Free OAVS Previous year questions 2021

Free OAVS Previous year questions 2021 MCQ

Facebook
Telegram
WhatsApp
LinkedIn

Free OAVS Previous year questions 2021 Class 6 MCQ  Part 10

Free OAVS Previous year questions 2021 class 6 MCQ : One of the ways through which a school/college student can be able to gain their goal in life, and even a more advanced one would be by achieving some kind of academic or other kind of project which they are interested in learning. Today we will be looking at a question that is asked almost everywhere there is a school/college campus, no matter how big an educational centre it may be.

Free OAVS Previous year questions paper MCQ 2021. The Board of Odisha Adarsha Vidyalaya Sangathan (OVAS) has yet to announce the OAVS Recruitment to fill 1749 vacancies of TGT, PGT, Principal, Computer Teacher & other posts. Applicants of Odisha Adarsha Vidyalaya Sangathan Principle and Teaching vacancy can download and refer the Question Paper pdf on our page. In addition to the OAVS TGT, PGT, PRT, Principal exam model question paper, check the exam pattern, exam date and other important details in the section below

Free OAVS Previous year questions 2021

Part of a series on OAVS -2021

OAVS -2021 ( ବିଜ୍ଞାନ ଓ ସାମାଜିକ) Part – 10

Question Language : Odia
No. of Question : 25

Free OAVS Previous year questions 2021

#1. କେଉଁଟି ପ୍ଲେଗ୍ ରୋଗ ର ବହାକ ଅଟେ ?

  • ମଶା 
  • ଠେକୁଆ 
  • ବିଲେଇ
  •  ମୂଷା

ମୂଷା

#2. ଆୟୋଡ଼ିନ ଅଭାବରେ କେଉଁ ରୋଗ ହୁଏ ?

  • ସ୍କର୍ଭି 
  • ରିକେଟସ 
  • ଗଳଗଣ୍ଡ 
  • ଅନ୍ଧାରକଣା

ଗଳଗଣ୍ଡ

#3. କୃଷକଙ୍କ ବନ୍ଧୁ କାହାକୁ କୁହାଯାଏ ?

  •  କୁକୁର 
  • ଜିଆ 
  • ବିଲେଇ 
  • ପିମ୍ପୁଡ଼ି

ଜିଆ

#4. କେଉଁଟି ଏକ କୃତ୍ରିମ ପଦାର୍ଥ ?

  • ନାଇଲନ୍
  •  ତୁଳା 
  • ଟସର
  •  ରେଶମ

ନାଇଲନ୍

#5. କେଉଁଟି ଏକ କାଣ୍ଡର ଉଦାହରଣ ।

  • କନ୍ଦମୂଳ 
  • ଅଦା 
  • ଗାଜର 
  • ମୂଳା

ଅଦା

#6. ଆମ ଶରୀରରେ ଶକ୍ତି ସୃଷ୍ଟିରେ କେଉଁଟି ସହାୟକ ?

  • ଯବକ୍ଷାଜାନ 
  • ଅଙ୍ଗାରକାମ୍ଳ 
  • ଅମ୍ଳଜାନ 
  • ଉଦ୍ ଜାନ

ଅମ୍ଳଜାନ

#7. ଏମାନଙ୍କ ମଧ୍ୟରୁ କିଏ ବୈଜ୍ଞାନିକ ନୁହନ୍ତି ?

  • ଆଇନଷ୍ଟାଇନ 
  • ଏପିଜେ ଅବଦୁଲ କାଲାମ 
  • ଆଇଜାକ ନ୍ୟୁଟନ 
  • ରାକେଶ ଶର୍ମା

ରାକେଶ ଶର୍ମା

#8. ସକଳ ଶକ୍ତି ର ମୂଳଉତ୍ସ କେଉଁଟି ?

  • ଚନ୍ଦ୍ର 
  • ସୂର୍ଯ୍ୟ 
  • ମାଧ୍ୟାକର୍ଷଣ ଶକ୍ତି 
  • ବିଜୁଳୀ ଶକ୍ତି

ସୂର୍ଯ୍ୟ

#9. ପକ୍ଷୀ ଶରୀରରେ କେଉଁ ଅଂଶ ଦିଗ ପରିବର୍ତ୍ତନରେ ସାହାଯ୍ୟ କରେ ?

  • ଗଳା 
  • ଗୋଡ଼ 
  • ଲାଞ୍ଜ 
  • ଚଞ୍ଚୁ

ଲାଞ୍ଜ

#10. କେଉଁ ଯନ୍ତ୍ର ଦ୍ୱାରା ବସ୍ତୁର ଆକୃତି ବୃଦ୍ଧି କରିହୁଏ ?

  • ଥର୍ମୋମିଟର 
  • ଅଣୁବୀକ୍ଷଣ 
  • ସିସ୍ମଗ୍ରାଫ୍
  •  ଷ୍ଟେଥୋସ୍କୋପ

ଅଣୁବୀକ୍ଷଣ

#11. ନିଜେ ଜଳି ଯାଉଥିବା ଗ୍ୟାସ୍ ର ନାମ ?

  • ଅମ୍ଳଜାନ 
  • ଅଙ୍ଗାରକାମ୍ଳ 
  • ଉଦଯାନ 
  • ଯବକ୍ଷାରଜାନ

ଉଦଯାନ

#12. ଜଣେ ବ୍ୟକ୍ତି ଶରୀରର ସାଧାରଣ ତାପମାତ୍ରା କେତେ ‘C ?

