How to Write Government Letter in Odia

How to Write Government Letter in Odia : ସରକାରୀ ପତ୍ର

Facebook
Telegram
WhatsApp
LinkedIn

How to Write Government Letter in Odia : mainly Odia letter writing is required in the government sector, especially it happens those who stay in some of the states where the main language for..

Odia beginners are required to write some official letter or non-official letter in Hindi. mainly Hindi letter writing is required in the government sector, especially it happens those who stay in some of the states where the main language for official communication is Hindi, that time Hindi letter writing is very useful

To write a letter in Odia is not very difficult, it’s very similar to English. The main difference is only the Odia formal or official vocabulary

How to Write Government Letter in Odia

ସରକାରୀ ପତ୍ର

————— ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାକୁ ତ୍ବରାନ୍ବିତ କରିବା ପାଇଁ ଜିଲ୍ଲାପାଳଙ୍କର ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ପତ୍ର l

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଜିଲ୍ଲା__

ପ୍ରେରକ
ଜିଲ୍ଲାପାଳ, ଜିଲ୍ଲା___
ପତ୍ରାଙ୍କ ———– ତାରିଖ——

ପ୍ରାପ୍ତେଷୁ
————- ଜିଲ୍ଲା ଅନ୍ତର୍ଗତ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ l

ବିଷୟ: —————– ଗ୍ରାମୀଣ ନିଶ୍ଚିତ କର୍ମ- ନିଯୁକ୍ତି ଯୋଜନାର ସଫଳ ରୂପାୟନ ସମ୍ବନ୍ଧରେ l

ମହାଶୟ,
ଆପଣ ଜାଣି ଖୁସି ହେବେ ଯେ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଏ ଜିଲ୍ଲାର ଉତ୍ତରୋତ୍ତର ବିକାଶ ପାଇଁ ଅଧିକ ଗୁରୁତ୍ବ ଦେଇଛନ୍ତି l ତାଙ୍କର ପତ୍ରାଙ୍କ —————— ତା—————ରିଖ ଅନୁଯାୟୀ —————— ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଏହି ଜିଲ୍ଲାର ରାସ୍ତାଘାଟ ନିର୍ମାଣ ଓ ମରାମତି ତଥା ନଳକୂପ ଏବଂ ପୁଷ୍କରିଣୀ ଖନନ ପାଇଁ ମିଳିଥିବା ଅର୍ଥରାଶିର ଆବଣ୍ଟନ ତାଲିକା ଏଥିସହିତ ପଠାଯାଉଛି l ଆପଣମାନେ ନିଜ ନିଜ ଅଞ୍ଚଳର ସମସ୍ତ କାମ—————— ପୂର୍ବରୁ ଶେଷ କରିବା ପାଇଁ ମଧ୍ୟ ସରକାରୀ ନିର୍ଦ୍ଦେଶାନାମା ରହିଅଛି l
ଏଣୁ ଆପଣଙ୍କୁ ଦିଆଯାଇଥିବା ଅର୍ଥର ସଦୁପଯୋଗ କରି ଉପରଲିଖିତ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ଉନ୍ନୟନ କାର୍ଯ୍ୟକୁ ତ୍ବରାନ୍ବିତ କରିବେ ବୋଲି ଆଶା କରୁଛି l
ଆପଣଙ୍କର ବିଶ୍ୱସ୍ତ
ସ୍ୱାକ୍ଷର- ଜିଲ୍ଲାପାଳ, ଜିଲ୍ଲା —-

Written by:-
Jyotirmayee Sahu
M.A, M.Ed

Odia MCQ Test Click Here
Women Empowerment Essay in Odia Click Here
Swachh Bharat Essay in Odia Click Here
Corona Essay in Odia Click Here
Raja Parba Odia Essay in Odia Free PDF Click Here
Govt Letter Download from E despatch Click Here

Leave a Comment

error: Content is protected !!