Free History Question Class 6 MCQ Part 3 in ଓଡ଼ିଆ

Facebook
Telegram
WhatsApp
LinkedIn

Free History Question Class 6 MCQ Part 3 in Odia

free history question class 6: One of the ways through which a school student can be able to gain their goal in life, and even a more advanced one would be by achieving some kind of academic or other kind of project which they are interested in learning. Today we will be looking at a question that is asked almost everywhere there is a school campus, no matter how big an educational centre it may be.

free History Question class 6 

ଇତିହାସ ଏବଂ ରାଜନୀତି ବିଜ୍ଞାନ

ଶ୍ରେଣୀ – ଷଷ୍ଠ
ପ୍ରଶ୍ନ ସଂଖ୍ୟା – 25

#1. ନବରତ୍ନ ପଣ୍ଡିତଙ୍କ ମଧ୍ୟ ରେ କିଏ ଅନ୍ତର୍ଭୁକ୍ତ ନୁହଁନ୍ତି?

 ଅମର ସିଂହ ବାଣଭଟ୍ଟ ବେତାଳ ଭଟ୍ଟ ବରରୁଚି

 ବାଣଭଟ୍ଟ

#2. ନିମ୍ନୋକ୍ତ କେଉଁ ଗ୍ରନ୍ଥ ଟି କାଳିଦାସ ଙ୍କ ଦ୍ଵାରା ରଚିତ ହୋଇ ନ ଥିଲା?

 ମେଘଦୂତମ୍ କୁମାରସମ୍ଭବମ୍ ଅମରକୋଷ ଅଭିଜ୍ଞାନ ଶାକୁନ୍ତଳମ୍

ଅମରକୋଷ

#3. ରାଜ୍ୟବର୍ଦ୍ଧନ କେଉଁ ରାଜ୍ୟରେ ରାଜା ହୋଇଥିଲେ?

 କନୌଜ ଥାନେଶ୍ୱର କାମରୂପ ବଲ୍ଲବୀ

 ଥାନେଶ୍ୱର

#4. ଗୁପ୍ତ ଯୁଗରେ କେଉଁ ଧର୍ମ ବିଶେଷ ପ୍ରସାର ଲାଭ କରିଥିଲା?

 ଖ୍ରୀଷ୍ଟଧର୍ମ ବୈଷ୍ଣବ ଧର୍ମ ଇସ୍ ଲାମ୍ ଧର୍ମ ଶିଖ୍ ଧର୍ମ

 ବୈଷ୍ଣବ ଧର୍ମ

#5. ନିମ୍ନୋକ୍ତ ମଧ୍ୟରୁ କିଏ ଗଣିତ ଶାସ୍ତ୍ରରେ ପାରଙ୍ଗମ ଥିଲେ?

 ବରାହମିହିର ଆର୍ଯ୍ୟଭଟ୍ଟ ବାଣଭଟ୍ଟ ବାଗ୍ ଭଟ୍ଟ

 ଆର୍ଯ୍ୟଭଟ୍ଟ

#6. କେବେ ଭାରତରେ ଗୁପ୍ତାବ୍ଦ ଆରମ୍ଭ ହେଲା?

 ଖ୍ରୀ.ଅ.୨୦୧ ଖ୍ରୀ.ଅ୨୨୦ ଖ୍ରୀ.ଅ.୩୨୦ ଖ୍ରୀ.ଅ.୪୦୧

 ଖ୍ରୀ.ଅ.୩୨୦

#7. ନିମ୍ନୋକ୍ତ ମଧ୍ୟରୁ କେଉଁଟ ଶାସକ ବିକ୍ରମାଦିତ୍ୟ ଉପାଧି ଧାରଣ କରିଥିଲେ?

