Lasagu Gasagu MCQ in Odia: Hello! We are HCF and LCM, two of the best Odia MCQ providers available online. We offer Odia MCQs that will help you improve your Odia language skills. We have a wide variety of Odia MCQs that will help you learn grammar, vocabulary, idioms and more. So, what are you waiting for? Sign up now and start getting qualified for the exams!
The full form of LCM in Maths is Least Common Multiple, whereas the full form of HCF is the Highest Common Factor. The H.C.F. defines the greatest factor present in between given two or more numbers, whereas L.C.M. defines the least number which is exactly divisible by two or more numbers.
- ଗ.ସା.ଗୁ. = ଗରିଷ୍ଠ ସାଧାରଣ ଗୁଣନୀୟକ |
2. ଦୁଇ ବା ତାହାଠାରୁ ଅଧିକ ସଂଖ୍ୟାମାନଙ୍କର ସାଧାରଣ ଗୁଣନୀୟକ ଗୁଡିକ ମଧ୍ୟରୁ ଗରିଷ୍ଠ ସଂଖ୍ୟାଟିସେହି ସଂଖ୍ୟାମାନଙ୍କର ଗ.ସା.ଗୁ. ଟେ | ଉଦାହରଣ -6 ଓ 8
- 8 ଓ 12 ର ଗ.ସା.ଗୁ. କେତେ ?
- 8 ର ଗୁଣନୀୟକ = 1, 2, 4 ଓ 8
- 12 ର ଗୁଣନୀୟକ = 1, 2, 3, 4, 6 ଓ 12
- ତେଣୁ 8 ଓ 12 ର ସାଧାରଣ ଗୁଣନୀୟକ ଗୁଡିକ = 1, 2, 4 ଏବଂ 1, 2, 4 ମଧ୍ୟରେ ଗରିଷ୍ଠ ଗୁଣନୀୟକ = 4 |
- 8 ଓ 12 ର ଗ.ସା.ଗୁ. 4 |
- ଲ.ସା.ଗୁ. = ଲଘିଷ୍ଠ ସାଧାରଣ ଗୁଣିତକ |
- କେତୋଟି ସଂଖ୍ୟାର ସାଧାରଣ ଗୁଣିତକମାନଙ୍କ ମଧ୍ୟରେ କ୍ଷୁଦ୍ରତମ ବା ଲଘିଷ୍ଠ ସଂଖ୍ୟାଟି ସେମାନଙ୍କର ଲ.ସା.ଗୁ |
- ଦୁଇଟି ସଂଖ୍ୟାର ଗ.ସା.ଗୁ x ଲ.ସା.ଗୁ = ସଂଖ୍ୟା ଦୁଇଟିର ଗୁଣଫଳ |
- ଦୁଇଟି ମୌଳିକ ବା କ୍ରମିକ ସଂଖ୍ୟାର ଗ.ସା.ଗୁ ସବୁବେଳେ |
- ଦୁଇଟି ମୌଳିକ ବା କ୍ରମିକ ସଂଖ୍ୟାର ଲ.ସା.ଗୁ = ସେହି ସଂଖ୍ୟା ଦୁଇଟିର ଗୁଣଫଳ |
Lasagu Gasagu MCQ in Odia
Total Question Question : 40
Time Each Question : 60 Second
Question Language : Odia
#1. ୧୮ ଓ ୪୫ ର ଗ.ସା.ଗୁ କେତେ ?
#2. ୧,୩,୫,୭ ଏବଂ ୯ ର ଲ . ସା. ଗୁ. କେତେ ?
#3. ୪୫ ଓ ୫୫ ର ଗ. ସା. ଗୁ. କେତେ?
#4. ଯଦି ଦୁଇଟି ସଂଖ୍ୟାର ଗ. ସା. ଗୁ ୧୫ ହୁଏ, ତେବେ ନିମ୍ନଲିଖିତ ସଂଖ୍ୟା ମଧ୍ୟରୁ କେଉଁଟି ଲ. ସା . ଗୁ. ହୋଇପାରେ ?
