Word Year General Knowledge After AD

Word Year General Knowledge After AD

Facebook
Telegram
WhatsApp
LinkedIn

General Knowledge After AD :Are you curious about some of the weird and wacky things that happen in the world? Want to know the history of different religions and mythologies? Do you want to know the latest news from around the world? If so, then this blog is for you! Here, we’ll be providing interesting and insightful content about general knowledge and current events. We hope that you’ll join us on this journey, and that together we can learn a lot about the world around us!

Looking for something new and interesting to read? Check out our latest blog post, which focuses on General Knowledge! In this article, we provide you with interesting and informative content on a variety of different topics, from sports to history to science. So whether you’re looking for something to pass the time or want to learn something new, make sure to take a look!

ସାଧାରଣ ଜ୍ଞାନ ଖ୍ରୀଷ୍ଟାବ୍ଦ – କେଉଁ ମସିହାରେ କଣ ହୋଇଥିଲା

ଖ୍ରୀଷ୍ଟାବ୍ଦ ୨୯- ଯୀଶୁଖ୍ରୀଷ୍ଟଙ୍କୁ କ୍ରୁଶବିଦ୍ଧ କରାଯାଇଥିଲା।

୪୩- ରୋମାନମାନଙ୍କର ବ୍ରିଟେନ ଅଧିକାର।

୧୦୫- ଚୀନ୍ ଦେଶରେ କାଗଜ ତିଆରି ଆରମ୍ଭ।

୩୨୦- ଭାରତରେ ଗୁପ୍ତବଂଶର ରାଜତ୍ଵ ଆରମ୍ଭ।

୩୭୫- ଚନ୍ଦ୍ରଗୁପ୍ତଙ୍କର ସିଂହାସନ ଆରୋହଣ।

୫୭୦- ଇସ୍ ଲାମଧର୍ମର ପ୍ରତିଷ୍ଠାତା ମହମ୍ମଦଙ୍କର  ମକ୍କାରେ  ଜନ୍ମଗ୍ରହଣ।

୬୦୦- ରୋମ୍ ସାମ୍ରାଜ୍ୟର ପତନ।

୬୨୨- ମକ୍କାରୁ ମଦିନାକୁ ମହମ୍ମଦଙ୍କର ପଳାୟନ ଓ  ଇସ୍  ଲାମିକ ବର୍ଷ ହିଜରାବ୍ଦ ପ୍ରଚଳନ।

୬୩୨- ମହମ୍ମଦଙ୍କର ମୃତ୍ୟୁ।

୮୦୦ – ଚାର୍ଲମେନ୍ ଙ୍କର ସିଂହାସନ ଆରୋହଣ।

୧୦୦୧-୧୦୨୬- ସୁଲତାନ ମାମୁଦଙ୍କର ଭାରତ ଆକ୍ରମଣ ଓ ମନ୍ଦିର ଲୁଣ୍ଠନ।

