List of African countries ଆଫ୍ରିକା ମହାଦେଶ

Facebook
Telegram
WhatsApp
LinkedIn

List of African countries : Africa is the world’s second-largest and second-most populous continent, after Asia in both cases. At about 30.3 million km² including adjacent islands, it covers 6% of Earth’s total surface area and 20% of its land area. With 1.3 billion people as of 2018, it accounts for about 16% of the world’s human population. Wikipedia

୧| ଆଲଜେରିଆ

ସ୍ବାଧୀନତା ଦିବସ ୫ ଜୁଲାଇ ୧୯୬୨
ଆୟତନ ୨୩,୮୧,୭୪୧ ବର୍ଗ କି.ମି.
ରାଜଧାନୀ ଆଲଜିୟର୍ସ
ମୁଖ୍ୟଭାଷା ଆରବିକ୍
ପ୍ରଚଳିତ ମୁଦ୍ରା ଆଲଜେରିଆନ୍ ଦିନାର୍

୨| ଆଙ୍ଗୋଲା

ସ୍ବାଧୀନତା ଦିବସ ୧୧ ନଭେମ୍ବର ୧୯୭୫
ଆୟତନ ୧୨, ୪୬, ୭୦୦ ବର୍ଗ କି.ମି.
ରାଜଧାନୀ ଲୁଆଣ୍ଡା
ମୁଖ୍ୟଭାଷା ପର୍ତ୍ତୁଗୀଜ୍
ପ୍ରଚଳିତ ମୁଦ୍ରା କ୍ଵାଞ୍ଜା

୩| ବେନିନ୍

ସ୍ବାଧୀନତା ଦିବସ ୧ ଅଗଷ୍ଟ ୧୯୬୦
ଆୟତନ ୧, ୧୪ ,୭୬୩ ବର୍ଗ କି.ମି.
ରାଜଧାନୀ ପୋର୍ଟୋନୋଭୋ
ମୁଖ୍ୟଭାଷା ଫ୍ରେଞ୍ଚ୍
ପ୍ରଚଳିତ ମୁଦ୍ରା ସିଏଫ୍ଏଫ୍ରାଙ୍କ୍

୪|ବୋଟସୱନା

ସ୍ବାଧୀନତା ଦିବସ ୩୦ ସେପ୍ଟେମ୍ୱର ୧୯୬୬
ଆୟତନ ୫,୮୧,୭୩୦ ବର୍ଗ କି.ମି.
ରାଜଧାନୀ ଗ୍ୟାବରୋନ୍
ମୁଖ୍ୟଭାଷା ଇଂରାଜୀ,ଟିସ୍ବାନା
ପ୍ରଚଳିତ ମୁଦ୍ରା ପୁଲା

୫| ବୁରକିନା ଫାସୋ

ସ୍ବାଧୀନତା ଦିବସ ୫ ଅଗଷ୍ଟ ୧୯୬୦
ଆୟତନ ୨,୭୪,୨୨୨ ବର୍ଗ କି.ମି.
ରାଜଧାନୀ ୱଗାଡୋଗୁ
ମୁଖ୍ୟଭାଷା ଫ୍ରେଞ୍ଚ୍
ପ୍ରଚଳିତ ମୁଦ୍ରା ସିଏଫି୍ଏଫ୍ରାଙ୍କ୍

୬| ବୁରୁଣ୍ଡି

ସ୍ବାଧୀନତା ଦିବସ ୧ ଜୁଲାଇ ୧୯୬୨
ଆୟତନ ୨୭, ୮୩୪ ବର୍ଗ କି.ମି.
ରାଜଧାନୀ ବୁଜୁମବୁରା
ମୁଖ୍ୟଭାଷା କିରଣ୍ଡି ଫ୍ରେଞ୍ଚ୍
ପ୍ରଚଳିତ ମୁଦ୍ରା ବୁରୁନ୍ଦି ଫ୍ରାଙ୍କ୍

୭| କାମେରୁନ୍

ସ୍ବାଧୀନତା ଦିବସ ୧ ଜାନୁଆରୀ ୧୯୬୦
ଆୟତନ ୪, ୭୫, ୪୪୨ ବର୍ଗ କି.ମି.
ରାଜଧାନୀ ୟାଓଣ୍ଡି
ମୁଖ୍ୟଭାଷା ଫ୍ରେଞ୍ଚ୍, ଇଂରାଜୀ
ପ୍ରଚଳିତ ମୁଦ୍ରା ସିଏଫି୍ଏଫ୍ରାଙ୍ଗ୍

