List of European countries Basic Details

List of European countries Basic Details ୟୁରୋପ ମହାଦେଶ (ରାଷ୍ଟ୍ରସଂଖ୍ୟା ୪୩)

Facebook
Telegram
WhatsApp
LinkedIn

List of European countries Basic Details : Below is a list of European countries, in order of their geographical area. As a continent, Europe’s geographical area is about 10.18 million square kilometres.[1]

14 countries (marked with an *) are transcontinental countries. These countries are ranked according to the size of their European part only.

List of European countries Basic Details

୧• ଆଲବାନିଆ

ସ୍ଵାଧୀନତା ଦିବସ ୨୮ ନଭେମ୍ବର ୧୯୧୨
ଆୟତନ ୨୮, ୭୪୮, ବର୍ଗ କି.ମି.
ରାଜଧାନୀ ତିରାନା
ମୁଖ୍ୟ ଭାଷା ଆଲବାନିଏନ୍
ପ୍ରଚଳିତ ମୁଦ୍ରା ଲେକ୍

୨• ଆଣ୍ଡୋରା

ସ୍ଵାଧୀନତା ଦିବସ ୧୨୭୮ ମସିହା
ଆୟତନ ୪୬୮ବର୍ଗ କି.ମି.
ରାଜଧାନୀ ଆଣ୍ଡୋରା ଲାଭେଲା
ମୁଖ୍ୟ ଭାଷା କାଟାଲାନ
ପ୍ରଚଳିତ ମୁଦ୍ରା ୟୁରୋ

୩• ଅଷ୍ଟ୍ରିଆ

ସ୍ଵାଧୀନତା ଦିବସ ୧୧୫୬ ମସିହା
ଆୟତନ ୮୩,୮୭୧ ବର୍ଗ କି.ମି.
ରାଜଧାନୀ ଭିଏନା
ମୁଖ୍ୟ ଭାଷା ଜର୍ମାନ
ପ୍ରଚଳିତ ମୁଦ୍ରା ୟୁରୋ

୪• ବେଲାରୁଷ

ସ୍ଵାଧୀନତା ଦିବସ ୨୫ ଅଗଷ୍ଟ ୧୯୯୧
ଆୟତନ ୨, ୦୭,୬୦୦ ବର୍ଗ କି.ମି.
ରାଜଧାନୀ ମିନସ୍କ
ମୁଖ୍ୟ ଭାଷା ବେଲାଋଷି, ଋଷିଆନ୍
ପ୍ରଚଳିତ ମୁଦ୍ରା ରୁବଲ

୫• ବେଲ୍ଜିୟମ୍

ସ୍ଵାଧୀନତା ଦିବସ ୪ ଅକ୍ଟୋବର ୧୮୩୦
ଆୟତନ ୩୦ , ୫୨୮ ବର୍ଗ କି.ମି.
ରାଜଧାନୀ ବ୍ରସେଲ୍ସ
ମୁଖ୍ୟ ଭାଷା ଡଚ୍ , ଫ୍ରେଞ୍ଚ, ଜର୍ମାନ
ପ୍ରଚଳିତ ମୁଦ୍ରା ୟୁରୋ

୬• ବୋସନିଆ ହର୍ଜଗୋଭିନା

 

ସ୍ଵାଧୀନତା ଦିବସ ୧ ମାର୍ଚ୍ଚ ୧୯୯୨
ଆୟତନ ୫୧ , ୨୦୯ ବର୍ଗ କି.ମି.
ରାଜଧାନୀ ସାରାଜେଭୋ
ମୁଖ୍ୟ ଭାଷା ସର୍ବିଆନ୍, କ୍ରୋସିଆନ୍
ପ୍ରଚଳିତ ମୁଦ୍ରା ମାର୍କ

୭• ବୁଲଗେରିଆ

ସ୍ଵାଧୀନତା ଦିବସ ୨୨ ସେପ୍ଟେମ୍ବର ୧୯୦୮
ଆୟତନ ୧, ୧୦, ୮୭୯ ବର୍ଗ କି.ମି.
ରାଜଧାନୀ ସୋଫିଆ
ମୁଖ୍ୟ ଭାଷା ବୁଲଗେରିଆନ୍
ପ୍ରଚଳିତ ମୁଦ୍ରା ଲେଭ