#5. ଯଦି ଦୁଇଟି ସଂଖ୍ୟାର ଗ. ସା. ଗୁ. ଓ ଲ. ସା.ଗୁ. ଯଥାକ୍ରମେ ୧୪ ଏବଂ ୨୮୦ ହୁଏ ଓ ଗୋଟିଏ ସଂଖ୍ୟା ୭୦, ତେବେ ଅନ୍ୟ ସଂଖ୍ୟାଟି କେତେ ?
#6. ଯେଉଁ ବୃହତ୍ତମ ସଂଖ୍ୟା ଦ୍ବାରା କେତେକ ସଂଖ୍ୟା ଦିଭାଜ୍ୟ, ତାକୁ ଉକ୍ତ ସଂଖ୍ୟାମାନଙ୍କର କ'ଣ କୁହାଯାଏ?
#7. ଯେଉଁ କ୍ଷୁଦ୍ରତମ ସଂଖ୍ୟା ଅନ୍ୟ କେତେକ ସଂଖ୍ୟା ଦ୍ବାରା ବିଭାଜ୍ୟ, ତାକୁ ଉକ୍ତ ସଂଖ୍ୟାମାନଙ୍କର କ'ଣ କୁହାଯିବ?
#8. ସଂଖ୍ୟାର ଦୁଇଟିର ଗ. ସା. ଗୁ. ସେହି ସଂଖ୍ୟା ଦୁଇଟିର ଲ. ସା. ଗୁ ସହ ସଂପର୍କ କ'ଣ?
#9. ଦୁଇଟି ସଂଖ୍ୟାର ଗ.ସା.ଗୁ. X ଲ. ସା. ଗୁ. = କ'ଣ?
#10. ଦୁଇଟି ସଂଖ୍ୟାର ଗ. ସା. ଗୁ. ସଂଖ୍ୟା ଦୁଇଟି ସହ କ'ଣ ସଂପର୍କ ଅଛି?
#11. ଦୁଇଟି ସଂଖ୍ୟାର ଲ.ସା .ଗୁ. ର ସଂଖ୍ୟା ଦୁଇଟି ସହ କ'ଣ ସଂପର୍କ ଅଛି?
#12. ଯେଉଁ କ୍ଷୁଦ୍ରତମ ସଂଖ୍ୟାରେ ୫ ଯୋଗକଲେ ଯୋଗଫଳ ୨୫,୩୦,୩୫ ଦ୍ବାରା ବିଭାଭ୍ୟ ହେବ, ତାହା ୨୫,୩୦,୩୫ ର କ'ଣ ଠାରୁ କମ୍ ହେବ?
#13. କେଉଁ ବୃହତ୍ତମ ସଂଖ୍ୟା ଦ୍ବାରା ୮୦ ଓ ୯୦ ବିଭାଜ୍ୟ?
#14. କେଉଁ କ୍ଷୁଦ୍ରତମ ସଂଖ୍ୟା ରେ ୫ ଯୋଗକଲେ ଯୋଗଫଳ ୨୦ ଓ ୩୦ ଦ୍ବାରା ବିଭାଜ୍ୟ ?
#15. କେଉଁ କ୍ଷୁଦ୍ରତମ ସଂଖ୍ୟା ରୁ ୫ ବିୟୋଗ କଲେ ବିୟୋଗ ଫଳ ୧୨ ଓ ୨୪ ଦ୍ବାରା ବିଭାଜ୍ୟ ?
#16. ଗୋଟିଏ ବଗିଚାର ଦୈର୍ଘ୍ୟ ୨୪ ମିଟର ଓ ପ୍ରସ୍ଥ ୧୨ ମିଟର। ବଗିଚାର ଚାରିପଟେ ବାଡ଼ ଦେବାଲାଗି ସର୍ବାଧିକ କେତେ ଦୂରତାରେ ଖୁଣ୍ଟ ପୋତିଲେ ପାଖାପାଖି ଦୁଇଟି ଖୁଣ୍ଟ ମଧ୍ୟରେ ସମାନ ଦୂରତା ରହିବ ଓ ଚାରି କୋଣରେ ମଧ୍ୟ ଖୁଣ୍ଟ ରହିବ?
