Free Class 3 Scholarship Question Part 1 | ବୃତ୍ତି ପରୀକ୍ଷା

Facebook
Telegram
WhatsApp
LinkedIn

Class 3 Scholarship Question Part 1 in Odia

Class 3 scholarship question: One of the ways through which a school student can be able to gain their goal in life, and even a more advanced one would be by achieving some kind of academic or other kind of project which they are interested in learning. Today we will be looking at a question that is asked almost everywhere there is a school campus, no matter how big an educational centre it may be.

Class 3 Scholarship Question Basic Detail:

ବୃତ୍ତି ପରୀକ୍ଷା ପ୍ରଶ୍ନ ଏବଂ ଉତ୍ତର

ଶ୍ରେଣୀ – ତୃତୀୟ
ପ୍ରଶ୍ନ ସଂଖ୍ୟା – 25

#1. ଗାନ୍ଧିଜୀ ଅନ୍ୟ କେଉଁ ନାମର ପରିଚିତ ?

 ନେତାଜୀ ବାପୁଜୀ ଗୁରୁଜୀ ସର୍ତ୍ତାରଜୀ

ବାପୁଜୀ

#2. ଜନ୍ମ ଭୂମିକୁ କାହା ସହିତ ତୁଳନା କରାଯାଇଛି ?

 ମାଆ ପିଉସୀ ମାଉସୀ ବାପା

 ମାଆ

#3. ମାଙ୍କଡମାନେ କେଉଁଠାରେ ଜହ୍ନକୁ ଦେଖିଲେ ?

 ଆକାଶରେ ଗଛ ଉପରେ ପୋଖରୀରେ ନଦୀରେ

 ପୋଖରୀରେ

#4. ପାନେ ଦେବାର ଅର୍ଥ –

 ପାନ ଖଣ୍ଡେ ଦେବା ଦଣ୍ଡଦେବା ଉଚିତ ଶିକ୍ଷା ଦେବା ପାଣି ଗ୍ଲାସ ଦେବା

 ଉଚିତ ଶିକ୍ଷା ଦେବା

#5. ଓଡ଼ିଶାର ପ୍ରଥମ ଜ୍ୟୋତିବିଜ୍ଞାନୀ କିଏ ?

 ମଧୁବାବୁ ଗୋପବନ୍ଧୁ ପଠାଣି ସାମନ୍ତ ଫକୀର ମୋହନ

 ପଠାଣି ସାମନ୍ତ

#6. ମଧୁବାବୁଙ୍କୁ କେଉଁ ଉପାଧି ମିଳିଥିଲା ?

 ଉତ୍କଳ ଭାରତୀ ଉତ୍କଳ କେଶରୀ ଉତ୍କଳ ଗୌରବ ଉତ୍କଳଘଣ୍ଟ

 ଉତ୍କଳ ଗୌରବ

#7. କେଉଁମାନେ ବାନରସେନା ସାଜିଥିଲେ ?

 ପିଲାମାନେ ବୃଦ୍ଧମାନେ ଯୁବକମାନେ ଯୁବତୀମାନେ

ପିଲାମାନେ

#8. ଭକତି ଅନ୍ତରେ କିଏ ପରମେଶ୍ୱରଙ୍କୁ ଡାକୁଥିଲା ?

 ମହୁମାଛି ଟିକିଫୁଲ ପ୍ରଜାପତି ଭଅଁର

 ଟିକିଫୁଲ

#9. ରାଜା ନରସିଂହ ଦେବ କେଉଁ ଦେବତାଙ୍କ ପୂଜାପାଇଁ ମନ୍ଦିରଟିଏ ତୋଳାଇଥିଲେ ?

 ଶିବ ଜଗନ୍ନାଥ ସୂର୍ଯ୍ୟ ଗଣେଶ

 ସୂର୍ଯ୍ୟ

#10. ନିମ୍ନ ଶବ୍ଦ ମଧ୍ୟରୁ କେଉଁଟି ଇଂରାଜୀ ଶବ୍ଦରୁ ଆସିନାହିଁ ?

 ଫଟୋ ବ୍ୟାଟେରୀ ଷ୍ଟେସନ ଅମ୍ଳଜାନ

 ଅମ୍ଳଜାନ

#11. ନିମ୍ନ ଯୋଡି ଶବ୍ଦ ମଧ୍ୟରୁ କେଉଁଟି ଇଂରାଜୀ ଶବ୍ଦରୁ ଆସିନାହିଁ ?

 ଧନୀ – ଗରିବ ପ୍ରାଚୀନ – ନବୀନ ଭଗିନୀ ସୁଖ – ଦୁଃଖ


 ଭଗିନୀ

#12. ‘ ବନ୍ଦେ ଉତ୍କଳ ଜନନୀ ‘ ର ରଚୟିତା କିଏ ?

 ଭକ୍ତକବି ମଧୁସୂଦନ ଦାସ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର କବିବର ରାଧାନାଥ ରାୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ


 କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

#13. ନିମ୍ନ ଶବ୍ଦ ମଧ୍ୟରୁ କେଉଁଠି ଠିକ ?

 ସହାନୁଭୂତି ଶହାନୁଭୂତି ସହାନୂଭୂତି ସହାନୁଭୂତି

 ସହାନୁଭୂତି

#14. ‘ଲୋଭୀ’ ର ବିପରୀତ ଶବ୍ଦଟି କ’ଣ ?

