List of Asian countries and Details

List of Asian countries and Details ପୃଥିବୀର ରାଷ୍ଟ୍ର ସମୂହର ସଂକ୍ଷିପ୍ତ ପରିଚୟ ଏସିଆ ମହାଦେଶ

Facebook
Telegram
WhatsApp
LinkedIn

List of Asian countries and Details: Asia is Earth’s largest and most populous continent, located primarily in the Eastern and Northern Hemispheres. It shares the continental landmass of Eurasia with the continent of Europe, and the continental landmass of Afro-Eurasia with Africa and Europe check in wiki

List of Asian countries and Details

୧| ଆଫଗାନିସ୍ତାନ

ସ୍ଵାଧୀନତା ଦିବସ ୧୯ ଅଗଷ୍ଟ ୧୯୧୯
ଆୟତନ ୬୫୨,୨୩୦ ବର୍ଗ କି.ମି.
ରାଜଧାନୀ କାବୁଲ
ମୁଖ୍ୟ ଭାଷା ପର୍ସିଆନ,ପାସୁ
ପ୍ରଚଳିତ ମୁଦ୍ରା ଆଫଗାନୀ।

୨| ଆରମେନିଆ

ସ୍ଵାଧୀନତା ଦିବସ ୨୧ ସେପ୍ଟେମ୍ବର ୧୯୯୧
ଆୟତନ ୨୯, ୭୪୩ ବର୍ଗ କି.ମି.
ରାଜଧାନୀ ୟେରେଭାନ୍।
ମୁଖ୍ୟ ଭାଷା ଆର୍ମେନିଆନ।
ପ୍ରଚଳିତ ମୁଦ୍ରା ଡ୍ରାମ୍

୩| ଆଜର ବୈଜାନ୍

ସ୍ଵାଧୀନତା ଦିବସ ୩୦ ଅଗଷ୍ଟ ୧୯୯୧।
ଆୟତନ ୮୬,୬୦୦ ବର୍ଗ କି.ମି.
ରାଜଧାନୀ ବାକୁ।
ମୁଖ୍ୟ ଭାଷା ଆଜର ବୈଜାନି।
ପ୍ରଚଳିତ ମୁଦ୍ରା ମାନତ

୪| ବାହାରିନ୍

ସ୍ଵାଧୀନତା ଦିବସ ୧୫ ଅଗଷ୍ଟ ୧୯୭୧
ଆୟତନ ୭୬୫ ବର୍ଗ କି.ମି.
ରାଜଧାନୀ ମାନାମା
ମୁଖ୍ୟ ଭାଷା ଆରବିକ
ପ୍ରଚଳିତ ମୁଦ୍ରା ଦିନାର

୫| ବାଂଲାଦେଶ

ସ୍ଵାଧୀନତା ଦିବସ ୨୬ ମାର୍ଚ୍ଚ ୧୯୭୧।
ଆୟତନ ୧,୪୭,୫୭୦ ବର୍ଗ କି.ମି.
ରାଜଧାନୀ ଢାକା।
ମୁଖ୍ୟ ଭାଷା ବଙ୍ଗଳା।
ପ୍ରଚଳିତ ମୁଦ୍ରା ଟାକା

୬| ଭୁଟାନ୍

ସ୍ଵାଧୀନତା ଦିବସ ୮ ଅଗଷ୍ଟ ୧୯୪୯।
ଆୟତନ ୩୮,୩୯୪ ବର୍ଗ କି. ମି.
ରାଜଧାନୀ ଥିମ୍ପୁ।
ମୁଖ୍ୟ ଭାଷା ଜୋ।
ପ୍ରଚଳିତ ମୁଦ୍ରା

 

୭| ବ୍ରୂନେଇ 

ସ୍ଵାଧୀନତା ଦିବସ ୧ ଜାନୁଆରୀ ୧୯୮୪
ଆୟତନ ୫୭୬୫ ବର୍ଗ କି.ମି.
ରାଜଧାନୀ ବନ୍ଦର ସେରି
ମୁଖ୍ୟ ଭାଷା ମାଳୟ
ପ୍ରଚଳିତ ମୁଦ୍ରା ବ୍ରୁନେଇ ଡଲାର

