Kahaku Kahanti କାହାକୁ କହନ୍ତି

Facebook
Telegram
WhatsApp
LinkedIn

କାହାକୁ କହନ୍ତି ?
( ପୃଥିବୀରେ

ପୃଥିବୀର ଛାତ- ପାମିର ମାଲଭୂମି
ନଦୀବିହୀନ ଦେଶ -ପ୍ରେରୀ
ପର୍ବତମୟ ଦେଶ-ପାଲେଷ୍ଟାଇନ
ସର୍ପଶୂନ୍ୟ ଦେଶ-ଆୟାର୍ଲାଣ୍ଡ
ଦାସତ୍ୱର ଦେଶ-ମିଶର
ତମ୍ବାର ଦେଶ-ସାଇପ୍ରସ
ଧଳାହାତୀର ଦେଶ-ଥାଇଲାଣ୍ଡ
ଗୋଲାପଫୁଲର ଦେଶ-
ବୁଲଗେରିଆ
ରଙ୍ଗୀନ ସହର-ନିଉୟର୍କ
ଶ୍ଵେତ ମନୁଷ୍ୟର ସମାଧି-ଆଫ୍ରିକାର ଗିନିଆ ଉପକୂଳ
ପବିତ୍ର ରାଜ୍ୟ-ପାଲେଷ୍ଟାଇନ
ଚୀନ୍ ଦେଶର ଗଙ୍ଗା- ୟାଂସିକିୟାଂ ନଦୀ
ଚୀନର ଦୁଃଖ- ହୋୟାଂହୋ
ପାଗୋଡା ଦେଶ-ବ୍ରହ୍ମଦେଶ
ସନ୍ନ୍ୟାସୀ ଦେଶ-କୋରିଆ
ମନ୍ଦିରମୟ ନଗରୀ-ବନାରସ
କର୍ପୂର ଦ୍ଵୀପ-ତାଇୱାନ ( ଫର୍ମୋଜା)
ବଙ୍ଗଳାର ଦୁଃଖ-ଦାମୋଦର ନଦୀ
ନିସ୍ତବ୍ଧ ସହର-ଭେନିସ
ଚିର ବସନ୍ତର ଦେଶ-ଇକ୍ବେଡ଼ର୍
ବିଳାସମୟୀ ନଗରୀ-ପାରିସ୍
ପଞ୍ଚନଦୀର ଦେଶ-ପଞ୍ଜାବ
ସୂର୍ଯ୍ୟୋଦୟର ଦେଶ- ଜାପାନ
ଅଭାବପୂର୍ଣ୍ଣ ଅଞ୍ଚଳ-ତୁନ୍ଦ୍ରା ଅଞ୍ଚଳ
ବର୍ଦ୍ଧିଷ୍ଣୁ ଅଂଚଳ-ଭୂମଧ୍ୟସାଗରୀୟ ଅଞ୍ଚଳ
ପ୍ରାଚ୍ୟର ଜିବ୍ରାଲଟର -ସିଙ୍ଗାପୁର
ଖଜୁରିକୋଳିର ଦେଶ-ଆରବ