୮| କେପ୍ଭର୍ଡ଼େ

ସ୍ବାଧୀନତା ଦିବସ ୫ ଜୁଲାଇ ୧୯୭୫
ଆୟତନ ୪୦୩୩ ବର୍ଗ କି.ମି.
ରାଜଧାନୀ ପ୍ରାଇଆ
ମୁଖ୍ୟଭାଷା ପର୍ତ୍ତୁଗୀଜ୍
ପ୍ରଚଳିତ ମୁଦ୍ରା କେପ୍ଭର୍ଡେ ଏସକ୍ୟୁଡୋ

୯| କେନ୍ଦ୍ରଆଫ୍ରିକା

ସ୍ବାଧୀନତା ଦିବସ ୧୩ ଅଗଷ୍ଟ ୧୯୬୦
ଆୟତନ ୬, ୨୨, ୯୮୪ ବର୍ଗ କି.ମି.
ରାଜଧାନୀ ବାଙ୍ଗୁଲ
ମୁଖ୍ୟଭାଷା ଫ୍ରେଞ୍ଚ୍
ପ୍ରଚଳିତ ମୁଦ୍ରା ସିଏଫି୍ଏଫ୍ରାଙ୍କ୍

୧୦| ଛାଦ

ସ୍ବାଧୀନତା ଦିବସ ୧୧ ଅଗଷ୍ଟ ୧୯୬୦
ଆୟତନ ୧୨, ୮୪,୦୦୦ ବର୍ଗ କି.ମି .
ରାଜଧାନୀ ଏନ୍ ଜାମେନା
ମୁଖ୍ୟଭାଷା ଆରବିକ୍,  ଫ୍ରେଞ୍ଚ୍
ପ୍ରଚଳିତ ମୁଦ୍ରା ସିଏଫ୍ଏଫ୍ରାଙ୍କ୍

୧୧| କଙ୍ଗୋ

ସ୍ବାଧୀନତା ଦିବସ ୧୫ ଅଗଷ୍ଟ ୧୯୬୦
ଆୟତନ ୩, ୪୨, ୦୦୦ ବର୍ଗ କି.ମି‌.
ରାଜଧାନୀ ବ୍ରାଜାଭିଲି
ମୁଖ୍ୟଭାଷା ଫ୍ରେଞ୍ଚ୍,ଲିଙ୍ଗାଲା
ପ୍ରଚଳିତ ମୁଦ୍ରା ସିଏଫ୍ଏଫ୍ରାଙ୍କ୍

୧୨| କୋଟି ଡିକଭାରି (ଆଇଭରିକୋଷ୍ଟ)

ସ୍ବାଧୀନତା ଦିବସ ୭ ଅଗଷ୍ଟ ୧୯୬୦
ଆୟତନ ୩,୨୨, ୪୬୩ ବର୍ଗ କି.ମି.
ରାଜଧାନୀ ୟାମେସଉକ୍ରୋ
ମୁଖ୍ୟଭାଷା ଫ୍ରେଞ୍ଚ୍
ପ୍ରଚଳିତ ମୁଦ୍ରା

୧୩| କଙ୍ଗୋ ଡେମୋକ୍ରାଟିକ ରିପବ୍ଲିକ୍ ( ପୂର୍ବତନ ଜାଇରେ)

 

ସ୍ବାଧୀନତା ଦିବସ ୩୦ ଜୁନ୍ ୧୯୭୭
ଆୟତନ ୨୩,୪୪,୮୫୮ ବର୍ଗ କି.ମି.
ରାଜଧାନୀ କିନଶାସା
ମୁଖ୍ୟଭାଷା ଫ୍ରେଞ୍ଚ୍, ଇଂରାଜୀ
ପ୍ରଚଳିତ ମୁଦ୍ରା କଙ୍ଗୋ ଫ୍ରାଙ୍କ୍

୧୪| ଦିବୌଟି

ସ୍ବାଧୀନତା ଦିବସ ୨୭ ଜୁନ୍ ୧୯୭୭
ଆୟତନ ୨୩,୨୦୦ ବର୍ଗ କି.ମି.
ରାଜଧାନୀ ଦିବୌଟି
ମୁଖ୍ୟଭାଷା ଆରବିକ୍, ଫ୍ରେଞ୍ଚ୍
ପ୍ରଚଳିତ ମୁଦ୍ରା ଦିବୌଟି ଫ୍ରାଙ୍କ୍

