Free History Question Class 6 MCQ Part 5 in ଓଡ଼ିଆ

Facebook
Telegram
WhatsApp
LinkedIn

Free History Question Class 6 MCQ Part 5 in Odia

free history question class 6 MCQ: One of the ways through which a school student can be able to gain their goal in life, and even a more advanced one would be by achieving some kind of academic or other kind of project which they are interested in learning. Today we will be looking at a question that is asked almost everywhere there is a school campus, no matter how big an educational centre it may be.

free History Question class 6 MCQ

ଇତିହାସ ଏବଂ ରାଜନୀତି ବିଜ୍ଞାନ

ଶ୍ରେଣୀ – ଷଷ୍ଠ
ପ୍ରଶ୍ନ ସଂଖ୍ୟା – 25

#1. ବୌଦ୍ଧଧର୍ମ ଗ୍ରନ୍ଥର ନାମ କ’ଣ?

 କୋରାନ୍ ବାଇବେଲ୍ ତ୍ରିପିଟକ ବେଦ

ତ୍ରିପିଟକ

#2. ବୁଦ୍ଧଦେବ ପ୍ରଥମେ କେଉଁଠାରେ ଧର୍ମପ୍ରଚାର କରିଥିଲେ?

 କାଞ୍ଚି କପିଳବାସ୍ତୁ ସାରନାଥ କୁଶୀନଗର

ସାରନାଥ

#3. ସତ୍ ବିଶ୍ଵାସ, ସତ୍ ଜ୍ଞାନ ଓ ସତ୍ କାର୍ଯ୍ୟକୁ କ’ଣ କୁହାଯାଏ?

 ଚତୁଃଯାମ ତ୍ରିବେଣୀ ତ୍ରିପିଟକ ତ୍ରିରତ୍ନ

ତ୍ରିରତ୍ନ

#4. ନିମ୍ନୋକ୍ତ କେଉଁ ସ୍ଥାନରେ ବୌଦ୍ଧସ୍ତୁପ ରହିଛି?

 ଆବୁ ପର୍ବତ ଶ୍ରାବଣବେଲଗୋଲା ଶ୍ରୀବସ୍ତୀ ସାଞ୍ଚି

 ସାଞ୍ଚି

#5. ବୁଦ୍ଧଦେବ କେତେ ବର୍ଷ ବୟସରେ ଦେହତ୍ୟାଗ କରିଥିଲେ?

 ୭୨ ୮୦ ୮୫ ୪୦

 ୮୦

#6. କେଉଁ ଶାସ୍ତ୍ରରେ ବ୍ରହ୍ମଜ୍ଞାନ ବିଷୟ ଆଲୋଚନା ହୋଇଛି?

 ବେଦ ପୁରାଣ ମହାଭାରତ ଉପନିଷଦ

ଉପନିଷଦ

#7. ବର୍ତ୍ତମାନ ମିଳୁଥିବା ଉପନିଷଦ ସଂଖ୍ୟା କେତେ?

 ୧୦୦ ୨୦୦ ୩୦୦ ୪୦୦

 ୨୦୦

#8. ଜୈନ ଧର୍ମର ପ୍ରଚାରକ କିଏ?

 ଗୌତମ ବୁଦ୍ଧ ମହମ୍ମଦ ମହାବୀର ପାର୍ଶ୍ଵନାଥ

 ମହାବୀର

#9. ମହାବୀର କେଉଁଠାରେ ଜନ୍ମଗ୍ରହଣ କରିଥିଲେ?

 କୁଶୀନଗର କୁନ୍ଦଗ୍ରାମ କପିଳବାସ୍ତୁ ଲୁମ୍ବିନୀ

କୁନ୍ଦଗ୍ରାମ

#10. ଶ୍ରାବଣବେଲଗୋଲାର ଜୈନ କୀର୍ତ୍ତି କେଉଁ ରାଜ୍ୟରେ ଅବସ୍ଥିତ?

 ଓଡ଼ିଶା ଆନ୍ଧ୍ର କର୍ଣ୍ଣାଟକ କେରଳ

 କର୍ଣ୍ଣାଟକ

#11. କପିଳବାସ୍ତୁ ନଗରୀ କେଉଁ ଦେଶରେ ଅବସ୍ଥିତ?

 ଭାରତ ଚୀନ ପାକିସ୍ଥାନ ନେପାଳ

 ନେପାଳ

#12. ବୁଦ୍ଧଦେବ କେଉଁଠାରେ ଜନ୍ମଗ୍ରହଣ କରିଥିଲେ?