#17. ଜଣେ ବଢେଇ ତିଆରି କରୁଥିବା ଦୁଇଟି ଝରକା ର ଚଉଡା ଯଥାକ୍ରମେ ୮୦ ସେ. ମି. ଓ ୧ ମିଟର। ସର୍ବାଧିକ କେତେ ଦୂରତାରେ ଲୁହା ରଡ଼ ଲଗାଇଲେ ସେ ପ୍ରତ୍ୟେକ ଝରକାରେ ସମାନ ଦୂରତା ରେ ରଡ଼ ଲଗାଇ ପାରିବେ?
#18. ଦୁଇ ଜଣ ଛାତ୍ର ସମାନ ସମାନ ମୂଲ୍ୟର କେତେ ଖଣ୍ଡ ବହି କିଣି ଦୋକାନୀ କୁ ଯଥାକ୍ରମେ ୨୫୦ ଟଙ୍କା ଓ ୨୭୫ ଟଙ୍କା ଦେଲେ। ପ୍ରତ୍ୟେକ ବହିର ସର୍ବାଧିକ ମୂଲ୍ୟ କେତେ ହୋଇଥିବ?
#19. ଦୁଇଟି ସଂଖ୍ୟାର ଗୁଣଫଳ ୨୫୦।ଲ.ସା. ଗୁ.୫୦ ହେଲେ ଗ. ସା. ଗୁ କେତେ?
#20. ଦୁଇଟି ସଂଖ୍ୟାର ଲ. ସା.ଗୁ.୧୨୦ ଓ ଗ. ସା . ଗୁ. ଓ ୧୦। ଗୋଟିଏ ସଂଖ୍ୟା ୩୦ ହେଲେ ଅନ୍ୟ ସଂଖ୍ୟାଟି କେତେ?
#21. ଦୁଇଟି ମୌଳିକ ସଂଖ୍ୟାର ଗ.ସା. ଗୁ କେତେ?
#22. ଦୁଇଟି ମୌଳିକ ସଂଖ୍ୟାର ଲ.ସା. ଗୁ କେତେ?
#23. ଦୁଇଟି କ୍ରମିକ ସଂଖ୍ୟା ର ଗ. ସା.ଗୁ. କେତେ?
#24. ଦୁଇଟି କ୍ରମିକ ସଂଖ୍ୟାର ଲ. ସା . ଗୁ କେତେ?
#25. ନିମ୍ନଲିଖିତ ଉତ୍ତର ଗୁଡ଼ିକ ମଧ୍ୟରୁ ୧୬ ଓ ୨୦ ବୃହତ୍ତମ ସାଧାରଣ ଗୁଣିତକ?
#26. ନିମ୍ନଲିଖିତ ଉତ୍ତର ଗୁଡ଼ିକ ମଧ୍ୟରୁ କେଉଁଟି ୧୫ ଓ ୨୦ ର କ୍ଷୁଦ୍ରତମ ସାଧାରଣ ଗୁଣିତକ?
#27. ସଂଖ୍ୟା ଗୁଡ଼ିକର ଲ. ସା. ଗୁ. ସେହି ସଂଖ୍ୟା ଗୁଡ଼ିକର ଗ.ସା. ଗୁ. ଦ୍ବାରା କ'ଣ ହେବ?
#28. ୫ ର କେଉଁ କ୍ଷୁଦ୍ରତମ ଗୁଣିତକ ୧୦ ଦ୍ବାରା ବିଭାଜ୍ୟ?
#29. କେଉଁ କ୍ଷୁଦ୍ରତମ ସଂଖ୍ୟା କୁ୨ ଓ ୩ ଦ୍ବାରା ଭାଗକଲେ ପ୍ରତ୍ୟେକ ସ୍ଥଳରେ ୧ ଭାଗଶେଷ ରହିବ?
#30. ୩୬ ର କେତୋଟି ମୌଳିକ ଗୁଣନୀୟକ ଅଛି?
#31. ୯ ର କେଉଁ ଗୁଣିତକ ୧୦୦ ନିକଟତମ?
#32. ୧୭ ଓ ୧୮ ର ଗ. ସା.ଗୁ. କେତେ?
#33. ୧୦ ଓ ୧୧ ର ଲ. ସା. ଗୁ. କେତେ?