୧୫| ଇଜିପ୍ଟ

ସ୍ବାଧୀନତା ଦିବସ ୨୮ ଫେବୃଆରୀ ୧୯୨୨
ଆୟତନ ୧୦,୦୨,୪୫୦ ବର୍ଗ କି.ମି.
ରାଜଧାନୀ କାଏରୋ
ମୁଖ୍ୟଭାଷା ଆରବିକ୍
ପ୍ରଚଳିତ ମୁଦ୍ରା ଇଜିପସିଆନ ପାଉଣ୍ଡ

୧୬| ଇକ୍ଯୁଏଟୋରିଆଲଗିନି

ସ୍ବାଧୀନତା ଦିବସ ୧୨ ଅକ୍ଟୋବର ୧୯୬୮
ଆୟତନ ୨୮,୦୫୧ ବର୍ଗ କି.ମି.
ରାଜଧାନୀ ମାଲାବୋ
ମୁଖ୍ୟଭାଷା ସ୍ପେନିଶ୍, ଫ୍ରେଞ୍ଚ୍
ପ୍ରଚଳିତ ମୁଦ୍ରା ସିଏଫ୍ଏଫ୍ରାଙ୍କ୍

୧୭| ଏରିଟ୍ରିଆ

ସ୍ବାଧୀନତା ଦିବସ ୨୪ ମେ ୧୯୯୩
ଆୟତନ ୧,୧୭,୬୦୦ ବର୍ଗ କି.ମି.
ରାଜଧାନୀ ଆସ୍ମାରା
ମୁଖ୍ୟଭାଷା ଆର୍ବିକ୍,ତିଗ୍ରିନ୍ୟା
ପ୍ରଚଳିତ ମୁଦ୍ରା ନକଫା

୧୮| ଇଥିଓପିଆ

ସ୍ବାଧୀନତା ଦିବସ ମେ ୧୯୯୫
ଆୟତନ ୧୧,୦୪,୩୦୦ ବର୍ଗ କି.ମି.
ରାଜଧାନୀ ଆଡିସ୍ଆବା
ମୁଖ୍ୟଭାଷା ଆହ୍ମାରିକ୍
ପ୍ରଚଳିତ ମୁଦ୍ରା ବିର୍

୧୯| ଗାବନ 

ସ୍ବାଧୀନତା ଦିବସ ୧୭ ଅଗଷ୍ଟ ୧୯୬୦
ଆୟତନ ୨,୬୭,୬୬୮ ବର୍ଗ କି.ମି.
ରାଜଧାନୀ ଲିବରଭିଲି
ମୁଖ୍ୟଭାଷା  ଫ୍ରେଞ୍ଚ୍
ପ୍ରଚଳିତ ମୁଦ୍ରା ସିଏଫ୍ଏଫ୍ରାଙ୍କ୍

୨୦| ଗେମ୍ବିଆ

ସ୍ବାଧୀନତା ଦିବସ ୧୮ ଫେବୃଆରୀ ୧୯୬୫
ଆୟତନ ୧୧,୨୯୫ ବର୍ଗ କି.ମି.
ରାଜଧାନୀ ବାଞ୍ଜୁଲ୍
ମୁଖ୍ୟଭାଷା ଇଂରାଜୀ
ପ୍ରଚଳିତ ମୁଦ୍ରା ଡାଲାସି

୨୧| ଘାନା

ସ୍ବାଧୀନତା ଦିବସ ୬ ମାର୍ଚ୍ଚ ୧୯୫୭
ଆୟତନ ୨,୩୮୫୩୩ ବର୍ଗ କି.ମି.
ରାଜଧାନୀ ଆକ୍ରା
ମୁଖ୍ୟଭାଷା ଇଂରାଜୀ
ପ୍ରଚଳିତ ମୁଦ୍ରା ସେଡି

୨୨| ଗିନି

ସ୍ବାଧୀନତା ଦିବସ ୨ ଅକ୍ଟୋବର ୧୯୫୮
ଆୟତନ ୨,୪୫,୮୫୭ ବର୍ଗ କି.ମି.
ରାଜଧାନୀ କୋନାକ୍ରୀ
ମୁଖ୍ୟଭାଷା ଫ୍ରେଞ୍ଚ୍
ପ୍ରଚଳିତ ମୁଦ୍ରା ଗିନି ଫ୍ରାଙ୍କ୍

