମୁଁ, ଲଚ୍ଛମା, ପ୍ରାୟଶ୍ଚିତ, ଛ’ ମାଣ ଆଠଗୁଣ୍ଠ
* ଗଳ୍ପ
ରେବତୀ (୧୮୯୮), ବାଲେଶ୍ଵରୀ ପଙ୍ଗାଲୁଣ, ବାଲେଶ୍ଵରୀ ରାହାଜାନୀ, ମୌନାମୌନୀ , ପୁନାର୍ମୂଷି କୋଭବ, ଡାକମୁନସୀ, କାଳିଆ ପ୍ରସାଦ ଗୋରାପ, କମଳା ପ୍ରସାଦ ଗୋରାପ, ଧୂଳିଆ ବାବା, ପେଟେଣ୍ଟ ମେଡିସିନ, ସୁନାବୋହୂ, ବିରେଇ ବିଶାଳ, ରାଣ୍ଡିପୁଅ ଅନନ୍ତା, ବଗଲା ବଗୁଲି, ସଭ୍ୟ ଜମିଦାର, ଅଜାନାତି କଥା, ମାଧମହାନ୍ତିଙ୍କ କନ୍ୟାସୁନା, ଅଧର୍ମ ବିତ୍ତ, ପାଠୋଇ ବୋହୂ, ଗାରୁଡି ମନ୍ତ୍ର, ନନାଙ୍କ ପାଞ୍ଜି, ଗଳ୍ପସ୍ୱଳ୍ପ

ସ୍ବଭାବ କବି ଗଙ୍ଗାଧର ମେହେର:-
* କାବ୍ୟ
ରସ ରତ୍ନାକର, ଇନ୍ଦୁମତୀ, ଉତ୍କଳ ଲକ୍ଷ୍ମୀ, କିଚକ ବଧ, ତପସ୍ୱିନୀ, ପ୍ରଣୟ ବଲ୍ଲରୀ
* କବିତା
ଅହଲ୍ୟା ସ୍ତବ, ଅର୍ଘ୍ୟଥାଳି, କୃଷକ ସଙ୍ଗୀତ, ମାତୃଭୂମି, ଅର୍ପଣ, ଆଶ୍ରମେ ପ୍ରଭାତ, ଉତ୍କଳ ଲକ୍ଷ୍ମୀ, ବସନ୍ତ ବ୍ରତ, ଧନପ୍ରତି, ମଧୁପର ମଧୁଭିକ୍ଷା, ଭରସା, ନର ଓ ମୟୂର, ଉତ୍କଳ ଭାରତୀଙ୍କ ଭକ୍ତି, ସୁଭାବ ଓ ସ୍ବଭାବ, ମହାଜନ, ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ ଅବତାର, ଭାରତୀ ଭାବନା ଖଦ୍ୟୋତର ଖେଦ ଓ ସୂର୍ଯ୍ୟ ପ୍ରତି ଦୀପ

କବିବର ରାଧାନାଥ ରାୟ:-
* କାବ୍ୟ
କେଦାର ଗୌରୀ, ଚନ୍ଦ୍ରଭାଗା, ନନ୍ଦିକେଶ୍ଵରୀ, ଉଷା ,ପାର୍ବତୀ, ଚିଲିକା, ମହାଯାତ୍ରା, ଦରବାର, ଇଟାଲୀୟ ଯୁବା, ବିବେକୀ
* କବିତା
ତୁଳସୀ ସ୍ତବକ, ଯଯାତିକେଶରୀ, ଉର୍ବଶୀ ,ଦଶରଥ ବିୟୋଗ, ଭାରତ ଗୀତିକା, ଚିଲିକାରେ ସାୟନ୍ତନ ଦୃଶ୍ୟ, ଦୁର୍ଯ୍ୟୋଧନର ରକ୍ତନଦୀ ସନ୍ତରଣ, ଏକାଗ୍ରତା, ଶ୍ମଶାନ ଦୃଶ୍ୟ, ପ୍ରତାପରୁଦ୍ର , ନିବେଦନ, ବନ୍ଦନା, ତିନିବନ୍ଧୁ , ଧବଳେଶ୍ଵର ସ୍ତୋତ୍ରମ, ସାବିତ୍ରୀ ଚରିତ୍ର
୪. ସାରଳା ଦାସ:-
* ପ୍ରମୁଖ ରଚନା
ମହାଭାରତ, ବିଲଙ୍କା ରାମାୟଣ, ଲକ୍ଷ୍ମୀନାରାୟଣ ବଚନିକା, ଚଣ୍ଡୀପୁରାଣ ବା ଶିରୀ ଭାଗବତ, ସପ୍ତକାଣ୍ଡ ରାମାୟଣ