୮| କାମ୍ବୋଡିଆ

ସ୍ଵାଧୀନତା ଦିବସ ୯ ନଭେମ୍ବର ୧୯୫୩
ଆୟତନ ୧,୮୧,୦୩୫ ବର୍ଗ କି.ମି.
ରାଜଧାନୀ ନାମ ପେନ୍
ମୁଖ୍ୟ ଭାଷା ଖେମର
ପ୍ରଚଳିତ ମୁଦ୍ରା ରିଏଲ୍

୯| ଚୀନ୍

ସ୍ଵାଧୀନତା ଦିବସ ୧ ଜାନୁଆରୀ ୧୯୧୨
ଆୟତନ ୯୫,୭୨,୯୦୦ ବର୍ଗ କି.ମି.
ରାଜଧାନୀ ବେଜିଂ
ମୁଖ୍ୟ ଭାଷା ଚାଇନିଜ୍
ପ୍ରଚଳିତ ମୁଦ୍ରା ରେନମିନ୍ ବି ୟୁଆନ

୧୦| ସାଇପ୍ରସ୍

ସ୍ଵାଧୀନତା ଦିବସ ୧୬ ଅଗଷ୍ଟ ୧୯୬୦
ଆୟତନ ୯୨୫୧ ବର୍ଗ‌ କି.ମି.
ରାଜଧାନୀ ନିକୋସିଆ
ମୁଖ୍ୟ ଭାଷା ଗ୍ରୀକ , ଟର୍କସ
ପ୍ରଚଳିତ ମୁଦ୍ରା ୟୁରୋପ

 

ସ୍ଵାଧୀନତା ଦିବସ  ୯ ଅପ୍ରେଲ ୧୯୯୧
ଆୟତନ ୬୯,୭୦୦ ବର୍ଗ କି.ମି.
ରାଜଧାନୀ ତିବଲିସ୍
ମୁଖ୍ୟ ଭାଷା ଜର୍ଜିଏନ୍
ପ୍ରଚଳିତ ମୁଦ୍ରା ଲାରି

୧୨| ଭାରତ

ସ୍ଵାଧୀନତା ଦିବସ ୧୫ ଅଗଷ୍ଟ ୧୯୪୭
ଆୟତନ ୩୨,୮୭,୨୬୩ ବର୍ଗ କି.ମି.
ରାଜଧାନୀ ନୂଆଦିଲ୍ଲୀ
ମୁଖ୍ୟ ଭାଷା ହିନ୍ଦୀ, ଇଂରାଜୀ
ପ୍ରଚଳିତ ମୁଦ୍ରା ରୂପି

୧୩| ଇଣ୍ଡୋନେସିଆ

ସ୍ଵାଧୀନତା ଦିବସ ୧୭ ଅଗଷ୍ଟ ୧୯୪୫
ଆୟତନ ୧୯,୦୪,୫୬୯ ବର୍ଗ କି.ମି.
ରାଜଧାନୀ ଜାକର୍ତ୍ତା
ମୁଖ୍ୟ ଭାଷା ବହାସା ଇଣ୍ଡୋନେସିଆ
ପ୍ରଚଳିତ ମୁଦ୍ରା ରୂପିଆ

୧୪| ଇରାନ୍

ସ୍ଵାଧୀନତା ଦିବସ ୧ ଅପ୍ରେଲ ୧୯୭୯
ଆୟତନ ୧୬,୪୮,୧୯୫ ବର୍ଗ କି.ମି.
ରାଜଧାନୀ ତେହେରାନ୍
ମୁଖ୍ୟ ଭାଷା ପର୍ସିଆନ୍
ପ୍ରଚଳିତ ମୁଦ୍ରା ରିଆଲ

୧୫| ଇରାକ୍

ସ୍ଵାଧୀନତା ଦିବସ ୩ ଅକ୍ଟୋବର ୧୯୩୨
ଆୟତନ ୪,୩୮,୩୧୭ ବର୍ଗ କି.ମି.
ରାଜଧାନୀ ବାଗଦାଦ୍
ମୁଖ୍ୟ ଭାଷା ଆରବିକ୍
ପ୍ରଚଳିତ ମୁଦ୍ରା ଦିନାର