୨୩| କେନିଆ 

ସ୍ବାଧୀନତା ଦିବସ ୧୨ ଡିସେମ୍ବର ୧୯୬୩
ଆୟତନ ୫,୮୦,୩୬୭ ବର୍ଗ କି.ମି.
ରାଜଧାନୀ ନାଇରୋବି
ମୁଖ୍ୟଭାଷା ଇଂରାଜୀ,ସ୍ବାହିଲି
ପ୍ରଚଳିତ ମୁଦ୍ରା କେନିଆନ୍ ଶିଲିଂ

୨୪| ଲେସୋଥୋ

ସ୍ବାଧୀନତା ଦିବସ ୪ ଅକ୍ଟୋବର ୧୯୬୬
ଆୟତନ ୩୦,୩୫୫ ବର୍ଗ କି.ମି.
ରାଜଧାନୀ ମାସେରୁ
ମୁଖ୍ୟଭାଷା ଇଂରାଜୀ,ସୋଥୋ
ପ୍ରଚଳିତ ମୁଦ୍ରା ଲୋଟି

୨୫| ଲାଇବେରିଆ

ସ୍ବାଧୀନତା ଦିବସ ୨୬ ଜୁଲାଇ ୧୮୪୭
ଆୟତନ ୧,୧୧,୩୬୯ ବର୍ଗ କି.ମି.
ରାଜଧାନୀ ମନରୋଭିଆ
ମୁଖ୍ୟଭାଷା ଇଂରାଜୀ
ପ୍ରଚଳିତ ମୁଦ୍ରା ଡଲାର

୨୬|ଲିବିୟା

ସ୍ବାଧୀନତା ଦିବସ ୨୪ ଡିସେମ୍ବର ୧୯୫୧
ଆୟତନ ୧୭,୫୯,୫୪୦ ବର୍ଗ କି.ମି.
ରାଜଧାନୀ ତ୍ରିପୋଲି
ମୁଖ୍ୟଭାଷା ଆରବିକ୍
ପ୍ରଚଳିତ ମୁଦ୍ରା ଲିବିୟାନ ଦିନାର

୨୭| ମାଡ୍ଗାସକାର

 

ସ୍ବାଧୀନତା ଦିବସ ୨୬ ଜୁନ୍ ୧୯୬୦
ଆୟତନ ୫,୮୭,୦୪୧ ବର୍ଗ କି.ମି.
ରାଜଧାନୀ ଆଣ୍ଟାନାନାରିଭୋ
ମୁଖ୍ୟଭାଷା ମାଲଗାସି, ଫ୍ରେଞ୍ଚ୍
ପ୍ରଚଳିତ ମୁଦ୍ରା ଆରିଆରି

୨୮| ମାଲାୱ

ସ୍ବାଧୀନତା ଦିବସ ୬ ଜୁଲାଇ ୧୯୬୪
ଆୟତନ ୧,୧୮,୪୮୪ ବର୍ଗ କି.ମି.
ରାଜଧାନୀ ଲିଲୋଙ୍ଗା
ମୁଖ୍ୟଭାଷା ଇଂରାଜୀ,ଚିଚେୱ
ପ୍ରଚଳିତ ମୁଦ୍ରା କ୍ୱାଚା

୨୯| ମାଲି

ସ୍ବାଧୀନତା ଦିବସ ୨୬ ସେପ୍ଟେମ୍ବର ୧୯୬୦
ଆୟତନ ୧୨,୪୦,୧୯୨ ବର୍ଗ କି.ମି.
ରାଜଧାନୀ ବାମାକୋ
ମୁଖ୍ୟଭାଷା ଫ୍ରେଞ୍ଚ୍
ପ୍ରଚଳିତ ମୁଦ୍ରା ସିଏଫ୍ଏଫ୍ରାଙ୍କ୍

୩୦| ମୌରିଟାନିଆ

ସ୍ବାଧୀନତା ଦିବସ ୨୮ ନଭେମ୍ବର ୧୯୬୦
ଆୟତନ ୧୦,୩୦,୭୦୦ ବର୍ଗ କି.ମି.
ରାଜଧାନୀ ନୋଆକ ଛୋଟ୍
ମୁଖ୍ୟଭାଷା ଆରବିକ୍
ପ୍ରଚଳିତ ମୁଦ୍ରା ଓଗୁଇଆ

