OSSSC Question Paper Quiz Test

Free OSSSC Question Paper Quiz Test Part -10

Facebook
Telegram
WhatsApp
LinkedIn

OSSSC Question Paper Quiz Test: Are you a student who loves to quiz yourself on the latest knowledge? OSSSC Exam Questions has the perfect quiz for you! This website offers MCQ (multiple choice questions) on a variety of topics, so you can sharpen your skills and test your knowledge in an easy and fun way. Whether you’re a student who needs to brush up on their English vocabulary, or want to test your knowledge of science, OSSSC Exam Questions has got you covered. So what are you waiting for? Start quizzing today!

OSSSC Constable Odia Questions Quiz Test

Do you want to know the best way to deal with OSSSC Exam Questions MCQ? If so, this post is for you! In it, we will discuss the different types of Constable Questions quiz test, how to answer them, and some tips on how to improve your test performance. So if you’re looking to boost your score on the OSSSC Exam Questions quiz test, be sure to read on.

PART – 10

#1. ଭାରତରେ ଜଣେ ମତଦାତାଙ୍କର ସର୍ବନିମ୍ନ ବୟସ ସୀମା କେତେ ବର୍ଷ?

 ୨୧ ବର୍ଷ ୨୦ ବର୍ଷ ୧୯ ବର୍ଷ ୧୮ ବର୍ଷ

 ୧୮ ବର୍ଷ

#2. ଉକ୍ତିଗୁଡିକ ମଧ୍ୟରୁ ଠିକ୍ ଉକ୍ତିଟିକୁ ବାଛି ଲେଖ।

 ଭାରତରେ ଲୋକସଭାର ସଦସ୍ୟ ମାନେ ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ ହୁଅନ୍ତି। ରାଜ୍ୟ ବିଧାନସଭାର ସଦସ୍ୟ ମାନେ ପରୋକ୍ଷ ନିର୍ବାଚନ ଦ୍ବାରା ନିର୍ବାଚିତ ହୁଅନ୍ତି। ଭାରତର ରାଷ୍ଟ୍ରପତି ପ୍ରତ୍ୟକ୍ଷ ନିର୍ବାଚନରେ ନିର୍ବାଚିତ ହୁଅନ୍ତି। ଲୋକସଭା ପାଇଁ ନିର୍ବାଚନ ବ୍ୟବସ୍ଥାରେ ମହିଳାମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ସୁବିଧା ଅଛି।

 ଭାରତରେ ଲୋକସଭାର ସଦସ୍ୟ ମାନେ ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ ହୁଅନ୍ତି।

#3. ଭାରତର ନିର୍ବାଚନ ଆୟୋଗରେ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ବ୍ୟତୀତ ଆଉ କେତେ ଜଣ ଆୟୁକ୍ତ ଅଛନ୍ତି?

 ୧ ୨ ୩ ୪

 ୨

#4. ନିମ୍ନୋକ୍ତ କେଉଁଟି ନିର୍ବାଚନ ଅଧିକାରୀଙ୍କର କାର୍ଯ୍ୟ ପରିସରଭୁକ୍ତ ନୁହେଁ?

 ନିର୍ବାଚନ ପ୍ରଚାର ମତଦାନ ପ୍ରକ୍ରିୟା ମତ-ଗଣତି ପ୍ରକ୍ରିୟା ଫଳାଫଳ ଘୋଷଣା

ନିର୍ବାଚନ ପ୍ରଚାର

#5. ନିମ୍ନୋକ୍ତ କେଉଁଟି ଆଦର୍ଶ ଆଚରଣ ବିଧି ଉଲଙ୍ଘନ କରୁଅଛି?