ଗୋପାଳ ଚନ୍ଦ୍ର ପ୍ରହରାଜ:-
* ପ୍ରମୁଖ ରଚନା
ପୂର୍ଣ୍ଣ ଚନ୍ଦ୍ର ଓଡ଼ିଆ ଭାଷାକୋଷ
* ରଚନାବଳୀ
ଭାଗବତ ଟୁଙ୍ଗୀରେ ସନ୍ଧ୍ୟା, ବାଇ ମାହାନ୍ତି ପାଞ୍ଜି, ଦୁନିଆର ହାଲଚାଲ, ନନାଙ୍କ ବସ୍ତାନି, ଆମ ଘରର ହାଲଚାଲ
* କବିତାବଳୀ
ଟୁକୁ ମୂଷି, ଝୁଲ୍ ହାତୀ ଝୁଲ, ବେଙ୍ଗୁଲି ନାନୀ

ସୁରେନ୍ଦ୍ର ମହାନ୍ତି:-
* ଉପନ୍ୟାସ-
ଅନ୍ଧ ଦିଗନ୍ତ, ନୀଳଶୈଳ, ନୀଳାଦ୍ରି ବିଜୟ, ଶତାବ୍ଦୀର ସୂର୍ଯ୍ୟ, କାଳାନ୍ତର, ନେତି ନେତି, ଅଚଳାତନ, ମାଂସର ପ୍ରଳାପ କୋଣାର୍କ, ଦୁଇ ସୀମାନ୍ତ, ଶେଷ କବିତା, ବଧୁ ଓ ପ୍ରିୟ, କଲେଜବୟ
* ଗପ-
କୃଷ୍ଣଚୂଡ଼ା, ମହାନଗରୀର ରାତ୍ରି, ରୁଟି ଓ ଚନ୍ଦ୍ର, ସବୁଜପତ୍ର ଓ ଧୂସର ଗୋଲାପ, କବି ଓ ନର୍ତ୍ତକୀ, ମାରାଳର ମୃତ୍ୟୁ, ଶେଷ କବିତା, ମହା ନିର୍ବାଣ, ଯଦୁବଂଶ ଓ ଅନ୍ୟାନ୍ୟ ଗଳ୍ପ, ରାଜଧାନୀ ଓ ଅନ୍ୟାନ୍ୟ ଗଳ୍ପ
* ସମାଲୋଚନା-
ଓଡ଼ିଆ ସାହିତ୍ୟର ଆଦିପର୍ବ, ଓଡ଼ିଆ ସାହିତ୍ୟର ମଧ୍ୟପର୍ବ, ଓଡ଼ିଆ ସାହିତ୍ୟର କ୍ରମବିକାଶ

ଗୋପୀନାଥ ମହାନ୍ତି:-
* ଉପନ୍ୟାସ-
ମାଟି ମଟାଳ, ଦାଦିବୁଢ଼ା, ପରଜା, ଅମୃତର ସନ୍ତାନ, ହରିଜନ, ଦାନାପାଣି, ଶିବଭାଇ, ଅପହଞ୍ଚ, ମନଗହିରର ଚାଷ, ଶରତବାବୁଙ୍କ ଗଳି, କିଛି କହିବାକୁ ଚାହେଁ, ବୁନ୍ଦାଏ ପାଣି, ଦିଗ ଦିହୁଡି, ମନର ନିଆଁ ଓ ଚିଲପୁରି, ଅନଳନନ୍ଦ, ଆକାଶ ସୁନ୍ଦରୀ, ପାହାନ୍ତା, ତନ୍ତିକାର, ରାହୁର ଛାୟା, ଦୁଇପୁତ୍ର, ସପନ ମାଟି, ଲୟ ବିଲୟ
* ଗପ
ଘାସର ଫୁଲ, ଗୁପ୍ତଗଙ୍ଗା, ଉଡନ୍ତାଖଇ, କାଉକୋଇଲି, ପାଳଭୂତ, ଝାଞ୍ଜବତି, ବିଶ୍ୱାସ ବୁଢ଼ା, ପୋଡ଼ାକପାଳ, ନବବଧୂ, ଛାଇଆଲୁଅ, ରଣଧନ୍ଦଳ, ନାଁ ମନେ ନାହିଁ, ଶରଶଯ୍ୟା, ତିନିକାଳ, ବାଘେଇ
* ପ୍ରବନ୍ଧ-
ଶାରଦୀୟ, ନାଲିସଡ଼କ, କଳାଶକ୍ତି କୁଆଁତାରା, ଲୋକହସା, ବାଇଆ କକ
* ନାଟକ-
ମୁକ୍ତି ପଥେ, ଦିନ ଦ୍ୱିପହରେ, ମହାପୁରୁଷ
* ଜୀବନୀ-
ଧୂଳିମାଟି ସନ୍ଥ, ଉତ୍କଳମଣୀ, ଦୀପ ଜ୍ୟୋତି
* ଆତ୍ମ ଜୀବନୀ-
ଶ୍ରୋତ ଶ୍ୱାତି (୪ ଟି ଭାଗ)

