Free History Question Class 9 MCQ Part 2 in ଓଡ଼ିଆ

Facebook
Telegram
WhatsApp
LinkedIn

Free History Question Class 9 MCQ Part 2 in Odia

free history question class 9 MCQ: One of the ways through which a school student can be able to gain their goal in life, and even a more advanced one would be by achieving some kind of academic or other kind of project which they are interested in learning. Today we will be looking at a question that is asked almost everywhere there is a school campus, no matter how big an educational centre it may be.

free History Question class 9 MCQ

ଇତିହାସ 

ଶ୍ରେଣୀ – ନବମ
ପ୍ରଶ୍ନ ସଂଖ୍ୟା – 25

#1. ପଲାସୀ ଯୁଦ୍ଧ କେତେ ଖ୍ରୀଷ୍ଟାବ୍ଦରେ ସଂଘଟିତ ହୋଇଥିଲା?

 ୧୮୫୫ ୧୮୫୭ ୧୭୫୭ ୧୭୫୪

୧୭୫୭

#2. କେଉଁ ମସିହାର ବିଦ୍ରୋହକୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ କୁହାଯାଏ?

 ୧୮୫୫ ୧୮୫୬ ୧୮୫୭ ୧୮୫୮

 ୧୮୫୭

#3. ମେସୋପଟାମିଆର ବର୍ତ୍ତମାନ ନାମ କ’ଣ?

 ଇରାନ୍ ଇରାକ୍ ମାଲୟେସିଆ ତାଇୱାନ୍

ଇରାକ୍

#4. କେଉଁ ନଦୀ କୂଳରେ ପଲାସୀ ଯୁଦ୍ଧ ହୋଇଥିଲା?

 ଗଙ୍ଗା ଭାଗିରଥି ଯମୁନା ମହାନଦୀ

 ଭାଗିରଥି

#5. ଇଂଲାଣ୍ଡ ଓ ଚୀନ୍ ମଧ୍ୟରେ ହୋଇଥିବା ଯୁଦ୍ଧ କେଉଁ ନାମରେ ପରିଚିତ?

 ଅଫିମ ଯୁଦ୍ଧ ପ୍ରଥମ ବିଶ୍ବଯୁଦ୍ଧ ରେଶମ ଯୁଦ୍ଧ ଦ୍ବିତୀୟ ବିଶ୍ବଯୁଦ୍ଧ

 ଅଫିମ ଯୁଦ୍ଧ

#6. ଅଫିମ ଯୁଦ୍ଧ ନିମ୍ନୋକ୍ତ କେଉଁ ମସିହାରେ ସଂଘଟିତ ହୋଇଥିଲା?

 ୧୮୩୯ ୧୮୪୦ ୧୮୪୨ ୧୮୪୫

୧୮୩୯

#7. ଅଫିମ ଯୁଦ୍ଧ ପରେ ଚୀନ୍ ନିମ୍ନୋକ୍ତ କେଉଁ ଦ୍ବୀପ କୁ ଇଂଲାଣ୍ଡ ହସ୍ତାନ୍ତର କଲା?

 ଉତ୍ତମାଶା ଅନ୍ତରୀପ ଜାଭା ଦ୍ବୀପ ସୁମାତ୍ରା ଦ୍ବୀପ ହଙ୍ଗକଙ୍ଗ୍ ଦ୍ବୀପ


 ହଙ୍ଗକଙ୍ଗ୍ ଦ୍ବୀପ

#8. ୧୮୩୯ ମସିହାରେ ଇଂଲାଣ୍ଡ କାହା ବିରୁଦ୍ଧରେ ଯୁଦ୍ଧ କରି ତାକୁ ଅକ୍ଳେଶରେ ପରାସ୍ତ କରିଥିଲା?

 ଜାପାନ କୋରିଆ ଚୀନ୍ ଭାରତ

ଚୀନ୍

#9. ନିମ୍ନୋକ୍ତ କେଉଁ ଦେଶଠାରୁ ଚୀନ୍ ପରାସ୍ତ ହୋଇ କୋରିଆ କୁ ସ୍ବାଧୀନତା ପ୍ରଦାନ କରିଥିଲା?