୧୬| ଇସ୍ରାଏଲ

ସ୍ଵାଧୀନତା ଦିବସ ୧୪ ମେ ୧୯୪୮
ଆୟତନ ୨୦,୭୭୦ ବର୍ଗ କି.ମି.
ରାଜଧାନୀ ଜେରୁଜେଲମ୍
ମୁଖ୍ୟ ଭାଷା ହିବ୍ରୁ
ପ୍ରଚଳିତ ମୁଦ୍ରା ସେକେଲ୍

୧୭| ଜାପାନ୍

ସ୍ଵାଧୀନତା ଦିବସ ଖ୍ରୀ.ପୂ. ୬୬୦
ଆୟତନ ୩, ୭୭ , ୯୩୦ ବର୍ଗ କି.ମି.
ରାଜଧାନୀ ଟୋକିଓ
ମୁଖ୍ୟ ଭାଷା ଜାପାନୀ
ପ୍ରଚଳିତ ମୁଦ୍ରା ୟେନ୍

୧୮| ଜୋର୍ଡାନ୍

ସ୍ଵାଧୀନତା ଦିବସ ୨୫ ମେ ୧୯୪୬
ଆୟତନ ୮୯, ୩୪୨ ବର୍ଗ କି.ମି.
ରାଜଧାନୀ ଅମନ୍
ମୁଖ୍ୟ ଭାଷା ଆରବିକ୍
ପ୍ରଚଳିତ ମୁଦ୍ରା ଜୋର୍ଡ଼ାନ୍ ଦିନାର୍

୧୯| କାଜାକିସ୍ତାନ

ସ୍ଵାଧୀନତା ଦିବସ ୧୬ ଡିସେମ୍ବର ୧୯୯୧
ଆୟତନ ୨୭,୨୪,୯୦୦ ବର୍ଗ କି.ମି.
ରାଜଧାନୀ ଆସ୍ତାନା
ମୁଖ୍ୟ ଭାଷା କାଜାକ୍
ପ୍ରଚଳିତ ମୁଦ୍ରା ଟେଙ୍ଗେ

୨୦| କୁଏତ

ସ୍ଵାଧୀନତା ଦିବସ ୧୯ ଜୁନ୍ ୧୯୬୧
ଆୟତନ ୧୭,୮୧୮ ବର୍ଗ କି.ମି.
ରାଜଧାନୀ କୁଏତ ସହର
ମୁଖ୍ୟ ଭାଷା ଆରବିକ୍
ପ୍ରଚଳିତ ମୁଦ୍ରା କୁଏତ ଦିନାର

୨୧| କିରଗିଜସ୍ତାନ

ସ୍ଵାଧୀନତା ଦିବସ ୩୧ ଅଗଷ୍ଟ ୧୯୯୧
ଆୟତନ ୧,୯୯,୯୫୧ ବର୍ଗ କି.ମି.
ରାଜଧାନୀ ବିସ୍କେକ୍
ମୁଖ୍ୟ ଭାଷା କିରଗିଜ ଋଷିଆନ୍
ପ୍ରଚଳିତ ମୁଦ୍ରା ସୋମ

୨୨| ଲାଓସ

ସ୍ଵାଧୀନତା ଦିବସ ୧୯ ଜୁଲାଇ ୧୯୪୯
ଆୟତନ ୨,୩୬,୮୦୦ ବର୍ଗ କି.ମି.
ରାଜଧାନୀ ଭିଏନତିଆନ
ମୁଖ୍ୟ ଭାଷା ଲାଓ
ପ୍ରଚଳିତ ମୁଦ୍ରା କିପ୍

୨୩| ଲେବାନନ୍

ସ୍ଵାଧୀନତା ଦିବସ ୨୨ ନଭେମ୍ବର ୧୯୪୩
ଆୟତନ ୧୦,୪୫୨ ବର୍ଗ କି.ମି.
ରାଜଧାନୀ ବେରୁଟ
ମୁଖ୍ୟ ଭାଷା ଆରବିକ୍
ପ୍ରଚଳିତ ମୁଦ୍ରା ଲେବାନିଜ୍ ପାଉଣ୍ଡ

୨୪| ମାଲୟେସିଆ

ସ୍ଵାଧୀନତା ଦିବସ ୩୧ ଅଗଷ୍ଟ ୧୯୫୭
ଆୟତନ ୩,୩୦,୮୦୩ ବର୍ଗ କି.ମି.
ରାଜଧାନୀ କୁଆଲାଲୁମପୁର
ମୁଖ୍ୟ ଭାଷା ମାଲୟ
ପ୍ରଚଳିତ ମୁଦ୍ରା ରିଙ୍ଗଟ୍