  •  ୩୭
  • ୩୯
  • ୧୦୫
  • ୬୮

୩୭

#13. କେଉଁଟି ପ୍ରାକୃତିକ କୃଷିସାର ଅଟେ ?

  •  ପଟାସ୍
  •  ୟୁରିଆ
  •  ଗୋବର
  •  ଗ୍ରୋମର

ଗୋବର

#14. ମିଜୋରାମ ଲୋକଙ୍କର ପାରମ୍ପରିକ ନୃତ୍ୟର ନାମ କଣ ?

  • କୁଚିପୁଡ଼ି
  • ବୀହୁ 
  • କଥକ 
  • ଚାଇଲାମ

ଚୀର

#15. ଏମାନଙ୍କ ମଧ୍ୟରୁ କେଉଁଟି ଶୀତଳ ମରୁଭୂମି ଅଟେ ?

  • ସାହାରା
  •  କଚ୍ଛ 
  • ଲଦାଖ୍ 
  • ମାନଲି

ଲଦାଖ୍

#16. ପସ୍କିନା ଶାଲ୍ କେଉଁ ଉପାୟରେ ତିଆରି କରାଯାଏ ?

  • ଚରଖା ଦ୍ୱାରା
  • ହାତ ଦ୍ୱାରା 
  • ଯନ୍ତ୍ର ଦ୍ୱାରା 
  • ତନ୍ତ ଦ୍ୱାରା

ତନ୍ତ ଦ୍ୱାରା

#17. କେଉଁଟି ପ୍ରାକୃତିକ ବିପତ୍ତି ନୁହେଁ ।

  • ରେଳ ଦୁର୍ଘଟଣା 
  • ମରୁଡି
  • ସୁନାମୀ
  • ଭୂମିକମ୍ପ

ରେଳ ଦୁର୍ଘଟଣା

#18. ମନାଲି କେଉଁ ରାଜ୍ୟରେ ଅବସ୍ଥିତ ?

  •  ପଞ୍ଜାବ 
  • ହିମାଚଳ ପ୍ରଦେଶ 
  • ଉତ୍ତର ପ୍ରଦେଶ
  • ଉତ୍ତରାଖଣ୍ଡ

ହିମାଚଳ ପ୍ରଦେଶ

#19. ପୃଥିବୀର ଆବର୍ତ୍ତନ ଦିଗଟି କେଉଁଟି ?

  •  ପଶ୍ଚିମ ରୁ ପୂର୍ବ
  •  ପୂର୍ବ ରୁ ପଶ୍ଚିମ
  • ଉତ୍ତରରୁ ଦକ୍ଷିଣ 
  • ଦକ୍ଷିଣ ରୁ ଉତ୍ତର

ପଶ୍ଚିମ ରୁ ପୂର୍ବ

#20. ଦାଣ୍ଡି କେଉଁ ରାଜ୍ୟରେ ଅବସ୍ଥିତ ?

  •  ବିହାର
  •  ପଞ୍ଜାବ
  •  ଗୁଜୁରାଟ
  •  ଆନ୍ଧ୍ର ପ୍ରଦେଶ

ଗୁଜୁରାଟ

#21. ” ଏକତା ସ୍ତମ୍ଭ” କେଉଁ ଦେଶରେ ଅବସ୍ଥିତ ?

  •  ଭାରତ 
  • ଫ୍ରାନ୍ସ 
  • ଆମେରିକା
  •  ୟୁରୋପ

ଭାରତ

#22. ସୌରମଣ୍ଡଳ ରେ ସବୁଠାରୁ ଛୋଟ ଗ୍ରହର ନାମ କଣ ?

  • ପୃଥିବୀ
  • ଶୁକ୍ର 
  • ନେପଚୁନ 
  • ବୁଧ

ବୁଧ

#23. ଏମାନଙ୍କ ମଧ୍ୟରୁ କେଉଁଟି ” ତରଳ ସୁନା ” ଅଟେ ?

  • କ୍ଷୀର 
  • ପେଟ୍ରୋଲିୟମ
  • ଟଙ୍କା 
  • ସମୁଦ୍ର ପାଣି

ପେଟ୍ରୋଲ

#24. ଜାନୁୟାରୀ ୨୩ ତାରିଖରେ ଆମେ କାହାର ଜନ୍ମଦିନ ପାଳନ କରୁ ?

  •  ମହାତ୍ମା ଗାନ୍ଧି
  •  ସୁଭାଷ ବୋଷ 
  • ଲାଲ୍ ବାହାଦୁର ଶାସ୍ତ୍ରୀ
  • ଜବାହର ଲାଲ୍ ନେହେରୁ

ସୁଭାଷ ବୋଷ

#25. ଘଡ୍ ସୀସାର ହ୍ରଦ କେଉଁ ରାଜ୍ୟରେ ଅବସ୍ଥିତ ?

  • ରାଜସ୍ଥାନ
  • ପଞ୍ଜାବ 
  • ହରିୟାଣା 
  • କେରଳ

ରାଜସ୍ଥାନ

If you’re applying for School/college interview, then you may be invited to interview if you make it past the initial screening round. The interview may feel nerve-wracking, but being offered one is great news! you check about OAVS Previous Year Question MCQ

OAVS Previous year questions 2021

Not sure how to start preparing OAVS Previous year questions 2021 ? Here, we’ll give you 25 of those questions and provide example answers to help you to think about how to respond. Use these examples as a stepping stone for brainstorming and drafting your own unique responses. You can apply this same formula to many other  interview questions as well. Official website

QUIZ START

Related Article :

Free OAVS Previous year question paper MCQ 2019 Part 1

Leave a Comment

error: Content is protected !!