 ଜାପାନ ଇଂଲଣ୍ଡ ଆମେରିକା କରାକ୍

ଜାପାନ

#10. ନିମ୍ନୋକ୍ତ କେଉଁ ଦେଶ ଇଣ୍ଡୋ- ଚୀନ୍ ରେ ନିଜର ବ୍ୟବସାୟ ପ୍ରସାର ଉଦ୍ୟମ କରି ସଫଳ ହୋଇଥିଲା?

 ଇଂଲାଣ୍ଡ ଫ୍ରାନ୍ସ ଇଟାଲୀ ଜାପାନ

ଫ୍ରାନ୍ସ

#11. ବର୍ମା ତୋନ୍ କିନ୍ ଠାରୁ ମାଣ୍ଡାଲୟ ପର୍ଯ୍ୟନ୍ତ ରେଳପଥ ନିର୍ମାଣ କରିବାକୁ ନିମ୍ନୋକ୍ତ କେଉଁ ସରକାରଙ୍କୁ ଅଧିକାର ଦେଇଥିଲା?

 ଇଟାଲୀ ଜାପାନ ଫ୍ରାନ୍ସ ଇଂଲଣ୍ଡ

 ଫ୍ରାନ୍ସ

#12. ନିମ୍ନୋକ୍ତ କେଉଁ ମସିହାରେ ଇଂଲାଣ୍ଡ ବର୍ମା କୁ ପରାସ୍ତ କରିଥିଲା?

 ୧୮୮୫ ୧୮୮୬ ୧୮୮୯ ୧୮୯୦

୧୮୮୬

#13. କ୍ୟୁବା ଓ ଫିଲିପାଇନ୍ ସ ନିମ୍ନୋକ୍ତ କେଉଁ ଶାସନ ବିରୋଧରେ ବିନ୍ଦ୍ରୋହ କରିଥିଲେ?

 ଆମେରିକୀୟ ସ୍ପେନୀୟ ଇରାକୀୟ ଜାପାନୀ

ସ୍ପେନୀୟ

#14. ଫିଲିପିନୋ କେଉଁ ଦେଶର ଅଧିବାସୀ ଙ୍କୁ କୁହାଯାଇଥାଏ?

 ଫିଲିପାଇନ୍ ସ ଆମେରିକା ବର୍ମା ଇଣ୍ଡୋନେସିଆ

ଫିଲିପାଇନ୍ ସ

#15. ଫିଲିପାଇନ୍ସ ନିମ୍ନୋକ୍ତ କେଉଁ ଦେଶ ଅଧିନରେ ଏକ ଉପନିବେଶ ରୂପେ ରହିଥିଲା?

 ଜାପାନ ଆମେରିକା ଇଂଲାଣ୍ଡ ଇଣ୍ଡୋନେସିଆ

ଆମେରିକା

#16. ୧୯୦୭ ମସିହାର ରାଜିନାମା ଅନୁସାରେ ‌କେଉଁ ଦେଶ ଇଂଲାଣ୍ଡର କର୍ତ୍ତୃତ୍ବାଧୀନ ହେଲା?

 ଉତ୍ତର ଇରାନ୍ ଦକ୍ଷିଣ ଇରାନ୍ ଜାପାନ ଚୀନ୍

#17. କେଉଁ ମସିହାର ରାଜିନାମା ଅନୁସାରେ ଇଂଲଣ୍ଡ ଓ ରୁଷିଆ ଉଭୟ ତିବ୍ବତରେ ହସ୍ତକ୍ଷେପ କରିବେ ନାହିଁ ବୋଲି ରାଜି ହୋଇଥିଲେ?

