Free History Question Class 9 MCQ Part 4 in Odia
free history question class 9 MCQ: One of the ways through which a school student can be able to gain their goal in life, and even a more advanced one would be by achieving some kind of academic or other kind of project which they are interested in learning. Today we will be looking at a question that is asked almost everywhere there is a school campus, no matter how big an educational centre it may be.
free History Question class 9 MCQ
ଇତିହାସ
ଶ୍ରେଣୀ – ନବମ
ପ୍ରଶ୍ନ ସଂଖ୍ୟା – 25
free History Question class 9 MCQ
If you’re applying for School/college scholarships, then you may be invited to interview if you make it past the initial screening round. The interview may feel nerve-wracking, but being offered one is great news! you check about scholarship in wiki.
free History Question class 9 MCQ
Not sure how to start preparing history question class 9 ? Here, we’ll give you 25 of those questions and provide example answers to help you to think about how to respond. Use these examples as a stepping stone for brainstorming and drafting your own unique responses. You can apply this same formula to many other scholarship interview questions as well.
#1. କେଉଁ ଗୋଷ୍ଠୀରେ ସର୍ବାଧିକ ପ୍ରାଣୀ ଅନ୍ତର୍ଭୁକ୍ତ?ଏନିଲିଡା
#2. ମନୁଷ୍ଯର ବୈଜ୍ଞାନିକ ନାମର ଜିନ୍ ସ୍ ଟି କ'ଣ?
#3. ମଟର ଗଛର ବୈଜ୍ଞାନିକ ନାମର ସ୍ପିସିସ୍ଟି କ'ଣ?
#4. କେଉଁଟି ପ୍ଲାଣ୍ଟିର ଅନ୍ତର୍ଭୁକ୍ତ ?
#5. ୧୯୧୭ ମସିହାରେ ପ୍ରଥମେ ବିଶ୍ଵଯୁଦ୍ଧରୁ କେଉଁ ଦେଶ ପ୍ରଥମେ ଓହରି ଯାଇଥିଲା ?
#6. ନିମ୍ନକ୍ତ କେଉଁ ଘଟଣାଟି ପ୍ରଥମେ ଘଟିଥିଲା?
#7. ମରକ୍ କୋକୁ କେନ୍ଦ୍ର କରି କେଉଁ ଦୁଇ ରାଷ୍ଟ୍ର ମଧ୍ୟରେ କଳହର ସୂତ୍ରପାତ ହୋଇଥିଲା?
#8. ନିମ୍ନୋକ୍ତ କେଉଁ ଦେଶ ସାମରିକ ମେଣ୍ଟଭୁକ୍ତ ହୋଇଥିଲେ ମଧ୍ୟ ଯୁଦ୍ଧର ପ୍ରାରମ୍ଭରେ ନିରପେକ୍ଷ ରହିଥିଲା?
#9. ଅଷ୍ଟ୍ରିଆ-ହଙ୍ଗେରୀ କେବେ ସର୍ବିଆ ବିରୋଧରେ ଯୁଦ୍ଧ ଘୋଷଣା କଲା ?
#10. ପ୍ରଥମ ବିଶ୍ଵଯୁଦ୍ଧ ପରେ ନିମ୍ନୋକ୍ତ କେଉଁ ଦେଶରୁ ଏକଚ୍ଛତ୍ରବାଦୀ ଶାସନର ଅନ୍ତ ଘଟିଲା?
#11. ଭର୍ସାଇ ଚୁକ୍ତି ନିମ୍ନୋକ୍ତ କେଉଁ ରାଷ୍ଟ୍ର ପ୍ରତି ଅପମାନଜନକ ଥିଲା?
#12. ପ୍ରଥମ ବିଶ୍ବଯୁଦ୍ଧରେ ପ୍ରାୟ କେତେ ସଂଖ୍ୟକ ଲୋକ ଅଙ୍ଗପ୍ରତ୍ୟଙ୍ଗ ହରାଇଥିଲେ?
#13. ଯୁକ୍ତରାଷ୍ଟ୍ର ଆମେରିକା କେବେ ମିତ୍ର ଶକ୍ତି ସପକ୍ଷରେ ଯୋଗଦେଲା?
#14. ପ୍ରଥମ ବିଶ୍ବଯୁଦ୍ଧରେ ଜର୍ମାନୀ କେବେ ଆତ୍ମ ସମର୍ପଣ କଲା?
#15. ଭର୍ସାଇ ସନ୍ଧି କେବେ ସ୍ଵାକ୍ଷରିତ ହୋଇଥିଲା?
#16. କେବେ ପ୍ୟାରିସ୍ ଶାନ୍ତି ସମ୍ମିଳନୀ ଆହୂତ ହୋଇଥିଲା?
