Free History Question Class 9 MCQ Part 3 in ଓଡ଼ିଆ

Facebook
Telegram
WhatsApp
LinkedIn

Free History Question Class 9 MCQ Part 3 in Odia

free history question class 9 MCQ: One of the ways through which a school student can be able to gain their goal in life, and even a more advanced one would be by achieving some kind of academic or other kind of project which they are interested in learning. Today we will be looking at a question that is asked almost everywhere there is a school campus, no matter how big an educational centre it may be.

free History Question class 9 MCQ

ଇତିହାସ 

ଶ୍ରେଣୀ – ନବମ
ପ୍ରଶ୍ନ ସଂଖ୍ୟା – 25

#1. ଇଂଲାଣ୍ଡ ସାଇପ୍ରସ୍ ଦ୍ବୀପକୁ କେବେ ଅଧିକାର କରିଥିଲା?

 ୧୮୭୪ ୧୮୮୭ ୧୮୭୬ ୧୮୭୮

 ୧୮୭୮

#2. ଇଂରେଜ ଅଧିକୃତ ପୂର୍ବ ଆଫ୍ରିକାକୁ କେଉଁ ନାମରେ ନାମିତ କରାଗଲା?

 କେନିଆ ଉଗାଣ୍ଡା ଭର୍ଜିନିଆ ସାଇପ୍ରସ୍

କେନିଆ

#3. ପ୍ରଥମ ବିଶ୍ବଯୁଦ୍ଧ ଆରମ୍ଭ ସମୟରେ କେଉଁ ଦେଶ ଇଂଲାଣ୍ଡର ସୁରକ୍ଷା ପ୍ରାପ୍ତ ରାଷ୍ଟ୍ର ହୋଇଥିଲା?

 ମିଶର କେନିଆ ଇଜିପ୍ଟ ସାଇବେରିଆ

 ଇଜିପ୍ଟ

#4. ଇଜିପ୍ଟ ତୁର୍କୀର ଏକ ରାଜ୍ୟ ନୁହେଁ-ଏହା କେଉଁ ରାଷ୍ଟ୍ର ଘୋଷଣା କରିଥିଲା?

 ଇଂଲାଣ୍ଡ ଆମେରିକା ଫିଲିପାଇନ୍ସ ମିଶର

ଇଂଲାଣ୍ଡ

#5. ସବୁଠାରୁ ବେଶି ଉପନିବେଶ କେଉଁ ରାଷ୍ଟ୍ର ଘୋଷଣା କରିଥିଲେ?

 ଇଉରୋପୀୟ ଏସୀୟ ଆଫ୍ରିକୀୟ ଅଷ୍ଟ୍ରେଲୀୟ

ଇଉରୋପୀୟ

#6. ଦକ୍ଷିଣ ଆଫ୍ରିକାର ନିମ୍ନୋକ୍ତ କେଉଁ ନୀତି ସବୁଠାରୁ ଘୃଣ୍ଯ ଅବସ୍ଥାରେ ଥିଲା?

 ବର୍ଣ୍ଣବୈଷମ୍ୟ ନରବଳି ସତୀଦାହ ବାଲ୍ୟବିବାହ

ବର୍ଣ୍ଣବୈଷମ୍ୟ

#7. ଦକ୍ଷିଣ ଆଫ୍ରିକାରେ ଗୋରା ସରକାରଙ୍କ ବିରୁଦ୍ଧରେ ପ୍ରଥମେ କିଏ ଆନ୍ଦୋଳନ କରିଥିଲେ?

 ମହାତ୍ମା ଗାନ୍ଧୀ ନେଲସନ୍ ମାଣ୍ଡେଲା ନେହେରୁ ସର୍ଦ୍ଦାର ପଟେଲ

 ମହାତ୍ମା ଗାନ୍ଧୀ

#8. ସାମ୍ରାଜ୍ୟବାଦୀ ରାଷ୍ଟ୍ର ଗୁଡିକ ଉପନିବେଶ ଗୁଡ଼ିକ ରୁ କ’ଣ ଆଦାୟ କରି ଶୋଷଣ କରୁଥିଲେ?