୩୧| ମରିସସ୍

 

ସ୍ବାଧୀନତା ଦିବସ ୧୨ ମାର୍ଚ୍ଚ ୧୯୬୮
ଆୟତନ ୨୦୪୦ ବର୍ଗ କି.ମି.
ରାଜଧାନୀ ପୋର୍ଟଲୁଇସ୍
ମୁଖ୍ୟଭାଷା ଇଂରାଜୀ
ପ୍ରଚଳିତ ମୁଦ୍ରା ମରିସସ୍ ରୂପି

୩୨| ମରକ୍କୋ

ସ୍ବାଧୀନତା ଦିବସ ୨ ମାର୍ଚ୍ଚ ୧୯୫୬
ଆୟତନ ୪,୪୬,୫୫୦ ବର୍ଗ କି.ମି.
ରାଜଧାନୀ ରାବାତ
ମୁଖ୍ୟଭାଷା ଆରବିକ୍
ପ୍ରଚଳିତ ମୁଦ୍ରା ଦିରହାମ୍

୩୩| ମୋଜାମ୍ବିକ

ସ୍ବାଧୀନତା ଦିବସ ୨୫ ଜୁନ୍ ୧୯୭୫
ଆୟତନ ୮,୦୧,୫୯୦ ବର୍ଗ କି.ମି.
ରାଜଧାନୀ ମାପୁତୋ
ମୁଖ୍ୟଭାଷା ପର୍ତ୍ତୁଗୀଜ୍
ପ୍ରଚଳିତ ମୁଦ୍ରା ମେଟିକାଲ୍

୩୪| ନାମ୍ବିଆ

ସ୍ବାଧୀନତା ଦିବସ ୨୧ ମାର୍ଚ୍ଚ ୧୯୯୦
ଆୟତନ ୮,୨୫,୬୧୫ ବର୍ଗ କି.ମି.
ରାଜଧାନୀ ୱନଢୋକ
ମୁଖ୍ୟଭାଷା ଇଂରାଜୀ
ପ୍ରଚଳିତ ମୁଦ୍ରା ନାମ୍ବିଆନ ଡଲାର

୩୫| ନାଇଜର 

ସ୍ବାଧୀନତା ଦିବସ ୩ ଅଗଷ୍ଟ ୧୯୬୦
ଆୟତନ ୧୨,୬୭,୦୦୦ ବର୍ଗ କି.ମି.
ରାଜଧାନୀ ନିଆମେ
ମୁଖ୍ୟଭାଷା ଫ୍ରେଞ୍ଚ୍
ପ୍ରଚଳିତ ମୁଦ୍ରା ସିଏଫ୍ଏଫ୍ରାଙ୍କ୍

୩୬|ନାଇଜେରିଆ

ସ୍ବାଧୀନତା ଦିବସ ୧ ଅକ୍ଟୋବର ୧୯୬୦
ଆୟତନ ୯,୨୩,୭୬୮ ବର୍ଗ କି.ମି.
ରାଜଧାନୀ ଅବୁଜା
ମୁଖ୍ୟଭାଷା ଇଂରାଜୀ
ପ୍ରଚଳିତ ମୁଦ୍ରା ନାଇରା

୩୭| ସେନେଗାଲ

ସ୍ବାଧୀନତା ଦିବସ ୪ ଅପ୍ରେଲ ୧୯୬୦
ଆୟତନ ୧,୯୬,୭୨୨ ବର୍ଗ କି.ମି.
ରାଜଧାନୀ ଡାକର
ମୁଖ୍ୟଭାଷା ଫ୍ରେଞ୍ଚ୍
ପ୍ରଚଳିତ ମୁଦ୍ରା ସିଏଫ୍ଏଫ୍ରାଙ୍କ୍

୩୮| ସିଚେଲସ

ସ୍ବାଧୀନତା ଦିବସ ୨୯ ଜୁନ୍ ୧୯୭୬
ଆୟତନ ୪୫୨ ବର୍ଗ କି.ମି.
ରାଜଧାନୀ ଭିକ୍ଟୋରିଆ
ମୁଖ୍ୟଭାଷା ଇଂରାଜୀ, ଫ୍ରେଞ୍ଚ୍,କ୍ରିଓଲ
ପ୍ରଚଳିତ ମୁଦ୍ରା ସେଚିଲସ ରୂପି