୧୦୬୬- ନରମାନଙ୍କର ଇଂଲଣ୍ଡ ଅଧିକାର।

୧୦୯୫- ପୋପ୍ ଆର୍ ବାନ୍ ଙ୍କ ଦ୍ଵାରା ପ୍ରଥମ ଧର୍ମଯୁଦ୍ଧ  ଆରମ୍ଭ।

୧୧୬୩- ଅକ୍ ସଫୋର୍ଡ ବିଶ୍ବବିଦ୍ୟାଳୟ ସ୍ଥାପିତ।

୧୨୬୦- ଚୀନ୍ ରେ କୁବଲାଇ ଖାଁଙ୍କର ଶାସନ।

୧୨୮୮- ମାର୍କୋପୋଲୋଙ୍କ ଭାରତ ଆଗମନ।

୧୩୩୭-୧୪୫୩- ଫ୍ରାନ୍ସ ଓ ଇଂଲଣ୍ଡ ମଧ୍ୟରେ ଯୁଦ୍ଧ।

୧୪୫୩- ୟୁରୋପରେ ନବଜାଗରଣ।

୧୪୯୨- କଲମ୍ବସଙ୍କ ଦ୍ବାରା ୱେଷ୍ଟଇଣ୍ଡିଜ ଆବିଷ୍କାର।

୧୪୯୮- ଭାସ୍କୋଡାଗାମା ଜଳପଥରେ ଭାରତ ଆବିଷ୍କାର।

୧୫୨୬- ବାବରଙ୍କର ଭାରତରେ ମୋଗଲ ସାମ୍ରାଜ୍ୟ ପ୍ରତିଷ୍ଠା ।

୧୫୫୭- ମାର୍ଟିନ୍ ଲୁଥରଙ୍କ ଦ୍ବାରା ଖ୍ରୀଷ୍ଟଧର୍ମର  ସଂସ୍କାର।

୧୫୬୪- ଇଂରାଜୀ ଭାଷାସାହିତ୍ୟର ବିଖ୍ୟାତ  ନାଟ୍ୟକାର ସେକ୍ ସପିଅରଙ୍କର ଜନ୍ମ।

୧୫୮୮- ଇଂଲଣ୍ଡ ଦ୍ବାରା ସ୍ପେନିସ ଆରମାଡାର  ପରାଜୟ।

୧୬୦୦- ବ୍ରିଟିଶ ଇଷ୍ଟଇଣ୍ଡିଆ କମ୍ପାନୀର ଭାରତରେ   ପ୍ରବେଶ।

୧୬୮୮- ଇଂଲଣ୍ଡରେ ଗୌରବମୟ ବିପ୍ଳବ। ଗଣତନ୍ତ୍ର  ଶାସନର ଆରମ୍ଭ।

୧୬୮୯- ଇଂଲଣ୍ଡରେ ସାମ୍ବିଧାନିକ ରାଜତନ୍ତ୍ର ପ୍ରତିଷ୍ଠା।

୧୭୦୬- ଇଂଲଣ୍ଡ ଓ ସ୍କଟ୍ ଲ୍ୟାଣ୍ଡର ମିଶ୍ରଣ।

୧୭୬୯- ନେପୋଲିଅନଙ୍କର ଜନ୍ମ।

୧୭୭୬- ଜୁଲାଇ ୪ ଆମେରିକା ସ୍ବାଧୀନ ହେଲା।

୧୭୮୯- ଫରାସୀ ବିପ୍ଳବ ଆରମ୍ଭ।

୧୮୦୧- ଇଂଲଣ୍ଡ ଓ ଆର୍ୟଲାଣ୍ଡ ଏକତ୍ରିତ।

୧୮୦୪- ନେପୋଲିଅନ ବୋନାପାର୍ଟ ଫ୍ରାନ୍ସର ସମ୍ରାଟ ହେଲେ।

୧୮୦୫- ଟ୍ରାଫାଲଗାର ଯୁଦ୍ଧ।

୧୮୧୫- ୱାଟରଲୁ ଯୁଦ୍ଧ।ନେପୋଲିଅନ ପରାସ୍ତ ଓ ସେଣ୍ଡ ହେଲେନା  ଦ୍ବୀପକୁ ନିର୍ବାସିତ।

୧୮୧୮- କାର୍ଲମାର୍କସଙ୍କର ଜନ୍ମ।

୧୮୨୧- ସେଣ୍ଟହେଲେନାରେ ନେପୋଲିଅନଙ୍କ ମୃତ୍ୟୁ।

୧୮୩୩- ବ୍ରିଟେନରେ ଦାସତ୍ବ ପ୍ରଥା ବିଲୋପ।

୧୮୩୬- ରାମକୃଷ୍ଣ ପରମହଂସଙ୍କର ଜନ୍ମ।

୧୮୩୭-ମହାରାଣୀ ଭିକ୍ଟୋରିଆଙ୍କର ଇଂଲଣ୍ଡ  ସିଂହାସନ  ଆରୋହଣ।

୧୮୫୪- ଋଷିଆ ଓ ତୁର୍କୀ ମଧ୍ୟରେ କ୍ରିମିଆ ଯୁଦ୍ଧ।

୧୮୫୭- ଭାରତରେ ସିପାହୀ ବିଦ୍ରୋହ।

୧୮୫୮- ଭାରତ ଶାସନ ଇଷ୍ଟଇଣ୍ଡିଆ କମ୍ପାନୀ ହାତରୁ ରାଣୀ ଭିକ୍ଟୋରିଆ ଗ୍ରହଣ।

୧୮୬୩- କ୍ରୀତଦାସ ପ୍ରଥା ଆମେରିକାରେ ଉଚ୍ଛେଦ। ସ୍ବା‌ମୀ   ବିବେକାନନ୍ଦଙ୍କର ଜନ୍ମ।

୧୮୬୪- ରେଡକ୍ରସ୍ ର ସ୍ଥାପନ।

 

 

 

 

 

Leave a Comment

error: Content is protected !!