Free History Question Class 9 MCQ Part 1 in Odia
free history question class 9 MCQ: One of the ways through which a school student can be able to gain their goal in life, and even a more advanced one would be by achieving some kind of academic or other kind of project which they are interested in learning. Today we will be looking at a question that is asked almost everywhere there is a school campus, no matter how big an educational centre it may be.
free History Question class 9 MCQ
ଇତିହାସ
ଶ୍ରେଣୀ – ନବମ
ପ୍ରଶ୍ନ ସଂଖ୍ୟା – 25
#1. କେଉଁ ବ୍ୟବସାୟ ଆଫ୍ରିକାରେ ସବୁଠାରୁ ବେଶୀ ଲାଭ ଦାୟକ ଥିଲା?
ହୀରା ବ୍ୟବସାୟ ୟୁରାନିୟମ୍ ବ୍ୟବସାୟ ଦାସ ବ୍ୟବସାୟ ହୀତୀଦାନ୍ତ ବ୍ୟବସାୟ
ଦାସ ବ୍ୟବସାୟ
#2. କେଉଁ ମସିହାରେ ଭାସ୍କୋଡାଗାମା ଭାରତ କୁ ଜଳପଥ ଆବିଷ୍କାର କରିଥିଲେ?
୧୪୯୨ ୧୪୯୭ ୧୪୯୮ ୧୫୯୭
୧୪୯୮
#3. କେବେ ଇଂଲଣ୍ଡ ଓ ଚୀନ୍ ମଧ୍ୟରେ ଅଫିମ ଯୁଦ୍ଧ ହୋଇଥିଲା?
୧୭୬୯ ୧୮୩୯ ୧୮୭୯ ୧୮୭୫
୧୮୩୯
#4. କେଉଁ ମସିହାରେ ବର୍ମା ଭାରତର ଇଂରେଜ ସାମ୍ରାଜ୍ୟ ଅନ୍ତର୍ଭୁକ୍ତ ହେଲା?
୧୮୮୦ ୧୮୮୬ ୧୯୦୭ ୧୯୧୧
୧୮୮୬
#5. କୋରିଆ କେବେ ଜାପାନର ଏକ ଉପନିବେଶ ହେଲା?
୧୮୯୪ ୧୯୦୨ ୧୯୧୦ ୧୯୧୭
୧୯୦୨
#6. କେଉଁ ଅଞ୍ଚଳ ଫରାସୀ କଙ୍ଗୋ ଭାବରେ ପରିଚିତ ହେଲା?
କଙ୍ଗୋ ସ୍ବାଧୀନ ରାଷ୍ଟ୍ର ନାଇଜର ନଦୀର ଉତ୍ତର ଅଞ୍ଚଳ ଆଫ୍ରିକାର ପଶ୍ଚିମ ଉପକୂଳ ଅଞ୍ଚଳ କଙ୍ଗୋ ନଦୀର ଉତ୍ତର ଅଞ୍ଚଳ
କଙ୍ଗୋ ନଦୀର ଉତ୍ତର ଅଞ୍ଚଳ
#7. କିଏ ଏକ ଆଫ୍ରିକୀୟ ଉପନିବେଶକୁ ରୋଡେସିଆ ନାମ ଦେଇଥିଲେ?
ଲିଓପୋଲ୍ଡ ଦକ୍ଷିଣ ଆଫ୍ରିକୀୟ ଅଧିବାସୀ ସେସିଲ ରୋଡ୍ ସ କାର୍ଲିପିଟରସ୍
ସେସିଲ ରୋଡ୍ ସ
#8. ଟ୍ୟୁନିସିଆ କେଉଁ ଦେଶର ଦଖଲଭୁକ୍ତ ହୋଇଥିଲା?
ଫ୍ରାନ୍ସ ଇଂଲାଣ୍ଡ ଇଟାଲୀ ଜର୍ମାନୀ
ଫ୍ରାନ୍ସ
#9. କିଏ ସୁଏଜ କେନାଲ୍ ର ଖନନ ପାଇଁ ଫ୍ରାନ୍ସର ଏକ କମ୍ପାନୀକୁ ଦାୟିତ୍ଵ ଦେଇଥିଲେ?
ତୁର୍କୀ ସୁଲ୍ ତାନ୍ ଇଜିପ୍ଟ ଗଭର୍ଣ୍ଣର ଇଂଲାଣ୍ଡ ପ୍ରଧାନମନ୍ତ୍ରୀ ଫ୍ରାନ୍ସ ପ୍ରଧାନମନ୍ତ୍ରୀ
ଇଜିପ୍ଟ ଗଭର୍ଣ୍ଣର
#10. କେଉଁଠାରେ ବର୍ଣ୍ଣବୈଷମ୍ୟ ନୀତି ସବୁଠାରୁ ଅଧିକ ଘୃଣ୍ଯ ଅବସ୍ଥାରେ ଥିଲା?