ଜଗନ୍ନାଥ ଦାସ:-
* ଭାଗବତ-
ଗୁପ୍ତ ଭାଗବତ, ଭାଗବତ ସାର, ଓଡ଼ିଆ ଭାଗବତ, ଶୈବଗମ ଭାଗବତ
* ରାସ-
ରାସ କ୍ରୀଡା, ଶରତ ରାସ
* ଗୀତା-
ଦାରୁବ୍ରହ୍ମ ଗୀତା
* କୋଇଲି –
ଅର୍ଥକୋଇଲି
* ଚଉପଦୀ-
ଷୋଳ ଚଉପଦୀ
* ସ୍ତୁତି ମୂଳକ ରଚନା-
ଗଜସ୍ତୁତି, ମୃଗୁଣୀ ସ୍ତୁତି, ରଚନୁଆଣି ସ୍ତୁତି, ଆଉ ଏଣିକିରେ ମନ, ନମସ୍ତେ ପ୍ରଭୁ ଜଗନ୍ନାଥ
* କ୍ଷୁଦ୍ର ରଚନା-
ଦୂତୀ ବୋଧ, ଜଗନ୍ନାଥ କରିକ, ଗୋଲକ ସାରଦ୍ଧାର, ଶ୍ରୀରାଧା ରସମଞ୍ଜରୀ, ପସନ୍ଦ ଦଳନ, ନିତ୍ୟ ଗୁପ୍ତମାଳା, ଫୁଲତୋଳା, ଗୁଣ୍ଡିଚାବିଜେ, ମାଳିକା ଦୀକ୍ଷା ସମ୍ବାଦ, ଦହି ଖେଳ, ଚନ୍ଦ୍ରିକା, ବୋଲେ ହୁଁ, ଶ୍ରୀସତସଙ୍ଗ, ସତସଙ୍ଗ ବର୍ଣ୍ଣନା, ମନଃଶିକ୍ଷା, ନିତ୍ୟଚାର ଦୀକ୍ଷା ସହିତ ଉପାସନା ବିଧି
* ସଂସ୍କୃତ ରଚନାବଳୀ-
ବୈଷ୍ଣବ ଆଚରଣ, ଜଗନ୍ନାଥ ଚରିତାମ୍ୱୋଧିସରଣି, ନୀଳାଦ୍ରି ଶତକମ୍, ଦୀକ୍ଷାସଂହିତା ସୋପାନ ବିଧି, ଉପାସନା ଶତକମ୍, ନିତ୍ୟ ଗୁପ୍ତମାଳା, କୃଷ୍ଣଭକ୍ତି କଳ୍ପଲତା ଫଳ
* ଏତଦ୍ ବ୍ୟତୀତ-
ବ୍ରହ୍ମାଣ୍ଡ ଭୂଗୋଳ, ତୁଳାଭିଣା, ଜ୍ଞାନସାଗର ଗୀତା, ଗଜ ଉଦ୍ଧାରଣ, ଗୁପ୍ତଗୀତା, ବ୍ରହ୍ମଗୀତା, ପାହାନ୍ତି ଅବକାଶ, ପ୍ରମୋଦ ଚିନ୍ତାମଣି