#34. ଦୁଇଟି ସଂଖ୍ୟାର ଗ . ସା. ଗୁ.୧ ଓ ଲ. ସା. ଗୁ ୧୫। ଗୋଟିଏ ସଂଖ୍ୟା ୫ ହେଲେ ଅନ୍ୟ ସଂଖ୍ୟାଟି କେତେ?
#35. ୮,୧୬,୨୪ ର ଲ. ସା. ଗୁ. ଗ. ସା. ଗୁ. ର କେତେ ଗୁଣ?
#36. ଯେଉଁ ବୃହତ୍ତମ ସଂଖ୍ୟା ଦ୍ବାରା କେତେ ସଂଖ୍ୟା ବିଭାଜ୍ୟ ହୁଏ, ତାହାକୁ ସେହି ସଂଖ୍ୟା ମାନଙ୍କର କ'ଣ କୁହାଯାଏ?
#37. ଉତ୍ତରରେ ଦିଆଯାଇଥିବା ନିମ୍ନଲିଖିତ ସଂଖ୍ୟା ଗୁଡ଼ିକ ମଧ୍ୟରୁ କେଉଁଟି ୧୫ ର ବୃହତ୍ତମ ଗୁଣନୀୟକ?
#38. ଉତ୍ତରରେ ଥିବା ନିମ୍ନଲିଖିତ ସଂଖ୍ୟା ଗୁଡ଼ିକ ମଧ୍ୟରୁ କେଉଁଟି ୧୬ ଓ ୨୦ ର ବୃହତ୍ତମ ସାଧାରଣ ଗୁଣନୀୟକ?
#39. କେତୋଟି ସଂଖ୍ୟାର ଲ. ସା .ଗୁ. ନିର୍ଣ୍ଣୟ କରିବା ପାଇଁ କି ପ୍ରକାର ସଂଖ୍ୟା ବ୍ୟବହାର କରାଯାଏ?
#40. ୨ ଓ ୩ ର ଲ. ସା. ଗୁ. କେତେ?
#41. ନିମ୍ନଲିଖିତ ଉତ୍ତରରେ ଦିଆଯାଇଥିବା ଉକ୍ତି ମଧ୍ୟରୁ କେଉଁଟି ଠିକ୍?
More Quiz test in odia Click Here
#1. ୧୮ ଓ ୪୫ ର ଗ.ସା.ଗୁ କେତେ ?
୯ ୬ ୫ ୨
୯
#2. ୧,୩,୫,୭ ଏବଂ ୯ ର ଲ . ସା. ଗୁ. କେତେ ?
୬୩ ୨୪୫ ୩୧୫ ୧୦୫
୩୧୫
#3. ୪୫ ଓ ୫୫ ର ଗ. ସା. ଗୁ. କେତେ?
୯ ୫ ୩ ୧୧
୫
#4. ଯଦି ଦୁଇଟି ସଂଖ୍ୟାର ଗ. ସା. ଗୁ ୧୫ ହୁଏ, ତେବେ ନିମ୍ନଲିଖିତ ସଂଖ୍ୟା ମଧ୍ୟରୁ କେଉଁଟି ଲ. ସା . ଗୁ. ହୋଇପାରେ ?
୪୦ ୪୫ ୧୦୦ ୨୦୦
୪୫
#5. ଯଦି ଦୁଇଟି ସଂଖ୍ୟାର ଗ. ସା. ଗୁ. ଓ ଲ. ସା.ଗୁ. ଯଥାକ୍ରମେ ୧୪ ଏବଂ ୨୮୦ ହୁଏ ଓ ଗୋଟିଏ ସଂଖ୍ୟା ୭୦, ତେବେ ଅନ୍ୟ ସଂଖ୍ୟାଟି କେତେ ?
୪୦ ୪୫ ୫୬ ୨୦୦
୫୬
#6. ଯେଉଁ ବୃହତ୍ତମ ସଂଖ୍ୟା ଦ୍ବାରା କେତେକ ସଂଖ୍ୟା ଦିଭାଜ୍ୟ, ତାକୁ ଉକ୍ତ ସଂଖ୍ୟାମାନଙ୍କର କ’ଣ କୁହାଯାଏ?
