Science Question Class 9 MCQ

Free Science Question Class 9 MCQ Part 2 in ଓଡ଼ିଆ

Facebook
Telegram
WhatsApp
LinkedIn

Free Science Question Class 9 MCQ Part 2 in Odia

free science question class 9 MCQ: One of the ways through which a school student can be able to gain their goal in life, and even a more advanced one would be by achieving some kind of academic or other kind of project which they are interested in learning. Today we will be looking at a question that is asked almost everywhere there is a school campus, no matter how big an educational centre it may be.

free Science Question class 9 MCQ

ବିଜ୍ଞାନ

ଶ୍ରେଣୀ – ନବମ
ପ୍ରଶ୍ନ ସଂଖ୍ୟା – 25

#1. ବୋରନ୍ ହେଉଛି ଗୋଟିଏ ……… ।

  • ଧାତୁ 
  • ଅଧାତୁ 
  • ଉପଧାତୁ 
  • ମିଶ୍ରଧାତୁ

ଉପଧାତୁ

#2. ସାଧାରଣ ତାପମାତ୍ରାରେ ………….. ଅଧାତୁ ତରଳ ଅବସ୍ଥାରେ ରହିଥାଏ।

  • କ୍ଲୋରିନ 
  • ଫ୍ଳୋରିନ୍ 
  • ବ୍ରୋମିନ୍ 
  • ଆୟୋଡିନ୍

ବ୍ରୋମିନ୍ 

#3. ସାଧାରଣ ତାପମାତ୍ରାରେ ……… ଟି ମୌଳିକ ଗ୍ୟାସୀୟ ଅବସ୍ଥାରେ ଥା ‘ନ୍ତି।

  • 10 
  • 11

11

#4. ବୈଜ୍ଞାନିକ ………….. ସର୍ବ ପ୍ରଥମେ ମୌଳିକ ଶବ୍ଦଟି ବ୍ୟବହାର କରିଥିଲେ।

  • ଲରେଣ୍ଟ ଲାଭୋସିୟର୍ 
  • ରବର୍ଟ ବୟେଲ 
  • ଜନ୍ ଡାଲଟନ୍ 
  • ନିଲସ୍ ବୋର୍

ରବର୍ଟ ବୟେଲ

#5. ……….ପଦ୍ଧତି ରେ ନିଶାଦ୍ରବ୍ୟ କୁ ରକ୍ତରୁ ଅଲଗା କରାଯାଏ।

  • ଆଂଶିକ ପାତନ 
  • କେନ୍ଦ୍ରାପସାରଣ 
  • କ୍ରୋମାଟୋଗ୍ରାଫି 
  • ସ୍ଫଟିକୀକରଣ

କ୍ରୋମାଟୋଗ୍ରାଫି

#6. ଲୁଗାସଫା ମେସିନ୍ ରେ ଓଦା ଲୁଗା ରୁ ଜଳ ଅପସାରଣ କରିବା ପାଇଁ ……… ପଦ୍ଧତି ପ୍ରୟୋଗ କରାଯାଏ।

  • ଆଂଶିକ ପାତନ 
  • କେଦ୍ରାପସାରଣ 
  • କ୍ରୋମାଟୋଗ୍ରାଫି 
  • ସ୍ଫଟିକୀକରଣ

କେଦ୍ରାପସାରଣ

#7. ପରିସ୍ରବଣ ପଦ୍ଧତିରେ କାହାର ଦ୍ରାବକରୁ ଦ୍ରବକୁ ପୃଥକ୍ କରାଯାଇପାରେ?

  • ଦ୍ରବଣ 
  • କଲଏଡ 
  • ସସ୍ ପେନ୍ ସନ୍ 
  • କେଉଁଟି ନୁହେଁ

ସସ୍ ପେନ୍ ସନ୍

#8. କେଉଁଟି କଲ୍ ଏଡ୍ ନୁହେଁ?

  • ରକ୍ତ 
  • କ୍ଷୀର 
  • ମୁହଁଲଗା କ୍ରିମ 
  • ଚୂନପାଣି

 ଚୂନପାଣି

#9. କେଉଁଟି ସମଜାତୀୟ ମିଶ୍ରଣ ନୁହେଁ?

  • ଚିନିପାଣି 
  • କ୍ଷୀର 
  • ଗ୍ଲୁକୋଜ ପାଣି 
  • ଲୁଣ ପାଣି

କ୍ଷୀର

#10. କେଉଁ ପଦ୍ଧତିରେ କଲ୍ ଏଡ୍ କଣିକା ଗୁଡ଼ିକୁ ପଦ୍ଧତିରେ ଦ୍ରବଣରୁ ଅଲଗା କରାଯାଏ?

  • ପରିସ୍ରବଣ 
  • କେଦ୍ରାପସାରଣ 
  • ପାତନ 
  • ଆଂଶିକ ପାତନ

କେଦ୍ରାପସାରଣ

#11. କଲ୍ଏଡ ମଧ୍ୟରେ ଆଲୋକର ଗତିପଥ ଦେଖାଯିବାକୁ କେଉଁ ପ୍ରଭାବ କୁହାଯାଏ?