 ନିର୍ଲୋଭୀ ନିର୍ଲୋଭ ଲୋଭହୀନ ଲୋଭନୀୟ

 ନିର୍ଲୋଭ

#15. ‘ନିକାଞ୍ଚନ’ ଶବ୍ଦର ଅର୍ଥ କଣ ?

 ନିଛାଟିଆ ଘଞ୍ଚ ଏକୁଟିଆ ଅଳ୍ପ

 ନିଛାଟିଆ

#16. ହିନ୍ଦୀ ଭାଷାକୁ ରାଷ୍ଟ୍ରଭାଷା କରାଯାଇହି, କାରଣ-

 ବିଦ୍ୟାଳୟରେ ହିନ୍ଦୀ ପଢ଼ାଯାଉଥିବାରୁ ହିନ୍ଦୀଭାଷା କହିବାକୁ ସହଜ ହେଉଥିବାରୁ ହିନ୍ଦୀଭାଷାକୁ ସମସ୍ତେ ଭଲ ପାଉଥିବାରୁ ଆମ ଦେଶର ଅଧିକାଂଶ ଲୋକ ହିନ୍ଦୀରେ କଥାବାର୍ତା କରୁଥିବାରୁ |


 ଆମ ଦେଶର ଅଧିକାଂଶ ଲୋକ ହିନ୍ଦୀରେ କଥାବାର୍ତା କରୁଥିବାରୁ |

#17. ”ତାହାରି ପାଇଁ ଜୀବନ ଢାଳି ରଖିବା ଆମେ ତାହାରି ନାମ |” – ଏହି ପଦ୍ୟାଶଟି କେଉଁ ପଦ୍ୟର ଅଟେ ?

 ଭାସିଯାଅ ମୋର କାଗଜ ଡ଼ଙ୍ଗା ଟିକି ଫୋଲଟିର ବାସ ସେହି ମୋ ପ୍ରିୟ ଜନମ ଭୂଇଁ ତୁମ ପରି ଛୋଟ ପିଲାଟିଏ

 ସେହି ମୋ ପ୍ରିୟ ଜନମ ଭୂଇଁ

#18. କେଉଁମାନଙ୍କୁ ‘ପାଇକ’ କୁହାଯାଉଥିଲା ?

 ଓଡ଼ିଶାର କାରିଗରମାନଙ୍କୁ ଓଡ଼ିଶାର ସାଧବମାନକୁ ଓଡ଼ିଶାର ସୈନିକମାନଙ୍କୁ ଓଡ଼ିଶାର କୃଷକମାନଙ୍କୁ

 ଓଡ଼ିଶାର ସୈନିକମାନଙ୍କୁ

#19. ସ|ନରୁ ବଡ ହେବାକୁ ହେଲେ କ’ଣ କରିବା ଆବଶ୍ୟକ ?

 ଯତ୍ନ କରିବା ପ୍ରାର୍ଥନା କରିବା ଅର୍ଥ ବ୍ୟୟ କରିବା ପାଠ ପଢିବା


 ଯତ୍ନ କରିବା

#20. କେଉଁ ରାଜ୍ୟରେ ଅକାଳ ମରୁଡି ପଡିଥିଲା ?

 ଓଡିଶା ବଙ୍ଗଳା ବିହାର ଆସାମ

 ବଙ୍ଗଳା

#21. ସୋମା ପାଣିରେ ବୁଡ଼ିଗଲାବେଳେ ତାକୁ କିଏ ରକ୍ଷା କଲା ?

 କରିମ କୃପାସିନ୍ଧୁ ହାସିନା ଗୁରୁଜୀ

 ହାସିନା

#22. ‘ସାନସିନା ଦାନ ତା ମହାନ’ ଶବ୍ଦ ସହିତ କାହାର ସମ୍ପର୍କ ଅଛି ?

 ରାଜା ବିଶୁ ମହାରାଣା ବଢ଼େଇମାନଙ୍କ ଧରମା


 ଧରମା

#23. ମଧୂବାରିଷ୍ଟରଙ୍କ ଜନ୍ମସ୍ଥାନର ନାମ କ’ଣ ?

 ସତ୍ୟଭାମାପୁର ସୁଆଣ୍ଡୁ ସାକ୍ଷୀଗୋପାଳ ବୀରମିତ୍ରପୁର

ସତ୍ୟଭାମାପୁର

#24. ଯେପରି ‘ନିନ୍ଦା’ ରୁ ‘ନିନ୍ଦିତ’ , ସେହିପରି ‘ଚିନ୍ତା’ ରୁ କ’ଣ ହେବ ?

 ଚିନ୍ତନ ଚିନ୍ତିତ ପଠିତ ପୀଡିତ


 ଚିନ୍ତିତ

#25. ‘ଫୁଲର ଗୋଟିଏ ପ୍ରତିଶବ୍ଦ ହେଉଛି ………..

 ବାସ ସୁବାସ କୁସୁମ ଫଳ

କୁସୁମ

Class 3 Scholarship Question

If you’re applying for School/college scholarships, then you may be invited to interview if you make it past the initial screening round. The interview may feel nerve-wracking, but being offered one is great news! you check about scholarship in wiki.

Class 3 Scholarship Question : 

Not sure how to start preparing? Here, we’ll give you 25 of those questions and provide example answers to help you to think about how to respond. Use these examples as a stepping stone for brainstorming and drafting your own unique responses. You can apply this same formula to many other scholarship interview questions as well.

class 3 scholarship question test

QUIZ START

Related Article : 

1 thought on “Free Class 3 Scholarship Question Part 1 | ବୃତ୍ତି ପରୀକ୍ଷା”

Leave a Comment

error: Content is protected !!