ଉପେନ୍ଦ୍ର ଭଞ୍ଜ:-
ପ୍ରସିଦ୍ଧ କାବ୍ୟ
* ରାମଚରିତ ମୂଳକ-
ବୈଦେହୀଶ ବିଳାସ, ଅବନା ରସତରଙ୍ଗ, ରାମଲୀଳାମୃତ, ସତୀଶ ବିଳାସ
* କୃଷ୍ଣ ଚରିତ ମୂଳକ-
ସୁଭଦ୍ରା ପରିଣୟ, କୁଞ୍ଜ ବିହାର, ଶ୍ରୀକୃଷ୍ଣ ବିହାର, ବ୍ରଜଳୀଳା, ରାସଲୀଳା, ଛନ୍ଦଭୂଷଣ, କଳା କଉତୁକ
* କାଳ୍ପନିକ କଥା-
ଲାବଣ୍ୟବତୀ, କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ, ପ୍ରେମ ସୁଧାନିଧି, ରସିକ ହାରାବଳି, ସୁଭଦ୍ରା ପରିଣୟ, ସୁବର୍ଣ୍ଣରେଖା, ରସପଞ୍ଚକ, ଚନ୍ଦ୍ରରେଖା, ରାସିକାନୁଚିନ୍ତା, ରସଲେଖା, ଲତା, ମୁକ୍ତବଳି, ଚନ୍ଦ୍ରକଳା, ଶୋଭାବତୀ, କଳାବତୀ , ରସ ମଞ୍ଜରୀ, ଇଛାବତୀ, ହେମମଞ୍ଜରୀ, ଚିତ୍ରଲେଖା, ପ୍ରେମଲତା, ମନୋରମା, ଅନଙ୍ଗ ରଙ୍ଗିଣୀ, ଶଶିରେଖା, ମିଳନ ମଞ୍ଜରୀ, ରସନିଧି, ବିଚିତ୍ର ତରଙ୍ଗିଣୀ, କଳ୍ପିତ କଳ୍ପରେଖା, ବାରମାସୀ, ଛତିଶ ରାଗ, ପଦ୍ମାବତୀ ପରିଣୟ
* ପୌରାଣିକ ରଚନା-
ଦମୟନ୍ତୀ ବିଳାସ, ସତୀଶ ବିଳାସ
* ସ୍ତୁତିମୂଳକ ରଚନା-
ଗରୁଡ଼ ଗୀତା, ଗଜନିସ୍ତାରଣ, ଦୁର୍ଗା ସ୍ତୁତି, ପୁରୁଷୋତ୍ତମ ମାହାତ୍ମ୍ୟ
* କାବ୍ୟ ଓ ଅଳଙ୍କାର ଶାସ୍ତ୍ର-
ଗୀତାଭିଧାନ
* ହାସ୍ୟରସାତ୍ମକ-
ହାସ୍ୟାର୍ଣ୍ଣବ, ବଜାର ବୋଲି
*ଚଉତିଶାଚଉପଦୀ-
ନୀଳାଦ୍ରିଶ ଚଉତିଶା, ଭୂପତି ଚଉତିଶା, ଯମକରାଜ ଚଉତିଶା, ଚିତାଉ ଚଉତିଶା
* ପୋଇ
ଛଅ ପୋଇ, ନଅ ପୋଇ, ଦଶ ପୋଇ, ବାର ପୋଇ, ଷୋଳ ପୋଇ

ଭୀମ ଭୋଇ:-
* ପ୍ରମୁଖ ରଚନା-
ସ୍ତୁତି ଚିନ୍ତାମଣି, ବ୍ରହ୍ମ ନିରୂପଣ ଗୀତା, ନିର୍ବେଦ ସାଧନ, ଆଦିଅନ୍ତ ଗୀତା, ଶ୍ରୁତି ନିଷେଧ ଗୀତା, ମହିମା ବିନୋଦ, ମନୁସଭା ମଣ୍ଡଳ, ଅଷ୍ଟକ ବିହାରି, ପୂର୍ଣ୍ଣ ସଂହିତା, କଳିଯୁଗ ଗୀତା, ମହିମା ଗୋପନ, ଭବିଷ୍ୟତ ମାଳିକା

Download in PDF Click Here
More MCQ Test in Odia Click Here
Latest Job Click Here

Leave a Comment

error: Content is protected !!