୮• କ୍ରୋଏସିଆ

ସ୍ଵାଧୀନତା ଦିବସ ୨୫ ଜୁନ୍ ୧୯୯୧
ଆୟତନ ୫୬, ୫୯୪ ବର୍ଗ କି.ମି.
ରାଜଧାନୀ ଜାଗ୍ରେବ
ମୁଖ୍ୟ ଭାଷା କ୍ରୋଏସିଆନ୍
ପ୍ରଚଳିତ ମୁଦ୍ରା କୁନା

୯• ଚେକ୍ ସାଧାରଣତନ୍ତ୍ର

ସ୍ଵାଧୀନତା ଦିବସ ୧ ଜାନୁଆରୀ ୧୯୯୩
ଆୟତନ ୭୮, ୮୬୫ ବର୍ଗ କି.ମି.
ରାଜଧାନୀ ପ୍ରେଗ୍
ମୁଖ୍ୟ ଭାଷା ଚେକ୍
ପ୍ରଚଳିତ ମୁଦ୍ରା କରୁନା

୧୦• ଡେନମାର୍କ 

ସ୍ଵାଧୀନତା ଦିବସ ଦଶମ ଶତାବ୍ଦୀରେ ସଂଗଠିତ ରାଜ୍ୟ ୧୮୪୯ ମସିହାରେ ସାମ୍ବିଧାନିକ ରାଜତନ୍ତ୍ର
ଆୟତନ ୪୩, ୦୯୪ ବର୍ଗ କି.ମି.
ରାଜଧାନୀ କୋପେନହେଗେନ
ମୁଖ୍ୟ ଭାଷା ଡାନିଶ୍
ପ୍ରଚଳିତ ମୁଦ୍ରା ଡାନିସ୍ କ୍ରୋନ୍

୧୧• ଇଷ୍ଟୋନିଆ

ସ୍ଵାଧୀନତା ଦିବସ ୨୦ ଅଗଷ୍ଟ ୧୯୯୧
ଆୟତନ ୪୫, ୨୨୭ ବର୍ଗ କି.ମି.
ରାଜଧାନୀ ତାଲିନ୍
ମୁଖ୍ୟ ଭାଷା ଏସ୍ତୋନିଆ
ପ୍ରଚଳିତ ମୁଦ୍ରା ୟୁରୋ

୧୨• ଫିନ୍ଲାଣ୍ଡ

ସ୍ଵାଧୀନତା ଦିବସ ୬ ଡିସେମ୍ବର ୧୯୧୭
ଆୟତନ ୩, ୩୮, ୪୨୪ ବର୍ଗ କି.ମି.
ରାଜଧାନୀ ହେଲିସିଙ୍କି
ମୁଖ୍ୟ ଭାଷା ଫିନିଶ୍, ସୁଇଡିଶ୍
ପ୍ରଚଳିତ ମୁଦ୍ରା ୟୁରୋ

୧୩•

ସ୍ଵାଧୀନତା ଦିବସ ୪୮୬ ମସିହା
ଆୟତନ ୬, ୪୦,୬୭୯ ବର୍ଗ କି.ମି.
ରାଜଧାନୀ ପ୍ୟାରିସ୍
ମୁଖ୍ୟ ଭାଷା ଫ୍ରେଞ୍ଚ
ପ୍ରଚଳିତ ମୁଦ୍ରା ୟୁରୋ

୧୪•ଜର୍ମାନୀ

ସ୍ଵାଧୀନତା ଦିବସ ୩ ଅକ୍ଟୋବର ୧୯୯୦ ପୂର୍ବ-ଜର୍ମାନୀ ଓ ପଶ୍ଚିମ- ଜର୍ମାନୀ ଏକତ୍ରୀକରଣ।
ଆୟତନ ୩, ୫୭, ୧୧୪ ବର୍ଗ କି.ମି.
ରାଜଧାନୀ ବର୍ଲିନ୍
ମୁଖ୍ୟ ଭାଷା ଜର୍ମାନ
ପ୍ରଚଳିତ ମୁଦ୍ରା ୟୁରୋ

