Free History Question Class 6 MCQ Part 6 in ଓଡ଼ିଆ

Facebook
Telegram
WhatsApp
LinkedIn

Free History Question Class 6 MCQ Part 6 in Odia

free history question class 6 MCQ: One of the ways through which a school student can be able to gain their goal in life, and even a more advanced one would be by achieving some kind of academic or other kind of project which they are interested in learning. Today we will be looking at a question that is asked almost everywhere there is a school campus, no matter how big an educational centre it may be.

free History Question class 6 MCQ

ଇତିହାସ ଏବଂ ରାଜନୀତି ବିଜ୍ଞାନ

ଶ୍ରେଣୀ – ଷଷ୍ଠ
ପ୍ରଶ୍ନ ସଂଖ୍ୟା – 25

#1. କେଉଁ ବେଦ ଗାନ କରାଯାଏ?

 ଋକ୍ ସାମ ଯଜୁଃ ଅଥର୍ବ

ସାମ

#2. କେଉଁ ବେଦରେ ପୂଜା ପଦ୍ଧତି ବିଷୟରେ ବର୍ଣ୍ଣନା କରାଯାଇଛି?

 ଋକ୍ ସାମ ଯଜୁଃ ଅଥର୍ବ

ଯଜୁଃ

#3. କେଉଁ ଶାସ୍ତ୍ରରେ ଆତ୍ମା ଓ ପରାମାତ୍ମା ବିଷୟରେ ଲେଖାଯାଇଛି?

 ବେଦ ଉପନିଷଦ ପୁରାଣ ମହାଭାରତ

ଉପନିଷଦ

#4. ହରପ୍ ପା ସଭ୍ୟତାର ଲୋକମାନଙ୍କ ର ପ୍ରିୟ ଖାଦ୍ୟ କ’ଣ ଥିଲା?

 ରୁଟି ମାଂସ ଭାତ ଖଜୁରୀ କୋଳି

 ଖଜୁରୀ କୋଳି

#5. ମହେଞ୍ଜୋଦାରୋଠରେ ଥିବା ଶସ୍ୟାଗାରର ଦୈର୍ଘ୍ୟ କେତେ?

 ୫୫ ମିଟର ୪୮ ମିଟର ୭୦ ମିଟର ୬୬ମିଟର

୪୮ ମିଟର

#6. ’କାଳିବନ୍ ଗାଁ’ ବର୍ତ୍ତମାନ କେଉଁ ରାଜ୍ୟରେ ଅବସ୍ଥିତ?

 ଗୁଜୁରାଟ ରାଜସ୍ଥାନ ପଞ୍ଜାବ ହରିୟାଣା

ରାଜସ୍ଥାନ

#7. ନୂତନ ପ୍ରସ୍ତର ଯୁଗର ସଂସ୍କୃତି ପ୍ରଥମେ କେଉଁ ଠାରେ ବିକାଶ ଲାଭ କରିଥିଲା?

 ବୁର୍ ଜାହାମ୍ ମେହେର ଗଡ଼ ଦୁଜାଲିହାଡିଂ ମେସୋପଟାମିଆ

 ମେହେର ଗଡ଼

#8. ହରପ୍ ପା ଓ ମହେଞ୍ଜୋଦାରୋ ସହର ଦୁଇଟି ବର୍ତ୍ତମାନ କେଉଁ ଦେଶରେ ଅବସ୍ଥିତ?

 ଆଫଗାନିସ୍ଥାନ ଚୀନ ଭାରତ ପାକିସ୍ଥାନ

 ପାକିସ୍ଥାନ

#9. ହରପ୍ ପା ଓ ମହେଞ୍ଜୋଦାରୋ ସହର ସଭ୍ୟତା ପ୍ରାୟ କେତେ ବର୍ଷ ତଳେ ଆରମ୍ଭ ହୋଇଥିଲା?

 ୫ ହଜାର ୧୦ ହଜାର ୧୫ ହଜାର ୨୦ହଜାର

 ୫ ହଜାର

#10. ମହେଞ୍ଜୋଦାରୋର ବାସଗୃହ ଗୁଡ଼ିକ କେଉଁଥିରେ ତିଆରି?

 କଞ୍ଚା ଇଟା ପୋଡା ଇଟା ନାଲି ପଥର ମାର୍ବଲ ପଥର

ପୋଡା ଇଟା

#11. ହରପ୍ ପା ସଭ୍ୟତାର ଲୋକମାନଙ୍କ ର ପ୍ରଧାନ ଜୀବିକା କ’ଣ?