 ନିର୍ବାଚନ ତାରିଖ ଘୋଷଣା ହେବା ପରେ ଜଣେ ମନ୍ତ୍ରୀ ଏକ ପ୍ରକଳ୍ପ ଉଦ୍ ଘାଟନ କଲେ। ମତଦାତାଙ୍କ ନାମ ତାଲିକାରେ ୨୦,୦୦୦ ମତଦାତାଙ୍କର ନାମ ଜାଲ ଅଟେ ବୋଲି ତଦନ୍ତରୁ ଜଣାପଡ଼ିଲା। ନିର୍ବାଚନ ପ୍ରଚାର ସଭାରେ ପ୍ରାର୍ଥୀ ଙ୍କ ବିରୋଧୀ ଙ୍କ ଦ୍ଵାରା କଳାପତାକା ପ୍ରଦର୍ଶନ। ଦୂରଦର୍ଶନରେ ନିର୍ବାଚନ ପ୍ରଚାର ପାଇଁ ଦଳୀୟ ପ୍ରାର୍ଥୀଙ୍କୁ ନିଜର ମତାମତ ରଖିବାକୁ ମାତ୍ର ୧୦ ମିନିଟ୍ ସମୟ ପ୍ରଦାନ କରାଯାଇଛି।

ନିର୍ବାଚନ ତାରିଖ ଘୋଷଣା ହେବା ପରେ ଜଣେ ମନ୍ତ୍ରୀ ଏକ ପ୍ରକଳ୍ପ ଉଦ୍ ଘାଟନ କଲେ।

#6. ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କୁ ନିମ୍ନୋକ୍ତଙ୍କ ମଧ୍ୟରୁ କିଏ ନିଯୁକ୍ତ କରନ୍ତି?

 ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଭାରତର ମୁଖ୍ୟ ବିଚାରପତି ରାଜ୍ୟ ପାଳ

ରାଷ୍ଟ୍ରପତି

#7. ରାଜ୍ୟସଭାର ସଦସ୍ୟ ନିର୍ବାଚନ ପ୍ରକ୍ରିୟାରେ ନିମ୍ନୋକ୍ତଙ୍କ ମଧ୍ୟରୁ କିଏ ମତଦାନ କରନ୍ତି?

 ରାଜ୍ୟ ବିଧାନସଭାର ସଦସ୍ୟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଲୋକସଭାର ସାଂସଦ ରାଜ୍ୟ ବିଧାନ ପରିଷଦର ସଦସ୍ୟ

 ରାଜ୍ୟ ବିଧାନସଭାର ସଦସ୍ୟ

#8. ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ର ବ୍ୟବହାର କାହିଁକି ଫଳପ୍ରଦ ନୁହେଁ?

 ମତଦାନ ପ୍ରକ୍ରିୟା ତ୍ବରାନ୍ବିତ ହୁଏ। ମତଦାନ ଓ ମତ-ଗଣତି ପ୍ରକ୍ରିୟା ରେ ସ୍ବଚ୍ଛତା ରହେ। ଏଥିରେ ଯାନ୍ତ୍ରିକ ଗୋଳମାଳ ଘଟିବାର ସମ୍ଭାବନା ଥାଏ। ଏହି ଯନ୍ତ୍ରରେ ମତଦାନ ଦୀର୍ଘ ଦିନ ପର୍ଯ୍ୟନ୍ତ ନିରାପଦ ଓ ସୁରକ୍ଷିତ ରହେ।

ଏଥିରେ ଯାନ୍ତ୍ରିକ ଗୋଳମାଳ ଘଟିବାର ସମ୍ଭାବନା ଥାଏ।

#9. ନିମ୍ନୋକ୍ତ କେଉଁ ନିର୍ବାଚନରେ ଦଳୀୟ ସଂକେତ ବ୍ୟବହୃତ ହୁଏ ନାହିଁ?

 ସରପଞ୍ଚ ପଦ ପାଇଁ ନିର୍ବାଚନ ଲୋକସଭା ର ସାଂସଦ ପଦ ପାଇଁ ନିର୍ବାଚନ ରାଜ୍ୟ ବିଧାନସଭାର ବିଧାୟକ ପଦ ପାଇଁ ନିର୍ବାଚନ ପଞ୍ଚାୟତ ସମିତି ସଦସ୍ୟ ପଦ ପାଇଁ ନିର୍ବାଚନ

ସରପଞ୍ଚ ପଦ ପାଇଁ ନିର୍ବାଚନ

#10. ଭାରତର ନୂତନ ସମ୍ବିଧାନ ପ୍ରଣୟନ କାର୍ଯ୍ୟ କେବେ ଶେଷ ହେଲା?