 ସୁନା ଦାସ ବ୍ୟବସାୟ କର ଓ ଖଜଣା ଖଣିଜ ସମ୍ପଦ

କର ଓ ଖଜଣା

#9. ସାମ୍ରାଜ୍ୟବାଦୀ ଦେଶମାନଙ୍କରେ ଶିଳ୍ପ ପାଇଁ ହେଉଥିବା ଆବଶ୍ୟକତା କୁ ମେଣ୍ଟାଇବା ଉଦ୍ଦେଶ୍ୟ କେଉଁ ପ୍ରଣାଳୀରେ ପରିବର୍ତ୍ତନ କରାଯାଇଥିଲା?

 ଖାଦ୍ୟ କୃଷି ମତ୍ସ୍ୟପାଳନ କୁକୁର ପାଳନ

 କୃଷି

#10. ୧୮୭୦ ମସିହାରେ କେଉଁ ଯୁଦ୍ଧରେ ଫ୍ରାନ୍ସ ଜର୍ମାନୀ ଦ୍ବାରା ପରାସ୍ତ ହୋଇଥିଲା?

 ରୁଷିଆ-ତୁର୍କୀ ଯୁଦ୍ଧ ବଲ୍ କାନ୍ ଯୁଦ୍ଧ ଅଷ୍ଟ୍ରିଆ- ସର୍ବିଆ ଯୁଦ୍ଧ ସିଦାନ୍ ଯୁଦ୍ଧ

 ସିଦାନ୍ ଯୁଦ୍ଧ

#11. ୧୮୮୨ ମସିହାରେ ଜର୍ମାନୀ-ଅଷ୍ଟ୍ରିଆ‌ ରାଜିନାମାରେ କେଉଁ ଦେଶ ଯୋଗଦେବା ଫଳରେ ତ୍ରିଶକ୍ତି ମେଣ୍ଟ ସୃଷ୍ଟି ହୋଇଥିଲା?

 ରୁଷିଆ ଫ୍ରାନ୍ସ ଇଟାଲୀ ଇଂଲାଣ୍ଡ

 ଇଟାଲୀ

#12. ଇଂଲାଣ୍ଡ କେବେ ରୁଷିଆ ସହିତ ଚୁକ୍ତି ସ୍ୱାକ୍ଷର କରିଥିଲା?

 ୧୮୯୪ ୧୯୦୨ ୧୯୦୪ ୧୯୦୭

 ୧୯୦୭

#13. ୧୮୯୦ ମସିହା ପରେ କେଉଁ ଦେଶ ନୌଶକ୍ତିରେ ଇଂଲାଣ୍ଡ ଅପେକ୍ଷା ଅଧିକ ବୃଦ୍ଧି ଘଟାଇଛି ବୋଲି ଘୋଷଣା କଲା?

 ଇଟାଲୀ ଫ୍ରାନ୍ସ ଜର୍ମାନୀ ରୁଷିଆ


 ଜର୍ମାନୀ

#14. ୧୮୯୯ ଓ ୧୯୦୭ ମସିହାରେ କେଉଁ ଠାରେ ଅନୁଷ୍ଠିତ ହୋଇଥିବା ସମ୍ମିଳନୀ ଗୁଡ଼ିକ ରେ ଯୁଦ୍ଧ ନିବାରଣ ପାଇଁ ଆଇନ ପ୍ରଣୟନ କରାଯାଉଥିଲା?

 ବର୍ଲିନ୍ ଆଲ୍ ଜେସିରାସ୍ ହେଗ୍ ପ୍ୟାରିସ୍

ହେଗ୍

#15. ଆର୍କଡ୍ୟୁକ୍ ଫ୍ରାନ୍ସିସ୍ ଫର୍ଡିନାଣ୍ଡ ଓ ତାଙ୍କ ପତ୍ନୀ ସୋଫିଆଙ୍କୂ କେଉଁ ଅଞ୍ଚଳରେ ହତ୍ୟା କରାଯାଇଥିଲା?