  • ରଣ୍ଟଜେନ୍ 
  • ରମଣ 
  • ଟାଇଣ୍ଡାଲ 
  • ବୋଷ

ଟାଇଣ୍ଡାଲ

#12. କଲ ଏଡ୍ ଦ୍ରବଣର ଉପାଦାନ ଗୁଡ଼ିକ ହେଲା ……….. ଓ ବିକ୍ଷେପଣ ମାଧ୍ୟମ।

  • ବିକ୍ଷେପିତ ଅବସ୍ଥା 
  • ବିକ୍ଷେପଣ ଅବସ୍ଥା 
  • ବିକ୍ଷେପିତ ପ୍ରାବସ୍ଥା 
  • ବିକ୍ଷେପଣ ପ୍ରାବସ୍ଥା

ବିକ୍ଷେପିତ ପ୍ରାବସ୍ଥା

#13. ତେଲ ଓ ଜଳର ମିଶ୍ରଣକୁ ଉପାଦାନ ଗୁଡ଼ିକୁ କାହା ସାହାଯ୍ୟ ରେ ପୃଥକ କରାଯାଏ।

  • ଆଂଶିକ ପାତନ ସ୍ତମ୍ଭ 
  • କେନ୍ଦ୍ରାପସାରୀ ଯନ୍ତ୍ର 
  • ପୃଥକ୍ କାରୀ ଫନେଲ୍ 
  • କେଉଁଟି ନୁହେଁ

ପୃଥକ୍ କାରୀ ଫନେଲ୍

#14. କଲ ଏଡ୍ କଣିକା ଗୁଡ଼ିକୁ ଦ୍ରବଣ ରୁ କେଉଁ ପଦ୍ଧତି ରେ ଅଲଗା କରିହେବ?

  • ବାଷ୍ପୀକରଣ ପଦ୍ଧତି 
  • ସ୍ବତନ୍ତ୍ର କେଦ୍ରାପସରଣ ପଦ୍ଧତି
  • ରିସ୍ରବଣ ପଦ୍ଧତି 
  • ପାତନ ପଦ୍ଧତି

ସ୍ବତନ୍ତ୍ର କେଦ୍ରାପସରଣ ପଦ୍ଧତି

#15. କେଉଁଟି ଏକ ସୋଲ?

  • କ୍ଷୀର କ୍ରିମ୍ 
  • କ୍ଷୀର 
  • କାଦୁଅ 
  • ଛେନା

କାଦୁଅ

#16. ଲୁଣ ପାଣିରୁ ଲୁଣ ପାଇବା ପାଇଁ କେଉଁ କେଉଁ ପୃଥିକୀକରଣ ପଦ୍ଧତି ଆବଶ୍ୟକ?

  • ବାଷ୍ପୀକରଣ ଓ ସ୍ଫଟିକୀକରଣ 
  • ପାତନ ଓ ଉର୍ଦ୍ଧ୍ୱପାତନ 
  • କ୍ରୋମାଟୋଗ୍ରାଫି ଓ କେନ୍ଦ୍ରାପସରଣ 
  • ପରିସ୍ରବଣ ଓ ସ୍ଫଟିକୀକରଣ

ବାଷ୍ପୀକରଣ ଓ ସ୍ଫଟିକୀକରଣ

#17. ତରଳ ଚାହାରୁ କିପରି ବଳକା ଚାହାପତି ପାଇପାରିବା?

  • କେନ୍ଦ୍ରାପସରଣ 
  • ପାତନ ପଦ୍ଧତିଦ୍ଵାରା 
  • ପରିସ୍ରବଣ ପଦ୍ଧତିଦ୍ଵାରା 
  • ଉର୍ଦ୍ଧ୍ୱପାତନ ପଦ୍ଧତିଦ୍ଵାରା

ପରିସ୍ରବଣ ପଦ୍ଧତିଦ୍ଵାରା

#18. ବାଲିରୁ ଲୁହା ପିନ୍ କୁ ଅଲଗା କରିବା ପାଇଁ କେଉଁ ପୃଥକୀକରଣ ପଦ୍ଧତି ଆବଶ୍ୟକ?

  • କେନ୍ଦ୍ରାପସରଣ 
  • କୁଲାରେ ପାଛୁଡିବା ଦ୍ବାରା 
  • ଚାଲୁଣିରେ ଚଳାଇବା ଦ୍ବାରା 
  • ଚୁମ୍ବକ ଦ୍ବାରା

ଚୁମ୍ବକ ଦ୍ବାରା

#19. ତେଲ ଓ ଜଳର ମିଶ୍ରଣକୁ ତେଲ ପାଇବା ପାଇଁ କେଉଁ ଉପକରଣଟି ନିଶ୍ଚିତ ଆବଶ୍ୟକ?