 ୧୯୦୫ ୧୯୦୭ ୧୯୧୦ ୧୯୨୩

୧୯୦୭

#18. କୋରିଆକୁ କେନ୍ଦ୍ର କରି ନିମ୍ନୋକ୍ତ କେଉଁ ମସିହାରେ ଜାପାନ ଓ ଚୀନ୍ ମଧ୍ୟରେ ଯୁଦ୍ଧ ହୋଇଥିଲା?୧୮୯୨

 ୧୮୯୨ ୧୮୯୪ ୧୮୯୬ ୧୮୯୮

 ୧୮୯୪

#19. ନିମ୍ନୋକ୍ତ କେଉଁ ମସିହାରେ କୋରିଆ ଜାପାନ ର ଏକ ଉପନିବେଶ ରେ ପରିଣତ ହୋଇଥିଲା?

 ୧୯୦୮ ୧୯୦୯ ୧୯୧୦ ୧୯୧୨

 ୧୯୧୦

#20. ନିମ୍ନୋକ୍ତ କେଉଁ ମସିହାରେ କଙ୍ଗୋ ସ୍ବାଧୀନ ରାଷ୍ଟ୍ର ଭାବେ ଗଠିତ ହୋଇଥିଲା?

 ୧୮୮୨ ୧୮୮୫ ୧୮୮୭ ୧୮୮୯

 ୧୮୮୫

#21. ଲିଓପୋଲ୍ଡ କେଉଁ ଦେଶର ରାଜା ଥିଲେ?

 କଙ୍ଗୋ ଜାପାନ ଚୀନ୍ ଆମେରିକା

କଙ୍ଗୋ

#22. ନିମ୍ନୋକ୍ତ କାହା ବ୍ୟତୀତ ସମଗ୍ର ପଶ୍ଚିମ ଆଫ୍ରିକା ଇଉରୋପୀୟ ମାନଙ୍କ ମଧ୍ୟରେ ଭାଗ ହୋଇଥିଲା?

 କାମେରୁନ୍ କାମେରୁନ୍ ଲାଇବେରିଆ ଟ୍ୟୁନିସିଆ

 ଲାଇବେରିଆ

#23. ସେସିଲ୍ ରୋଡ଼ସ୍ ନିମ୍ନୋକ୍ତ କେଉଁ ଉପନିବେଶର ନାମ ନିଜ ନାମାନୁସାରେ ରୋଡେସିଆ ରଖିଥିଲେ?

 ଆଫ୍ରିକୀୟ ଆମେରିକୀୟ ସ୍ପେନୀୟ ଏସୀୟ

ଆଫ୍ରିକୀୟ

#24. ୧୮୯୬ ମସିହାରେ କେଉଁ ଦେଶକୁ ଇଂରେଜ ଙ୍କ ସୁରକ୍ଷା ପ୍ରାପ୍ତ ରାଷ୍ଟ୍ର ଭାବେ ଘୋଷଣା କରାଯାଇଥିଲା?

 ଉଗାଣ୍ଡା ଜାଞ୍ଜିବର ୱ୍ଵିଟୁ ଜର୍ମାନୀ

 ଉଗାଣ୍ଡା

#25. କେବେ ଆବିସିନିଆ ଇଟାଲୀର ଦାବିକୁ ପ୍ରତ୍ୟାଖ୍ୟାନ କରି ଇଟାଲୀୟ ସୈନ୍ୟ ବାହିନୀ କୁ ଏକ ଯୁଦ୍ଧରେ ପରାସ୍ତ କରିଥିଲେ?

 ୧୮୯୨ ୧୮୯୪ ୧୮୯୬ ୧୮୯୮

୧୮୯୬

free History Question class 9 MCQ

If you’re applying for School/college scholarships, then you may be invited to interview if you make it past the initial screening round. The interview may feel nerve-wracking, but being offered one is great news! you check about scholarship in wiki.

free History Question class 9 MCQ

Not sure how to start preparing history question class 9 ? Here, we’ll give you 25 of those questions and provide example answers to help you to think about how to respond. Use these examples as a stepping stone for brainstorming and drafting your own unique responses. You can apply this same formula to many other scholarship interview questions as well.

Free History Question Class 9 MCQ

QUIZ START

Related Article : 

Leave a Comment

error: Content is protected !!