General Knowledge World Before BC

General Knowledge World Before BC

Facebook
Telegram
WhatsApp
LinkedIn

General Knowledge World Before BC: There was a time not too long ago when the general knowledge world revolved around things like history, facts, and current events. However, times have changed, and today’s general knowledge world is focused on new and innovative topics. Whether you’re looking for entertainment, education, or just a little fun (or all of the above), these are the top 5 trending topics in general knowledge today. So what are you waiting for? Dive in and check them out! check gk in wiki

ଖ୍ରୀଷ୍ଟପୂର୍ବ – ସାଧାରଣ ଜ୍ଞାନ 

୭୫୩- ରୋମ୍ ନଗରୀର ପ୍ରତିଷ୍ଠା।

୬୬୦- ପାର୍ସୀ ଧର୍ମର ପ୍ରତିଷ୍ଠାତା ଜୋରଷ୍ଟରଙ୍କର ଜନ୍ମ।

୬୦୦- ତାଓଧର୍ମର ସଂସ୍ଥାପକ ଲାଓସିଙ୍କର ଜନ୍ମ।

୫୮୬- ବେବିଲୋନବାସୀଙ୍କ ଦ୍ବାର ଜେରୁଜେଲମ୍ ଅଧିକାର।

୫୬୩- ଗୌତମ ବୁଦ୍ଧଙ୍କର ଜନ୍ମ।

୫୫୧- କନଫୁସିଅଧର୍ମର ପ୍ରତିଷ୍ଠାତା କନଫୁସିଅସ୍ ଙ୍କର ଜନ୍ମ।

୫୪୦- ଜୈନ ଧର୍ମର ପ୍ରତିଷ୍ଠାତା ମହୀବୀରଙ୍କର ଜନ୍ମ।

୫୦୯- ରୋମ ସାଧାରଣତନ୍ତ୍ର ର ପ୍ରତିଷ୍ଠା।

୪୯୦- ମାରାଥନ ଯୁଦ୍ଧ,ପେରି କ୍ଲିସ୍ ଙ୍କ ଜନ୍ମ।

୪୮୩- ଗୌତମ ବୁଦ୍ଧ ଙ୍କ ମୃତ୍ୟୁ।

୪୭୯- କନଫୁସିଅସଙ୍କର ମୃତ୍ୟୁ।

୪୬୮- ମହାବୀର ଙ୍କର ମୃତ୍ୟୁ।

୪୨୯- ପେରିକ୍ଲିସ୍ ଙ୍କର ମୃତ୍ୟୁ।

୩୯୯- ଗ୍ରୀକ୍ ଦାର୍ଶନିକ ସକ୍ରେଟିସ୍ ଙ୍କୁ ଫାଶୀ ଦଣ୍ଡ।

୩୩୬- ଆଲେକଜାଣ୍ଡାର ଙ୍କ ମାସିଡୋନିଆର ସିଂହାସନ ଆରୋହଣ।

୩୨୭- ଆଲେକଜାଣ୍ଡାରଙ୍କର ଭାରତ ଆକ୍ରମଣ।

୩୨୩- ଆଲେକଜାଣ୍ଡାରଙ୍କର ମୃତ୍ୟୁ।

୩୨୧- ଭାରତରେ ମୌର୍ଯ୍ୟ ସାମ୍ରାଜ୍ୟ ପ୍ରତିଷ୍ଠା।

୨୬୪- ଅଶୋକ ଭାରତର ସମ୍ରାଟ।

୨୬୧- ଅଶୋକଙ୍କର କଳିଙ୍ଗ ଆକ୍ରମଣ।

୨୧୫-୨୦୫- ଚୀନ୍ ର ବିଶାଳ ପ୍ରାଚୀର ନିର୍ମାଣ ।

୫୮- ଜୁଲିଅସ ସିଜରଙ୍କର ବ୍ରିଟେନ ଆକ୍ରମଣ।

୪୪- ବ୍ରୁଟସଙ୍କ ଦ୍ବାରା ଜୁଲିଅସ ସିଜର ନିହତ।

୪- ଖ୍ରୀଷ୍ଟଧର୍ମ ର ପ୍ରବର୍ତ୍ତକ ଯୀଶୁଖ୍ରୀଷ୍ଟ ର ଜନ୍ମ।

MCQ in Odia Click Here

 

Leave a Comment

error: Content is protected !!