ଗୁଆ ଦ୍ଵୀପ-ପୋନାଙ୍ଗ
ରୁଷିଆର ଶସ୍ୟ ଭଣ୍ଡାର-ୟୁକ୍ରେନ
ଚାରି F’ ର ରାଜ୍ୟ-ନରୱେ
ବହୁ ଦ୍ୱୀପର ଦେଶ-ଇଣ୍ଡୋନେସିଆ
ନୂତନ ମହାଦେଶର ଲଣ୍ଡନ-ନିଉୟର୍କ
ଜାପାନର ଭାତହାଣ୍ଡି-ଓସାକା
ସପ୍ତ ପ୍ରାଚୀରର ଦେଶ-ବାହାରିନ
କଙ୍ଗାରୁର ଦେଶ-ଅଷ୍ଟ୍ରେଲିଆ
ଇଗାଲ ଦେଶ-ଆଲବେନିଆ
କେନାଲର ଦେଶ-ପାକିସ୍ତାନ
କଳା ସହର-ଜୋହାନସ ବର୍ଗ
ଶ୍ୱେତାଙ୍ଗମାନଙ୍କ କବର-ଗିନିଦେଶର ଉପକୂଳ
ଶ୍ଵେତ ହସ୍ତୀର ଦେଶ-ଥାଇଲାଣ୍ଡ
ପ୍ରାଚ୍ୟର ମୁକ୍ତା-ହଂକଂ
ହେଙ୍ଗୁର ଦେଶ-ଆଫଗାନିସ୍ତାନ
ଆନ୍ତର୍ଜାତିକ ନଦୀ-ଦାନିୟୁବ୍
ତରୁଣ ଦେଶ-ବ୍ରାଜିଲ
ବଜ୍ରବିଦ୍ୟୁତର ରାଜ୍ୟ-ଭୁଟାନ
ଗୋପାଳର ଦେଶ-ଡେନମାର୍କ
ପବନ ଚକିର ଦେଶ-ହଲାଣ୍ଡ
ଆରବ ସାଗର ରାଣୀ-କୋଟନ ବନ୍ଦର
ସ୍ୱପ୍ନଚୂଡ଼ା ନଗରୀ-ଆକସଫୋଡ଼
ୟୁରୋପର ରୋଗୀ-ତୁର୍କୀ
ମୋଟର ଗାଡ଼ିର ସହର-ଡିଟ୍ରୀୟସ
ଇଂଲଣ୍ଡର ଉଦ୍ୟାନ-କେଣ୍ଟ
ମରୁଭୂମିର ଜାହାଜ-ଓଟ
ଚିରନ୍ତନ ନଗରୀ-ରୋମ
ରୋଗଗ୍ରସ୍ଥ ସ୍ଥାନ-ହିରୋସୀମା
ସୂର୍ଯ୍ୟାସ୍ତର ଦେଶ-ଋଷିଆ
ଆଫ୍ରିକାର ପିଠାଝୁଡି-ଇଥିପିଆ
ନିଷିଦ୍ଧ ନଗରୀ-ଲାସା
ମାର୍ବଲ ପ୍ରସ୍ତରର ଦେଶ-ଇଟାଲୀ
ଆଫିକାର ଶୃଙ୍ଗ-ସୋମାଲିଆ