ପୂର୍ବ ଆଫ୍ରିକା ଦକ୍ଷିଣ ଆଫ୍ରିକା ଭାରତ ତୁର୍କୀ
ଦକ୍ଷିଣ ଆଫ୍ରିକା
#11. ଶିଳ୍ପ ବିପ୍ଳବ ପ୍ରଥମେ କେଉଁ ଦେଶରେ ଆରମ୍ଭ ହୋଇଥିଲା?
ଜାପାନ ଇଂଲାଣ୍ଡ ଫ୍ରାନ୍ ସ କୋରିଆ
ଇଂଲାଣ୍ଡ
#12. କେବେ ଜର୍ଜ ଷ୍ଟିଫେନ୍ ସନ୍ ପ୍ରଥମ ବାଷ୍ପଚାଳିତ ରେଳଇଞ୍ଜିନ୍ ନିର୍ମାଣ କରିଥିଲେ?
୧୮୧୨ ୧୮୧୯ ୧୮୧୪ ୧୮୯୧
୧୮୧୪
#13. ନିମ୍ନୋକ୍ତ କେଉଁ ମସିହାରେ ଏକ ରାଜିନାମା ଅନୁସାରେ ଫ୍ରାନ୍ସ କୁ ମରକ୍ କୋ ମିଳିଥିଲା?
୧୯୦୪ ୧୯୦୭ ୧୯୧୧ ୧୯୧୪
୧୯୦୪
#14. ପ୍ରଥମେ ଭାରତ ସହିତ କେଉଁ ଇଉରୋପୀୟ ଜାତି ବାଣିଜ୍ୟ କାରବାର କରିଥିଲେ?
ଇଂରେଜ ଡଚ୍ ପର୍ତ୍ତୁଗୀଜ୍ ଫରାସୀ
ପର୍ତ୍ତୁଗୀଜ୍
#15. ମରକୋକୁ କେନ୍ଦ୍ର କରି କେଉଁ ଦୁଇ ରାଷ୍ଟ୍ର ମଧ୍ୟରେ କଳହର ସୂତ୍ରପାତ ହୋଇଥିଲା?
ଫ୍ରାନ୍ସ ଓ ଜର୍ମାନୀ ଇଂଲାଣ୍ଡ ଓ ଜର୍ମାନୀ ଫ୍ରାନ୍ସ ଓ ଇଂଲାଣ୍ଡ ଜର୍ମାନୀ ଓ ରୁଷ୍
ଫ୍ରାନ୍ସ ଓ ଜର୍ମାନୀ
#16. ଆଲ୍ ଜେରିଆର ପୂର୍ବ ଦିଗରେ ନିମ୍ନୋକ୍ତ କେଉଁ ରାଷ୍ଟ୍ର ଅବସ୍ଥିତ?
ଟ୍ୟୁନିସିଆ ମରକୋ ଆବିସିନିଆ ଟୋଗୋଲାଣ୍ଡ
ଟ୍ୟୁନିସିଆ
#17. କେବେ ମିଶର ବା ଇଜିପ୍ଟ କୁ ଏକ ସାର୍ବଭୌମ ରାଷ୍ଟ୍ର ରୂପେ ଗ୍ରହଣ କରିବାକୁ ଇଂଲାଣ୍ଡ ବାଧ୍ୟ ହୋଇଥିଲା?
୧୯୨୧ ୧୯୨୬ ୧୯୨୯ ୧୯୨୨
୧୯୨୨
#18. ଦକ୍ଷିଣ ଆଫ୍ରିକାରେ କେଉଁ ମାନେ କେପ୍ କଲୋନୀ ସ୍ଥାପନ କରିଥିଲେ?
ଡଚ୍ ପର୍ତ୍ତୁଗୀଜ୍ ଇଂରେଜ ଜର୍ମାନୀ
ଡଚ୍
#19. କେବେ ରୁଷ୍ ଜାପାନଠାରୁ ପରାସ୍ତ ହୋଇଥିଲା?
୧୯୦୨-୦୩ ୧୯୦୪-୦୫ ୧୯୦୫-୦୬ ୧୯୦୬-୦୭
୧୯୦୪-୦୫
#20. ଇଉରୋପୀୟମାନେ ବିଭିନ୍ନ ଦେଶରେ ଉପନିବେଶ ସ୍ଥାପନ କରିବା ଫଳରେ କେଉଁ ଧର୍ମ ର ପ୍ରଚାର ଓ ପ୍ରସାର ହୋଇଥିଲା?