୨୫| ମାଲାଡିଭସ୍

ସ୍ଵାଧୀନତା ଦିବସ ୨୬ ଜୁଲାଇ ୧୯୬୫
ଆୟତନ ୩୦୦ ବର୍ଗ କି.ମି.
ରାଜଧାନୀ ମାଲେ
ମୁଖ୍ୟ ଭାଷା ଦିବେହୀ
ପ୍ରଚଳିତ ମୁଦ୍ରା ରୁଫିଆ

୨୬| ମଙ୍ଗୋଲିଆ

ସ୍ଵାଧୀନତା ଦିବସ ୧୧ ଜୁଲାଇ ୧୯୨୧
ଆୟତନ ୧୫, ୬୪, ୧୧୦ ବର୍ଗ କି.ମି.
ରାଜଧାନୀ ଉଲାନବାଟୋର
ମୁଖ୍ୟ ଭାଷା ମଙ୍ଗୋଲିଆନ୍
ପ୍ରଚଳିତ ମୁଦ୍ରା ତୁଗ୍ରିକ୍

୨୭| ମିଆଁମାର୍

ସ୍ଵାଧୀନତା ଦିବସ ୪ ଜାନୁଆରୀ ୧୯୪୮
ଆୟତନ ୬, ୭୬, ୫୭୮ ବର୍ଗ କି.ମି.
ରାଜଧାନୀ ନାପିଡ
ମୁଖ୍ୟ ଭାଷା ବର୍ମିଜ
ପ୍ରଚଳିତ ମୁଦ୍ରା କ୍ୟାତ୍

୨୮| ନେପାଳ୍

ସ୍ଵାଧୀନତା ଦିବସ ୧୭୬୮ ମସିହା
ଆୟତନ ୧,୪୭,୧୮୧ ବର୍ଗ କି.ମି.
ରାଜଧାନୀ କାଠମାଣ୍ଡୁ
ମୁଖ୍ୟ ଭାଷା ନେପାଳୀ
ପ୍ରଚଳିତ ମୁଦ୍ରା ନେପାଳ ରୂପି

୨୯| ଉତ୍ତରକୋରିଆ

ସ୍ଵାଧୀନତା ଦିବସ ୧୫ ଅଗଷ୍ଟ ୧୯୪୫
ଆୟତନ ୧, ୨୦,୫୩୮ ବର୍ଗ କି.ମି.
ରାଜଧାନୀ ପୋଙ୍ଗୟାଙ୍ଗ
ମୁଖ୍ୟ ଭାଷା କୋରିଆନ୍
ପ୍ରଚଳିତ ମୁଦ୍ରା ଓନ୍

୩୦| ଓମାନ୍

ସ୍ଵାଧୀନତା ଦିବସ ୧୬୫୦ ମସିହା
ଆୟତନ ୩,୦୯,୫୦୦ ବର୍ଗ କି.ମି.
ରାଜଧାନୀ ମସ୍ କାଟ
ମୁଖ୍ୟ ଭାଷା ଆରବିକ୍
ପ୍ରଚଳିତ ମୁଦ୍ରା ଓମାନି ରିଆଲ

୩୧| ପାକିସ୍ତାନ

ସ୍ଵାଧୀନତା ଦିବସ ୧୪ ଅଗଷ୍ଟ ୧୯୪୭
ଆୟତନ ୮,୮୧, ୯୧୨ ବର୍ଗ କି.ମି.
ରାଜଧାନୀ ଇସ୍ ଲାମାବାଦ୍
ମୁଖ୍ୟ ଭାଷା ଉର୍ଦ୍ଦୁ
ପ୍ରଚଳିତ ମୁଦ୍ରା ପାକିସ୍ତାନ ରୂପି

୩୨| ଫିଲିପାଇନ୍ସ

ସ୍ଵାଧୀନତା ଦିବସ ୧୨ ଜୁନ୍ ୧୮୯୮
ଆୟତନ ୩,୦୦,୦୦୦ ବର୍ଗ କି.ମି.
ରାଜଧାନୀ ମାନିଲା
ମୁଖ୍ୟ ଭାଷା ଫିଲିପିନୋ, ଇଂରାଜୀ
ପ୍ରଚଳିତ ମୁଦ୍ରା ଫିଲିପାଇନ୍ ପେସୋ

