Free Odia GK question and answer test
Free Odia gk question and answer test: Hello my readers and welcome back to another quiz. I’m going to be going through the grammatical rules to test your knowledge of our language. In addition, I’m also going to explain that there are some common rules that we are all taught as a young child. Let’s start.
Per Quiz : 25 Question
Class : 6 & 7
Subject : Geography & History
“school question allows to get those communications out and feel confident that I’m putting my best foot forward. question is like a little superpower, especially when I need to be at 100%.” your can check more on wiki
PART 1 QUIZ TEST
#1. ରୁଷିଆର............ ଟି ପ୍ରମାଣ ଅଛି । ?
#2. ........... ରେ ମାନ ବ୍ୟବହାର କରାଯାଇଥାଏ ।
#3. କମ୍ପାସ ଯନ୍ତ୍ର .......... ପାଇଁ ବ୍ୟବହାର କରାଯାଏ?
#4. ପ୍ରାକୃତିକ ମାନଚିତ୍ରରେ ମାଳଭୂମି ଚିହ୍ନଟ ପାଇଁ............ ରଙ୍ଗ ବ୍ୟବହୃତ ହୁଏ ?
#5. ଗାଢ଼ ନୀଳରଙ୍ଗ ସଂକେତ ପ୍ରାକୃତିକ ମାନଚିତ୍ରରେ............ ପାଇଁ ବ୍ୟବହୃତ ?
#6. ଉଚ୍ଚ ପର୍ବତଭୂମିକୁ......... ରଙ୍ଗ ଦ୍ୱାରା ଚିହ୍ନଟ କରାଯାଏ ?
#7. ପ୍ରାୟ ପ୍ରତ୍ୟେକ ମାନଚିତ୍ର ର.............ର ଉପରିଭାଗରେ ଏକ ତୀର ଚିହ୍ନ ଥାଏ?
#8. ମାନଚିତ୍ର ର ନିମ୍ନଭାଗ.............. ଦିଗ ଅଟେ ?
#9. 'PS ' ମାନଚିତ୍ରରେ ......... କୁ ବୁଝାଏ?
#10. .................ତାରିଖରେ ସୂର୍ଯ୍ୟ ମକର କ୍ରାନ୍ତି ର ଠିକ୍ ସମ୍ମୁଖରେ ଥାଆନ୍ତି ?
#11. ଡିସେମ୍ବର ୨୨ ତାରିଖ ଦିନ........... ହୋଇଥାଏ।
#12. ଅଧିବର୍ଷ ସାଧାରଣତଃ........... ମାସରେ ପଡ଼ିଥାଏ।
#13. ସୂର୍ଯ୍ୟ ପୃଥିବୀ ଠାରୁ......... ଗୁଣ ବଡ଼ ?
#14. ପୃଥିବୀର ......... ଗତି ଯୋଗୁଁ ଦିନ ଓ ରାତି ହୁଏ ।
#15. ପୃଥିବୀକୁ ଏକ ପୂର୍ଣ୍ଣ ଆବର୍ତ୍ତନ କରିବାକୁ ପ୍ରାୟ.......... ଘଣ୍ଟା ସମୟ ଲାଗେ ।
#16. ବାୟୁମଣ୍ଡଳରେ କେଉଁ ବାଷ୍ପର ପରିମାଣ ଅଧିକ ହେଲେ ଭୂଗୋଳକୀୟ କ୍ରମଶଃ ବୃଦ୍ଧି ଘଟିଥାଏ ?
#17. ଭୂପୃଷ୍ଠରେ ଥିବା ସ୍ଥଳଭାଗର ପରିମାଣ କେତେ?
#18. ପୃଥିବୀ ପୃଷ୍ଠରେ ଉପଲବ୍ଧ ଜଳର ପରିମାଣ କେତେ ?
#19. ପୃଥିବୀର ସର୍ବୋଚ୍ଚ ପାର୍ବତ୍ୟ ଶୃଙ୍ଗର ଉଚ୍ଚତା କେତେ ?
#20. ସମୁଦାୟ ଜଳରାଶିର ପ୍ରାୟ ଶତକଡ଼ା .........ଭାଗ ଜଳ ମହାସାଗର ଓ ସାଗର ଆଦିରେ ରହିଅଛି ।
#21. ପୃଥିବୀ ପୃଷ୍ଠରେ ଥିବା ମଧୁର ଜଳର ପରିମାଣ ପ୍ରାୟ ଶତକଡ଼ା .......... ଭାଗ ।
#22. ପ୍ରଶାନ୍ତ ମହାସାଗର ପୃଥିବୀ ପୃଷ୍ଠର ପ୍ରାୟ .............. ସ୍ଥାନ ଅଧିକାର କରିଛି ।
#23. ପୃଥିବୀର ଗଭୀରତମ ସାମୁଦ୍ରିକ ଗାତ ମାରିଆନା ...........ମହାସାଗରରେ ଅବସ୍ଥିତ।
#24. ପୃଥିବୀର ସର୍ବୋଚ୍ଚ ଗିରିଶୃଙ୍ଗ ଏଭେରେଷ୍ଟର ଉଚ୍ଚତା ........ ମିଟର।
#25. ମହାସାଗରର ଗଭୀରତମ ସ୍ଥାନର ଗଭୀରତା ...........।
Related Link
- Free Odia Grammar Mock Test Part 2
Odia Grammar Quiz Test Part 1 - ODIA GRAMMER QUIZ TEST
- Free Class 10 Geography Question Quiz Test | ବିଷୟ ସମ୍ବଳ
- Free Odia GK Quiz Test Part -2