 ପ୍ରଥମ ଚନ୍ଦ୍ରଗୁପ୍ତ ଦ୍ବିତୀୟ ଚନ୍ଦ୍ରଗୁପ୍ତ କନିଷ୍କ ରୁଦ୍ର ଦାମନ

ଦ୍ବିତୀୟ ଚନ୍ଦ୍ରଗୁପ୍ତ

#8. ଦ୍ବିତୀୟ ଚନ୍ଦ୍ରଗୁପ୍ତ ପଶ୍ଚିମ ଭାରତରେ…….. ମାନଙ୍କୁ ପରାସ୍ତ କରିଥିଲେ।

 ଶକ ହୁଣ ଗ୍ରୀକ୍ କୁଶାଣ

ଶକ

#9. ଶଶାଙ୍କ……. ଦେଶର ରାଜା ଥିଲେ।

 ଗୌଡ଼ ପାଞ୍ଚାଳ କଳିଙ୍ଗ କାମରୂପ

 ଗୌଡ଼

#10. ରାମାୟଣ, ମହାଭାରତ ଓ ପୁରାଣଗୁଡ଼ିକ……….. ଯୁଗରେ ସଂକଳନ ସମ୍ପୂର୍ଣ୍ଣ କରାଯାଇଥିଲା।

 ମୌର୍ଯ୍ୟ ନନ୍ଦ ଗୁପ୍ତ ବୈଦିକ

 ଗୁପ୍ତ

#11. ପ୍ରଭାକର ବର୍ଦ୍ଧନ ……… ଉପାଧିରେ ଭୂଷିତ ହୋଇଥିଲେ।

 ବାତାପିକୋଣ୍ଡ ମହାରାଜାଧିରାଜ କବିରାଜ ଗଜରାଜ

 ମହାରାଜାଧିରାଜ

#12. ଜୁଆଙ୍ଗ୍ ଜାଙ୍ଗ୍ …………. ଖ୍ରୀଷ୍ଟାବ୍ଦରେ ସ୍ଵଦେଶ ଫେରିଯାଇଥିଲେ।

 ୬୨୯ ଖ୍ରୀଷ୍ଟାବ୍ଦ ୬୪୪ ଖ୍ରୀଷ୍ଟାବ୍ଦ ୫୭୦ ଖ୍ରୀଷ୍ଟାବ୍ଦ ୭୧୦ ଖ୍ରୀଷ୍ଟାବ୍ଦ


 ୬୪୪ ଖ୍ରୀଷ୍ଟାବ୍ଦ

#13. ଦ୍ବିତୀୟ ପୁଲକେଶୀନ୍ ……. ବଂଶର ସର୍ବଶ୍ରେଷ୍ଠ ରାଜା ଥିଲେ।

 ଗୁପ୍ତ ପଲ୍ଲବ ଚାଲୁକ୍ୟ ବର୍ଦ୍ଧନ

 ଚାଲୁକ୍ୟ

#14. ହର୍ଷ ପ୍ରତି ପାଞ୍ଚ ବର୍ଷରେ……….. ଠାରେ ଏକ ଧର୍ମ ଉତ୍ସବ ପାଳନ କରୁଥିଲେ।

 କନୌଜ ପ୍ରୟାଗ ଥାନେଶ୍ୱର ଏଲୋରା

 ପ୍ରୟାଗ

#15. ‘ ସକଳୋତ୍ତର ପଥନାଥ ‘ ………. ଙ୍କୁ କୁହାଯାଉଥିଲା।

 ସମୁଦ୍ର ଗୁପ୍ତ ଦ୍ବିତୀୟ ଚନ୍ଦ୍ରଗୁପ୍ତ ହର୍ଷବର୍ଦ୍ଧନ ଶଶାଙ୍କ

ହର୍ଷବର୍ଦ୍ଧନ

#16. ନିମ୍ନୋକ୍ତ ମଧ୍ୟରୁ କିଏ ସାତବାହନ ବଂଶର ପ୍ରତିଷ୍ଠାତା ଥିଲେ?