 ବୋସ୍ ନିଆ ସର୍ବିଆ ହର୍ଜିଗୋଭିନା ଅଷ୍ଟ୍ରିଆ

ବୋସ୍ ନିଆ

#16. କେଉଁ ତାରିଖରେ ଅଷ୍ଟ୍ରିଆ ସର୍ବିଆ ଉପରେ ଆକ୍ରମଣ କରି ସର୍ବିଆ ବିରୋଧରେ ଯୁଦ୍ଧ ଘୋଷଣା କଲା?

 ୧୯୧୪ ଜୁନ୍ ୨୮ ୧୯୧୪ ଜୁଲାଇ ୨୮ ୧୯୧୪ ଜୁଲାଇ ୨୩ ୧୯୧୪ ଅଗଷ୍ଟ ୧

୧୯୧୪ ଜୁଲାଇ ୨୮

#17. ଯୁକ୍ତରାଷ୍ଟ୍ର ଆମେରିକା କେବେ ପ୍ରଥମ ବିଶ୍ଵଯୁଦ୍ଧରେ ଜଡ଼ିତ ହେଲା?

 ୧୯୧୫ ୧୯୧୬ ୧୯୧୭ ୧୯୧୮

 ୧୯୧୭

#18. ପ୍ୟାରିସ୍ ଶାନ୍ତି ସମ୍ମିଳନୀରେ କିଏ ଚଉଦ ସୂତ୍ରୀ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ?

 ଦ୍ବିତୀୟ ଉଇଲିୟମ୍ କ୍ଲେମେନ୍ସୁ ଲ ଏଡ୍ ଜର୍ଜ ଉଡ୍ରୋ ଉଇଲ୍ ସନ୍

ଉଡ୍ରୋ ଉଇଲ୍ ସନ୍

#19. ପ୍ରଥମ ବିଶ୍ବଯୁଦ୍ଧ ପରେ ରାଷ୍ଟ୍ରମାନଙ୍କୁ କାହିଁକି ବହୁ ପରିମାଣରେ କାଗଜ ଟଙ୍କା ପ୍ରଚଳନ କରିବାକୁ ପଡିଲା?

 ଉତ୍ପାଦନ ହ୍ରାସ ପାଇବା ଯୋଗୁଁ ଭାରି ସଂଖ୍ୟାର ଋଣ ଯୋଗୁଁ ମୁଦ୍ରାସ୍ଫୀତି ଯୋଗୁଁ ଟଙ୍କାର ମୂଲ୍ୟ ହ୍ରାସ ପାଇବା ଯୋଗୁଁ

ଭାରି ସଂଖ୍ୟାର ଋଣ ଯୋଗୁଁ

#20. ନିମୋକ୍ତ କେଉଁ ରାଷ୍ଟ୍ର ପ୍ରଥମେ ମିତ୍ରଶକ୍ତି ପକ୍ଷଭୁକ୍ତ ନ ଥିଲା?

 ଫ୍ରାନ୍ସ ବ୍ରିଟେନ୍ ରୁଷ୍ ଯୁକ୍ତରାଷ୍ଟ୍ର ଆମେରିକା

 ଯୁକ୍ତରାଷ୍ଟ୍ର ଆମେରିକା

#21. ନିମ୍ନୋକ୍ତ କେଉଁ କାରଣରୁ ଯୁକ୍ତରାଷ୍ଟ୍ର ଆମେରିକା ମିତ୍ରଶକ୍ତି ସପକ୍ଷରେ ପ୍ରଥମ ବିଶ୍ଵଯୁଦ୍ଧରେ ଯୋଗ ଦେଇଥିଲା?

