List of North American countries | ଦକ୍ଷିଣ ଆମେରିକା

Facebook
Telegram
WhatsApp
LinkedIn

୧|ଆର୍ଜେଣ୍ଟିନା

ସ୍ବାଧୀନତା ଦିବସ ୯ ଜୁଲାଇ ୧୮୧୬
ଆୟତନ ୨୭,୮୦,୪୦୦ ବର୍ଗ କି.ମି.
ରାଜଧାନୀ ବୁଏନ୍ ସଆରିସ୍
ମୁଖ୍ୟ ଭାଷା ସ୍ପେନିଶ୍
ପ୍ରଚଳିତ ମୁଦ୍ରା ପେସୋ

୨| ବ୍ରାଜିଲ

ସ୍ବାଧୀନତା ଦିବସ ୭ ସେପ୍ଟେମ୍ବର ୧୮୨୨
ଆୟତନ ୮୫,୧୫,୭୬୭ ବର୍ଗ କି.ମି.
ରାଜଧାନୀ ବ୍ରାସିଲିଆ
ମୁଖ୍ୟଭାଷା ପର୍ତ୍ତୁଗୀଜ୍
ପ୍ରଚଳିତ ମୁଦ୍ରା ରିଅଲ

୩| ଚିଲି

ସ୍ବାଧୀନତା ଦିବସ ୧୮ ସେପ୍ଟେମ୍ବର ୧୮୧୦
ଆୟତନ ୭,୫୬,୧୦୨ ବର୍ଗ କି.ମି.
ରାଜଧାନୀ ସାଣ୍ଟିଆଗୋ
ମୁଖ୍ୟଭାଷା ସ୍ପେନିଶ୍
ପ୍ରଚଳିତ ମୁଦ୍ରା ଚିଲିଆନ୍ ପେସୋ

୪| କଲମ୍ବିଆ

ସ୍ବାଧୀନତା ଦିବସ ୨୦ ଜୁଲାଇ ୧୮୧୦
ଆୟତନ ୧୧,୪୧,୭୪୮,ବର୍ଗ କି.ମି.
ରାଜଧାନୀ ବୋଗୋଟା
ମୁଖ୍ୟଭାଷା ସ୍ପେନିଶ୍
ପ୍ରଚଳିତ ମୁଦ୍ରା କଲମ୍ବିଆନ୍ ପେସୋ

୫| ଇକୁଏଡର୍

ସ୍ବାଧୀନତା ଦିବସ ୨୪ ମେ ୧୮୨୨
ଆୟତନ ୨,୭୬,୮୪୧ ବର୍ଗ କି.ମି.
ରାଜଧାନୀ କୁଇଟୋ
ମୁଖ୍ୟଭାଷା ସ୍ପେନିଶ୍
ପ୍ରଚଳିତ ମୁଦ୍ରା ୟୁଏସ୍ ଡଲାର

୬| ଗୁଏନା

ସ୍ବାଧୀନତା ଦିବସ ୨୬ ମେ ୧୯୬୬
ଆୟତନ ୨, ୧୪, ୯୬୯ ବର୍ଗ କି.ମି.
ରାଜଧାନୀ ଜର୍ଜଟାଉନ୍
ମୁଖ୍ୟଭାଷା ଇଂରାଜୀ
ପ୍ରଚଳିତ ମୁଦ୍ରା ଗୁଏନା ଡଲାର

୭| ପାରାଗୁଏ

ସ୍ବାଧୀନତା ଦିବସ ୧୪ ମେ ୧୮୧୧
ଆୟତନ ୪,୦୬, ୭୫୨ ବର୍ଗ କି.ମି.
ରାଜଧାନୀ ଅସୁନସିଅନ୍
ମୁଖ୍ୟଭାଷା ସ୍ପେନିଶ୍,ଗୁରାନି
ପ୍ରଚଳିତ ମୁଦ୍ରା ଗ୍ଵାରାନି

୮| ପେରୁ

ସ୍ବାଧୀନତା ଦିବସ ୨୮ ଜୁଲାଇ ୧୮୨୧
ଆୟତନ ୧୨,୮୫,୨୧୬ ବର୍ଗ କି.ମି.
ରାଜଧାନୀ ଲିମା
ମୁଖ୍ୟଭାଷା ସ୍ପେନିଶ୍, କ୍ୱେଚୁଆ
ପ୍ରଚଳିତ ମୁଦ୍ରା  ନିଉସୋଲ

୯| ସୁରିନାମ

ସ୍ବାଧୀନତା ଦିବସ ୨୫ ନଭେମ୍ବର ୧୯୭୫
ଆୟତନ ୧,୬୩,୮୨୦ ବର୍ଗ କି.ମି.
ରାଜଧାନୀ ପାରାମାରିବୋ
ମୁଖ୍ୟଭାଷା ଡଚ୍,ଇଂରାଜୀ
ପ୍ରଚଳିତ ମୁଦ୍ରା ସୁରିନାମ ଗିଲଡର୍

୧୦| ଉରୁଗୁଏ

ସ୍ବାଧୀନତା ଦିବସ ୧୫ ଅଗଷ୍ଟ ୧୮୨୫
ଆୟତନ ୧,୭୬,୨୧୫ ବର୍ଗ କି.ମି.
ରାଜଧାନୀ ମଣ୍ଟେଭିଡିଓ
ମୁଖ୍ୟଭାଷା ସ୍ପେନିଶ୍
ପ୍ରଚଳିତ ମୁଦ୍ରା ଉରୁଗୁୟାନ୍ ପେସୋ

୧୧ ଭେନିଜୁଏଲା

ସ୍ବାଧୀନତା ଦିବସ ୫ ଜୁଲାଇ ୧୮୧୧
ଆୟତନ ୯,୧୬,୪୪୫ ବର୍ଗ କି.ମି.
ରାଜଧାନୀ କାରାକାସ୍
ମୁଖ୍ୟଭାଷା ସ୍ପେନିଶ୍
ପ୍ରଚଳିତ ମୁଦ୍ରା ବୋଲିଭାର୍

୧୨|ବଲିଭିଆ

ସ୍ବାଧୀନତା ଦିବସ ୬ ଅଗଷ୍ଟ ୧୮୨୫
ଆୟତନ ୧୦,୯୮,୫୮୧ବର୍ଗ କି.ମି.
ରାଜଧାନୀ ଲାପାଜ,ସୁକ୍ରେ
ମୁଖ୍ୟଭାଷା ସ୍ପେନିଶ୍, କ୍ୱେଚୁଆ
ପ୍ରଚଳିତ ମୁଦ୍ରା  ବଲିଭିଆନ୍,ପେସୋ

 

ସ୍ବାଧୀନତା ଦିବସ
ଆୟତନ
ରାଜଧାନୀ
ମୁଖ୍ୟଭାଷା

Leave a Comment

error: Content is protected !!