ହିନ୍ଦୁ ଇସ୍ ଲାମ ଖ୍ରୀଷ୍ଟ ବୌଦ୍ଧ
ଖ୍ରୀଷ୍ଟ
#21. ସେସିଲ୍ ରୋଡସ କେଉଁ ଦେଶର ଯୁବକ ଥିଲେ?
ଫ୍ରାନ୍ସ ପର୍ତ୍ତୁଗୀଜ୍ ହଲାଣ୍ଡ ଇଂଲାଣ୍ଡ
ଇଂଲାଣ୍ଡ
#22. ଏସିଆ ମହାଦେଶରେ ଉପଲବ୍ଧ ହେଉଥିବା ଲାଭଦାୟକ ସାମଗ୍ରୀ ଗୁଡିକ ମଧ୍ୟରେ କେଉଁ କାଠ ମୁଖ୍ୟ ଥିଲା?
ଶାଗୁଆନ କାଠ ପିଆଶାଳ କାଠ ଇବୋନୀ କାଠ ଆମ୍ବ କାଠ
ଇବୋନୀ କାଠ
#23. ଇଉରୋପୀୟ ଦାସ ବ୍ୟବସାୟୀ ମାନେ ପ୍ରତ୍ୟେକ ମାସରେ କେଉଁ ମାନଙ୍କୁ ଦାସ ଭାବରେ ଆମେରିକା କୁ ରପ୍ତାନି କରୁଥିଲେ?
ଆଫ୍ରିକୀୟ ଜାପାନୀ ଇରାକୀୟ ଆରବୀୟ
ଆଫ୍ରିକୀୟ
#24. ୧୮୩୮ ମସିହାରେ ବାଷ୍ପୀୟ ଶକ୍ତିଚାଳିତ ଦୁଇଟି ଜାହାଜ କେଉଁ ମହାସାଗର ଅତିକ୍ରମ କରିଥିଲା?
ପ୍ରଶାନ୍ତ ମହାସାଗର ଭୂମଧ୍ୟସାଗର ଆଟ୍ ଲାଣ୍ଟିକ୍ ମହାସାଗର ଆରବ ସାଗର
ଆଟ୍ ଲାଣ୍ଟିକ୍ ମହାସାଗର
#25. ଭାସସ୍କୋଡାଗାମା କେଉଁ ଦେଶର ନାବିକ ଥିଲେ?
ଆମେରିକା ପର୍ତ୍ତୁଗାଲ୍ ଜାପାନ ଚୀନ୍
ପର୍ତ୍ତୁଗାଲ୍
free History Question class 9 MCQ
If you’re applying for School/college scholarships, then you may be invited to interview if you make it past the initial screening round. The interview may feel nerve-wracking, but being offered one is great news! you check about scholarship in wiki.
free History Question class 9 MCQ
Not sure how to start preparing history question class 9 ? Here, we’ll give you 25 of those questions and provide example answers to help you to think about how to respond. Use these examples as a stepping stone for brainstorming and drafting your own unique responses. You can apply this same formula to many other scholarship interview questions as well.

#1. କେଉଁ ବ୍ୟବସାୟ ଆଫ୍ରିକାରେ ସବୁଠାରୁ ବେଶୀ ଲାଭ ଦାୟକ ଥିଲା?
#2. କେଉଁ ମସିହାରେ ଭାସ୍କୋଡାଗାମା ଭାରତ କୁ ଜଳପଥ ଆବିଷ୍କାର କରିଥିଲେ?
#3. କେବେ ଇଂଲଣ୍ଡ ଓ ଚୀନ୍ ମଧ୍ୟରେ ଅଫିମ ଯୁଦ୍ଧ ହୋଇଥିଲା?
#4. କେଉଁ ମସିହାରେ ବର୍ମା ଭାରତର ଇଂରେଜ ସାମ୍ରାଜ୍ୟ ଅନ୍ତର୍ଭୁକ୍ତ ହେଲା?
#5. କୋରିଆ କେବେ ଜାପାନର ଏକ ଉପନିବେଶ ହେଲା?
#6. କେଉଁ ଅଞ୍ଚଳ ଫରାସୀ କଙ୍ଗୋ ଭାବରେ ପରିଚିତ ହେଲା?
#7. କିଏ ଏକ ଆଫ୍ରିକୀୟ ଉପନିବେଶକୁ ରୋଡେସିଆ ନାମ ଦେଇଥିଲେ?