 ଯୁକ୍ତରାଷ୍ଟ୍ର ଆମେରିକା ମିତ୍ରଶକ୍ତି ବନ୍ଧୁ ଥିଲା। ଯୁଦ୍ଧ ପରେ ନୂଆ ରାଜ୍ୟ ଦଖଲ କରିବାକୁ ଯୁକ୍ତରାଷ୍ଟ୍ର ଆମେରିକା ଚାହିଁଥିଲା। ଜର୍ମାନୀର ବୁଡାଜାହାଜ ଯୁକ୍ତରାଷ୍ଟ୍ର ଆମେରିକାର ଜାହାଜ ଗୁଡ଼ିକୁ ଆକ୍ରମଣ କରିଥିଲା। ମିତ୍ରଶକ୍ତି ଯୁକ୍ତରାଷ୍ଟ୍ର ଆମେରିକା କୁ ସାହାଯ୍ୟ ପାଇଁ। ଅନୁରୋଧ କରିଥିଲା।

 ଜର୍ମାନୀର ବୁଡାଜାହାଜ ଯୁକ୍ତରାଷ୍ଟ୍ର ଆମେରିକାର ଜାହାଜ ଗୁଡ଼ିକୁ ଆକ୍ରମଣ କରିଥିଲା।

#22. ନିମ୍ନୋକ୍ତ କେଉଁ ଦୁଇ ଦେଶ ମଧ୍ୟରେ ୧୯୦୪ ମସିହାରେ ଏକ ଚୁକ୍ତି ସ୍ଵାକ୍ଷରିତ ହୋଇଥିଲା?

 ରୁଷ୍ ଓ ଜର୍ମାନୀ ଅଷ୍ଟ୍ରିଆ- ହଙ୍ଗେରୀ ଓ ବ୍ରିଟେନ ଫ୍ରାନ୍ସ ଓ ଇଟାଲୀ ଇଂଲାଣ୍ଡ ଓ ଫ୍ରାନ୍ସ

 ଇଂଲାଣ୍ଡ ଓ ଫ୍ରାନ୍ସ

#23. ନିମ୍ନୋକ୍ତ କେଉଁ ରାଷ୍ଟ୍ର ଟି ମିତ୍ର ଶକ୍ତି ର ଅନ୍ତର୍ଭୁକ୍ତ ନ ଥିଲା?

 ରୁଷ୍ ରୁମାନିଆ ଫ୍ରାନ୍ସ ତୁର୍କୀ

 ରୁମାନିଆ

#24. ନିମ୍ନୋକ୍ତ କେଉଁ ଘଟଣାଟି ସର୍ବଶେଷରେ ଘଟିଥିଲା?

 ତ୍ରିଶକ୍ତି ମେଣ୍ଟ ଗଠନ ଅଷ୍ଟ୍ରିଆ ସର୍ବିଆ ବିରୋଧରେ ଯୁଦ୍ଧ ଘୋଷଣା ତ୍ରିମିତ୍ର ପକ୍ଷ ଗଠନ ଫ୍ରାନ୍ ସିସ୍ ଫର୍ଡିନାଣ୍ଟଙ୍କ ହତ୍ୟା

 ଅଷ୍ଟ୍ରିଆ ସର୍ବିଆ ବିରୋଧରେ ଯୁଦ୍ଧ ଘୋଷଣା

#25. ନିମ୍ନୋକ୍ତ କେଉଁ ମସିହାରେ ତ୍ରିଶକ୍ତି ମେଣ୍ଟ ଗଠିତ ହୋଇଥିଲା?

 ୧୬୮୨ ୧୭୮୨ ୧୮୮୨ ୧୯୮୨

୧୮୮୨

free History Question class 9 MCQ

If you’re applying for School/college scholarships, then you may be invited to interview if you make it past the initial screening round. The interview may feel nerve-wracking, but being offered one is great news! you check about scholarship in wiki.

free History Question class 9 MCQ

Not sure how to start preparing history question class 9 ? Here, we’ll give you 25 of those questions and provide example answers to help you to think about how to respond. Use these examples as a stepping stone for brainstorming and drafting your own unique responses. You can apply this same formula to many other scholarship interview questions as well.

Free History Question Class 9 MCQ

QUIZ START

Related Article : 

Leave a Comment

error: Content is protected !!