୩୩| କାତାର

ସ୍ଵାଧୀନତା ଦିବସ ୩ ସେପ୍ଟେମ୍ବର ୧୯୭୧
ଆୟତନ ୧୧,୫୮୬ ବର୍ଗ କି.ମି.
ରାଜଧାନୀ ଦୋହା
ମୁଖ୍ୟ ଭାଷା ଆରବିକ୍
ପ୍ରଚଳିତ ମୁଦ୍ରା କାତାର୍ ରିଆଲ୍

୩୪| ସାଉଦି ଆରବ

ସ୍ଵାଧୀନତା ଦିବସ ୨୩ ସେପ୍ଟେମ୍ବର ୧୯୩୨
ଆୟତନ ୨୧,୪୯,୬୯୦ ବର୍ଗ କି.ମି.
ରାଜଧାନୀ ରିଆଦ
ମୁଖ୍ୟ ଭାଷା ଆରବିକ୍
ପ୍ରଚଳିତ ମୁଦ୍ରା ସାଉଦି ରିଆଲ୍

୩୫| ସିଙ୍ଗାପୁର

ସ୍ଵାଧୀନତା ଦିବସ ୯ ଅଗଷ୍ଟ ୧୯୬୫
ଆୟତନ ୭୧୯ ବର୍ଗ କି.ମି.
ରାଜଧାନୀ ସିଙ୍ଗାପୁର ସହର
ମୁଖ୍ୟ ଭାଷା ମାଲୟ, ଚାଇନିଜ୍, ତାମିଲ୍, ଇଂରାଜୀ
ପ୍ରଚଳିତ ମୁଦ୍ରା ସିଙ୍ଗାପୁର ଡଲାର

୩୬| ଦକ୍ଷିଣ କୋରିଆ

ସ୍ଵାଧୀନତା ଦିବସ ୧୫ ଅଗଷ୍ଟ ୧୯୪୫
ଆୟତନ ୧,୦୦,୨୧୦ ବର୍ଗ କି.ମି.
ରାଜଧାନୀ ସିଓଲ
ମୁଖ୍ୟ ଭାଷା କୋରିଆନ
ପ୍ରଚଳିତ ମୁଦ୍ରା ସାଉଥ କୋରିଆ ୱନ

୩୭| ଶ୍ରୀଲଙ୍କା 

ସ୍ଵାଧୀନତା ଦିବସ ୪ ଫେବୃଆରୀ ୧୯୪୮
ଆୟତନ ୬୫,୬୧୦ ବର୍ଗ କି.ମି.
ରାଜଧାନୀ କଲମ୍ବୋ
ମୁଖ୍ୟ ଭାଷା ସିଂହଳୀ
ପ୍ରଚଳିତ ମୁଦ୍ରା ଶ୍ରୀଲଙ୍କା ରୂପି

୩୮| ସିରିଆ

ସ୍ଵାଧୀନତା ଦିବସ ୧୭ ଅପ୍ରେଲ ୧୯୪୬
ଆୟତନ ୧,୮୫,୧୮୦ ବର୍ଗ କି.ମି.
ରାଜଧାନୀ ଡାମାସ୍କସ୍
ମୁଖ୍ୟ ଭାଷା ଆରବିକ୍
ପ୍ରଚଳିତ ମୁଦ୍ରା ସିରିଆ ପାଉଣ୍ଡ

୩୯| ତାଜିକିସ୍ତାନ

ସ୍ଵାଧୀନତା ଦିବସ ୯ ସେପ୍ଟେମ୍ବର ୧୯୯୧
ଆୟତନ ୧,୪୩,୧୦୦ ବର୍ଗ କି.ମି.
ରାଜଧାନୀ ଦୁସାନବେ
ମୁଖ୍ୟ ଭାଷା ତାଜିକ୍
ପ୍ରଚଳିତ ମୁଦ୍ରା ସୋମନି