#8. ଟ୍ୟୁନିସିଆ କେଉଁ ଦେଶର ଦଖଲଭୁକ୍ତ ହୋଇଥିଲା?
#9. କିଏ ସୁଏଜ କେନାଲ୍ ର ଖନନ ପାଇଁ ଫ୍ରାନ୍ସର ଏକ କମ୍ପାନୀକୁ ଦାୟିତ୍ଵ ଦେଇଥିଲେ?
#10. କେଉଁଠାରେ ବର୍ଣ୍ଣବୈଷମ୍ୟ ନୀତି ସବୁଠାରୁ ଅଧିକ ଘୃଣ୍ଯ ଅବସ୍ଥାରେ ଥିଲା?
#11. ଶିଳ୍ପ ବିପ୍ଳବ ପ୍ରଥମେ କେଉଁ ଦେଶରେ ଆରମ୍ଭ ହୋଇଥିଲା?
#12. କେବେ ଜର୍ଜ ଷ୍ଟିଫେନ୍ ସନ୍ ପ୍ରଥମ ବାଷ୍ପଚାଳିତ ରେଳଇଞ୍ଜିନ୍ ନିର୍ମାଣ କରିଥିଲେ?
#13. ନିମ୍ନୋକ୍ତ କେଉଁ ମସିହାରେ ଏକ ରାଜିନାମା ଅନୁସାରେ ଫ୍ରାନ୍ସ କୁ ମରକ୍ କୋ ମିଳିଥିଲା?
#14. ପ୍ରଥମେ ଭାରତ ସହିତ କେଉଁ ଇଉରୋପୀୟ ଜାତି ବାଣିଜ୍ୟ କାରବାର କରିଥିଲେ?
#15. ମରକୋକୁ କେନ୍ଦ୍ର କରି କେଉଁ ଦୁଇ ରାଷ୍ଟ୍ର ମଧ୍ୟରେ କଳହର ସୂତ୍ରପାତ ହୋଇଥିଲା?
#16. ଆଲ୍ ଜେରିଆର ପୂର୍ବ ଦିଗରେ ନିମ୍ନୋକ୍ତ କେଉଁ ରାଷ୍ଟ୍ର ଅବସ୍ଥିତ?
#17. କେବେ ମିଶର ବା ଇଜିପ୍ଟ କୁ ଏକ ସାର୍ବଭୌମ ରାଷ୍ଟ୍ର ରୂପେ ଗ୍ରହଣ କରିବାକୁ ଇଂଲାଣ୍ଡ ବାଧ୍ୟ ହୋଇଥିଲା?
#18. ଦକ୍ଷିଣ ଆଫ୍ରିକାରେ କେଉଁ ମାନେ କେପ୍ କଲୋନୀ ସ୍ଥାପନ କରିଥିଲେ?
#19. କେବେ ରୁଷ୍ ଜାପାନଠାରୁ ପରାସ୍ତ ହୋଇଥିଲା?
#20. ଇଉରୋପୀୟମାନେ ବିଭିନ୍ନ ଦେଶରେ ଉପନିବେଶ ସ୍ଥାପନ କରିବା ଫଳରେ କେଉଁ ଧର୍ମ ର ପ୍ରଚାର ଓ ପ୍ରସାର ହୋଇଥିଲା?
#21. ସେସିଲ୍ ରୋଡସ କେଉଁ ଦେଶର ଯୁବକ ଥିଲେ?
#22. ଏସିଆ ମହାଦେଶରେ ଉପଲବ୍ଧ ହେଉଥିବା ଲାଭଦାୟକ ସାମଗ୍ରୀ ଗୁଡିକ ମଧ୍ୟରେ କେଉଁ କାଠ ମୁଖ୍ୟ ଥିଲା?
#23. ଇଉରୋପୀୟ ଦାସ ବ୍ୟବସାୟୀ ମାନେ ପ୍ରତ୍ୟେକ ମାସରେ କେଉଁ ମାନଙ୍କୁ ଦାସ ଭାବରେ ଆମେରିକା କୁ ରପ୍ତାନି କରୁଥିଲେ?
#24. ୧୮୩୮ ମସିହାରେ ବାଷ୍ପୀୟ ଶକ୍ତିଚାଳିତ ଦୁଇଟି ଜାହାଜ କେଉଁ ମହାସାଗର ଅତିକ୍ରମ କରିଥିଲା?
#25. ଭାସସ୍କୋଡାଗାମା କେଉଁ ଦେଶର ନାବିକ ଥିଲେ?
Related Article :
1 thought on “Free History Question Class 9 MCQ Part 1 in ଓଡ଼ିଆ”
All questions are so easy