ଦକ୍ଷିଣର ରାଣୀ- ସିଡନି
ନୀଳ ନଦୀର ଦାନ- ମିଶର
ଖବର କାଗଜର ଦ୍ଵୀପ- ନିଉଫାଉଣ୍ଡଲାଣ୍ଡ
ପ୍ରସାଦମୟୀ ନଗରୀ- କଲିକତା
ଲବଙ୍ଗ ଦ୍ଵୀପ-ଜାଞ୍ଜିବର
ଚିର ସବୁଜର ଭୂମି- ନାଟାଲ
ଭାରତର ସୂଚୀପତ୍ର- ହିମାଳୟ
ପୃଥିବୀର ଫୁସଫୁସ୍- ଆମାଜନ୍ ନଦୀକୂଳ ଜଙ୍ଗଲ
ସହସ୍ର ହ୍ରଦର ଦେଶ- ଫିନଲାଣ୍ଡ
ନାହିଁ ନାହିଁର ଦେଶ- ମେରୁ ଅଞ୍ଚଳ
କଫିଘର-ବ୍ରାଜିଲ
ପବିତ୍ର ପର୍ବତ-ଫୁଜିଆମା
କାନାଡ଼ାର ବିସ୍ମୟ ପ୍ରଦେଶ- କଲମ୍ବିଆ
ଭୂମଧ୍ୟ ସାଗରର ଚାବି- ଜିବ୍ରାଲଟର
ସପ୍ତ ପାହାଡ଼ ଦେଶ- ରୋମ
ବଜ୍ରପାତର ଦେଶ- ଜାପାନ
ନିଶୀଥ ସୂର୍ଯ୍ୟର ଦେଶ- ନରୱେ
ପୃଥିବୀର ଚିନିପାତ୍ର-କ୍ୟୁବା
ମୁକ୍ତାର ଦ୍ଵୀପ-ବାହେରୀନ୍
ୟୁରୋପର ଫଳ ବଗିଚା-ଇଟାଲୀ
କଷ୍ଟମୟ ଅଞ୍ଚଳ-ଟାଇଗା ଅଞ୍ଚଳ
ଘନ କୁହୁଡିର ଦେଶ- ନିଉଫାଉଣ୍ଡଲାଣ୍ଡ
ବତାସର ଘର- ଭୋଷ୍ଟକ
ମସଲା ଦ୍ଵୀପ-ମାଲକାମ ଦ୍ଵୀପପୁଞ୍ଜ
ଅନନ୍ତ ସହର- ରୋମ
ଉଦ୍ୟାନର ମାଳୀ-ଚୀନର କୃଷକ
ତମସାଛନ୍ନ ମହାଦେଶ-ଆଫ୍ରିକା
ସନ୍ୟାସ ଦେଶ- କୋରିଆ
ଦୂର୍ବଳତାର ଅଞ୍ଚଳ-ବିଷୁବମଣ୍ଡଳୀୟ ଅରଣ୍ୟ
ପର୍ଯ୍ୟଟକର ସ୍ବର୍ଗ- ହାୱାଇ ଦ୍ଵୀପପୁଞ୍ଜ
ଭାରତର ଦ୍ଵାର- ବମ୍ବେ
କାଠ ଓ କାଗଜର ଦେଶ- କାନାଡା
ବାୟୁ ନଗରୀ- ଚିକାଗୋ
ଶିକାରୀର ସ୍ବର୍ଗ- ସାଭାନା
ତଳତେଲର ଦେଶ- ନାଇଜେରିଆ
ପ୍ରାକୃତିକ ପଶୁଶାଳା- ସୁଦାନ
ପାତାଳ ଦେଶ- ନେଦରଲ୍ୟାଣ୍ଡ
ଋଷି ରାଜ୍ୟ- କୋରିଆ
ବଜ୍ରପାତର ଦେଶ- ଜାପାନ
ଲୋତକର ଦ୍ଵାର-ବାମେଲ ମାଣ୍ଡବ ପ୍ରଣାଳୀ
ତାରକା ଦେଶ- ଆମେରିକା
କାନାଡ଼ାର ବିସ୍ମୟ ପ୍ରଦେଶ- କଲମ୍ବିଆ
ସ୍ଵର୍ଣ୍ଣ ସହର- ଜୋହାନସବର୍ଗ
ସ୍ଵର୍ଣ୍ଣ ଶୃଙ୍ଗ- ଇସ୍ତାନବୁଲ୍
ଚିର ସବୁଜର ଭୂମୀ – ନାଟାଲ
ତୁଷାର ଜନନୀ- ଫୁଜୀୟାମା
ଭାରତର ଚାବି- ହେରାଟ
ଦ୍ଵୀପ ମହାଦେଶ- ଅଷ୍ଟ୍ରେଲିଆ
ସାଗରର କୃଷକ- ଜାପାନର ଅଧିବାସୀ
ପୀତନଦୀ- ହୋୟାଂହୋ
ପବିତ୍ର ରାଜ୍ୟ- ପାଲେଷ୍ଟାଇନ
ଭୂସ୍ୱର୍ଗ – କାଶ୍ମୀର
ମର୍ତ୍ତ୍ୟର ନନ୍ଦନକାନନ- ଡାମାସ୍କସ

Leave a Comment

error: Content is protected !!