ଲ. ସା. ଗୁ. ଗ.ସା.ଗୁ ଗୁଣିତକ ଗୁଣନୀୟକ
ଗ.ସା.ଗୁ
#7. ଯେଉଁ କ୍ଷୁଦ୍ରତମ ସଂଖ୍ୟା ଅନ୍ୟ କେତେକ ସଂଖ୍ୟା ଦ୍ବାରା ବିଭାଜ୍ୟ, ତାକୁ ଉକ୍ତ ସଂଖ୍ୟାମାନଙ୍କର କ’ଣ କୁହାଯିବ?
ଗୁଣନୀୟକ ଗୁଣିତକ ଲ. ସା. ଗୁ ଗ. ସା. ଗୁ
ଲ. ସା. ଗୁ
#8. ସଂଖ୍ୟାର ଦୁଇଟିର ଗ. ସା. ଗୁ. ସେହି ସଂଖ୍ୟା ଦୁଇଟିର ଲ. ସା. ଗୁ ସହ ସଂପର୍କ କ’ଣ?
ଗ. ସା.ଗୁ. ଲ.ସା.ଗୁ. ସହ ସମାନ। ଗ.ସା.ଗୁ ଲ.ସା. ଗୁ ଅପେକ୍ଷା ବଡ଼। ଗ.ସା. ଗୁ ଲ.ସା.ଗୁ. ଅପେକ୍ଷା ସାନ। କୌଣସି ସଂପର୍କ ନାହିଁ।
ଗ.ସା. ଗୁ ଲ.ସା.ଗୁ. ଅପେକ୍ଷା ସାନ।
#9. ଦୁଇଟି ସଂଖ୍ୟାର ଗ.ସା.ଗୁ. X ଲ. ସା. ଗୁ. = କ’ଣ?
ସଂଖ୍ୟା ଦୁଇଟିର ଯୋଗଫଳ। ସଂଖ୍ୟା ଦୁଇଟିର ଗୁଣଫଳ। ସଂଖ୍ୟା ଦୁଇଟିର ଭାଗଫଳ। ସଂଖ୍ୟା ଦୁଇଟିର ବିୟୋଗ ଫଳ।
ସଂଖ୍ୟା ଦୁଇଟିର ଗୁଣଫଳ।
#10. ଦୁଇଟି ସଂଖ୍ୟାର ଗ. ସା. ଗୁ. ସଂଖ୍ୟା ଦୁଇଟି ସହ କ’ଣ ସଂପର୍କ ଅଛି?
ଗ.ସା.ଗୁ ସାନ ସଂଖ୍ୟା ସହ ସମାନ। ଗ.ସା.ଗୁ. ବଡ଼ ସଂଖ୍ୟା ସହ ସମାନ। ଗ.ସା.ଗୁ. ସାନ ସଂଖ୍ୟା ସହ ସମାନ ବା ସାନ। ଗ.ସା.ଗୁ. ସାନ ସଂଖ୍ୟା ସହ ସମାନ ବା ବଡ।
ସଂଖ୍ୟା ଦୁଇଟିର ଗୁଣଫଳ।
#11. ଦୁଇଟି ସଂଖ୍ୟାର ଲ.ସା .ଗୁ. ର ସଂଖ୍ୟା ଦୁଇଟି ସହ କ’ଣ ସଂପର୍କ ଅଛି?
ଲ. ସା. ଗୁ.ବଡ ସଂଖ୍ୟା ସହ ସମାନ ଲ. ସା. ଗୁ. ସାନ ସଂଖ୍ୟା ସହ ସମାନ ଲ. ସା. ଗୁ. ବଡ ସଂଖ୍ୟା ସହ ସମାନ ବା ବଡ ଲ. ସା. ଗୁ ବଡ ସଂଖ୍ୟା ସହ ସମାନ ବା ସାନ
ଲ. ସା. ଗୁ. ବଡ ସଂଖ୍ୟା ସହ ସମାନ ବା ବଡ
#12. ଯେଉଁ କ୍ଷୁଦ୍ରତମ ସଂଖ୍ୟାରେ ୫ ଯୋଗକଲେ ଯୋଗଫଳ ୨୫,୩୦,୩୫ ଦ୍ବାରା ବିଭାଭ୍ୟ ହେବ, ତାହା ୨୫,୩୦,୩୫ ର କ’ଣ ଠାରୁ କମ୍ ହେବ?