୩୯| ସୋମାଲିଆ 

ସ୍ବାଧୀନତା ଦିବସ ୧ ଜୁଲାଇ ୧୯୬୦
ଆୟତନ ୬,୩୭,୬୫୭ ବର୍ଗ କି.ମି.
ରାଜଧାନୀ ମେଗାଦିଶୁ
ମୁଖ୍ୟଭାଷା ସୋମାଲି, ଆରବିକ୍
ପ୍ରଚଳିତ ମୁଦ୍ରା ସୋମାଲିଆ ଶିଲିଂ

୪୦| ଦକ୍ଷିଣ ଆଫ୍ରିକା

ସ୍ବାଧୀନତା ଦିବସ ୩୧ ମେ ୧୯୧୦
ଆୟତନ ୧୨,୨୧,୦୩୭ ବର୍ଗ କି.ମି.
ରାଜଧାନୀ କେପ୍ଟାଉନ୍, ପ୍ରିଟୋରିଆ
ମୁଖ୍ୟଭାଷା ଆଫ୍ରିକାନସ୍, ଇଂରାଜୀ
ପ୍ରଚଳିତ ମୁଦ୍ରା ରାଉଣ୍ଡ

୪୧| ସୁଦାନ

ସ୍ବାଧୀନତା ଦିବସ ୧ ଜାନୁଆରୀ ୧୯୫୭
ଆୟତନ ୧୮,୮୬,୦୬୮ ବର୍ଗ କି.ମି.
ରାଜଧାନୀ ଖାରତୁମ୍
ମୁଖ୍ୟଭାଷା ଆରବିକ୍, ଇଂରାଜୀ
ପ୍ରଚଳିତ ମୁଦ୍ରା ସୁଦାନିଜ୍, ପାଉଣ୍ଡ

୪୨ ଦକ୍ଷିଣ ସୁଦାନ

ସ୍ବାଧୀନତା ଦିବସ ୯ ଜୁଲାଇ ୨୦୧୧
ଆୟତନ ୬,୧୯,୭୪୫ ବର୍ଗ କି.ମି.
ରାଜଧାନୀ ଜୁବା
ମୁଖ୍ୟଭାଷା ଆରବିକ୍,ଇଂରାଜୀ
ପ୍ରଚଳିତ ମୁଦ୍ରା ସାଉଥି ସୁଦାନ ପାଉଣ୍ଡ

୪୩|ସ୍ଵାଜିଲ୍ୟାଣ୍ଡ

ସ୍ବାଧୀନତା ଦିବସ ୬ ସେପ୍ଟେମ୍ବର ୧୯୬୮
ଆୟତନ ୧୭, ୩୬୪ ବର୍ଗ କି.ମି.
ରାଜଧାନୀ ମାବେନ
ମୁଖ୍ୟଭାଷା ସ୍ବାଜି, ଇଂରାଜୀ
ପ୍ରଚଳିତ ମୁଦ୍ରା ଲିଲାଞ୍ଜେନି

୪୪| ତାଞ୍ଜାନିଆ 

ସ୍ବାଧୀନତା ଦିବସ ୨୬ ଅପ୍ରେଲ ୧୯୬୪
ଆୟତନ ୯, ୪୫, ୦୮୭ ବର୍ଗ କି.ମି.
ରାଜଧାନୀ ଡୋଡୋମା
ମୁଖ୍ୟଭାଷା ସ୍ବାହିଲ, ଇଂରାଜୀ
ପ୍ରଚଳିତ ମୁଦ୍ରା ତାଞ୍ଜାନିଆ ଶିଲିଂ

୪୫| ଟୁନିସିଆ

ସ୍ବାଧୀନତା ଦିବସ ୨୦ ମାର୍ଚ୍ଚ ୨୯୫୬
ଆୟତନ ୧,୬୩, ୬୧୦ ବର୍ଗ କି.ମି.
ରାଜଧାନୀ ଟୁନିସ୍
ମୁଖ୍ୟଭାଷା ଆରବିକ୍
ପ୍ରଚଳିତ ମୁଦ୍ରା ଟୁନିସିଆନ୍ ଦିନାର୍