୪୦| ଥାଇଲାଣ୍ଡ

ସ୍ଵାଧୀନତା ଦିବସ ୧୨୩୮ ମସିହା
ଆୟତନ ୫, ୧୩, ୧୨୦ ବର୍ଗ କି.ମି.
ରାଜଧାନୀ ବ୍ୟାଙ୍କ୍କ
ମୁଖ୍ୟ ଭାଷା ଥାଇ
ପ୍ରଚଳିତ ମୁଦ୍ରା ବାହତ

୪୧|ଇଷ୍ଟ ତିମର

ସ୍ଵାଧୀନତା ଦିବସ ୨୦ ମେ ୨୦୦୬
ଆୟତନ ୧୪, ୮୭୪ ବର୍ଗ କି.ମି.
ରାଜଧାନୀ ଡିଲି
ମୁଖ୍ୟ ଭାଷା ତେଟମ୍, ପର୍ତ୍ତୁଗୀଜ୍
ପ୍ରଚଳିତ ମୁଦ୍ରା ଆମେରିକା ଡଲାର

୪୨| ତୁର୍କୀ

ସ୍ଵାଧୀନତା ଦିବସ ୨୯ ଅକ୍ଟୋବର ୧୯୨୩
ଆୟତନ ୭,୮୩,୫୬୨ ବର୍ଗ କି.ମି.
ରାଜଧାନୀ ଆଙ୍କାରା
ମୁଖ୍ୟ ଭାଷା ତର୍କିଶ
ପ୍ରଚଳିତ ମୁଦ୍ରା ତୁର୍କୀ

୪୩| ତୁର୍କମେନିସ୍ତାନ

ସ୍ଵାଧୀନତା ଦିବସ ୨୭ ଅକ୍ଟୋବର ୧୯୯୧
ଆୟତନ ୪,୮୮,୧୦୦ ବର୍ଗ କି.ମି.
ରାଜଧାନୀ ଆସଗବାଦ
ମୁଖ୍ୟ ଭାଷା ତୁର୍କମେନ
ପ୍ରଚଳିତ ମୁଦ୍ରା ତୁର୍କ ମାନାତ

୪୪| ଯୁକ୍ତରାଜ୍ୟ ଆରବ ଏମିରେଟସ୍

ସ୍ଵାଧୀନତା ଦିବସ ୨ ଡିସେମ୍ବର ୧୯୭୧
ଆୟତନ ୮୩, ୬୦୦ ବର୍ଗ କି.ମି.
ରାଜଧାନୀ ଆବୁଧାବି
ମୁଖ୍ୟ ଭାଷା ଆରବିକ୍
ପ୍ରଚଳିତ ମୁଦ୍ରା ଦିରହାମ

୪୫| ଉଜବେକିସ୍ଥାନ

ସ୍ଵାଧୀନତା ଦିବସ ୧ ସେପ୍ଟେମ୍ବର ୧୯୯୧
ଆୟତନ ୪,୪୭, ୪୦୦ ବର୍ଗ କି.ମି.
ରାଜଧାନୀ ତାସ୍କଣ୍ଟ
ମୁଖ୍ୟ ଭାଷା ଉଜବେକ୍
ପ୍ରଚଳିତ ମୁଦ୍ରା ସୋମ

୪୬| ଭିଏତନାମ

ସ୍ଵାଧୀନତା ଦିବସ ୨ ସେପ୍ଟେମ୍ବର ୧୯୪୫
ଆୟତନ ୩,୩୧,୨୧୨ ବର୍ଗ କି.ମି.
ରାଜଧାନୀ ହାନୋଇ
ମୁଖ୍ୟ ଭାଷା ଭିଏତନାମିଜ
ପ୍ରଚଳିତ ମୁଦ୍ରା ଡଙ୍ଗ

୪୭| ୟେମେନ୍

ସ୍ଵାଧୀନତା ଦିବସ ୨୨ ମେ ୧୯୯୦
ଆୟତନ ୫, ୨୭,୯୬୮ ବର୍ଗ କି.ମି.
ରାଜଧାନୀ ସାନା, ଆଡେନ
ମୁଖ୍ୟ ଭାଷା ଆରବିକ୍
ପ୍ରଚଳିତ ମୁଦ୍ରା ରିଆଲ୍

 

MCQ Test in Odia Click Here

List of Asian countries and Details, List of Asian countries and Details,List of Asian countries and Details,List of Asian countries and Details

Leave a Comment

error: Content is protected !!