୧୫• ଗ୍ରୀସ୍

ସ୍ଵାଧୀନତା ଦିବସ ୨୫ ମାର୍ଚ୍ଚ ୧୮୨୧
ଆୟତନ ୧,୩୧,୯୯୦ ବର୍ଗ କି.ମି.
ରାଜଧାନୀ ଏଥେନ୍ସ
ମୁଖ୍ୟ ଭାଷା ଗ୍ରୀକ୍
ପ୍ରଚଳିତ ମୁଦ୍ରା ୟୁରୋ

୧୬• ହଙ୍ଗେରୀ

ସ୍ଵାଧୀନତା ଦିବସ ୧୦୦୦ ମସିହା
ଆୟତନ ୯୩ , ୦୩୩ ବର୍ଗ କି.ମି.
ରାଜଧାନୀ ବୁଦାପେଷ୍ଟ
ମୁଖ୍ୟ ଭାଷା ହଙ୍ଗେରିଆନ୍
ପ୍ରଚଳିତ ମୁଦ୍ରା ଫୋରିଣ୍ଟ

୧୭• ଆଇସ୍ଲାଣ୍ଡ

ସ୍ଵାଧୀନତା ଦିବସ ୧୭ ଜୁନ୍ ୧୯୪୪
ଆୟତନ ୧,୦୩, ୦୦୦ ବର୍ଗ କି.ମି.
ରାଜଧାନୀ ରେଇକ୍ଜାଭିକ୍
ମୁଖ୍ୟ ଭାଷା ଆଇସଲାଣ୍ଡିକ୍
ପ୍ରଚଳିତ ମୁଦ୍ରା କ୍ରୋନା

୧୮• ଆର୍ୟଲାଣ୍ଡ

ସ୍ଵାଧୀନତା ଦିବସ ୬ ଡିସେମ୍ବର ୧୯୨୧
ଆୟତନ ୭୦,୨୭୩ ବର୍ଗ କି.ମି.
ରାଜଧାନୀ ଡବଲିନ୍
ମୁଖ୍ୟ ଭାଷା ଆଇରିଶ୍, ଇଂରାଜୀ
ପ୍ରଚଳିତ ମୁଦ୍ରା ୟୁରୋ

୧୯• ଇଟାଲୀ

ସ୍ଵାଧୀନତା ଦିବସ ୧୭ ମାର୍ଚ୍ଚ ୧୮୬୧
ଆୟତନ ୩,୦୧,୩୩୬ ବର୍ଗ କି.ମି.
ରାଜଧାନୀ ରୋମ୍
ମୁଖ୍ୟ ଭାଷା ଇଟାଲିଆନ
ପ୍ରଚଳିତ ମୁଦ୍ରା ୟୁରୋ

୨୦• ଲାଟିଭିଆ

ସ୍ଵାଧୀନତା ଦିବସ ୨୧ ଅଗଷ୍ଟ ୧୯୯୧
ଆୟତନ ୬୪,୫୫୯ ବର୍ଗ କି.ମି.
ରାଜଧାନୀ ରିଗା
ମୁଖ୍ୟ ଭାଷା ଲାଟିଭିଆନ
ପ୍ରଚଳିତ ମୁଦ୍ରା ଲାଟସ୍

୨୧• ଲିକ୍ ଟେନଷ୍ଟିନ

ସ୍ଵାଧୀନତା ଦିବସ  ୨୩ ଜାନୁଆରୀ ୧୭୧୯
ଆୟତନ ୧୬୦ ବର୍ଗ କି.ମି.
ରାଜଧାନୀ ଭାଦୁଜ
ମୁଖ୍ୟ ଭାଷା ଜର୍ମାନ
ପ୍ରଚଳିତ ମୁଦ୍ରା ସୁବାସଫ୍ରାଙ୍କ୍