 ରୁଦ୍ରଦାମନ ମେନେଣ୍ଡର ପ୍ରଥମକାଡ୍ ଫିସେସ୍ ସିମୁକ

 ସିମୁକ

#17. ନିମ୍ନୋକ୍ତ ମଧ୍ୟରୁ କିଏ କୁଶାଣ ବଂଶର ଶ୍ରେଷ୍ଠ ନରପତି?

 ଚନ୍ଦ୍ରଗୁପ୍ତ ସାତକର୍ଣ୍ଣୀ କନିଷ୍କ ରୁଦ୍ର ଦାମନ

 କନିଷ୍କ

#18. ରୁଦ୍ର ଦାମନ କେଉଁ ଭାଷାକୁ ଭଲ ପାଉଥିଲେ?

 ଖରୋଷ୍ଟି ପାଲି ସଂସ୍କୃତ ତାମିଲ


 ତାମିଲ

#19. ପୁରାଣରେ ସାତବାହାନମାନଙ୍କୁ କ’ଣ କୁହାଯାଇଛି?

 ତାମିଲ ୟୁ-ଚି ଆନ୍ଧ୍ର ଗୌଡ଼

 ଆନ୍ଧ୍ର

#20. ତାମିଲ କବି ଓ ପଣ୍ଡିତ ମାନଙ୍କର ସଭାକୁ କ’ଣ କୁହାଯାଉଥିଲା?

 ମୂଶାହୀରା ସଙ୍ଗମ ଅରିଭାର ମହାବିଭାଷା

 ସଙ୍ଗମ

#21. ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରେ କିଏ ପ୍ରଥମେ ଭାରତ ଆକ୍ରମଣ କରିଥିଲେ?

 ଶକ କୁଶାଣ ସାତବାହନ ଗ୍ରୀକ୍

 ଗ୍ରୀକ୍

#22. କେଉଁମାନେ ମଙ୍ଗୋଲୀୟ ମହାଶାଖାର ଲୋକଥିଲେ?

 ଶକ କୁଶାଣ ସୁଙ୍ଗ ସାତବାହନ

 ଶକ

#23. କିଏ ଭାରତରେ ପ୍ରଥମେ ସୂର୍ଣ୍ଣମୁନ୍ଦ୍ରା ପ୍ରଚଳନ କରିଥିଲେ?

 ରୁଦ୍ରଦାମନ କନିଷ୍କ ପ୍ରଥମ କାଡଫିସେସ୍ ଦ୍ବିତୀୟ କାଡଫିସେସ୍

 ଦ୍ବିତୀୟ କାଡଫିସେସ୍

#24. ଖାରବେଳ ରାଜତ୍ଵର କେଉଁ ‌ବର୍ଷରେ ମହାବିଜୟ ପ୍ରାସାଦ ନିର୍ମାଣ କରିଥିଲେ?

 ସପ୍ତମ ପଞ୍ଚମ ଚତୁର୍ଥ ନବମ

 ନବମ

#25. କେଉଁ ଯୁଗକୁ ତାମିଲ ସାହିତ୍ୟର ସୁବର୍ଣ୍ଣଯୁଗ କୁହାଯାଏ?

 ଗୁପ୍ତଯୁଗ ବୈଦିକଯୁଗ ସଙ୍ଗମ ଯୁଗ ମୌର୍ଯ୍ୟ ଯୁଗ

ସଙ୍ଗମ ଯୁଗ

free History Question class 6

If you’re applying for School/college scholarships, then you may be invited to interview if you make it past the initial screening round. The interview may feel nerve-wracking, but being offered one is great news! you check about scholarship in wiki.

free History Question class 6

Not sure how to start preparing history question class 6? Here, we’ll give you 25 of those questions and provide example answers to help you to think about how to respond. Use these examples as a stepping stone for brainstorming and drafting your own unique responses. You can apply this same formula to many other scholarship interview questions as well.

Free History Question Class 6 MCQ

QUIZ START

Related Article : 

Leave a Comment

error: Content is protected !!