 ୧୯୪୬ ଡିସେମ୍ବର ୯ ୧୯୪୯ ନଭେମ୍ବର ୨୬ ୧୯୪୭ ଅଗଷ୍ଟ ୧୫ ୧୯୫୦ ଜାନୁଆରୀ ୨୬

୧୯୪୯ ନଭେମ୍ବର ୨୬

#11. ବର୍ତ୍ତମାନ ଲୋକସଭାରେ ଅନୁସୂଚିତ ଜନଜାତି ଙ୍କ ପାଇଁ କେତେ ଆସନ ସଂରକ୍ଷିତ ରହିଛି?

 ୩୭ ୩୯ ୪୧ ୪୩


 ୪୧

#12. ଭାରତ ଓ ପାକିସ୍ତାନ ମଧ୍ୟରେ ବସ୍ ଚଳାଚଳ ବ୍ୟବସ୍ଥା ଆରମ୍ଭ ବାଜପେୟୀ ସରକାର ଙ୍କ ସମୟରେ କେଉଁ ବର୍ଷ ହୋଇଥିଲା?

 ୧୯୯୬ ୧୯୯୮ ୧୯୯୯ ୨୦୦୧

୧୯୯୯

#13. ନିମ୍ନୋକ୍ତ କେଉଁ ପର୍ବତ ଉପରେ ପାକିସ୍ତାନ ଆଣବିକ ଶକ୍ତି ପରୀକ୍ଷା କରିଥିଲା?

 ହିମାଳୟ ପର୍ବତ ଚଘାଇ ପର୍ବତ କୈଳାସ ପର୍ବତ ଗନ୍ଧମାର୍ଦ୍ଦନ ପର୍ବତ

 ଚଘାଇ ପର୍ବତ

#14. ନିମ୍ନୋକ୍ତ କେଉଁ ମସିହାରେ ଚାନ୍ଦୁଙ୍ଗ୍ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା?

 ୧୯୫୫ ୧୯୫୭ ୧୯୫୬ ୧୯୫୮

 ୧୯୫୫

#15. ନିମ୍ନୋକ୍ତ କେଉଁ ମସିହାରେ ନେପାଳ ସଂଯୁକ୍ତ ରାଷ୍ଟ୍ର ସଂଘର ସଦସ୍ୟ ହୋଇଥିଲା?

 ୧୯୫୨ ୧୯୫୩ ୧୯୫୪ ୧୯୫୫

୧୯୫୪

#16. ନିମ୍ନୋକ୍ତ କେଉଁ ମସିହାରେ ନେପାଳରେ ସାମ୍ବିଧାନିକ ରାଜତନ୍ତ୍ର ପ୍ରତିଷ୍ଠା ହେଲା ଓ ଏକତ୍ର ବାଣୀ ରାଜତନ୍ତ୍ର ର ଅବସାନ ଘଟିଲା?

 ୧୯୯୦ ଅପ୍ରେଲ୍ ୮ ୧୯୯୦ ଡିସେମ୍ବର ୪ ୧୯୯୦ ଜାନୁଆରୀ ୪ ୧୯୯୦ ଜାନୁଆରୀ ୧୯୯୨ ଜାନୁଆରୀ ୬

୧୯୯୦ ଅପ୍ରେଲ୍ ୮

#17. ଥିମ୍ପୁ କେଉଁ ଦେଶର ରାଜଧାନୀ ଥିଲା?

 ଶ୍ରୀଲଙ୍କା ନେପାଳ ପାକିସ୍ତାନ ଭୁଟାନ୍


 ଭୁଟାନ୍

#18. ୨୦୦୮ ମସିହାରେ ଭୁଟାନ ଗସ୍ତରେ ଯାଇଥିବା ଭାରତର ରାଷ୍ଟ୍ରପତିଙ୍କ ନାମ କ’ଣ?

 ରାମସ୍ବାମୀ ଭେଙ୍କଟ ରମଣ ପ୍ରତିଭା ଦେବୀ ସିଂ ପାଟିଲ ରାଜେନ୍ଦ୍ର ପ୍ରସାଦ ରାଧାକ୍ରିଷ୍ଣନ୍

 ପ୍ରତିଭା ଦେବୀ ସିଂ ପାଟିଲ

#19. ଭାରତ ଓ ବଙ୍ଗଳାଦେଶ ମଧ୍ୟରେ ପ୍ରଥମ ଚୁକ୍ତି କେବେ ସ୍ବାକ୍ଷରିତ ହୋଇଥିଲା?