୨୨• ଲାଥୁନିଆ

ସ୍ଵାଧୀନତା ଦିବସ ୧୧ ମାର୍ଚ୍ଚ ୧୯୯୦
ଆୟତନ ୬୫, ୩୦୦ ବର୍ଗ କି.ମି.
ରାଜଧାନୀ ଭିଲ୍ନିସ୍
ମୁଖ୍ୟ ଭାଷା ଲିଥୁନିଆନ
ପ୍ରଚଳିତ ମୁଦ୍ରା ଲିଟାସ୍

୨୩• ଲକ୍ସମବର୍ଗ

ସ୍ଵାଧୀନତା ଦିବସ ୧୮୩୯ ମସିହା
ଆୟତନ ୨୫୮୬ ବର୍ଗ କି.ମି.
ରାଜଧାନୀ ଲକ୍ସମବର୍ଗ
ମୁଖ୍ୟ ଭାଷା ଲୁକସମବର୍ଗିଆନ୍, ଫ୍ରେଞ୍ଚ୍, ଜର୍ମାନ
ପ୍ରଚଳିତ ମୁଦ୍ରା ୟୁରୋ

୨୪•ମାସିଡୋନିଆ

ସ୍ଵାଧୀନତା ଦିବସ ୮ ସେପ୍ଟେମ୍ବର ୧୯୯୧
ଆୟତନ ୨୫,୭୧୩ ବର୍ଗ କି.ମି.
ରାଜଧାନୀ ସ୍କୋପିଜ୍
ମୁଖ୍ୟ ଭାଷା ମାସିଡୋନିଆନ୍, ଆଲବାତିଆନ
ପ୍ରଚଳିତ ମୁଦ୍ରା ଦିନାର

୨୫• ମାଲଟା

ସ୍ଵାଧୀନତା ଦିବସ ୨୧ ସେପ୍ଟେମ୍ବର ୧୯୬୪
ଆୟତନ ୩୧୬ ବର୍ଗ କି.ମି.
ରାଜଧାନୀ ଭାଲେଟା
ମୁଖ୍ୟ ଭାଷା ମାଲଟିଜ, ଇଂରାଜୀ
ପ୍ରଚଳିତ ମୁଦ୍ରା ୟୁରୋ

୨୬• ମାଲଡୋଭା

 

ସ୍ଵାଧୀନତା ଦିବସ ୨୭ ଅଗଷ୍ଟ ୧୯୯୧
ଆୟତନ ୩୩, ୮୪୬ ବର୍ଗ କି.ମି.
ରାଜଧାନୀ ଚିସ୍ନାଭ
ମୁଖ୍ୟ ଭାଷା ମୋଲଡୋଭାନ
ପ୍ରଚଳିତ ମୁଦ୍ରା ଲିଉ

୨୭• ମୋନାକୋ

ସ୍ଵାଧୀନତା ଦିବସ ୧୪୧୯ ମସିହା
ଆୟତନ ୨.୦୨ ବର୍ଗ କି.ମି.
ରାଜଧାନୀ ମୋନାକୋ
ମୁଖ୍ୟ ଭାଷା ଫ୍ରେଞ୍ଚ
ପ୍ରଚଳିତ ମୁଦ୍ରା ୟୁରୋ

୨୮• ନେଦରଲ୍ୟାଣ୍ଡ

ସ୍ଵାଧୀନତା ଦିବସ ୧୫୭୯ ମସିହା
ଆୟତନ ୪୧,୮୫୦ ବର୍ଗ କି.ମି.
ରାଜଧାନୀ ଆମଷ୍ଟରଡାମ୍
ମୁଖ୍ୟ ଭାଷା ଡଚ୍
ପ୍ରଚଳିତ ମୁଦ୍ରା ୟୁରୋ

୨୯• ନରୱେ

ସ୍ଵାଧୀନତା ଦିବସ ୭ ଜୁନ୍ ୧୯୦୫
ଆୟତନ ୩,୨୩, ୮୦୨ ବର୍ଗ କି.ମି.
ରାଜଧାନୀ ଓସଲୋ
ମୁଖ୍ୟ ଭାଷା ନରଓରିଆନ୍
ପ୍ରଚଳିତ ମୁଦ୍ରା ନରୱେ କ୍ରୋନ୍