ସାଧାରଣ ଗୁଣନୀୟକ ସାଧାରଣ ଗୁଣିତକ ଗ.ସା.ଗୁ ଲ.ସା.ଗୁ
ଲ.ସା.ଗୁ
#13. କେଉଁ ବୃହତ୍ତମ ସଂଖ୍ୟା ଦ୍ବାରା ୮୦ ଓ ୯୦ ବିଭାଜ୍ୟ?
୮ ୯ ୧୦ ୭୨୧
୧୦
#14. କେଉଁ କ୍ଷୁଦ୍ରତମ ସଂଖ୍ୟା ରେ ୫ ଯୋଗକଲେ ଯୋଗଫଳ ୨୦ ଓ ୩୦ ଦ୍ବାରା ବିଭାଜ୍ୟ ?
୬୦ ୬୦୦ ୬୦୦୦ ୫୫୧
୫୫୧
#15. କେଉଁ କ୍ଷୁଦ୍ରତମ ସଂଖ୍ୟା ରୁ ୫ ବିୟୋଗ କଲେ ବିୟୋଗ ଫଳ ୧୨ ଓ ୨୪ ଦ୍ବାରା ବିଭାଜ୍ୟ ?
୧୭ ୨୯ ୫୩ ୪୩୧
୨୯
#16. ଗୋଟିଏ ବଗିଚାର ଦୈର୍ଘ୍ୟ ୨୪ ମିଟର ଓ ପ୍ରସ୍ଥ ୧୨ ମିଟର। ବଗିଚାର ଚାରିପଟେ ବାଡ଼ ଦେବାଲାଗି ସର୍ବାଧିକ କେତେ ଦୂରତାରେ ଖୁଣ୍ଟ ପୋତିଲେ ପାଖାପାଖି ଦୁଇଟି ଖୁଣ୍ଟ ମଧ୍ୟରେ ସମାନ ଦୂରତା ରହିବ ଓ ଚାରି କୋଣରେ ମଧ୍ୟ ଖୁଣ୍ଟ ରହିବ?
୧୨ ୨୪ ୩୬ ୪୮୧
୧୨
#17. ଜଣେ ବଢେଇ ତିଆରି କରୁଥିବା ଦୁଇଟି ଝରକା ର ଚଉଡା ଯଥାକ୍ରମେ ୮୦ ସେ. ମି. ଓ ୧ ମିଟର। ସର୍ବାଧିକ କେତେ ଦୂରତାରେ ଲୁହା ରଡ଼ ଲଗାଇଲେ ସେ ପ୍ରତ୍ୟେକ ଝରକାରେ ସମାନ ଦୂରତା ରେ ରଡ଼ ଲଗାଇ ପାରିବେ?
୧୦ ସେ. ମି. ୧ ମିଟର ୫୦ ସେ. ମି. ୨୦ ସେ. ମି.
୨୦ ସେ. ମି.
#18. ଦୁଇ ଜଣ ଛାତ୍ର ସମାନ ସମାନ ମୂଲ୍ୟର କେତେ ଖଣ୍ଡ ବହି କିଣି ଦୋକାନୀ କୁ ଯଥାକ୍ରମେ ୨୫୦ ଟଙ୍କା ଓ ୨୭୫ ଟଙ୍କା ଦେଲେ। ପ୍ରତ୍ୟେକ ବହିର ସର୍ବାଧିକ ମୂଲ୍ୟ କେତେ ହୋଇଥିବ?
୨୫ ଟ. ୫୦ ଟ. ୧୫ ଟ. ୫ଟ.
୨୫ ଟ.
#19. ଦୁଇଟି ସଂଖ୍ୟାର ଗୁଣଫଳ ୨୫୦।ଲ.ସା. ଗୁ.୫୦ ହେଲେ ଗ. ସା. ଗୁ କେତେ?
୫ ୧୦ ୨୫୦ ୫୦୧
୫
#20. ଦୁଇଟି ସଂଖ୍ୟାର ଲ. ସା.ଗୁ.୧୨୦ ଓ ଗ. ସା . ଗୁ. ଓ ୧୦। ଗୋଟିଏ ସଂଖ୍ୟା ୩୦ ହେଲେ ଅନ୍ୟ ସଂଖ୍ୟାଟି କେତେ?