 ଶିକାର ପଶୁପାଳନ କୃଷି ବ୍ୟବସାୟ

 କୃଷି

#12. ହର୍ ପପା ସଭ୍ୟତାର ଘର ଗୁଡ଼ିକ ………. ରେ ତିଆରି ହୋଇଥିଲା।

 ପୋଡା ଇଟା ପଥର ମାଟି ଚୂନ ପଥର

 ପୋଡା ଇଟା

#13. ହରପ୍ ପା ସହରଟି ବର୍ତ୍ତମାନ ……… ରେ ଅବସ୍ଥିତ।

 ଭାରତ ପାକିସ୍ଥାନ ଆଫଗାନିସ୍ଥାନ ବେଲୁଚିସ୍ଥାନ

ପାକିସ୍ଥାନ

#14. ହରପ୍ ପା ସଭ୍ୟତାର ଲୋକମାନେ ……….. ଧାତୁର ବ୍ୟବହାର ଜାଣି ନ ଥିଲେ।

 ତମ୍ବା କଂସା ଟିଣ ଲୁହା


 ଲୁହା

#15. ହରପ୍ ପା ସଭ୍ୟତାର ଲୋକମାନେ……….. ଚାଷ କରୁଥିଲେ।

 ଧାନ ବାଜରା କପା ଝୋଟ

 କପା

#16. ମନୁଷ୍ୟ ପ୍ରଥମେ କେଉଁ ଧାତୁର ବ୍ୟବହାର ଶିଖିଥିଲା?

 ଲୁହା ତମ୍ବା କଂସା ପିତ୍ତଳ

ତମ୍ବା

#17. ବୁର୍ ଜାହାମ୍ ର ଗର୍ତ୍ତ ଗୃହ କେଉଁ କାର୍ଯ୍ୟରେ ବ୍ୟବହୃତ ହେଉଥିଲା?

 ହାତତିଆର ରଖିବା ପଶୁ ଶିକାର କରିବା ଶୀତ ଦାଉରୁ ରକ୍ଷାପାଇବା ପାଇଁ ବାସ କରିବା କମ୍ପୋଷ୍ଟ ଖତ ତିଆରି କରିବା

 ଶୀତ ଦାଉରୁ ରକ୍ଷାପାଇବା ପାଇଁ ବାସ କରିବା

#18. ନିମ୍ନୋକ୍ତ କେଉଁ ସ୍ଥାନରେ ନୂତନ ପ୍ରସ୍ତର ଯୁଗର ଅବଶେଷ ଦେଖିବାକୁ ମିଳେ?

 ଗାରୋ ପର୍ବତମାଳା ପଶ୍ଚିମ ଘାଟ ପର୍ବତ ମାଳା ପୂର୍ବ ଘାଟ ପର୍ବତ ମାଳା ହିମାଳୟ ପାଦଦେଶ

ଗାରୋ ପର୍ବତମାଳା

#19. ନୂତନ ପ୍ରସ୍ତର ଯୁଗରେ ମିଳିଥିବା କେଉଁ ହତିଆର ଫସଲ କାଟିବାରେ ସହାୟକ ହୋଇଥିଲା

 କଟୁରୀ ଛୁରୀ ଦାଆ ପନିକି

 ଦାଆ

#20. ମୃତ ଶରୀରକୁ ଯତ୍ନର ସହିତ ସତ୍କାର କରିବା କେଉଁ ଲୋକମାନଙ୍କର ବିଶେଷତ୍ବ?

 ମେହେରଗଡ଼ ବୁର୍ ଜାହାମ୍ ହରପ୍ ପା ମହେଞ୍ଜୋଦାରୋ

 ମେହେରଗଡ଼

#21. ପୁରୁଙ୍କ ସୈନ୍ୟ ଓ ଆଲେକଜାଣ୍ଡାରଙ୍କ ସୈନ୍ୟମାନଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧର ନାମ……….।

 ପାନିପଥ ହାଇଦାସ୍ ପେସ୍ ହଳଦୀଘାଟ କଳିଙ୍ଗ

 ହାଇଦାସ୍ ପେସ୍

#22. କନିଷ୍କ ……… ବର୍ଷ ଧରି ରାଜତ୍ଵ କରିଥିଲେ।

 ୨୫ ୨୦ ୨୩ ୩୦

 ୨୩

#23. ମେଘାସ୍ଥିନିସ୍ ଙ୍କ ବିବରଣୀ ପୁସ୍ତିକାକୁ କ’ଣ କୁହାଯାଏ?

 ରଘୁବଂଶମ୍ ଆର୍ଯ୍ୟଭଟ୍ଟ ରତ୍ନାବଳୀ ଇଣ୍ଡିକା

 ଇଣ୍ଡିକା

#24. ଶାକଳର ଆଧୁନିକ ନାମ କ’ଣ?

 ପାଟଣା ପେଶାବାର ଇରାନ ସିଆଲକୋଟ୍

ସିଆଲକୋଟ୍

#25. ଆମ ଦେଶରେ ………… ଶାସନ ପଦ୍ଧତି ଚାଲିଛି।

 ଗଣତନ୍ତ୍ର ରାଜତନ୍ତ୍ର ଐକିକ ରାଷ୍ଟ୍ରପତୀୟ

ଗଣତନ୍ତ୍ର

free History Question class 6 MCQ

If you’re applying for School/college scholarships, then you may be invited to interview if you make it past the initial screening round. The interview may feel nerve-wracking, but being offered one is great news! you check about scholarship in wiki.

free History Question class 6 MCQ

Not sure how to start preparing history question class 6? Here, we’ll give you 25 of those questions and provide example answers to help you to think about how to respond. Use these examples as a stepping stone for brainstorming and drafting your own unique responses. You can apply this same formula to many other scholarship interview questions as well.

Free History Question Class 6 MCQ

QUIZ START

Related Article : 

Leave a Comment

error: Content is protected !!