  • ଫନେଲ୍ 
  • ପୃଥକକାରୀ ଫନେଲ୍ 
  • ଲମ୍ବାନଳୀ ଯୁକ୍ତ ଫନେଲ୍ 
  • ବେସିନ୍

ପୃଥକକାରୀ ଫନେଲ୍

#20. ସେଣ୍ଟ୍ରିଂଫ୍ୟୁଜି ଯନ୍ତ୍ରର କାମ ନିମ୍ନସ୍ଥ କେଉଁ ଉପକରଣଟି କରିପାରିବ ?

  • ହେମଦସ୍ତା 
  • ବିକର 
  • ମନ୍ଥନଦଣ୍ଡ 
  • ପୃଥକ୍ କାରୀ ଫନେଲ୍

ମନ୍ଥନଦଣ୍ଡ

#21. ଦୁଇଟି ପାଖାପାଖି ସ୍ଫୁଟନାଙ୍କ ବିଶିଷ୍ଟ ତରଳ ପଦାର୍ଥ ମିଶି କରିଥିଲେ କେଉଁ ପଦ୍ଧତି ରେ ଉପାଦାନ ଗୁଡ଼ିକ ପୃଥକ୍ କରିହେବ?

  • ପାତନ ପଦ୍ଧତି 
  • ଉର୍ଦ୍ଧ୍ଵପାତନ ପଦ୍ଧତି 
  • ଆଂଶିକ ପାତନ ପଦ୍ଧତି 
  • କେନ୍ଦ୍ରାପସରଣ ପଦ୍ଧତି

ପାତନ ପଦ୍ଧତି

#22. ମିଲ୍ କ୍ ଅଫ୍ ମ୍ୟାଗ୍ନେସିଆ କେଉଁ କେଉଁ ପଦାର୍ଥର ମିଶ୍ରଣ ?

  • କଠିନ-କଠିନ 
  • କଠିନ,ତରଳ 
  • ତରଳ, ଗ୍ୟାସ୍ 
  • ତରଳ,ତରଳ

କଠିନ,ତରଳ

#23. କେଉଁଟି ଏକ ତରଳ ଓ ଗ୍ୟାସ୍ ମିଶ୍ରିତ ଏରୋସାଲ୍?

  • ଧୂଆଁ 
  • ମଟରଗାଡିରୁ ନିର୍ଗତ ବାଷ୍ପ 
  • କାଦୁଅ 
  • ଘନକୁହୁଡି

ଘନକୁହୁଡି

#24. ଖିଅର ହେବା କ୍ରିମ୍ ଏକ କି ପ୍ରକାର କଲ୍ ଏଡ୍ ?

  • ଫୋମ୍ 
  • ସୋଲ୍ 
  • ଜେଲ୍ 
  • କଠିନ ସୋଲ

ଫୋମ୍

#25. କେଉଁଟି ଏକ ଉପଧାତୁ ନୁହେଁ?

  • ବୋରନ୍ 
  • ସିଲିକନ୍ 
  • ଜର୍ମାନିୟମ୍ 
  • କାର୍ବନ

କାର୍ବନ

#26. ସର୍ବପ୍ରଥମେ ମୌଳିକ ଶବ୍ଦଟିଏ କିଏ ବ୍ୟବହାର କରିଥିଲେ?

  • ଲରେଣ୍ଟ ଲାଭୋଇସିୟର୍ 
  • ରବର୍ଟ ବୟେଲ୍ 
  • ଜନ୍ ଡାଲ୍ ଟନ୍ 
  • ନିଲସ୍ ବୋର୍

ରବର୍ଟ ବୟେଲ୍

#27. ସାଧାରଣ ତାପମାତ୍ରାରେ କେତୋଟି ମୌଳିକ ଗ୍ୟାସୀୟ ଅବସ୍ଥାରେ ଥାଆନ୍ତି?

  • 11 
  • 56 
  • 20

 11

#28. ସାଧାରଣ ତାପମାତ୍ରାରୁ ଅଳ୍ପ ଅଧିକ ତାପମାତ୍ରାରେ କେଉଁ କେଉଁ ମୌଳିକ ତରଳ ଅବସ୍ଥା ପ୍ରାପ୍ତ ହୁଅନ୍ତି?

  • ବେରିଲିୟମ୍,ବୋରନ୍ 
  • ବୋରନ୍, ସିଲିକନ୍ 
  • ଗାଲିୟମ୍ ,ସିଜିୟମ୍ 
  • ଟେଲୁରିୟମ୍,ପୋଲୋନିୟମ୍

ଗାଲିୟମ୍ ,ସିଜିୟମ୍

free Science Question class 9 MCQ

If you’re applying for School/college scholarships, then you may be invited to interview if you make it past the initial screening round. The interview may feel nerve-wracking, but being offered one is great news! you check about scholarship in wiki.

free Science Question class 9 MCQ

Not sure how to start preparing science question class 9 ? Here, we’ll give you 25 of those questions and provide example answers to help you to think about how to respond. Use these examples as a stepping stone for brainstorming and drafting your own unique responses. You can apply this same formula to many other scholarship interview questions as well.

free History Question class 9 MCQ

QUIZ START

Related Article : 

Leave a Comment

error: Content is protected !!