୩୦ ୪୦ ୬୦ ୧୨୧
୪୦
#21. ଦୁଇଟି ମୌଳିକ ସଂଖ୍ୟାର ଗ.ସା. ଗୁ କେତେ?
୦ ୧ ସଂଖ୍ୟା ଦୁଇଟିର ଗୁଣଫଳ ସଂଖ୍ୟା ଦୁଇଟିର ଭାଗଫଳ
୧
#22. ଦୁଇଟି ମୌଳିକ ସଂଖ୍ୟାର ଲ.ସା. ଗୁ କେତେ?
୦ ୧ ସଂଖ୍ୟା ଦୁଇଟିର ଗୁଣଫଳ ସଂଖ୍ୟା ଦୁଇଟିର ଗୁଣିତକ
ସଂଖ୍ୟା ଦୁଇଟିର ଗୁଣଫଳ
#23. ଦୁଇଟି କ୍ରମିକ ସଂଖ୍ୟା ର ଗ. ସା.ଗୁ. କେତେ?
୦ ୧ ସଂଖ୍ୟା ଦୁଇଟିର ଗୁଣଫଳ ସଂଖ୍ୟା ଦୁଇଟିର ଭାଗଫଳ
୧
#24. ଦୁଇଟି କ୍ରମିକ ସଂଖ୍ୟାର ଲ. ସା . ଗୁ କେତେ?
୦ ୧ ସଂଖ୍ୟା ଦୁଇଟିର ଗୁଣଫଳ ସଂଖ୍ୟା ଦୁଇଟିର ଭାଗଫଳ
ସଂଖ୍ୟା ଦୁଇଟିର ଗୁଣଫଳ
#25. ନିମ୍ନଲିଖିତ ଉତ୍ତର ଗୁଡ଼ିକ ମଧ୍ୟରୁ ୧୬ ଓ ୨୦ ବୃହତ୍ତମ ସାଧାରଣ ଗୁଣିତକ?
୧ ୧ ୪ ୨୦୧
୪
#26. ନିମ୍ନଲିଖିତ ଉତ୍ତର ଗୁଡ଼ିକ ମଧ୍ୟରୁ କେଉଁଟି ୧୫ ଓ ୨୦ ର କ୍ଷୁଦ୍ରତମ ସାଧାରଣ ଗୁଣିତକ?
୩୦ ୪୦ ୫୦ ୬୦
୬୦
#27. ସଂଖ୍ୟା ଗୁଡ଼ିକର ଲ. ସା. ଗୁ. ସେହି ସଂଖ୍ୟା ଗୁଡ଼ିକର ଗ.ସା. ଗୁ. ଦ୍ବାରା କ’ଣ ହେବ?
ବିଭାଜ୍ୟ ହେବ ବିଭାଜ୍ୟ ହେବ ନାହିଁ ଗୁଣନ ହେବ ହରଣ ହେବ
ବିଭାଜ୍ୟ ହେବ
#28. ୫ ର କେଉଁ କ୍ଷୁଦ୍ରତମ ଗୁଣିତକ ୧୦ ଦ୍ବାରା ବିଭାଜ୍ୟ?
୫ ୧୦ ୧୫ ୨୦୧
୧୦
#29. କେଉଁ କ୍ଷୁଦ୍ରତମ ସଂଖ୍ୟା କୁ୨ ଓ ୩ ଦ୍ବାରା ଭାଗକଲେ ପ୍ରତ୍ୟେକ ସ୍ଥଳରେ ୧ ଭାଗଶେଷ ରହିବ?
୭ ୧୩ ୧୯ ୨୫୧
୭
#30. ୩୬ ର କେତୋଟି ମୌଳିକ ଗୁଣନୀୟକ ଅଛି?
୧ ୨ ୩ ୪୧
୨
#31. ୯ ର କେଉଁ ଗୁଣିତକ ୧୦୦ ନିକଟତମ?
୮୧ ୯୦ ୯୯ ୧୦୮୧
୯୯
#32. ୧୭ ଓ ୧୮ ର ଗ. ସା.ଗୁ. କେତେ?