୩୦• ପୋଲାଣ୍ଡ

ସ୍ଵାଧୀନତା ଦିବସ ୧୧ ନଭେମ୍ବର ୧୯୧୮
ଆୟତନ ୩, ୧୨, ୬୭୯ ବର୍ଗ କି.ମି.
ରାଜଧାନୀ ୱାର୍ସ
ମୁଖ୍ୟ ଭାଷା ପୋଲିଶ୍
ପ୍ରଚଳିତ ମୁଦ୍ରା ଜ୍ଲୋଟ୍

୩୧• ପର୍ତ୍ତୁଗାଲ୍

ସ୍ଵାଧୀନତା ଦିବସ ୧୧୪୩ ମସିହା
ଆୟତନ ୯୨,୦୯୦ ବର୍ଗ କି.ମି.
ରାଜଧାନୀ ଲିସ୍ବନ୍
ମୁଖ୍ୟ ଭାଷା ପର୍ତ୍ତୁଗୀଜ୍
ପ୍ରଚଳିତ ମୁଦ୍ରା ୟୁରୋ

୩୨• ରୋମାନିଆ

 

ସ୍ଵାଧୀନତା ଦିବସ ୯ ମେ ୧୮୭୭
ଆୟତନ ୨,୩୮,୩୯୧ ବର୍ଗ କି.ମି.
ରାଜଧାନୀ ବୁଖାରେଷ୍ଟ
ମୁଖ୍ୟ ଭାଷା ରୋମାନିଆ
ପ୍ରଚଳିତ ମୁଦ୍ରା ଲିଉ

୩୩• ଋଷିଆ

ସ୍ଵାଧୀନତା ଦିବସ ୨୪ ଅଗଷ୍ଟ ୧୯୯୧
ଆୟତନ ୧,୭୦,୯୮,୨୪୬ ବର୍ଗ କି.ମି.
ରାଜଧାନୀ ମସ୍କୋ
ମୁଖ୍ୟ ଭାଷା ରସିଆନ୍
ପ୍ରଚଳିତ ମୁଦ୍ରା ରୁବଲ୍

୩୪• ସାନମାରିନୋ

ସ୍ଵାଧୀନତା ଦିବସ ୩ ସେପ୍ଟେମ୍ବର ୩୦୧ ଖ୍ରୀଷ୍ଟାବ୍ଦ
ଆୟତନ ୬୧ ବର୍ଗ କି.ମି.
ରାଜଧାନୀ ସାନମାରିନୋ
ମୁଖ୍ୟ ଭାଷା ଇଟାଲିଆନ୍
ପ୍ରଚଳିତ ମୁଦ୍ରା ୟୁରୋ

୩୫• ସର୍ବିଆ

ସ୍ଵାଧୀନତା ଦିବସ ୨୭ ଅପ୍ରେଲ୍ ୧୯୯୨
ଆୟତନ ୮୮, ୩୬୧ ବର୍ଗ କି.ମି.
ରାଜଧାନୀ ବେଲ୍ଗ୍ରେଡ
ମୁଖ୍ୟ ଭାଷା ସର୍ବିଆନ୍
ପ୍ରଚଳିତ ମୁଦ୍ରା ସର୍ବିଆର ଦିନାର

୩୬• ସ୍ଳୋଭାକିଆ

ସ୍ଵାଧୀନତା ଦିବସ ୧ ଜାନୁଆରୀ ୧୯୯୩
ଆୟତନ ୪୯,୦୩୬ ବର୍ଗ କି.ମି.
ରାଜଧାନୀ ବ୍ରାଟିସ୍ଲେଭା
ମୁଖ୍ୟ ଭାଷା ସ୍ଲୋଭାକ୍
ପ୍ରଚଳିତ ମୁଦ୍ରା ୟୁରୋ