୪୬| ଉଗାଣ୍ଡା

ସ୍ବାଧୀନତା ଦିବସ ୯ ଅକ୍ଟୋବର ୧୯୬୨
ଆୟତନ ୨,୪୧,୫୫୦ ବର୍ଗ କି.ମି.
ରାଜଧାନୀ କାମ୍ପାଲା
ମୁଖ୍ୟଭାଷା ଇଂରାଜୀ
ପ୍ରଚଳିତ ମୁଦ୍ରା ଉଗାଣ୍ଡା ଶିଲିଂ

୪୭| ଜାମ୍ବିଆ

ସ୍ବାଧୀନତା ଦିବସ ୨୪ ଅକ୍ଟୋବର ୧୯୬୪
ଆୟତନ ୭,୫୨, ୬୧୨ ବର୍ଗ କି.ମି.
ରାଜଧାନୀ ଲୁସାକା
ମୁଖ୍ୟଭାଷା ଇଂରାଜୀ
ପ୍ରଚଳିତ ମୁଦ୍ରା ଜାମ୍ବିଆନ୍ କ୍ଵାଚା

୪୮| ଜିମ୍ବାୱେ

ସ୍ବାଧୀନତା ଦିବସ ୧୮ ଅପ୍ରେଲ ୧୯୮୦
ଆୟତନ ୩,୯୦,୭୫୭ ବର୍ଗ କି.ମି.
ରାଜଧାନୀ ହାରାରେ
ମୁଖ୍ୟଭାଷା ଇଂରାଜୀ
ପ୍ରଚଳିତ ମୁଦ୍ରା ଜିମ୍ବାୱେ ଡଲାର

୪୯| କୋମୋରସ

ସ୍ବାଧୀନତା ଦିବସ ୬ ଜୁଲାଇ ୧୯୭୫
ଆୟତନ ୧୮୬୨ ବର୍ଗ କି.ମି.
ରାଜଧାନୀ ମୋରନି
ମୁଖ୍ୟଭାଷା ଆରବିକ୍,କମୋରାନ୍
ପ୍ରଚଳିତ ମୁଦ୍ରା କେମୋରିଆନ୍ ଫ୍ରାଙ୍କ୍

୫୦| ଗିନି ବିସାଉ

ସ୍ବାଧୀନତା ଦିବସ ୨୪ ସେପ୍ଟେମ୍ବର ୧୯୭୩
ଆୟତନ ୩୬, ୧୨୫ ବର୍ଗ କି.ମି.
ରାଜଧାନୀ ବିସାଉ
ମୁଖ୍ୟଭାଷା ପର୍ତ୍ତୁଗୀଜ୍
ପ୍ରଚଳିତ ମୁଦ୍ରା ସିଏଫଏଫ୍ରାଙ୍କ୍

୫୧| ସାଓଟୋମେ ଏବଂ ପ୍ରିନ୍ସପି

ସ୍ବାଧୀନତା ଦିବସ ୧୨ ଜୁଲାଇ ୧୯୭୫
ଆୟତନ ୯୬୪ ବର୍ଗ କି.ମି.
ରାଜଧାନୀ ସାଓଟୋମେ
ମୁଖ୍ୟଭାଷା ପର୍ତ୍ତୁଗୀଜ୍
ପ୍ରଚଳିତ ମୁଦ୍ରା ଡୋବ୍ରା

୫୨| ସିରିଆ ଲିଓନି

ସ୍ବାଧୀନତା ଦିବସ ୨୭ ଅପ୍ରେଲ ୧୯୬୧
ଆୟତନ ୭୧,୭୪୦ ବର୍ଗ କି.ମି.
ରାଜଧାନୀ ଫ୍ରିଟାଉନ୍
ମୁଖ୍ୟଭାଷା ଇଂରାଜୀ
ପ୍ରଚଳିତ ମୁଦ୍ରା ଲିଓନି

୫୩| ଟୋଗା

ସ୍ବାଧୀନତା ଦିବସ ୨୭ ଅପ୍ରେଲ ୨୯୬୦
ଆୟତନ ୫୬,୭୮୫ ବର୍ଗ କି.ମି.
ରାଜଧାନୀ ଲୋମେ
ମୁଖ୍ୟଭାଷା ଫ୍ରେଞ୍ଚ୍
ପ୍ରଚଳିତ ମୁଦ୍ରା ସିଏଫ୍ଏଫ୍ରାଙ୍କ୍

 

 

 

 

 

 

 

 

Leave a Comment

error: Content is protected !!