 କୁନ୍ଦଗ୍ରାମ ପାବା ଲୁମ୍ବିନୀ କୁଶୀନଗର

 ଲୁମ୍ବିନୀ

#13. ଅର୍ଜ୍ଜୁନ ଶ୍ରୀକୃଷ୍ଣଙ୍କଠାରୁ …………. ଲାଭ କରିଥିଲେ।

 କର୍ମଜ୍ଞାନ ଶାସ୍ତ୍ରଜ୍ଞାନ ବ୍ରହ୍ମଜ୍ଞାନ ସୃଷ୍ଟି ଜ୍ଞାନ

ବ୍ରହ୍ମଜ୍ଞାନ

#14. ଯାହାକୁ ଅଧ୍ୟୟନ କରିବା ଦ୍ଵାରା ବ୍ରହ୍ମ ପ୍ରାପ୍ତି ହୁଏ ତାକୁ………. କହନ୍ତି।

 ବ୍ରାହ୍ମଣ ଉପନିଷଦ ଆରଣ୍ୟକ ବେଦ

ଉପନିଷଦ

#15. ଭାରତୀୟ ଦାର୍ଶନିକ ……….. ଅଦ୍ଵୈତବାଦର ପ୍ରବର୍ତ୍ତକ।

 ଶଙ୍କରାଚାର୍ଯ୍ୟ ବଲ୍ଲଭାଚାର୍ଯ୍ୟ ମାଧ୍ୱାଚାର୍ଯ୍ୟ ରାମାନୁଜ

ଶଙ୍କରାଚାର୍ଯ୍ୟ

#16. ଜୈନଧର୍ମର ପ୍ରସାର ପାଇଁ ରାଜା ………. ବିଭିନ୍ନ ପଦକ୍ଷେପ ନେଇଥିଲେ?

 ବିନ୍ଦୁସାର ଅଜାତଶତ୍ରୁ ଅଶୋକ ଖାରବେଳ

 ଖାରବେଳ

#17. …………ଶ୍ରେଣୀର ଜୈନ ସନ୍ନ୍ୟାସୀ ମାନେ ଶ୍ବେତବସ୍ତ୍ର ପରିଧାନ କରନ୍ତି।

 ଦିଗମ୍ବର ଶ୍ୱେତମ୍ବର ଆଜିବୀକ ନିର୍ଗନ୍ଥ

 ଶ୍ୱେତମ୍ବର

#18. ସାରନାଥଠାରେ ବୁଦ୍ଧ ଦେବ ………. ଜଣ ଶିଷ୍ୟଙ୍କୁ ବୌଦ୍ଧଧର୍ମରେ ଦୀକ୍ଷିତ କରାଇଥିଲେ।

 2 5 11 23

5

#19. ଓଡିଶାରେ ବୌଦ୍ଧ କୀର୍ତ୍ତି ………….. ଠାରେ ରହିଅଛି।

 ରତ୍ନଗିରି ଖଣ୍ଡଗିରି ନିୟମଗିରି ମହେନ୍ଦ୍ରଗିରି

ରତ୍ନଗିରି

#20. ଗ୍ରାମର ମୁଖ୍ୟ ମାନଙ୍କୁ କ’ଣ କୁହାଯାଏ?

 ବିଶ୍ କୁଳପ ଗ୍ରା‌ମଣୀ ରାଜନ୍

ଗ୍ରା‌ମଣୀ

#21. କେଉଁ ଆର୍ଯ୍ୟ ନାରୀ ବୈଦିକ ମନ୍ତ୍ର ରଚନା କରିଥିଲେ?

 ଝାନ୍ ସୀ ଲୋପାମୁଦ୍ରା ପଦ୍ମାବତୀ ଦୁର୍ଗାବତୀ

ଲୋପାମୁଦ୍ରା

#22. ଆର୍ଯ୍ୟସଭ୍ୟତା କେତେ ବର୍ଷ ପର୍ଯ୍ୟନ୍ତ ବିକଶିତ ହୋଇଥିଲା?

 ୫୦୦ବର୍ଷ ୬୦୦ବର୍ଷ ୯୦୦ବର୍ଷ ୧୦୦୦ବର୍ଷ

୯୦୦ବର୍ଷ

#23. ଋକ୍ ବେଦ କେତୋଟି ମଣ୍ଡଳରେ ବିଭକ୍ତି ହୋଇଥିଲା?

 ୪ଟି ୫ଟି ୧୦ଟି ୧୮ଟି

 ୧୦ଟି

#24. ଆମ ଦେଶର ସବୁଠାରୁ ପୁରୁଣା ଗ୍ରନ୍ଥ କ’ଣ?

 ରାମାୟଣ ମହାଭାରତ ବେଦ ଭାଗବତ

ବେଦ

#25. ଋକ୍ ବେଦ ପ୍ରଥମେ କେଉଁଠି ରଚନା କରାଯାଇଥିଲା?

 କୋଲକାତା ପଞ୍ଜାବ ହରିୟାଣା କାଶ୍ମୀର

ପଞ୍ଜାବ 

free History Question class 6 MCQ

If you’re applying for School/college scholarships, then you may be invited to interview if you make it past the initial screening round. The interview may feel nerve-wracking, but being offered one is great news! you check about scholarship in wiki.

free History Question class 6 MCQ

Not sure how to start preparing history question class 6? Here, we’ll give you 25 of those questions and provide example answers to help you to think about how to respond. Use these examples as a stepping stone for brainstorming and drafting your own unique responses. You can apply this same formula to many other scholarship interview questions as well.

Free History Question Class 6 MCQ

QUIZ START

Related Article : 

Leave a Comment

error: Content is protected !!