 ୧୯୭୦ ଜାନୁଆରୀ ୫ ୧୯୭୦ ଡିସେମ୍ବର ୨ ୧୯୭୧ ଡିସେମ୍ବର ୧୦ ୧୯୭୨ ମାର୍ଚ୍ଚ ୫

 ୧୯୭୧ ଡିସେମ୍ବର ୧୦

#20. ୟାନ୍ ବାନ୍ କେଉଁ ରାଜ୍ୟର ରାଜଧାନୀ ଥିଲା?

 ଭୁଟାନ୍ ବ୍ରହ୍ମଦେଶ ନେପାଳ ମିଆଁମାର


 ମିଆଁମାର

#21. ମିଆଁମାରରେ ନିମ୍ନୋକ୍ତ କେଉଁ ମସିହାରେ ସାମରିକ ଶାସନ ପ୍ରତିଷ୍ଠିତ ହୋଇଥିଲା?

 ୧୯୬୦ ଜାନୁଆରୀ ୧୯୬୨ ମାର୍ଚ୍ଚ ୧୯୬୫ ଅପ୍ରେଲ ୨ ୧୯୭୨ ଅପ୍ରେଲ ୩୦


 ୧୯୬୨ ମାର୍ଚ୍ଚ

#22. ରୁମ୍ ବିପ୍ଳବ ନିମ୍ନୋକ୍ତ କେଉଁ ମସିହାରେ ସଂଘଟିତ ହୋଇଥିଲା?

 ୧୯୧୨ ୧୯୧୪ ୧୯୧୫ ୧୯୧୭

 ୧୯୧୭

#23. ଭାରତ ଓ ଚୀନ୍ ମଧ୍ୟରେ ଥିବା ସୀମାରେଖାର ନାମ କ’ଣ?

 ମ୍ୟାକ୍ ମିଲାନ୍ ଲାଇନ୍ ମ୍ୟାକ୍ ମୋହନ୍ ଲାଇନ୍ ମ୍ୟାକ୍ ଡୋନାଲଡ୍ ଲାଇନ୍ ରିଡ୍ କ୍ଲିପ୍ ଲାଇନ୍

 ମ୍ୟାକ୍ ମୋହନ୍ ଲାଇନ୍

#24. ବଙ୍ଗଳାଦେଶର ପ୍ରଥମ ପ୍ରଧାନ ମନ୍ତ୍ରୀ ଙ୍କ ନାମ କ’ଣ?

 ମହମ୍ମଦ ଅଲ୍ଲୀ ଜିନ୍ନା ଶେଖ୍ ମୁଜିବୁର ରହମନ୍ ଶେଖ୍ ହାସିନା ଲିଆକତ୍ ଅଲ୍ଲୀ

 ଶେଖ୍ ମୁଜିବୁର ରହମନ୍

#25. ୨୦୧୦ ମସିହା ଏପ୍ରିଲ ମାସରେ ଭାରତର ପ୍ରଧାନମନ୍ତ୍ରୀ ଡ଼କ୍ଟର ମନମୋହନ ସିଂହ ତାଙ୍କ ଭୁଟାନ ଗସ୍ତ ସମୟରେ କେଉଁ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ?

 ଷୋଡ଼ଶ ସାର୍କ ଶିଖର ସମ୍ମିଳନୀ ନାଲକୋ ସମ୍ମିଳନୀ ଏସୀୟ କ୍ରୀଡା ରାଜ୍ୟ ଗୋଷ୍ଠୀ ସମ୍ମିଳନୀ

ସମ୍ମିଳନୀ ନାଲକୋ

OSSSC Question Paper Quiz Test

Number of Questions25
Questions LanguageOdia
Pass Mark70%
More MCQ Test in OdiaClick Here
OSSSC Official WebsiteClick Here
Excise Constable Part 1 MCQClick Here
Excise Constable Part 2 MCQClick Here
Excise Constable Part 3 MCQClick Here
Excise Constable Part 4 MCQClick Here
Excise Constable Part 5 MCQClick Here
Excise Constable Part 6 MCQClick Here

QUIZ START

Leave a Comment

error: Content is protected !!