୩୭• ସ୍ଲୋଭେନିଆ

ସ୍ଵାଧୀନତା ଦିବସ ୨୫ ଜୁନ୍ ୧୯୯୧
ଆୟତନ ୨୦, ୨୭୩ ବର୍ଗ କି.ମି.
ରାଜଧାନୀ ଲୁବ୍ଲିଜାନା
ମୁଖ୍ୟ ଭାଷା ସ୍ଳୋଭିନି
ପ୍ରଚଳିତ ମୁଦ୍ରା ୟୁରୋ

୩୮• ସ୍ପେନ

 

ସ୍ଵାଧୀନତା ଦିବସ ୧୪୯୨ ମସିହା
ଆୟତନ ୫,୦୫,୯୯୨ ବର୍ଗ କି.ମି.
ରାଜଧାନୀ ମାଦ୍ରିଦ୍
ମୁଖ୍ୟ ଭାଷା ସ୍ପାନିଶ୍,ଗାଲିସିଆନ୍,ବାସ୍କ,କାଟାଲାନ୍
ପ୍ରଚଳିତ ମୁଦ୍ରା ୟୁରୋ

୩୯• ସୁଇଡେନ୍

ସ୍ଵାଧୀନତା ଦିବସ ୬ ଜୁନ୍ ୧୫୨୩
ଆୟତନ ୪,୫୦,୨୯୫ ବର୍ଗ କି.ମି.
ରାଜଧାନୀ ଷ୍ଟକ୍ ହୋମ୍
ମୁଖ୍ୟ ଭାଷା ସ୍ବିଡିଶ
ପ୍ରଚଳିତ ମୁଦ୍ରା କ୍ରୋନ୍

୪୦• ସୁଇଜରଲ୍ୟାଣ୍ଡ

ସ୍ଵାଧୀନତା ଦିବସ ୧ ଅଗଷ୍ଟ ୧୨୯୧
ଆୟତନ ୪୧, ୨୮୪ ବର୍ଗ କି.ମି.
ରାଜଧାନୀ ବର୍ଣ୍ଣ
ମୁଖ୍ୟ ଭାଷା ଜର୍ମାନ, ଫ୍ରେଞ୍ଚ୍,ଇଟାଲିଆନ୍
ପ୍ରଚଳିତ ମୁଦ୍ରା ସୁଇସ୍ଫ୍ରାଙ୍ଗ୍

୪୧• ୟୁକ୍ରେନ

ସ୍ଵାଧୀନତା ଦିବସ ୨୪ ଅଗଷ୍ଟ ୧୯୯୧
ଆୟତନ ୬, ୦୩, ୫୦୦ ବର୍ଗ କି.ମି.
ରାଜଧାନୀ କିଏଭ
ମୁଖ୍ୟ ଭାଷା ୟୁକ୍ରନିଆନ
ପ୍ରଚଳିତ ମୁଦ୍ରା  ହ୍ରିବନା

୪୨• ଯୁକ୍ତରାଜ୍ୟ ( ଗ୍ରେଟ୍ ବ୍ରିଟେନ୍)

 

ସ୍ଵାଧୀନତା ଦିବସ ୧୨୮୪ ମସିହା
ଆୟତନ ୨, ୪୨,୪୯୫ ବର୍ଗ କି.ମି.
ରାଜଧାନୀ ଲଣ୍ଡନ
ମୁଖ୍ୟ ଭାଷା ଇଂରାଜୀ
ପ୍ରଚଳିତ ମୁଦ୍ରା ପାଉଣ୍ଡ ଷ୍ଟଲିଂ

୪୩• ମଣ୍ଟେନେଗ୍ରୋ

ସ୍ଵାଧୀନତା ଦିବସ ୩ ଜୁନ୍ ୨୦୦୬
ଆୟତନ ୧୩, ୮୧୨ ବର୍ଗ କି.ମି.
ରାଜଧାନୀ ସେଟିନଜ୍, ପୋଡଗୋରିକା
ମୁଖ୍ୟ ଭାଷା ସର୍ବିଆନ୍
ପ୍ରଚଳିତ ମୁଦ୍ରା ୟୁରୋ

 

More General Knowledge in Odia 
Click Here

List of European countries Basic Details, List of European countries Basic Details, List of European countries Basic Details, List of European countries Basic Details,

Leave a Comment

error: Content is protected !!