Leave Application Format for Employee

Leave Application Format for Employee | ଛୁଟି ସମର୍ପଣ ମଞ୍ଜୁରୀ

Facebook
Telegram
WhatsApp
LinkedIn

Leave Application Format for Employee: Are you looking for a way to manage your employee’s leaves in an efficient and effective manner? Leave Application Format for Employee can help! This leave management application provides an easy to use interface that allows you to manage employee leaves in a systematic and organised manner. You can track employee’s leaves and progressions, issue leave certificates, and more. Leave Application Format for Employee is the perfect solution for businesses of all sizes. So what are you waiting for? Start using our leave format today. check holiday list odisha govt.

Leave Application Format for Employee

ଛୁଟି ସମର୍ପଣ ମଞ୍ଜୁରୀ

_____ବିଭାଗ
ଭୁବନେଶ୍ୱର l

କାର୍ଯ୍ୟାଳୟ ଆଦେଶ

ସଂଖ୍ୟା__ ତାରିଖ__
ଶ୍ରୀ/ ଶ୍ରୀମତୀ/ କୁମାରୀ_______ଅସ୍ଥାୟୀ/ସ୍ଥାୟୀ (ପଦବୀ) ___ ବିଭାଗଙ୍କୁ ___ ଦିନ ଅର୍ଜିତ ଛୁଟି ସମର୍ପଣ କରିବାକୁ ଏତଦ୍ ଦ୍ଵାରା ଅନୁମତି ପ୍ରଦାନ କରାଯାଉଛି l ତାଙ୍କର ଏହି ଛୁଟି ସମର୍ପଣ ଆୟ ଯଦି ଆୟକର ଯୋଗ୍ୟ ହେଉଥାଏ ତେବେ ଆବଶ୍ୟକ କାଟ ପରେ ସମ୍ପୂର୍ଣ୍ଣ ଦରମା ଓ ଭତ୍ତା ପାଇବେ l
ପ୍ରମାଣିତ କରାଯାଉଛି ଯେ ଏହି ____ ଛୁଟି ସମର୍ପଣ ପରେ ତାଙ୍କର ଜମାରେ ____ ଦିନ ଅର୍ଜିତ ଛୁଟି ଅଛି l
ସମର୍ପିତ ହୋଇଥିବା ତାରିଖ ଦିନ ଛୁଟିର ହିସାବ ପରେ ସେବା ପୁସ୍ତକରେ ଦରଜ କରାଯିବ l

ସ୍ୱାକ୍ଷର——————
ପଦବୀ—————–

Odia General Knowledge Click Here

Leave a Comment

error: Content is protected !!