୧୭ ୧୮ ୧ ୦୧
୧
#33. ୧୦ ଓ ୧୧ ର ଲ. ସା. ଗୁ. କେତେ?
୧୦ ୧୨ ୧୨୦ ୬୦୧
୬୦୧
#34. ଦୁଇଟି ସଂଖ୍ୟାର ଗ . ସା. ଗୁ.୧ ଓ ଲ. ସା. ଗୁ ୧୫। ଗୋଟିଏ ସଂଖ୍ୟା ୫ ହେଲେ ଅନ୍ୟ ସଂଖ୍ୟାଟି କେତେ?
୧୫ ୨୫ ୧୦ ୩୦
୩୦
#35. ୮,୧୬,୨୪ ର ଲ. ସା. ଗୁ. ଗ. ସା. ଗୁ. ର କେତେ ଗୁଣ?
୨ ଗୁଣ ୩ ଗୁଣ ୪ ଗୁଣ ୬ ଗୁଣ
୬ ଗୁଣ
#36. ଯେଉଁ ବୃହତ୍ତମ ସଂଖ୍ୟା ଦ୍ବାରା କେତେ ସଂଖ୍ୟା ବିଭାଜ୍ୟ ହୁଏ, ତାହାକୁ ସେହି ସଂଖ୍ୟା ମାନଙ୍କର କ’ଣ କୁହାଯାଏ?
ଗୁଣନୀୟକ ଗୁଣିତକ ଗ. ସା. ଗୁ ଲ. ସା. ଗୁ
ଗ. ସା. ଗୁ
#37. ଉତ୍ତରରେ ଦିଆଯାଇଥିବା ନିମ୍ନଲିଖିତ ସଂଖ୍ୟା ଗୁଡ଼ିକ ମଧ୍ୟରୁ କେଉଁଟି ୧୫ ର ବୃହତ୍ତମ ଗୁଣନୀୟକ?
୧ ୪ ୫ ୨୦୧
୨୦୧
#38. ଉତ୍ତରରେ ଥିବା ନିମ୍ନଲିଖିତ ସଂଖ୍ୟା ଗୁଡ଼ିକ ମଧ୍ୟରୁ କେଉଁଟି ୧୬ ଓ ୨୦ ର ବୃହତ୍ତମ ସାଧାରଣ ଗୁଣନୀୟକ?
୨ ୩ ୪ ୬
୩
#39. କେତୋଟି ସଂଖ୍ୟାର ଲ. ସା .ଗୁ. ନିର୍ଣ୍ଣୟ କରିବା ପାଇଁ କି ପ୍ରକାର ସଂଖ୍ୟା ବ୍ୟବହାର କରାଯାଏ?
ମୌଳିକ ଯୌଗିକ ଯୁଗ୍ମ ଅଯୁଗ୍ମ
ମୌଳିକ
#40. ୨ ଓ ୩ ର ଲ. ସା. ଗୁ. କେତେ?
୦ ୧ ୨ ୬୧
୧
#41. ନିମ୍ନଲିଖିତ ଉତ୍ତରରେ ଦିଆଯାଇଥିବା ଉକ୍ତି ମଧ୍ୟରୁ କେଉଁଟି ଠିକ୍?
ଗ. ସା. ଗୁ ସବୁବେଳେ ଲ.ସା. ଗୁ ଦ୍ବାରା ବିଭାଜ୍ୟ ଲ. ସା. ଗୁ. ସବୁବେଳେ ଗ. ସା. ଗୁ. ଦ୍ବାରା ବିଭାଜ୍ୟ ଗୋଟିଏ ସଂଖ୍ୟାର ଗୁଣନୀୟକ ଓ ଗୁଣିତକ ସଂଖ୍ୟା ସମାନ ଗୋଟିଏ ସଂଖ୍ୟା ଗୁଣନୀୟ କ ସଂଖ୍ୟା ଗୁଣିତକ ସଂଖ୍ୟା ଠାରୁ କମ୍।
ଲ. ସା. ଗୁ. ସବୁବେଳେ ଗ. ସା. ଗୁ. ଦ୍ବାରା ବିଭାଜ୍ୟ