#17. ଚୀନ୍ ପ୍ରଥମ ବିଶ୍ଵଯୁଦ୍ଧରେ କେବେ ଯୋଗଦେଲା?
#18. ନିମ୍ନୋକ୍ତ ମଧ୍ୟରୁ କେଉଁ ମସିହାରେ ରୁଷ୍ ପ୍ରଥମ ବିଶ୍ଵଯୁଦ୍ଧରୁ ଓହରି ଆସିଥିଲା?
#19. କେଉଁ ଅଞ୍ଚଳ ଏସିଆ, ଆଫ୍ରିକା ଓ ଇଉରୋପ ତିନି ମହାଦେଶର ମିଳନସ୍ଥଳ?
#20. ନିମ୍ନୋକ୍ତ କେଉଁ ମସିହାରେ ଫ୍ରାଙ୍କଫର୍ଟ ଶାନ୍ତି ଚୁକ୍ତି ସ୍ଵାକ୍ଷରିତ ହୋଇଥିଲା
#21. ନିମ୍ନୋକ୍ତ କେଉଁ ସମ୍ମିଳନୀରେ ବାରଣ କରାଯିବା ସତ୍ତ୍ୱେ ଫ୍ରାନ୍ସ ସରକାର ମରକ୍କୋର ଆଭ୍ୟନ୍ତରୀଣ ଅଶାନ୍ତିକୁ ଦମନ କରିବା ବାହାନାରେ ସେଠାକୁ ସୈନ୍ୟ ପ୍ରେରଣ କରିଥିଲେ?
#22. ପ୍ୟାରିସ୍ ଶାନ୍ତି ସମ୍ମିଳନୀ କାହା ସଭାପତିତ୍ଵରେ ଆହୂତ ହୋଇଥିଲା?
#23. କିଏ ରୁଷିଆରେ କୃଷିଭୃତ୍ଯ ପ୍ରଥା ଉଚ୍ଛେଦ କରିଥିଲେ?
#24. ରୁଷିଆର ସର୍ବହରାମାନଙ୍କୁ କ'ଣ କୁହାଯାଉଥିଲା?
#25. ରୁଷ୍ ବିପ୍ଳବ ସମୟରେ ଲେନିନ୍ କେଉଁ ଦଳର ନେତୃତ୍ବ ନେଇଥିଲେ?
#26. କେଉଁ ଦିବସଟି ରୁଷ୍ ଇତିହାସରେ " ରକ୍ତାକ୍ତ ରବିବାର " ଭାବେ ନାମିତ ?
#27. ଦ୍ବିତୀୟ ନିକୋଲାସ୍ ଙ୍କ ପ୍ରଥମ ଡୁମା କେବେ ଉଦ୍ ଘାଟିତ ହୋଇଥିଲା?
#28. ଜାର୍ ଦ୍ବିତୀୟ ନିକୋଲାସ୍ କେଉଁ ଦିନ ରାଜଗାଦି ତ୍ୟାଗ କଲେ?୧୯୧୭ ମାର୍ଚ୍ଚ ୮
#29. ୧୯୧୭ ଫେବୃଆରୀ ବିପ୍ଳବ ପରେ ପ୍ରତିଷ୍ଠିତ କାମଚଳା ସରକାରର ମୁଖ୍ୟ କିଏ ଥିଲେ?
#30. ରୁଷ୍ ବିପ୍ଳବ ପରେ କେଉଁ ଅନୁଷ୍ଠାନ ରୁଷ ଦେଶର ସଂସଦ ଭାବେ କାର୍ଯ୍ୟ କଲା ?
Results
Congratulation
Better Luck Next Time
- Related Article :
- Free Odisha Constable Political Science MCQ Part -1
- Free Odisha Constable Political Science MCQ Part -2
- Free Odisha Constable Political Science MCQ Part -3
- ନବମ ଶ୍ରେଣୀ ଇତିହାସ କୁଇଜ଼ ପରୀକ୍ଷା 1
- ନବମ ଶ୍ରେଣୀ ଇତିହାସ କୁଇଜ଼ ପରୀକ୍ଷା 2
- ଷଷ୍ଠ ଶ୍ରେଣୀ ଇତିହାସ କୁଇଜ଼ ପରୀକ୍ଷା 5
- ଷଷ୍ଠ ଶ୍ରେଣୀ ଇତିହାସ କୁଇଜ଼ ପରୀକ୍ଷା 4
- ଷଷ୍ଠ ଶ୍ରେଣୀ ଇତିହାସ କୁଇଜ଼ ପରୀକ୍ଷା 3