Ki Sundar Aha Odia Prathana

Ki Sundar Aha Odia Prathana | ଓଡ଼ିଆ ପ୍ରାଥନା

Facebook
Telegram
WhatsApp
LinkedIn

Ki Sundar Aha Odia Prathana : Our website is dedicated to providing users with authentic, prayer-centered content in the Odia language. We offer a variety of articles and resources that can help you connect with God, strengthen your relationship with Him, and live a more fulfilling life. Whether you’re a beginner or an experienced believer, we have everything you need to grow in your faith. Thanks for visiting our website!

Ki Sundar Aha Odia Prathana

କି ସୁନ୍ଦର ଆହା
ଭକ୍ତକବି ମଧସୂଦନ ରାଓ

କି ସୁନ୍ଦର ଆହା କି ଆନନ୍ଦ ମୟ
ଏହି ବିଶାଳ ସଂସାର
ଧନ୍ୟ ମହାପ୍ରଭୁ ମହିମା ତୁମ୍ଭର
ଅଟେ ଆନନ୍ଦ ଅପାର ll୧ll

ସୂର୍ଯ୍ୟ ଚନ୍ଦ୍ର ତାରା ତୁମ୍ଭର ଆଜ୍ଞାରେ
ବରଷନ୍ତି ଜ୍ୟୋତି ରାଶି
ତୁମରି କୁସୁମ ପ୍ରତି ପ୍ରଭାତରେ
ହସଇ ଆନନ୍ଦେ ଭାସି ll୨ll

ପିତା ମାତା ଭାଇ ଭଗୀନିରେ
ହୃଦୟେ ଦେଇଛ ପ୍ରୀତି
ତେଣୁ ମୁଁ ସଂସାରେ ରହିଛି ଆନନ୍ଦେ
ସୁଖ ଭୁଞ୍ଜି ନିତିନିତି ll୩ll

ଦିଅ ଭକ୍ତି ପ୍ରଭୁ ହୃଦୟେ ମୋହର
ବିରାଜ ନିତ୍ୟ ତହିଁରେ
ସତ୍ୟପଥେ ରହି ତୁମ୍ଭରି ଆଶ୍ରାରେ
ଯାଉ ମୋ ଦିନ ମହୀରେ ll୪ll

ଆହେ ଦୟାମୟ Click Here
ତୁମି ହୋ ମାତା……..
Click Here
Odia MCQ Test Click Here

Leave a Comment

error: Content is protected !!